Home

ପୋଲିସ ମାଡ଼ ଭୟରେ ପୋଖରୀରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ଭଦ୍ରକ ଅଫିସ,୧୩।୧: ତିହିଡ଼ି ଥାନା ଅଧିନସ୍ଥ ନୂଆନନ୍ଦ ପଞ୍ଚାୟତ ହାଟୁଆରୀ ଗ୍ରାମର ୧୮ ବର୍ଷର ଯୁବକ ଜଡ଼ା ମହାଳିକ ପୋଲିସ ମାଡ଼ ଭୟରେ ଦୌଡ଼ି ପଳାଉଥିବା ବେଳେ ପୋଖରୀରେ ପଡ଼ି ମୃତ୍ୟୁ ହୋଇଛି l ଦମକଳ ବାହିନୀ ଆସି ତାଙ୍କୁ ମୃତ…

୩୫୦ ବଲ୍‌ ଖେଳି ସବୁଠାରୁ ଧିମା ଅର୍ଦ୍ଧଶତକ ମାରିଥିଲେ ଏହି କ୍ରିକେଟର, ଏବେ ବି ଭାଙ୍ଗିନି ରେକର୍ଡ

ନୂଆଦିଲ୍ଲୀ,୧୩।୧: କ୍ରିକେଟର ତିନି ଫର୍ମାଟ ଭିତରୁ ଟେଷ୍ଟ ସବୁଠାରୁ ଲମ୍ବା ଏବଂ ପୁରୁଣା। ଏହି ଫର୍ମାଟରେ ସଂଯମତା ରଖି କ୍ରିକେଟରକୁ ବ୍ୟାଟିଂ କରିବାକୁ ପଡ଼ିଥାଏ। ହେଲେ କିଛି ଖେଳାଳି ବହୁତ ଧିର ଖେଳନ୍ତି। ସେଭଳି କିଛି ଖେଳାଳି ଅଛନ୍ତି ଯେଉଁମାନେ ଧିର…

ଗଞ୍ଜାମରେ ୨୫,୧୦୬ ଜଣଙ୍କୁ କୋଭିଡ୍‌ ଟିକା

ଛତ୍ରପୁର,୧୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଚଳିତମାସ ୧୬ ତାରିଖ ଠାରୁ କୋଭିଡ୍‌ ଟିକା ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ପଞ୍ଜୀକରଣ ହୋଇଥିବା ୨୫,୧୦୬ ଜଣଙ୍କୁ ଏହି କୋଭିଡ୍‌ ଟିକା ପ୍ରଦାନ ନିମନ୍ତେ ୧୧ଟି କୋଭିଡ୍‌ ଟିକା ପ୍ରଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି ।…

ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟ୍‌କା

ବ୍ରିସ୍‌ବେନ୍‌,୧୩।୧: ଭାରତୀୟ ଦଳ ଆହତ ଖେଳାଳିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ଅଷ୍ଟ୍ରେଲିଆ ମଧ୍ୟ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ସିଡନୀ ଟେଷ୍ଟରେ ଡେବ୍ୟୁ କରିଥିବା ୱିଲ ପୁକୋସ୍କି ଶେଷ ଟେଷ୍ଟରୁ ବାଦ୍‌ ପଡିବାର ସମ୍ଭାବନା ସୃଷ୍ଟି ହୋଇଛି। କୋଚ…

ନୀତା ଅମ୍ବାନୀଙ୍କ ଡ୍ରାଇଭର ମାସକୁ ଦରମା ନିଅନ୍ତି…

ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ ବିଳାସପୂର୍ଣ୍ଣ ଜୀବନ ବିତାଇଥାନ୍ତି। ନୀତା ବିଶ୍ୱର ସବୁଠାରୁ ମହଙ୍ଗା ଆବାସିକ ସମ୍ପତ୍ତି ମଧ୍ୟରୁ ଆଣ୍ଟିଲିଆରେ ଅମ୍ବାନୀ ପରିବାର ସହିତ ରୁହନ୍ତି। ଏହି ବିଳାସପୂର୍ଣ୍ଣ ଘରେ ୬୦୦ ଚାକର ଦିନରାତି…

ଏହି ଖେଳାଳିଙ୍କୁ ବଡ ଭାଇ ଆଖ୍ୟା ଦେଲେ ହନୁମା ବିହାରୀ

ବ୍ରିସବେନ୍‌,୧୩।୧: ସିଡନୀ ଟେଷ୍ଟର ଶେଷ ଦିନରେ ଆର.ଅଶ୍ୱିନଙ୍କ ସହ ଦୃଢ ଇନିଂସ ଖେଳି ଭାରତକୁ ପରାଜୟରୁ ରକ୍ଷା କରିଥିଲେ ହନୁମା ବିହାରୀ। ସିଡନୀ ଟେଷ୍ଟର ପଞ୍ଚମ ଦିନରେ ୪୦୭ ରନର ଟାର୍ଗେଟକୁ ପିଛା କରୁଥିବା ଟିମ ଇଣ୍ଡିଆ ରିଷଭ ପନ୍ତ ଏବଂ…

ସ୍ବାମୀଙ୍କ ଅନ୍ତିମ ସଂସ୍କାର କରାଇ ଦେଲେ ନାହିଁ ସ୍ତ୍ରୀ, ଚିତାରୁ ମୃତଦେହ ଉଠାଇ ନେଲା ପୋଲିସ

ମୁରାଦାବାଦ୍‌,୧୩।୧: ଉତ୍ତର ପ୍ରଦେଶର ମୁରାଦାବାଦ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି ଯେ, ସମ୍ପତ୍ତି ଲୋଭରେ ସ୍ବାମୀଙ୍କୁ ତାଙ୍କ ଭାଇ ମାରିଦେଇଛନ୍ତି। ଯୁବକଙ୍କୁ ଅନ୍ତିମ ସଂସାର କରାଯାଉଥିବାବେଳେ ସ୍ତ୍ରୀ…

ଜାନୁୟାରୀ ୧୮ରୁ ରାଜଧାନୀରେ ଖୋଲିବ ସ୍କୁଲ: ଉପସ୍ଥାନ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ,୧୩।୧: ଜାନୁୟାରୀ ୧୮ଠାରୁ ରାଜଧାନୀ ଦିଲ୍ଲୀରେ ସ୍କୁଲ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ସ୍କୁଲକୁ ଅଭିଭାବକଙ୍କ ଅନୁମତି ନେଇ ଆସିପାରିବେ। ତେବେ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ। ଛାତ୍ରୀଛାତ୍ରମାନେ ଚାହିଁଲେ…

୧୭ ବର୍ଷ ପୂର୍ବେ ଏମିତି ଦେଖାଯାଉଥିଲେ ଏହି ଅଭିନେତ୍ରୀ, ଏବେ ଭାଇରାଲ ହେଉଛି ଫଟୋ

ମୁମ୍ବାଇ : ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜିକାଲି ବଲିଉଡ୍‌ଠାରୁ ହଲିଉଡ୍‌ ପର୍ଯ୍ୟନ୍ତ ଚର୍ଚ୍ଚାରେ। ତାଙ୍କ କଠିନ ପରିଶ୍ରମ ଯୋଗୁ ସେ ସଫଳତା ପରେ ସଫଳତା ହାସଲ କରି ଚାଲିଛନ୍ତି। ସୁନ୍ଦର ଚେହେରା ଏବଂ ଷ୍ଟାଇଲିସ ତାଙ୍କୁ ଆହୁରି ଆକର୍ଷଣୀୟା କରିଦିଏ। ଏବେ…

ଶାରୀରିକ ସମ୍ପର୍କ ସମୟରେ ଅଢ଼େଇ ମିଟର ଦୂରତା ବଜାୟ ରଖିବା ପାଇଁ ଅନୁରୋଧ !

ନ୍ୟୁ ସାଉଥ୍‌ ଓ୍ବେଲସ୍‌,୧୩।୧: କରୋନା ମହାମାରୀ ବିରୋଧରେ ପୃଥିବୀର ପ୍ରତି ଦେଶରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍‌ ଓ୍ବେଲସ୍‌ରେ ଏକ ଓ୍ବେବସାଇଟ୍‌ରେ କରୋନାର ସଂକ୍ରମଣରୁ ଦୂରେଇ ରହିବା…

ଜାନୁୟାରୀ ୧୬ରେ କୋ-ଓ୍ବିନ୍‌ ଆପ୍‌ର ଲୋକାର୍ପଣ କରିବେ ମୋଦି

ନୂଆଦିଲ୍ଲୀ,୧୩।୧: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଏନେଇ ସାର୍ବଜନୀକ ପ୍ରତିଷେଧକ ଟିକାକରଣ ଜାନୁୟାରୀ ୧୬ରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯିବ। ଏହି ଦିନ ମୋଦି କୋ-ଓ୍ବିନ୍‌ ଆପ୍‌ର…

ସିଡନୀରେ ପନ୍ତଙ୍କ ବ୍ୟାଟିଂ ଗାର୍ଡ ଘୋଡାଇବା ନେଇ ଏଭଳି ସ୍ପଷ୍ଟୀକରଣ ଦେଲେ ସ୍ମିଥ୍‌: କହିଲେ..

ବ୍ରିସ୍‌ବେନ୍‌,୧୩।୧: ଭାରତ ବିପକ୍ଷରେ ସିଡନୀରେ ଖେଳାଯାଇଥିବା ସିରିଜର ତୃତୀୟ ଟେଷ୍ଟରେ ରିଷଭ ପନ୍ତଙ୍କ ବ୍ୟାଟିଂ ଗାର୍ଡକୁ ଗୋଡରେ ଘୋଡାଉଥିବାର ନଜର ଆସିଥିଲେ ପୂର୍ବ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌। ଏହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଉଛି। ଘଟଣା ଜଣାପଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?