କୃଷି ଆଇନ୍କୁ ବିରୋଧ କରି ବିଧାନସଭାରେ ରାତିରେ ଶୋଇଲେ ଏଏପି ବିଧାୟକ
ଚଣ୍ଡିଗଡ଼, ୨୦।୧୦: କୃଷି ଆଇନକୁ ବିରୋଧ କରି ପଞ୍ଜାବ ବିଧାନସଭାରେ ପ୍ରଦର୍ଶନ ଜାରି ରହିଛି। ଆମ୍ ଆଦ୍ମୀ ପାର୍ଟି(ଏଏପି)ର ବିଧାୟକମାନେ ସୋମବାରଠାରୁ ଧାରଣାରେ ବସିଛନ୍ତି। ସୋମବାର ରାତିରେ ସେମାନ ବିଧାନସଭା ଭିତରେ କଟାଇଛନ୍ତି। ଏଏପି ବିଧାୟକଙ୍କ ଧାରଣା ନେଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍…
ନଭେମ୍ବର-ଡିସେମ୍ବରରେ ଭୟରେ ଥରିବ ଚାଇନା
ନୂଆଦିଲ୍ଲୀ, ୨୦।୧୦: ନଭେମ୍ବର ଏବଂ ଡିସେମ୍ବର ମାସରେ ଚାଇନା ଭୟରେ ଥରିବ ବୋଲି କୁହାଯାଉଛି। ନଭେମ୍ବରରେ ବଙ୍ଗୋପ ସାଗର ଏବଂ ଆରବ ସାଗରରେ ମାଲାବାର ନୌସେନା ଯୁଦ୍ଧାଭ୍ୟାସ କରାଯିବ। ଏଥିରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ଯୋଗଦେବେ। ଏହି ଯୁଦ୍ଧାଭ୍ୟାସରେ…
ସାବଧାନ ରହିବାକୁ କହିଲେ ସୁଜୈନ୍: ଜାଣନ୍ତୁ କାହିଁକି
ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନଙ୍କ ପୂର୍ବତନ ସ୍ତ୍ରୀ ତଥା ଉଦ୍ୟୋଗୀ ସୁଜୈନ ଖାଁଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ କିଛି ଦିନ ତଳେ ହ୍ୟାକ୍ ହୋଇଯାଇଥିଲା। ସେ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଇନ୍ଷ୍ଟାଗ୍ରାମ୍ରେ ଏକ ଲମ୍ବା ପୋଷ୍ଟ ଶେୟାର କରି…
ଡିଜିଟାଲ ଡେବ୍ୟୁ କରିବେ କପିଲ ଶର୍ମା: ଏଥିପାଇଁ କେତେ ଟଙ୍କା ନେଉଛନ୍ତି ଜାଣିଲେ ଉଡିଯିବ ହୋସ୍
କପିଲ ଶର୍ମା, କମେଡି ଦୁନିଆର ଏମିତି ଏକ ନାମ ଯାହାର ପରିଚୟର କୌଣସି ଆବଶ୍ୟକତା ନାହିଁ। ସେ କମେଡି ମାଧ୍ୟମରେ ଟିଭି ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ‘କମେଡି ନାଇଟ୍ସ ଓ୍ବିଥ୍ କପିଲ‘ ଏବଂ ‘ଦ କପିଲ…
ସମ୍ପର୍କୀୟ ଭଉଣୀଙ୍କୁ ପ୍ରେମ କରି ବସିଥିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍
ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୮ ଅକ୍ଟୋବର ୨୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ୍ରେ ସେ ଯେମିତି ଚର୍ଚ୍ଚିତ ପ୍ରେମରେ ବି ସେ ବେଶ୍ ମାହିର୍। ତାଙ୍କ ପ୍ରେମ କାହାଣୀ…
ଫେବୃୟାରୀ ବେଳକୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁବ ୬୫ କୋଟି
ନୂଆଦିଲ୍ଲୀ, ୨୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏପରିସ୍ଥଳରେ କେନ୍ଦ୍ରୀୟ ସରକାରୀ କମିଟି ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ନେଇ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ, ଫେବୃୟାରୀ ବେଳକୁ ଦେଶରେ କରୋନା…
ଏମ୍ପିଙ୍କୁ ଫୋନ୍ କରି ସାହାଯ୍ୟ ମାଗିବାରୁ କହିଲେ, ମୁଁ ତୁମ ପିତାଙ୍କ ଚାକର ନୁହେଁ
ଲକ୍ଷ୍ନୌ,୨୦।୧୦: ଉତ୍ତରପ୍ରଦେଶର ପିଲିଭିତର ଭାଜପା ଏମ୍ପି ବରୁଣ ଗାନ୍ଧୀଙ୍କ ଏକ ଅଡିଓ ଭାଇରାଲ ହୋଇଛି। ଏହି ଅଡିଓରେ ବରୁଣ ଗାନ୍ଧୀ ଜଣେ ବ୍ୟକ୍ତିଙ୍କୁ ଗାଳି ଦେଉଥିବାର ଶୁଣିବାକୁ ମିଳୁଛି। ପରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ବରୁଣଙ୍କ ସାହାଯ୍ୟ ପାଇଁ ଫୋନ୍ କରିଥିବା…
ବନ୍ଧୁକ ଦେଖାଇ ଦଳିତ ଯୁବତୀଙ୍କୁ ଗଣବଳାତ୍କାର
କାନପୁର, ୨୦ା୧୦: ଉତ୍ତରପ୍ରଦେଶ (ୟୁପି)ରେ ଗଣବଳାତ୍କାର ଘଟଣା ଥମିବାର ନଁା ନେଉନାହିଁ। ହାଥ୍ରସ, ବାରବାଙ୍କି, ବଲିଆରେ ଗଣବଳାତ୍କାର ଘଟଣାକୁ ନେଇ ସମାଲୋଚନାର ସ୍ବର ଲମ୍ବି ଚାଲିଥିବାବେଳେ ଏବେ କାନପୁର ନେହାଟ୍ରେ ଜଣେ ଦଳିତ ଯୁବତୀ (୨୨)ଙ୍କୁ ବନ୍ଧୁକ ଦେଖାଇ ୨ ଯୁବକ…
ସିଏଏ ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ: ନଡ୍ଡା
ନୂଆଦିଲ୍ଲୀ,୨୦ା୧୦: ନାଗରିକତ୍ୱ ସଂଶୋଧନ ଅଧିନିୟମ(ସିଏଏ) ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ। କୋଭିଡ୍ ମହାମାରୀ ଯୋଗୁ ଏହା ବିଳମ୍ବ ହୋଇଯାଇଛି ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ସୋମବାର ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଆୟୋଜିତ ଏକ ରାଲିରେ କହିଛନ୍ତି। ସେ କହିଛନ୍ତି ଯେ, ଭାଜପା…
ପୋଲିସ ନିଷ୍ଠୁରତା ବିରୋଧରେ ମହିଳାଙ୍କ ବିକ୍ଷୋଭ
ଲାଗୋସ୍, ୨୦ା୧୦: ନାଇଜେରିଆର ଲାଗୋସ୍ଠାରେ ପୋଲିସ ନିଷ୍ଠୁରତା ବିରୋଧରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଛନ୍ତି। ସହସ୍ରାଧିକ ମହିଳା ଦେଶର ବିଭିନ୍ନ ସହରରେ ଏଭଳି ବିକ୍ଷୋଭ ଲାଗି ସଙ୍ଗଠିତ ହୋଇଛନ୍ତି। ଅକ୍ଟୋବର ୮ରୁ ସେମାନେ ଫେଡେରାଲ ସ୍ପେଶାଲ ଆଣ୍ଟି ରବ୍ରି ସ୍କ୍ବାଡ୍…
ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି ପାଞ୍ଚ ଗାଁର ଲୋକେ
କୋକସରା, ୨୦ା୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡାଗୁଡା ରାଜସ୍ବ ଗ୍ରାମ ଅଧୀନରେ ଥିବା ୫ ଖଣ୍ଡ ଗ୍ରାମର ଲୋକେ ଗତ ୫ବର୍ଷ ହେବ ଆବାସ ଯୋଜନାରେ ଘର ପାଉନାହାନ୍ତି। ଏ ନେଇ ସୋମବାର ସେମାନେ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ…
ପାଇପ ଫାଟି ରାସ୍ତାରେ ଭାସୁଛି ପାଣି
ଲାଠୋର, ୨୦ା୧୦(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ନିକଟରେ ଏକ ଜଳ ଯୋଗାଣ ପ୍ରକଳ୍ପ ରହିଛି। ଗ୍ରାମର ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ପ୍ରକଳ୍ପ ଉପରେ ନିର୍ଭର କରନ୍ତି। ହେଲେ ରକ୍ଷଣାବେକ୍ଷଣ…
Archives


