ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭୭୨ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୫।୧୦(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୨୭୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୫୭ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୦୨, ପୁରୀରୁ ୧୮୫, ଅନୁଗୋଳରୁ ୧୮୨, କେନ୍ଦ୍ରାପଡାରୁ ୧୫୦, ନୂଆପଡାରୁ ୧୪୨, ସୁନ୍ଦରଗଡରୁ ୧୦୬, ବାଲେଶ୍ୱରରୁ ୯୪, ଯାଜପୁରରୁ…
ଅକ୍ଟୋବର ୧୬ରୁ ଖୋଲିବ ସାବରିମାଲା ମନ୍ଦିର: ପ୍ରତିଦିନ ୨୫୦ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ମିଳିବ ଅନୁମତି
ନୂଆଦିଲ୍ଲୀ,୧୫।୧୦-କେରଳର ସାବରିମାଲା ମନ୍ଦିର ଆସନ୍ତା ଅକ୍ଟୋବର ୧୬ରୁ ପାଞ୍ଚ ଦିନ ଭକ୍ତଙ୍କ ପାଇଁ ଖୋଲିବାକୁ ଯାଉଛି। ଏଥିପାଇଁ ଟ୍ରାଭାନକୋର ଦେବସୋମ ବୋର୍ଡ (ଟିବିଡି) ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁଯାୟୀ, କେବଳ ୨୫୦ ଲୋକଙ୍କୁ ପ୍ରତିଦିନ ମନ୍ଦିର ଭିତରକୁ ପ୍ରବେଶ…
ମୁମ୍ବାଇରେ ରଣବୀର ସିଂଙ୍କ କାର ଦୁର୍ଘଟଣାଗ୍ରସ୍ତ
ମୁମ୍ବାଇ,୧୫।୧୦-ବଲିଉଡ ଅଭିନେତା ରଣବୀର ସିଂଙ୍କ ଗାଡି ଗୁରୁବାର ମୁମ୍ବାଇରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଣବୀର ଡବିଂ ଷ୍ଟୁଡିଓରୁ କାମ ସାରି ନିଜ କାରରେ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଜଣେ ବାଇକ ଆରୋହୀ ରଣବୀରଙ୍କ କାରକୁ ପଛ ପଟୁ ଧକ୍କା ଦେଇଥିଲେ। ଦୁର୍ଘଟଣା…
ମା’ ଗର୍ଭରୁ ବାହାରିବା ପରେ ଡାକ୍ତରଙ୍କ ମୁହଁରୁ ମାସ୍କ ଖୋଲିଦେଲା ନବଜାତ
କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିସାରିଛି। ଏଥିରୁ ରକ୍ଷା ପାଇବା ପାଇଁ ସତର୍କତା ଏକମାତ୍ର ବିକଳ୍ପ। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଟିକା ଆସିନାହିଁ। ତେଣୁ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ସରକାର ନିର୍ଦ୍ଦେଶ ଜାରି…
ବାପାଙ୍କ ମୃତ୍ୟୁ ଖବର ଶୁଣି ଅଧାରୁ ଶୁଟିଂ ଛାଡି ଚାଲିଗଲେ ଏହି ଅଭିନେତା
ଛୋଟପରଦାର ଲୋକପ୍ରିୟ ଶୋ’ ‘ନାଗିନ-୩’ର ଅଭିନେତା ପର୍ଲ ଭି ପୁରୀଙ୍କ ବାପା ଭିପିନ ପୁରୀଙ୍କର ପରଲୋକ ଘଟିଛି। ବିଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଗୁରୁବାର ହାର୍ଟଆଟାକ୍ରେ ତାଙ୍କର ମୃତ୍ୟୁ ଘଟିଛି। ଏହି ସମୟରେ ପର୍ଲ ତାଙ୍କର ଆଗାମୀ…
୫ କ୍ୟାରେଟ୍ ହୀରା ମୁଦି ଦେଇ ଶିଳ୍ପା ଶେଟ୍ଟୀଙ୍କୁ ପ୍ରଭାବିତ କରିପାରି ନ ଥିଲେ ରାଜ୍: ଜାଣନ୍ତୁ କାହିଁକି…
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ନିଜର ଫିଟ୍ନେସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୪୫ ବର୍ଷରେ ମଧ୍ୟ ସେ ପୁରା ଫିଟ୍ ଅଛନ୍ତି। ତେଣୁ ଶିଳ୍ପା ଏବଂ ରାଜ କୁନ୍ଦ୍ରାଙ୍କ ଯୋଡିକୁ ବହୁତ ପସନ୍ଦ କରାଯାଏ। ଏବେ ଏହି ଯୋଡିଙ୍କ ପ୍ରପୋଜ…
ରାଜଧାନୀରୁ ଆଉ ୨୫୩ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୨୯୯
ଭୁବନେଶ୍ୱର, ୧୫।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ଆଉ ୨୫୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୩ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୮୦ ଲୋକାଲ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ…
ଖବର ପ୍ରକାଶ ପରେ ହିତାଧିକାରୀଙ୍କୁ ମିଳିଲା ଗହମ
ବୁଗୁଡ଼ା,୧୫ା୧୦(ଡି.ଏନ୍.ଏ.): ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ରାଶନ କାର୍ଡଧାରୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆ ଯାଉଥିବା ବେଳେ କିଛି ସରକାରୀ ବାବୁଙ୍କ ବାଟମାରଣା ନୀତି ଯୋଗୁ ହିତାଧିକାରୀ ଯୋଜନାର ସୁଫଳ ପାଇ ପାରୁ ନ ଥିବା ଅଭିଯୋଗ ହେଉଛି। ବୁଗୁଡ଼ା ଏନ୍ଏସିରେ…
କିଟ୍ ବ୍ୟାଗ୍ରେ କ’ଣ ରଖନ୍ତି ବିରାଟ କୋହଲି
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଅଧିନାୟକ ତଥା ଷ୍ଟାର କ୍ରିକେଟର ବିରାଟ କୋହଲି କେବଳ ଭାରତ ନୁହେଁ ବିଶ୍ୱର ସବୁଠୁ ବଡ ଖେଳାଳି। ସାରା ବିଶ୍ୱରେ କୋହଲିଙ୍କ ପ୍ରଶଂସକ ଅଛନ୍ତି। ଅନ୍ୟ ସମସ୍ତ ଖେଳାଳିଙ୍କ ପରି ବିରାଟ କୋହଲିଙ୍କ ପାଇଁ ତାଙ୍କ କ୍ରିକେଟ…
ରାଜନୀତି ମୈଦାନକୁ ଓହ୍ଲାଇଲେ ଏହି ପ୍ରସିଦ୍ଧ ଅଭିନେତାଙ୍କ ପୁଅ
ପାଟନା,୧୫।୧୦: ବଲିଉଡ୍ ଅଭିନେତା ତଥା ବିହାରୀ ବାବୁ ଶତ୍ରୁଘ୍ନ ସିହ୍ନା ପୁଅ ଲଭ୍ ସିହ୍ନାଙ୍କୁ ରାଜନୀତି ମୈଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ବିହାର ବିଧାନସଭା ନିର୍ବାଚନରେ ଲଭ୍ ପାଟନାର ବାଙ୍କିପୁର ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ବୋଲି ଜଣାପଡିଛି। ପାଟନା…
ଦେଢ଼ ବର୍ଷ ହେବ ସ୍ତ୍ରୀଙ୍କୁ ଶୌଚାଳୟରେ ବନ୍ଦକରି ରଖିଥିଲେ ସ୍ବାମୀ: ଆଉ ତାପରେ…
ହରିୟାଣାର ପାନିପତ ରିସପୁର ଗ୍ରାମର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଉପରେ ମାନସିକ ଭାବେ ବିରକ୍ତ ହୋଇ ତାଙ୍କୁ ପ୍ରାୟ ଦେଢ଼ ବର୍ଷ ହେବ ଶୌଚାଳୟରେ ବନ୍ଦକରି ରଖିଥିଲେ। କୌଣସି ପ୍ରକାରେ ଖବର ପାଇ…
ବରଗଡ଼ରେ ଆଜି ୬୯ କରୋନା ପଜିଟିଭ୍: ଆକ୍ରାନ୍ତଙ୍କ ସଂଖ୍ୟା ୭୭୬୭ରେ ପହଞ୍ଚିଲା
ବରଗଡ଼ ଅଫିସ,୧୫ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ଜିଲାରେ ପୁଣି ୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସୋହେଲା ବ୍ଲକରୁ ୪, ବରଗଡ଼ ପୌରାଞ୍ଚଳରେ ୫, ବରଗଡ଼ ବ୍ଲକର ୪, ଅତାବିରା ବ୍ଲକର…
Archives


