Home

ସ୍କୁଲ ଫି’ ମାମଲା: ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

କଟକ ଅଫିସ,୧୯ା୧୦: ହାଇକୋର୍ଟରେ ସ୍କୁଲ ଫି’ ସମ୍ପର୍କିତ ମାମଲା ପ୍ରସଙ୍ଗରେ ଆଗତ କିଛି ଇଣ୍ଟରଭେନ୍‌ସନ ପିଟିଶନକୁ ସୋମବାର ମାନ୍ୟବର କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। କିଛି ଘରୋଇ ସ୍କୁଲ ପକ୍ଷରୁ ଏହି ପିଟିଶନ ହାଇକୋର୍ଟରେ ଆଗତ କରାଯାଇଥିଲା। ତେବେ ସ୍କୁଲ ଫି’ ନେଇ…

ଆଖଣ୍ଡଳମଣିଙ୍କ ବେଢ଼ା ସମ୍ପ୍ରସାରଣ କାର୍ଯ୍ୟ ତ୍ୱରାନ୍ବିତ

ଭଦ୍ରକ,୧୯ା୧୦(ଡି.ଏନ୍‌.ଏ): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢ଼ା ସଂପ୍ରସାରଣ କାର୍ଯ୍ୟ ସୋମବାର ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ମନ୍ଦିର ବେଢ଼ାରେ ଥିବା ୧୬ ଓ ବାହାର ବେଢ଼ାରେ ଥିବା ୩ ଭୋଗଦୋକାନକୁ ଭାଙ୍ଗିବା କାର୍ଯ୍ୟ ଚାଲୁରହିଛି। ଚାନ୍ଦବାଲି…

ଦୂର୍ଗା ମଣ୍ଡପରେ ପୂଜାପାଇବେ ପ୍ରବାସୀ ମହିଳା ଶ୍ରମିକଙ୍କ ପ୍ରତିମୂର୍ତ୍ତି

କୋଲକାତା, ୧୯।୧୦: ମହାମାରୀ କରୋନା ସମୟରେ ସବୁଠାରୁ ଅଧିକ କଷ୍ଟ ସହିବାକୁ ପଡ଼ିଥିଲା ପ୍ରବାସୀ ଶ୍ରମିକଙ୍କୁ। ସେମାନଙ୍କୁ ନିଜ ଘରକୁ ଫେରିବା ପାଇଁ ଶହ ଶହ କିଲୋମିଟର ଚାଲିବାକୁ ପଡ଼ିଥିଲା। ଏହି ସମୟରେ ସେମାନଙ୍କ ଗୋଡ଼ ଫାଟିଯାଉଥିବା ବେଳେ ପୋଲିସ ଠାରୁ…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଡେଭିଡ୍‌ ଓ୍ବାର୍ଣ୍ଣର

ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ନର ଇଣ୍ଡିଆନ ପ୍ରିମିୟର ଲିଗର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ। ରବିବାର ଖେଳାଯାଇଥିବା କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ଡେଭିଡ ୱାର୍ଣ୍ଣର ଆଉ ଏକ ସଫଳତା ହାସଲ କରିଛନ୍ତି। ସେ ଆଇପିଏଲରେ ୫ ହଜାର…

୭ମାସ ପରେ ଖୋଲିଲା ସ୍କୁଲ

ଲକ୍ଷ୍ନୌ/ଚଣ୍ଡିଗଡ଼, ୧୯।୧୦: ଦୀର୍ଘ ୭ ମାସ ପରେ ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ସୋମବାର ସ୍କୁଲ ଖୋଲିଛି। ସରକାରୀ ମାର୍ଗଦର୍ଶିକାକୁ ପାଳନ କରାଯାଇ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ସ୍କୁଲକୁ ଆସିବାକୁ ଅନୁମତି ପ୍ରଦାନ କରାଯାଇଛି। ସାମାଜିକ ଦୂରତା ନିୟମକୁ ପାଳନ କରିବା…

ଡିସେମ୍ବରରେ ମୋଦି-ହାସିନା ଭର୍ଚୁଆଲ୍‌ ବୈଠକ

ନୂଆଦିଲ୍ଲୀ/ଢାକା, ୧୯।୧୦: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଳାଦେଶ ପ୍ରତିପକ୍ଷ ଶେଖ୍‌ ହାସିନାଙ୍କ ମଧ୍ୟରେ ଡିସେମ୍ବରରେ ଭର୍ଚୁଆଲ୍‌ ବୈଠକ ଅନୁଷ୍ଠିତ ହେବ। ଏହା ଡିସେମ୍ବର ୧୬ ଅବା ୧୭ରେ ହେବାର ସମ୍ଭାବନା ରହିଛି। ଏସମ୍ପର୍କରେ ବାଂଲାଦେଶ ବହିର୍ବ୍ୟାପାର ମନ୍ତ୍ରୀ ଏ.କେ.…

ସାବତ ମା’ଙ୍କଠାରୁ ମାତ୍ର ୮ ବର୍ଷ ସାନ ସନ୍ନି ଦେଓଲ, ଜାଣନ୍ତୁ କେମିତି ରହିଛି ଉଭୟଙ୍କ ସମ୍ପର୍କ

ବଲିଉଡ୍‌ ଡ୍ରିମ୍‌ ଗର୍ଲ ହେମାମାଳିନୀ ଅଭିନୟ ରାଜନୀତିରେ ବି ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ସେ ଉତ୍ତର ପ୍ରଦେଶର ମଥୁରାରୁ ଭାଜପା ଏମ୍‌ପି ଅଛନ୍ତି। ହେମାଙ୍କ ସ୍ବାମୀ ତଥା ଅଭିନେତା ଧର୍ମେନ୍ଦ୍ର ମଧ୍ୟ ରାଜସ୍ଥାନର ବିକାନେର୍‌ରୁ ଏମ୍‌ପି ରହିସାରିଛନ୍ତି। ଧର୍ମେନ୍ଦ୍ରଙ୍କ ପୁଅ…

ଆଜି ଆଉ ୧୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୧୫୨କୁ ବୃଦ୍ଧି

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୭ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୧୫୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଏବଂ କଟକରୁ…

ଅଶକ୍ତ ଅସ୍ଥି

ଅଷ୍ଟିଓପୋରୋସିସ୍‌ ରୋଗର କାରଣ, ପ୍ରତିକାର ତଥା ନିବାରଣ ସମ୍ବନ୍ଧରେ ସାଧାରଣ ଜନତାଙ୍କୁ ସଚେତନ କରାଇବା ନିମନ୍ତେ ହିଁ ପ୍ରତିବର୍ଷ ଅକ୍ଟୋବର ୨୦ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଅଷ୍ଟିଓପୋରୋସିସ୍‌ ଦିବସ’। ଏହି ଅବସରରେ ଚଳିତ ବର୍ଷର ସ୍ଲୋଗାନ୍‌ ରହିଛି ‘ଲଭ୍‌ ଇୟୋର…

ସ୍ତ୍ରୀଙ୍କ ସହ ଝଗଡ଼ା ସମୟରେ ଡିକ୍ସନାରୀ ଦେଖିଥାନ୍ତି ଏହି ଲୋକପ୍ରିୟ ଅଭିନେତା: ଜାଣନ୍ତୁ କାହିକି

କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି। ପ୍ରତିଦିନ ଅନେକ ଲୋକ ଏହି ଭାଇରସରେ ସଂକ୍ରମିତ ହେଉଛନ୍ତି। ତେବେ ଏହାରି ମଧ୍ୟରେ ଭାରତ ସରକାର ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ସାଧାରଣ ଜନତାଙ୍କ ପରି ବଲିଉଡ୍‌ କଳାକାରମାନେ ମଧ୍ୟ ନିଜ…

ହାଥରସ୍‌ ମାମଲା: ଘଟଣା ଘଟିଥିବା ଜମିର ମାଲିକ ମାଗିଲେ କ୍ଷତି ପୂରଣ

ଲକ୍ଷ୍ନୌ, ୧୯।୧୦: ଉତ୍ତରପ୍ରଦେଶ ହାଥରସ୍‌ ମାମଲାରେ ପ୍ରତିଦିନ ନୂଆ ନୂଆ ଖବର ଆସିବାରେ ଲାଗିଛି। ବଳାତ୍କାର ଘଟଣା ଘଟିଥିବା ଚାଷ ଜମିରେ ଏବେ ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଏନେଇ ସମ୍ପୃକ୍ତ ଜମି ମାଲିକ ଏବେ କ୍ଷତି ପୂରଣ ମାଗିଛନ୍ତି।…

ରାଜ୍ୟରେ ଆଜି ୧୯୮୨ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ୩୦୦

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ସୋମବାର ମୋଟ୍‌ ୩୦ ଜିଲାରୁ ୧୯୮୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୦,୩୪୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୧୫୬ ଜଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri