ଆବାସ ପାଇଁ ରାସ୍ତା ବାଧକ
ଭାପୁର, ୨୦।୧୦(ଡି.ଏନ.ଏ.) – ଆବାସ ଯୋଜନାରେ ଘର ତୋଳାହେବ। ଏଥିପାଇଁ ମିଳିଛି କାର୍ଯ୍ୟାଦେଶ। ଟଙ୍କା ବି ମଞ୍ଜୁର ହୋଇସାରିଲାଣି। ହେଲେ ହିତାଧିକାରୀ ଅସହାୟ। ଇଚ୍ଛାଥିଲେ ବି ସେମାନେ ନିଜର ଘର ଖଣ୍ଡିକ ତିଆରି କରିପାରିବେନି। କାରଣ ବାସଗୃହ ନିର୍ମାଣ ଲାଗି ଆବଶ୍ୟକ…
ଏସ୍ଏଏନ୍ଟି ମିଶାଇଲ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୦।୧୦-ବାଲେଶ୍ୱର ଚାନ୍ଦିପୁର ଡିଆରଡିଏ ପକ୍ଷରୁ କ୍ଷେପଣାସ୍ତ୍ର ଷ୍ଟାଣ୍ଡ ଅଫ୍ ଆଣ୍ଟି ଟ୍ୟାଙ୍କ ମିଶାଇଲ (ଏସ୍ଏଏନ୍ଟି) ସୋମବାର ପରୀକ୍ଷଣ କରାଯାଇଛି। ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ୮ କିଲୋଗ୍ରାମ୍ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହାର…
ରେଞ୍ଜର୍ସ ଏଫ୍ସି ତରଫରୁ ଖେଳିଲେ ବାଲା ଦେବୀ
ନୂଆଦିଲ୍ଲୀ, ୨୦ା୧୦ (ପି.ଟି.)-ଭାରତୀୟ ମହିଳା ଫୁଟ୍ବଲ ଟିମ୍ ଫରଓ୍ବାର୍ଡ ବାଲା ଦେବୀ ସୁଦୂର ସ୍କଟଲାଣ୍ଡରରେ ଖେଳ ପଡ଼ିଆକୁ ଫେରିଛନ୍ତି। ଏହି ଦେଶର ଅନ୍ୟତମ ଅଗ୍ରଣୀ ମହିଳା ଫୁଟ୍ବଲ କ୍ଲବର ହାଟର୍ସ ଓମେନ୍ ଏଫ୍ସି ବିପକ୍ଷ ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ସେ ରେଞ୍ଜର୍ସ ଏଫ୍ସିି…
ଆଇସିସି ଚେୟାରମ୍ୟାନଶିପ୍: ବାର୍କ୍ଲେ ଓ ଖ୍ବାଜା ପ୍ରାର୍ଥୀ
ନୂଆଦିଲ୍ଲୀ, ୨୦ା୧୦ (ପି.ଟି.): ଶଶାଙ୍କ ମନୋହରଙ୍କ ସ୍ଥାନରେ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଚେୟାରମ୍ୟାନ ପଦବୀ ପାଇଁ କେବଳ ଦୁଇ ଜଣ ଯଥା ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍ଜେଡ୍ସି)ର ଗ୍ରେଗୋର୍ ବାର୍କ୍ଲେ ଓ ସିଙ୍ଗାପୁରର ଇମ୍ରାନ ଖ୍ବାଜା ପ୍ରାର୍ଥୀ ହୋଇଛନ୍ତି। ଅକ୍ଟୋବର ୧୮…
ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭୩୮ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୯।୧୦(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୨୭୩୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୯୯ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୧୮୯, ଅନୁଗୋଳରୁ ୧୭୪, ସୁନ୍ଦରଗଡରୁ ୧୫୪, ବାଲେଶ୍ୱରରୁ ୧୧୪, ମୟୂରଭଞ୍ଜରୁ ୧୧୦, ପୁରୀରୁ ୧୦୯, ସମ୍ବଲପୁରରୁ ୧୦୭, କଳାହାଣ୍ଡିରୁ…
ସକାରାତ୍ମକ ମାନସିକତା ପାଇଁ…
ତଟକା ଫଳମୂଳ ଆମ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। କାରଣ ଏଗୁଡିକରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଯଦି ଏହାକୁ ଜଣେ ବ୍ୟକ୍ତି ନିଜର ନିୟମିତ ଖାଦ୍ୟ ତାଲିକାରେ ସାମିଲ କରନ୍ତି, ତେବେ ତାଙ୍କର…
ହୋଟେଲ କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଗିରଫ କଲା ପୋଲିସ
ଇସଲାମାବାଦ,୧୯।୧୦: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁ ସଫଦର ଏୱାନଙ୍କୁ ପୋଲିସ ଗିରଫ କରିଛି। ସେମାନେ ରହୁଥିବା ହୋଟେଲର କବାଟ ଭାଙ୍ଗି ପୋଲିସ ସଫଦରଙ୍କୁ ଗିରଫ କରିଥିବା ସରିଫଙ୍କ ଝିଅ ମରିୟମ କହିଛନ୍ତି। ସଫଦର ପିଏମଏଲ-ଏନର ଜଣେ ନେତା। ପ୍ରଧାନମନ୍ତ୍ରୀ…
ସ୍ବର୍ଗଦ୍ୱାରରୁ ହଟିଲା କଟକଣା
ପୁରୀ ଅଫିସ,୧୯ା୧୦: ମହାମାରୀ କରୋନା ପାଇଁ ସ୍ବର୍ଗଦ୍ୱାରରେ ମୃତଦେହ ଦାହ ଉପରେ ଲଗାଯାଇଥିବା କଟକଣା ହଟିଛି । ସୋମବାର ଜିଲାପାଳ ବଲୱନ୍ତ ସିଂ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଏଣିକି ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନ ଅନୁପାଳନ କରି ଜିଲା…
ନାଁ ମନେ ନ ପଡିବାରୁ ଆଇଟମ୍ କହିଥିଲି: କମଳନାଥ
ଭୋପାଳ,୧୯।୧୦: ମଧ୍ୟପ୍ରଦେଶ ବିଧାନସଭାର ୨୮ଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ କ୍ୟାବିନେଟ୍ ମନ୍ତ୍ରୀ ଇମର୍ତି ଦେବୀଙ୍କୁ ଆଇଟମ୍ କହିବାକୁ ନେଇ ରାଜନୀତି ତୀବ୍ର ହୋଇଛି। ଏହି ବିବୃତ୍ତି ବିରୋଧରେ…
ଦୁରାରୋଗ୍ୟରେ ପୀଡିତ ପିଲାଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ: ଡଚ୍ ସରକାର ଦେଲେ ଅନୁମତି
ନେଦରଲାଣ୍ଡରେ କିଛି ପିଲା ଏବେ ଏକ ଅଜଣା ରୋଗ ବା ଦୁରାରୋଗ୍ୟରେ ଆକ୍ରାନ୍ତ ହୋଇଛନ୍ତି। ଯାହାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଚିକିତ୍ସା ବାହାରିପାରି ନାହିଁ। ଉକ୍ତ ଶିଶୁଙ୍କ ପରିବାର ଲୋକେ ସେମାନଙ୍କ କଷ୍ଟ ସହିପାରୁ ନାହାନ୍ତି କି ଦେଖି ମଧ୍ୟ ପାରୁ…
ହୃତ୍ପିଣ୍ଡକୁ ସୁସ୍ଥ ରଖେ ସନ୍ତୁଳିତ ଖାଦ୍ୟ
ସୁସ୍ଥ ହୃତ୍ପିଣ୍ଡ ପାଇଁ ଆମେ ଖାଦ୍ୟପେୟ ପ୍ରତି ସତର୍କ ରହିବା ନିହାତି ଆବଶ୍ୟକ। ବିଭିନ୍ନ ପ୍ରକାର ଖାଦ୍ୟ ଖାଆନ୍ତୁ। ଅତି ଅଧିକ ଖାଆନ୍ତୁ ନାହିଁ କିମ୍ବା ଅତି କମ ଖାଆନ୍ତୁ ନାହିଁ। ତେଲ, ଚର୍ବି, ଘିଅ, ଲହୁଣି ଇତ୍ୟାଦି ସ୍ୟାଚୁରେଟେଡ ଫ୍ୟାଟ୍…
ସୁପର ଓଭର୍ ପୂର୍ବରୁ ରାଗି ଯାଇଥିଲେ କ୍ରିସ୍ ଗେଲ୍
ଦୁବାଇ,୧୯।୧୦: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ଦୁଇଟି ସୁପର ଓଭରରେ ଜିତିବା ପରେ କିଙ୍ଗସ ଏକାଦଶ ପଞ୍ଜାବ ଦଳର ମନୋବଳ ଦୃଢ ହୋଇଛି। ସୁପର ଓଭର ପୂର୍ବରୁ ପଞ୍ଜାବ ଖେଳାଳିମାନେ ନର୍ଭସ ଥିବା ଜଣାପଡୁଥିଲେ। କିନ୍ତୁ ଟି-୨୦ର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ…
Archives


