ହଂକଂ ସୁରକ୍ଷା ବିଲ୍କୁ ଚାଇନାର ମଞ୍ଜୁରୀ
ବେଜିଂ/ହଂକଂ,୨୯ା୫: ଚାଇନା ପାର୍ଲାମେଣ୍ଟ ଗୁରୁବାର ହଂକଂ ସୁରକ୍ଷା ବିଲ୍କୁ ମଞ୍ଜୁରୀ ଦେଇଛି। ବେଜିଂର କ୍ଷମତାକୁ ଦୁର୍ବଳ କରିବା ଏହି ବିବାଦୀୟ ଆଇନ ଅନୁସାରେ ଅପରାଧ ବିବେଚିତ ହେବ। ତେବେ ଅର୍ଦ୍ଧ ସ୍ବୟଂଶାସିତ ଭୂଖଣ୍ଡ ତଥା ବିଶ୍ୱ ସ୍ତରୀୟ ବ୍ୟବସାୟିକ କେନ୍ଦ୍ର ହଂକଂର…
ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ ତୁଳସୀପତ୍ରର କାଢ଼ା
ନ୍ୟାଶନାଲ ସେଣ୍ଟର ଫର୍ ବାୟୋଟେକ୍ନୋଲୋଜି ଇନ୍ଫର୍ମେଶନ ଅନୁସାରେ, ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ତୁଳସୀପତ୍ର ବେଶ୍ ଲାଭଦାୟକ। ପ୍ରତି ସଂକ୍ରାମକ ରୋଗରୁ ଏହି ପତ୍ର ମୁକ୍ତି ଦେଇଥାଏ। ବିଶେଷକରି ତୁଳସୀ ପତ୍ରର କାଢ଼ା ଦେହ ପାଇଁ ଆହୁରି ଭଲ। ତେବେ…
ଦାନ୍ତ ବିନ୍ଧା କମ୍ କରେ ଏହି ପତ୍ର
ଓସ୍ତ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଓସ୍ତ ପତ୍ରରେ ଭିଟାମିନ୍ ଏବଂ ଅନେକ ଆଣ୍ଟିଅକ୍ସିଡେଣ୍ଟ ତତ୍ତ୍ୱ ରହିଛି। ଯାହା ଶରୀର ବିଭିନ୍ନ ଗମ୍ଭୀର ରୋଗ ଦୂର କରିବାର କ୍ଷମତା ରଖିଛି। ଓସ୍ତ ପତ୍ରକୁ ବ୍ୟବହାର କରି ହାର୍ଟ ଆଟାକ ପରି…
ଏହି କ୍ରିକେଟରଙ୍କୁ ‘ତୁମେ ମୋ ପତ୍ନୀ ଭଳି’ କହିଲେ ଶିଖର ଧାଓ୍ବନ
ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧାଓ୍ବନ ଏବେ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଅଛନ୍ତି। ବେଳେ ମଜାଦାର ଭିଡିଓ ନିଜ ଫ୍ୟାନ୍ସମାନଙ୍କୁ ଭେଟି ଦେଉଛନ୍ତି। ଏକଦା ମୁରଲୀ ବିଜୟ ଓ ଶିଖର ଧାୱନ ଭାରତ ପାଇଁ ଅନେକଥର ଓପନିଂ…
ସଙ୍ଗରୋଧ କେନ୍ଦ୍ରରେ ପ୍ରସବ କଲେ ମହିଳା
ବୋରିଗୁମ୍ମା,୨୮ା୫(ଡି.ଏନ୍.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍ କାଠରଗଡ଼ା ସଙ୍ଗରୋଧ କେନ୍ଦ୍ରରେ ଜଣେ ମହିଳା ପ୍ରସବ କରିଛନ୍ତି। ବୁଧବାର ସାରେ ସେ ଏକ ଶିଶୁପତ୍ରକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମହିଳା ଏବଂ ତାଙ୍କ ସ୍ବାମୀ ଆନ୍ଧ୍ରପ୍ରଦେଶରୁ ଫେରି ୧୨ଦିନ ହେଲା…
ଲକ୍ଷାଧିକ ଟଙ୍କା ହଡ଼ପ କରି ଅଭିଯୁକ୍ତ ଗିରଫ
ଯୋଡ଼ା, ୨୮।୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଆର୍ଥ ମୁଭର୍ସ ଓ ଡିପି ସିଂ ନାମକ ଦୁଇଗୋଟି ବ୍ୟବସାୟିକ ସଂସ୍ଥାରେ ଲକ୍ଷାଧିକ ଟଙ୍କା ହଡପ କରିଥିବା ଅଭିଯୋଗରେ ପୋଲିସ ଚମ୍ପୁଆ ଥାନା କାଳିକାପ୍ରସାଦ ଗ୍ରାମର ନରହରି ରାଉତଙ୍କୁ ଗୁରୁବାର ଗିରଫ କରିଛି। ପୋଲିସ…
କାହିଁକି ପାକିସ୍ତାନ କ୍ରିକେଟର୍ଙ୍କୁ ବିବାହ କରିଥିଲେ ସାନିଆ ମିର୍ଜା
ଭାରତୀୟ ଟେନିସ୍ କୁଇନ୍ ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର ସୋଏବ୍ ମଲିକଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ସେତେବେଳେ ଏହାକୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ ଉଠିଥିଲା। ସାନିଆଙ୍କୁ ପ୍ରେମ ସମ୍ପର୍କ ଅନେକ ଭାରତୀୟ ଅଭିନେତା ଏବଂ କ୍ରିକେଟର୍ଙ୍କ ସହ…
ଟ୍ରକ ଧକ୍କାରେ ଜଣଙ୍କ ଜୀବନ ଗଲା
କେନ୍ଦୁଝର,୨୮ା୫(ସ୍ବ.ପ୍ର.)-ରାସ୍ତାପାର ହେଉଥିବାବେଳେ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁବାର ସକାଳ ସମୟରେ ଏକ ପିକଅପ୍ରେ ବ୍ୟକ୍ତି ଜଣଙ୍କ ଯାଉଥିଲେ। ବନାଯୋଡ଼ି ଯୋଗୀମଠ ଛକ ନିକଟରେ ଛିଡ଼ାକରି ରାସ୍ତାକଡ଼ ଦୋକାନରେ ଚା’ ପିଇବା ପରେ ରାସ୍ତା ରାସ୍ତା ପାର ହେଉଥିବାବେଳେ କେନ୍ଦୁଝର…
ନବୀନଙ୍କ ପଞ୍ଚମ ପାଳିକୁ ପୂରିଲା ବର୍ଷେ: ଆଗକୁ ବଡ଼ ଚ୍ୟାଲେଞ୍ଜ
ଭୁବନେଶ୍ୱର,୨୮ା୫(ବ୍ୟୁରୋ): ୨୦୧୯ ମେ’ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ପଞ୍ଚମଥର ରାଜ୍ୟ ଶାସନର ଡୋରି ଧରିଥିଲେ । ଶୁକ୍ରବାର ବିଜେଡି ସରକାରର ପଞ୍ଚମ ପାଳିକୁ ବର୍ଷେ ପୂରଣ ହେବ। ଚଳିତ ବର୍ଷ ବିଜେଡି ପାଇଁ ସଂଘର୍ଷର ବର୍ଷ।…
ଗ୍ୟାସ୍ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍ ଘଟଣା: ୩ ଗିରଫ
ତିହିଡ଼ି, ୨୮ା୫(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ପାଳିଆବିନ୍ଧାସ୍ଥିତ ରାଉତ ଗ୍ୟାସ ଏଜେନ୍ସିର କର୍ମଚାରୀଙ୍କୁ କେତେକ ଦୁର୍ବୃତ୍ତ ଆକ୍ରମଣ କରି ୧୧ଲକ୍ଷ ୯ହଜାର ୭ଶହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ପୋଲିସ ଏହି ଘଟଣାର ତଦନ୍ତ କରି ଗୁରୁବାର ୩ଜଣ…
କରୋନା ବୁଡ଼ାଇଲା କୌଳିକ ବୃତ୍ତି : ସଙ୍କଟରେ ବାଉଁଶ କାରିଗର
କେନ୍ଦୁଝର, ୨୮ା୫(ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ ଚାଲିଛି। କଟକଣା ଯୋଗୁ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ସାଧାରଣ ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଦେଖାଦେଇଥିବା ବେଳେ ଅନେକ ପରିବାର ଜୀବିକା ହରାଇ ଘରେ…
ଚୋରା ମଦବେପାରୀ ଗିରଫ
ଭଣ୍ଡାରିପୋଖରୀ , ୨୮।୫ (ଡି.ଏନ.ଏ.)-ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଭୁତିଆ ଗ୍ରାମରେ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ବୁଧବାର ସନ୍ଧ୍ୟାରେ ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ଦୁଃଶାସନ ମୁଣ୍ଡା।…
Archives


