ଆମେରିକା, ବ୍ରାଜିଲ ପରେ ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ,୫ା୭ ଆମେରିକା ଏବଂ ବ୍ରାଜିଲ ପରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଛାଲିଛି। ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୭୩ ହଜାର ୧୬୫ ଜଣ କରୋନାରେ ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡ଼ିଛି।…
ଆପ୍ କମ୍ପାନୀରେ କାମ କରୁଥିବା ୩,୫୦୦ ଭାରତୀୟ ଚାକିରି ହରାଇବା ଆଶଙ୍କା
ବେଜିଂ, ୫।୭: ଗଲଓ୍ବାନ ଘାଟିରେ ଭାରତ ଚାଇନା ମଧ୍ୟରେ ହିଂସ୍ରକ ସଂଘର୍ଷ ହେବାପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଭାରତ ୫୯ ଚାଇନା ଆପ୍ ଉପରେ କଟକଣା ଲଗାଇଛି। ଏହାର ପ୍ରଭାବରେ ଚାଇନାର ଏସବୁ ଆପ୍ କମ୍ପାନୀରେ କାମ କରୁଥିବା…
ଗ୍ରହଶାନ୍ତି ପୂଜା କରିବାକୁ ଆସି ବନ୍ଧାହେଲେ ତାନ୍ତ୍ରିକ
ମହାକାଳପଡ଼ା,୫ା୭(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସୀ ଗ୍ରାମରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଶତ୍ରୁତାକୁ ନେଇ ତାନ୍ତ୍ରିକଙ୍କ ସହଯୋଗରେ ସମସ୍ୟା ସମାଧାନ ଗ୍ରହ ଶାନ୍ତି ପୂଜାର୍ଚ୍ଚନା ଚାଲିଥିଲା। ଏହି ପୂଜା ପୂର୍ଣ୍ଣିମା ରାତିର ବିଳମ୍ବିତ ପ୍ରହର ଅର୍ଥାତ୍ ଶନିବାର ରାତି ହେଉଥିବା…
କରୋନା ସଂକ୍ରମଣ: ଭାରତ ଆମେରିକା-ବ୍ରାଜିଲ୍କୁ ଟପିବା ଆଶଙ୍କା
ନୂଆଦିଲ୍ଲୀ, ୫।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଇତିମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୩ ହଜାର ୯୪୭ରେ ପହଞ୍ଚିଛି। ଏବେ ଭାରତ ରୁଷ୍ ପାଖାପାଖି ପହଞ୍ଚି ଯାଇଛି। ରୁଷ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୪…
ଦାରିଙ୍ଗବାଡ଼ିରେ ବନ୍ଦ ହେଲା ସାପ୍ତାହିକ ହାଟ
ଦାରିଙ୍ଗବାଡ଼ି,୫ା୭(ଡି.ଏନ୍.ଏ.): କନ୍ଧମାଳ ଜିଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଶନିବାର ଏବଂ ରବିବାର ଶଟ୍ଡାଉନ୍ ଘୋଷଣାକୁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇଛି। ଶନିବାର ସମ୍ପୂଣ୍ଣର୍ର୍ ବନ୍ଦ ରହିଥିବା ବେଳେ ରବିବାର ମଧ୍ୟ ସକାଳ ୬ଟାରୁ ସ୍ଥାନୀୟ ପୋଲିସ ପକ୍ଷରୁ…
ଡରେଇଲାଣି କରୋନା: ରାଜ୍ୟରେ ଆଉ ୨ ମୁଣ୍ଡ ନେଲା; ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି
ଭୁବନେଶ୍ୱର,୫।୭(ବ୍ୟୁରୋ): ଡରାଇଲାଣି କରୋନା। ରବିବାର ଆଉ ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ମୃତକ ଗଜପତି, ସୁନ୍ଦରଗଡ଼ ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ତେବେ ବାଲେଶ୍ୱର ଜିଲାର ଜଣେ…
ଗଞ୍ଜାମ ବ୍ଲକକୁ ଛୁଇଁଲା କରୋନା: ଏନ୍ଏସିରେ ସ୍ତ୍ରୀ ସ୍ବାମୀ, ଖଟୁଆକୁଦାରେ ଜଣେ ଗର୍ଭବତୀ ପଜିଟିଭ୍ ଚିହ୍ନଟ
ଗଞ୍ଜାମ,୫ା୭(ଡି.ଏନ୍.ଏ.): ଦୀର୍ଘ ପାଞ୍ଚମାସ ସଂଘର୍ଷ ପରେ ଶେଷରେ ଗଞ୍ଜାମ ବ୍ଲକକୁ କରୋନା ଛୁଇଁଥିବା ତହସିଲଦାର ଅବନୀ କୁମାର ସାହୁ ସୂଚନା ଦେଇଛନ୍ତି। ଗଞ୍ଜାମ ଏନ୍ଏସି ଓ୍ବାର୍ଡ ନଂ ୫ର ସ୍ତ୍ରୀ, ସ୍ବାମୀ ଓ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ଓଡିଆର୍ପି…
ଶିବରାଜ-ସିନ୍ଧିଆ ଟଣାଓଟରା: ଛିଣ୍ଡୁନି ବିଭାଗ ଭାଗବଣ୍ଟା
ଭୋପାଳ, ୫।୭: ମଧ୍ୟପ୍ରଦେଶ ରାଜନୀତିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି। ଇତିମଧ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାକୁ ୩ ଦିନ ବିତିଲାଣି। ତେବେ କାହାକୁ କେଉଁ ବିଭାଗ ମିଳିବ ସେନେଇ ଭାଗବଣ୍ଟା ଛିଣ୍ଡୁନି।…
CORONAVIRUS UPDATE: ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୬୯ ନୂଆ ସଂକ୍ରମିତ, ମୋଟ ଆକ୍ରାନ୍ତ ସଂଖ୍ୟା ୯ହଜାର ଟପିଲା
ଭୁବନେଶ୍ୱର,୫।୭(ବ୍ୟୁରୋ): ରାଜ୍ୟରେ ରବିବାର ୪୬୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୧୭ କ୍ୱାରାଣ୍ଟାଇନ୍ ମାମଲା ଥିବା ବେଳେ ୧୫୨ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦୭୦କୁ ବୃଦ୍ଧି ପାଇଛି।…
ସିଆର୍ପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ପୁଣି ଆକ୍ରମଣ: ଆଇଇଡ଼ି ବିସ୍ଫୋରଣ କଲେ ଆତଙ୍କବାଦୀ
ଶ୍ରୀନଗର, ୫।୭: ଜମ୍ମୁ-କଶ୍ମୀର ପୁଳଓ୍ବାମା ଜିଲାରେ ରବିବାର ପୁଣି ସିଆର୍ପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ସକାଳ ୭ଟା ୪୦ରେ ଆତଙ୍କବାଦୀମାନେ ୧୮୨ ବାଟାଲିୟନ ସିଆର୍ପିଏଫ୍ ଟିମ୍କୁ ଲକ୍ଷ୍ୟ କରି ଆଇଇଡ଼ି ବିସ୍ଫୋରଣ କରିଛନ୍ତି। ଏଥିରେ ଜଣେ ଭାରତୀୟ…
ବିବାଦରେ ଓଡ଼ିଆ କବି ରାଜେନ୍ଦ୍ରଙ୍କ କବିତା: ଦେବୀ ସୀତାଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ କରିଥିଲେ ପୋଷ୍ଟ
ଭୁବନେଶ୍ୱର,୪ା୭(ବ୍ୟୁରୋ): ‘ଅଶୋକ ବନରେ ତମେ ଇଚ୍ଛିପାର ରାବଣର ବଳାତ୍କାର, ଅଗ୍ନି ପରୀକ୍ଷାରେ ଏଣେ ହୋଇପାର ଅନାୟାସରେ ଉତ୍ତୀର୍ଣ୍ଣା, ତୁମେ କାହାରି ନୁହଁ।’ ସୋସିଆଲ ମିଡିଆରେ ଦେବୀ ସୀତାଙ୍କ ଉଦ୍ଦେଶ୍ୟରେ ଏଭଳି ଏକ ପୋଷ୍ଟ କରି ବିବାଦକୁ ଆସିଛନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ…
ଦେହରେ ଲାଗିଲା ୧୭ ଗୁଳି: ତେବେ ବି ଏହି ଯବାନଙ୍କ ଯୋଗୁ ଟାଇଗର ହିଲ୍ରେ ଉଡ଼ିଲା ତ୍ରିରଙ୍ଗା
ନୂଆଦିଲ୍ଲୀ, ୫।୭: କାରଗିଲ୍ର ଟାଇଗର ହିଲ୍କୁ ୨୧ ବର୍ଷ ତଳେ ଭାରତ ନିଜ ଅଧିନକୁ ଆଣିଥିଲା। ୧୯୯୯ରେ ଜୁଲାଇ ୫ରେ ପରମବୀର ଚକ୍ର ବିଜେତା ସୁବେଦାର ଯୋଗେନ୍ଦ୍ର ସିଂଙ୍କ ଯୋଗୁ ଟାଇଗର ହିଲ୍ରେ ତ୍ରିରଙ୍ଗା ଉଡ଼ିଥିଲା। ତାଙ୍କ ସୂଚନା ଯୋଗୁ ଭାରତୀୟ…
Archives


