Home

ମୂଲ୍ୟବାନ ଉଲ୍‌କା ପିଣ୍ଡ ପାଇଥିବା ଯୁବକଙ୍କ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ଜାକର୍ତ୍ତା,୨୩।୧୧: ଉଲ୍‌କା ପିଣ୍ଡ ପାଇ ରାତାରାତି କୋଟିପତି ହୋଇଥିବା ଜଣେ ଯୁବକଙ୍କ ଘଟଣାରେ ଏବେ ନୂଆ ମୋଡ଼ ଆସିଛି। ଉଲ୍‌କା ପିଣ୍ଡ ପାଇ ସେ କୌଣସି ପ୍ରକାରର କୋଟିପତି ହୋଇନାହାନ୍ତି ବରଂ ତାଙ୍କ ସଙ୍ଗେ ଧୋକା ହୋଇଛି ବୋଲି ଉକ୍ତ ଯୁବକ…

ଆଜି ଭାରତୀ, ହର୍ଷଙ୍କ ଜାମିନ ଆବେଦନ ଶୁଣାଣି

ମୁମ୍ବାଇ,୨୩ା୧୧: କମେଡି କୁଇନ ଭାରତୀ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ। ମୁମ୍ବାଇର କିଲା କୋର୍ଟ ସେମାନଙ୍କ ଜାମିନ ଆବେଦନର ଶୁଣାଣି କରିବେ। ଶନିବାର ଏହି ଦମ୍ପତିଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଏନ୍‌ସିବି ଚଢ଼ାଉ…

ଥରେ ଗିରଫ ପରେ ସୁଧୁରିଲେନି: ପୁଣି ଲାଞ୍ଚ ନେଇ ଡାକ୍ତର ଗିରଫ

ମାଲକାନଗିରି, ୨୩।୧୧(ଡି.ଏନ୍‌.ଏ.): ପୂର୍ବରୁ ଲାଞ୍ଚ ନେଇ ଗିରଫ ହୋଇଥିବା ଜଣେ ଡାକ୍ତର ପୁଣିଥରେ ଲାଞ୍ଚ ନେବା ବେଳେ ଭାଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ହେ ହେଲେ ମାଲକାନଗିରି ଜିଲା ପୋଡିଆ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ପାନୁ ଚରଣ…

ରାହୁଲ ପ୍ରଧାନମନ୍ତ୍ରୀ ହେବା ପରେ ରାଜନୀତିରୁ ନେବି ସନ୍ୟାସ: ହରିଶ୍‌ ରାଓ୍ବତ

ଡେରାଡୁନ୍‌,୨୩।୧୧: ଦେଶରେ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ରାଜନୀତିରୁ ସନ୍ୟାସ ନେବାକୁ କଂଗ୍ରେସ ନେତା ହରିଶ୍‌ ରାଓ୍ବତ କହିଛନ୍ତି। ଦଳର ରାଷ୍ଟ୍ରୀୟ ମହାସଚିବ ତଥା ପଞ୍ଜାବର ରାଜ୍ୟ ପ୍ରଭାରୀ ଭାବେ କାର୍ଯ୍ୟ…

ମ୍ୟାଲେରିଆ, ଡେଙ୍ଗୁ, କରୋନା ପରେ ଏବେ ପୁଣି କାମୁଡ଼ିଲା ସାପ, ତଥାପି ହାରି ଯାଇନାହାନ୍ତି ଏହି ବ୍ୟକ୍ତି

ଯୋଧପୁର,୨୩ା୧୧: ଏକ ଦାତବ୍ୟ ଅନୁଷ୍ଠାନରେ କାମ କରୁଥିବା ବ୍ରିଟେନ ନାଗରିକ ଇୟାନ ଜନ୍ସଙ୍କ କାହାଣୀ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏପରିକି ତାଙ୍କ ସାହସକୁ ସାଲ୍ୟୁଟ୍‌ ମଧ୍ୟ କରିବେ। ପାରମ୍ପରିକ କଳାକାରଙ୍କ ପାଇଁ କାମ କରୁଥିବା ଜନ୍ସ ରାଜସ୍ଥାନର ଯୋଧପୁରରେ ପହଞ୍ଚିବା…

ଡିମ୍ପଲଙ୍କ ଅଭିନୀତ ହଲିଉଡ୍‌ ଫିଲ୍ମ ‘ଟେନେଟ’ ଏହି ଦିନ ଭାରତରେ ହେବ ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ର ୮୦ଦଶକର ନାୟିକା ଡିମ୍ପଲ କପାଡିଆଙ୍କ ବହୁ ପ୍ରତିକ୍ଷୀତ ହଲିଉଡ୍‌ ଫିଲ୍ମ ‘ଟେନେଟ’ ଡିସେମ୍ବର ୪ରେ ଭାରତରେ ରିଲିଜ୍‌ ହେବ। ଏହି ଫିଲ୍ମ ଭାରତରେ ରିଲିଜ୍‌ ହେବାକୁ ନେଇ ଅଭିନେତ୍ରୀ ଡିମ୍ପଲ ବେଶ୍‌ ଉତ୍ସାହିତ ଥିବା ବେଳେ ଏନେଇ ସେ…

ଅମିତାଭଙ୍କ ଏହି ଅଭିନେତ୍ରୀଙ୍କୁ ଭଲପାଇ ବସିଥିଲେ ପୁଅ ଅଭିଷେକ: ଜିଦ୍‌ ଧରିଥିଲେ ଏକାଠି ଶୋଇବାକୁ

ମହାମାରୀ କରୋନା ଯୋଗୁ ଏହି ସମୟରେ ବଲିଉଡ୍‌ କଳାକାରମାନେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି। ଖାଲି ସେତିକି ନୁହେଁ, କଳାକାରଙ୍କ ସହ ଜଡିତ ଅନେକ କାହାଣୀ, ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି। ଏହାରି ମଧ୍ୟରେ…

ଦିଲ୍ଲୀର କରୋନା ସ୍ଥିତି: ରିପୋର୍ଟ ତଲବ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୩।୧୧: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏପରିସ୍ଥଳେ ରାଜ୍ୟରେ କରୋନା ସ୍ଥିତି ନେଇ ସୁପ୍ରିମ୍‌କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାରଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ଗତ କିଛି ଦିନ ଧରି ରାଜ୍ୟରେ ସ୍ଥିତି ସଙ୍କଟ ଜନକ…

୮୨ ବର୍ଷୀୟା ବୃଦ୍ଧା କରୁଛନ୍ତି ଏମିତି ବ୍ୟାୟାମ, ଯାହା ଅନ୍ୟମାନଙ୍କୁ ଯୋଗାଇବ ପ୍ରେରଣା

କରୋନା ମହାମାରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ସମସ୍ତେ ଘରେ ରହିବାକୁ ଶ୍ରେୟ ମନେ କରୁଛନ୍ତି। ଏହି ବିଷମ ପରିସ୍ଥିତି ମଧ୍ୟରେ ଜିମ୍‌, ପାର୍କ କିମ୍ବା ବୁଲାବୁଲି ପାଇଁ ଯିବା ମଧ୍ୟ ବିପଦ। ତେଣୁ ଲୋକେ ଘରେ ରହି ଫିଟ୍‌ନେସ ପ୍ରତି…

୧୦ ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ: ଦିଲ୍ଲୀ ଶୀର୍ଷରେ

ନୂଆଦିଲ୍ଲୀ,୨୩।୧୧: ଭାରତର ୧୦ ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏସବୁ ରାଜ୍ୟରେ ୭୭ ପ୍ରତିଶତ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏସବୁ ରାଜ୍ୟରେ କରୋନା ମୃତ୍ୟୁ ୭୬ ପ୍ରତିଶତ ରହିଛି। ଦିଲ୍ଲୀ କରୋନା…

ପୃଥିବୀ ମୁହାଁ କ୍ଷୁଦ୍ର ଚନ୍ଦ୍ର: ଡିସେମ୍ବର ୧ରେ ଆକାଶରେ ହେବ ଦୃଶ୍ୟମାନ

ଓ୍ବାଶିଂଟନ,୨୩।୧୧: ପୃଥିବୀ ମୁହାଁ ଏକ କ୍ଷୁଦ୍ର ଚନ୍ଦ୍ର ହେବାରେ ଲାଗିଛି। ଡିସେମ୍ବରରେ ୧ରେ ଏହା ପୃଥିବୀ ଅଧିକ ନିକଟତମ ହେବ। ଏହି ସମୟରେ ପ୍ରାୟ ଏକ ସପ୍ତାହ ବ୍ୟାପି ଏହା ଆକାଶରେ ଦୃଶ୍ୟମାନ ହେବ। ମହାକାଶ ବିଜ୍ଞାନୀମାନେ ସେପ୍ଟେମ୍ବର ୧୭ରେ ଏହାକୁ…

ମହାତ୍ମାଗାନ୍ଧୀଙ୍କ ଅଣନାତୀ ସତୀଶଙ୍କ କରୋନାରେ ମୃତ୍ୟୁ

ଜୋହନିସ୍‌ବର୍ଗ,୨୩।୧୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅଣନାତି ତଥା ଦକ୍ଷିଣ ଆଫ୍ରିକାର ମୂଳବାସୀନ୍ଦା ସତୀଶ ଧୁପେଲିଆଙ୍କ କରୋନାରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ଜନ୍ମଦିନର ଠିକ୍‌ ୩ ଦିନ ପରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?