Home

କରୋନା ଆକ୍ରାନ୍ତ ଜଣାପଡିବା ପରେ ଏମିତି ନିଷ୍ପତ୍ତି ନେଲେ ସମାଜବାଦୀ ପାର୍ଟି ନେତା

ବରେଲି,୩୦।୮: ବରେଲିର ଏସଆରଏମଏସ ମେଡ଼ିକାଲ କଲେଜରେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ସମାଜବାଦୀ ପାର୍ଟି ନେତା ରମଣ ଚୌଧୁରୀ ଦିଲ୍ଲୀ-ବରେଲି-ନୈନିତାଲ ରାଜପଥର ଏକ ଓଭରବ୍ରିଜରୁ ତଳକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି। ଏହା ଏକ ଦୁର୍ଘଟଣା ହୋଇଥିବା ପୋଲିସ ସନ୍ଦେହ କରୁଥିଲେ…

ନିଟ୍‌, ଜେଇଇ ପରୀକ୍ଷାକୁ ବିରୋଧ କରୁଥିବା ଏହି ୯ ବର୍ଷୀୟା ଝିଅ କିଏ ଜାଣନ୍ତି କି

ମଣିପୁରର ଲିସିପ୍ରିୟା କଙ୍ଗୁଜାମଙ୍କୁ ମାତ୍ର ୯ ବର୍ଷ ବୟସ। କଲେଜରେ ପଢିବାକୁ ତାଙ୍କର ପ୍ରାୟ ୧୦ ବର୍ଷ ଅଛି, ତଥାପି ସେ ଏନ୍‌ଇଇଟି ଏବଂ ଜେଇଇ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଦାବି କରୁଛନ୍ତି। ଏହି କୁନି ଆକ୍ଟିଭିଷ୍ଟ(ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକର୍ତ୍ତା) କହିଛନ୍ତି…

କଟକ ସହରରୁ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୩୦।୮-କଟକ ସହରରୁ ରବିବାର ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଣ୍ଟେନମେଣ୍ଟ ଜୋନରୁ ୨୨ଜଣ, କ୍ୱାରାଣ୍ଟାଇନରୁ ୯୭ ଏବଂ ସ୍ଥାନୀୟ ଅଞ୍ଚଳରୁ ୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନିମ୍ବସାହିରୁ ୨୨, ଏସସିବି ଆଇସୋଲେଶନ ଓ୍ବାର୍ଡରୁ ୯, ୫ ଜଣ କରୋନା…

ବିଧାୟକ ଦେବୀ ମିଶ୍ରଙ୍କୁ କରୋନା

ଭୁବନେଶ୍ୱର,୩୦।୮(ବ୍ୟୁରୋ)-ବଡମ୍ବା-ନରସିଂହପୁର ବିଧାୟକ ଦେବୀ ପ୍ରସାଦ ମିଶ୍ର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ ଥିବା ନେଇ ସେ ତାଙ୍କର ଫେସବୁକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ସଂକ୍ରମଣର କୌଣସି ବାହ୍ୟ ଲକ୍ଷଣ ନାହିଁ। ତାପମାତ୍ରା ଏବଂ ଅକ୍ସସିଜେନ ଲେଭଲ ମଧ୍ୟ…

ବନ୍ୟାରେ ୨୦ ଜିଲା ପ୍ରଭାବିତ, ୧୭ ମୃତ: ଏସ୍‌ଆରସି

ଭୁବନେଶ୍ୱର,୩୦।୮(ବ୍ୟୁରୋ)-ପଡୋଶୀ ଛତିଶଗଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ ହୀରାକୁଦ ଡ୍ୟାମର ୪୬ଟି ଗେଟ ଖୋଲାଯାଇଥିଲା। ଏଥିଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏହି ବନ୍ୟାରେ କ’ଣ ସବୁ କ୍ଷୟକ୍ଷତି ହୋଇଛି ସେ…

ମକା ଫଟୋ ଶେୟାର କରି ସମସ୍ତଙ୍କ ହୃଦୟ ଜିତିଲେ ଅମିତାଭ ବଚ୍ଚନ, ଜାଣନ୍ତୁ କେମିତି

ବଲିଉଡ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିଜ ପ୍ରଶଂସକଙ୍କ ସହ ସବୁବେଳେ ଯୋଡି ହୋଇ ରହିବାକୁ ଭଲ ପାଆନ୍ତି। କେତେବେଳେ ନିଜ ଫିଲ୍ମର ଫଟୋ ଶେୟାର କରନ୍ତି ତ ଆଉ କେତେବେଳେ କିଛି ଶିକ୍ଷଣୀୟ କଥା କହି…

ଆମେ କାହା ହାତରେ ଚାଲୁଥିବା କଣ୍ଡେଇ ନୁହେଁ: ଫାରୁଖ

ନୂଆଦିଲ୍ଲୀ,୩୦।୮: ପଡୋଶୀ ଦେଶ ପାକିସ୍ତାନ ଉପରେ ବର୍ଷିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନସର ନେତା ଫାରୁକ ଅବଦୁଲ୍ଲା। ସେ କହିଛନ୍ତି ସେମାନେ କାହାର ହାତରେ ଚାଲୁଥିବା କଣ୍ଢେଇ ନୁହେଁଁ। ପାକିସ୍ତାନ ସବୁବେଳେ ଜମ୍ମୁ କଶ୍ମୀରର ରାଜନୀତିକ ଦଳମାନଙ୍କୁ…

ଏହି ଭାରତୀୟ କ୍ରିକେଟରଙ୍କ ପାଇଁ ଭାବୁକ ହେଲେ ଅଷ୍ଟ୍ରେଲିଆ ଖେଳାଳି

ଦୁବାଇ,୩୦।୮: ୟୁଏଇରେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ଝଟ୍‌କା ଲାଗିଛି। ଉପଅଧିନାୟକ ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଭାରତକୁ ଫେରିବା ପରେ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ରାଇନା ସର୍ବଦା ସିଏସ୍‌କେର ଗୁରୁତ୍ୱପୂର୍ଣ୍ଣ…

ସ୍ବାମୀ କରିଥିଲେ ଏମିତି କାମ, ରକ୍ତରେ ‘ଆଇ ଲଭ୍‌ ୟୁ ବାବୁ’ ଲେଖି ସ୍ତ୍ରୀ କଲେ…

କାନପୁର,୩୦।୮: ଉତ୍ତର ପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀଙ୍କ ଆତ୍ମହତ୍ୟା ଖବର ଜଣାପଡିବା ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଟ୍‌ ନୋଟ୍‌ ଜବତ କରିଛି। ନୋଟ୍‌ରେ ଆଇ ଲଭ୍‌ ୟୁ ବାବୁ ଲେଖାଯାଇଥିବାବେଳେ କ’ଣ ପାଇଁ…

ଏମିତି ଗାଁ, ଯେଉଁଠି ଅଜବ ଭାଷାରେ କଥା ହୁଅନ୍ତି ଲୋକେ

ଆମ ଦେଶରେ ଅନେକ ରହସ୍ୟମୟ କଥା ଲୁଚି ରହିଛି। ଯାହା ସମ୍ପର୍କରେ ଖୁବ୍‌ କମ୍‌ ଲୋକ ଜାଣିଥାନ୍ତି। ଭାରତରେ ଏମିତି ଏକ ସ୍ଥାନ ଅଛି, ଯାହା ସମ୍ପର୍କରେ ଜାଣିଲେ ସାରା ବିଶ୍ୱବାସୀ ଆଶ୍ଚର୍ଯ୍ୟ ହୋଇଯିବେ। ଏପରି ଅଜବ ସ୍ଥାନ ରହିଛି ହିମାଚଳ…

ଆଇପିଏଲ୍‌ର ସବୁଠୁ ମହଙ୍ଗା ଖେଳାଳି କିଏ ଜାଣନ୍ତି କି

କ୍ରିକେଟ ଦୁନିଆର ସବୁଠୁ ବଡ ଟି -୨୦ କ୍ରିକେଟ ଲିଗ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ତାରିଖ ଯେତିକି ପାଖେଇ ଆସୁଛି, ଏହାର ଉତ୍ସାହ କ୍ରମାଗତ ଭାବେ ବଢୁଛି। ଆଇପିଏଲ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଖେଳାଳିମାନେ ପ୍ରସ୍ତୁତ…

ହାଜତ ଭିତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

ଜୟପୁର,୩୦ା୮(ନି.ପ୍ର.): କୋରାପୁଟ ଜିଲା ଜୟପୁର ସଦର ହାଜତ ଭିତରେ ଜଣେ ଅଭିଯୁକ୍ତ ଶନିବାର ବିଳମ୍ବିତ ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସୂଚନା ଦେଇଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ତଦନ୍ତ ଜାରି ରହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri