ଏହି ରାଜ୍ୟରେ ଡିସେମ୍ବର ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ: ୪ଟି ଜିଲାରେ ରାତ୍ରକାଳୀନ କର୍ଫ୍ୟୁ ଘୋଷଣା

ଶିମଲା,୨୩।୧୧: ହିମାଚଳ ପ୍ରଦେଶରେ କରୋନାର ବର୍ଦ୍ଧିତ ମାମଲାକୁ ଦେଖି ଡିସେମ୍ବର ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ନଭେମ୍ବର ୨୬ରୁ ଅନ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ ହେବ। ସେହିପରି ୪ଟି ଜିଲାରେ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯିବା ସହ ମାସ୍କ ନ ପିନ୍ଧିଲେ ସର୍ବନିମ୍ନ ହଜାରେ ଟଙ୍କାର ଚାଲାଣ କଟିବ ବୋଲି ରାଜ୍ୟସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସୋମବାର ବସିଥିବା କ୍ୟାବିନେଟ ବୈଠକରେ ହିମାଚଳ ପ୍ରଦେଶ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶର ୪ଟି ଜିଲା ଶିମଲା, ମଣ୍ଡି, କାଙ୍ଗଡା ଓ କୁଲ୍ଲୁରେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ଏଥିସହ ସରକାରୀ କାର୍ଯ୍ୟାଳୟରେ ଅଧା ଷ୍ଟାଫ୍‌ଙ୍କ ସହ କାମ କରାଯିବ। କେବଳ ସେତିକି ନୁହେଁ, ଉକ୍ତ ଜିଲାରେ କୌଣସି ପ୍ରକାରର ରାଲି ଉପରେ ମଧ୍ୟ ରୋକୋ ଲଗାଯାଇଛି। ଅପରପକ୍ଷେ ନଭେମ୍ବର ୨୫ରୁ ଡିସେମ୍ବର ୨୭ ଯାଏଁ ହିମାଚଳ ପ୍ରଦେଶରେ କରୋନା ମୁକାବିଲା ପାଇଁ ଡୋର ଟୁ ଡୋର ସର୍ଭେ କରାଯିବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତିଗତ ଜନଗଣନା: ନୀତୀଶ କହିଲେ ଆଶା କରୁଛୁ ପ୍ରଧାନମନ୍ତ୍ରୀ ଆମ କଥା ରଖିବେ

ନୂଆଦିଲ୍ଲୀ,୨୩ ।୮: ଜାତିଗତ ଜନଗଣନାକୁ ନେଇ ସୋମବାର ବିହାରର ୧୦ ରାଜନୈତିକ ଦଳର ୧୧ ଜଣ ବଡ ବଡ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି...

ଚଢ଼ାଉ ପରେ ଦର କମାଇଲେ ଗ୍ରସେରି, ପରିବା ଦୋକାନୀ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): କରୋନା ସଂକ୍ରମଣ ଏଡ଼ାଇବାକୁ ମଙ୍ଗଳବାର ମଧ୍ୟରାତିରୁ ସାରା ଦେଶ ୨୧ ଦିନିଆ ଲକ୍‌ଡାଉନ୍‌ ହେବା ପରେ ଏବେ ବଜାରରେ ଗ୍ରସେରି ଓ ପରିବା ଦର...

ପ୍ରବଳ ବର୍ଷା ଯୋଗୁ ଜଳାର୍ଣ୍ଣବ ମୁମ୍ବାଇ: ଉଚ୍ଚ ଜୁଆରର ଆଲର୍ଟ ସହ ଲୋକଙ୍କୁ ଘରେ ରହିବାକୁ ଅପିଲ୍‌

ମୁମ୍ବାଇ,୬।୮: ମହାରାଷ୍ଟ୍ରରେ କରୋନା ଆତଙ୍କ ଖେଳାଇଥିବା ବେଳେ ଏବେ ବର୍ଷାରେ ବେହାଲ ହୋଇପଡ଼ିଛି ମାୟାନଗରୀ। ବୁଧବାର ହୋଇଥିବା ଲଗାତର ବର୍ଷା ଯୋଗୁୁ ଆରବ ସାଗର ଫୁଲି...

ଦୀପାବଳି ପୂର୍ବରୁ ଖୋଲିବନି ସ୍କୁଲ !

ମୁମ୍ବାଇ, ୧୧।୧୦: ମହାରାଷ୍ଟ୍ରରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସ୍କୁଲ ଗୁଡ଼ିକୁ ବନ୍ଦ ରଖାଯାଇଛି। ତେବେ ଦୀପାବଳି ପୂର୍ବରୁ...

ସରକାରଙ୍କ ୫ ସଂଶୋଧନ ପ୍ରସ୍ତାବ: ଆଇନ ହଟାଇବାକୁ ଜିଦ୍‌ରେ ଅଟଳ ରହିଲେ ଅନ୍ନଦାତା

ନୂଆଦିଲ୍ଲୀ,୯।୧୨: କୃଷି ଆଇନକୁ ନେଇ ଦେଶବ୍ୟାପି ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ୫ ସଂଶୋଧନ ପ୍ରସ୍ତାବ ସମ୍ପର୍କିତ ଚିଠି ଚାଷୀ ସଂଗଠନଗୁଡ଼ିକୁ...

ବନ୍ୟା ପରେ ଉଦ୍ଧାର ହେଲେ ୫୨ କୁମ୍ଭୀର

ଭଦୋଦରା,୨୪।୮: ଚଳିତ ବର୍ଷ ବନ୍ୟାରେ ଦେଶର ଅଧାଭାଗ ବୁଡି ଯାଇଥିବା ବେଳେ ଏଥିରୁ ବାଦ୍‌ ପଡି ନ ଥିଲା ଗୁଜରାଟ। ଏଠାରେ ଆସିଥିବା ବନ୍ୟାରେ ଗୁଜରାଟର...

ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଆଡଭାଇଜରୀ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ, ୧୦।୧୦: ଉତ୍ତରପ୍ରଦେଶ ହାଥରସ୍‌ ମାମଲାକୁ ଦୃଷ୍ଟିରେ ରଖି ମହିଳାଙ୍କୁ ସୁରକ୍ଷା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ମର୍ମରେ କେନ୍ଦ୍ର...

ଜୀବନରୁ ମାରିବା ପାଇଁ ଆକ୍ରମଣ କରିଥିଲେ ଐଶ୍ୱର୍ଯ୍ୟା: ରାବ୍ରି

ପାଟନା,୧୭।୧୨: ବୋହୂ ପରେ ଏବେ ଶାଶୁ ଅଭିଯୋଗ ଆଣିଛନ୍ତି। ବିହାରରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘରର ପାରିବାରିକ କଳହ ସାମ୍ନାକୁ...

Advertisement
Archives

Model This Week