ନୂଆ କାମ ଆରମ୍ଭ କରିବାକୁ ଯାଉଛନ୍ତି କି? ନିଜକୁ ପଚାରିନିଅନ୍ତୁ ଏହି ୩ ପ୍ରଶ୍ନ..
ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କୁହନ୍ତି, କୌଣସି କାର୍ଯ୍ୟ ବିଷୟରେ ନ ଭାବି ସେଥିରେ ଜଡ଼ିତ ହୋଇଯାଉ। ଫଳରେ ସଫଳତା ମିଳିବ କିମ୍ବା ନାହିଁ…
ହଠାତ୍ କର୍ମଚାରୀଙ୍କ ଘରେ ପହଞ୍ଚିଲେ ରତନ ଟାଟା, ଆଉ ତା’ପରେ
ପୁନେ,୧୩।୧:ଶିଳ୍ପପତି ରତନ ଟାଟା ନିଜର ସରଳତା ଏବଂ ମାନବିକତା ଗୁଣ ପାଇଁ ବେଶ୍ ଜଣାଶୁଣା। ନିକଟରେ ସେ ପୁଣି ଥରେ ଉଦାହରଣ ସୃଷ୍ଟି କରିନ୍ତି। ରତନ ଟାଟାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋ ଯିଏ ଦେଖୁଛି,…
ରାଜ୍ୟରେ ୨୧୦ କରୋନା ପଜିଟିଭ ଚିହ୍ନଟ, ୧ ମୃତ
ଭୁବନେଶ୍ୱର, ୧୩।୧(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି। ବୁଧବାର ଦିନ ରାଜ୍ୟରୁ ନୂଆ ୨୧୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ୨୧୦ ଜଣଙ୍କ ମଧ୍ୟରୁ ୧୨୨…
କାହାକୁ କେଉଁ ଟିକା ଦିଆଯିବ ସରକାର ନେବେ ନିଷ୍ପତ୍ତି
ନୂଆଦିଲ୍ଲୀ,୧୩।୧: ଜାନୁୟାରୀ ୧୬ରୁ ଦେଶରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏବେ ଦେଶରେ କୋଭିଶିଲ୍ଡ୍ ଏବଂ କୋଭାକ୍ସିନ୍ କରୋନା ଟିକା ଉପଲବ୍ଧ ହେଉଛି। ତେବେ ଲୋକେ କେଉଁ ଟିକା ନେବେ ତାହାକୁ ପସନ୍ଦ କରିପାରିବେ ନାହିଁ। ସରକାର…
ଛୋଟ ସ୍କଟ୍ ପିନ୍ଧି ସ୍କୁଲ ଆସିବାକୁ ଛାତ୍ରୀ ମନା କରିବାରୁ…
ଦୁନିଆରେ କିଛି ସ୍କୁଲ ଅଛି, ଯେଉଁଠି ଛାତ୍ରୀମାନଙ୍କୁ ଛୋଟ ସ୍କଟ୍ ପିନ୍ଧିବାକୁ ପଡ଼ିଥାଏ। ମାତ୍ର ଏପରି ୟୁନିଫର୍ମ ପିନ୍ଧି ଛାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏମିତି ଜଣେ ଛାତ୍ରୀ ହେଉଛନ୍ତି ୧୨ ବର୍ଷୀୟା ସିହମ ହାମୁଦ। ପୂର୍ବରୁ ସେ ଲମ୍ବା…
ମାଲିକାଣୀଙ୍କ ଶେଷ ଇଚ୍ଛା ପୂରଣ କଲେ ସରକାର
ଚଣ୍ଡିଗଡ଼,୧୩।୧: ସାଙ୍ଗୁରୁର ଜିଲାର ମଲେରକୋଟଲାରେ ଅବସ୍ଥିତ ମୁବାରିକ ମଞ୍ଜିଲ ପ୍ୟାଲେସର ଅଧିଗ୍ରହଣ, ସଂରକ୍ଷଣ ଏବଂ ଉପଯୋଗକୁ ପଞ୍ଜାବ କ୍ୟାବିନେଟ ଅନୁମୋଦନ କରିଛି। ରାଜପ୍ରାସାଦର ମାଲିକାଣୀ ୯୭ ବର୍ଷିୟା ବେଗମ ମୁନାୱାର୍-ଉଲ-ନିସାଙ୍କ ଶେଷ ଇଚ୍ଛା ଭାବରେ ସରକାରଙ୍କଠାରୁ ଅଧିଗ୍ରହଣ କରିବାକୁ ପ୍ରସ୍ତାବ ଦେଇଥିଲେ।…
ଖୁସି ଖବର: ‘କୋଭିସିଲ୍ଡ’ ପରେ ରାଜ୍ୟରେ ପହଞ୍ଚିଲା ‘କୋଭାକ୍ସିନ’
ଭୁବନେଶ୍ୱର, ୧୩।୧(ବ୍ୟୁରୋ): ଗତ ୨ ଦିନ ହେଲା ରାଜ୍ୟବାସୀଙ୍କୁ ମିଳୁଛି ଆଶ୍ୱସ୍ତିକର ଖବର। ମଙ୍ଗଳବାର ଓଡ଼ିଶାରେ କରୋନା ଟିକା ‘କୋଭିସିଲ୍ଡ’ ପହଞ୍ଚିଥିବା ବେଳେ ବୁଧବାର ସକାଳେ ପହଞ୍ଚିଥି କୋଭିସିଲ୍ଡ। ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ୨୦ ହଜାର ଡୋଜ ଆଜି…
ଟ୍ରମ୍ପଙ୍କ ଆକାଉଣ୍ଟ ଉପରେ ଲାଗିଲା ପ୍ରତିବନ୍ଧକ: ଭିଡିଓ ହଟାଇଲା ୟୁଟ୍ୟୁବ୍
ଓ୍ବାଶିଂଟନ୍,୧୩।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲଗାତାର ପ୍ରତିବନ୍ଧକ ଲଗାଯାଉଛି। ଟୁଇଟରର ସହିତ ଟ୍ରମ୍ପଙ୍କ ଶତ୍ରୁତା ବହୁ ପୁରୁଣା, କିନ୍ତୁ ଏବେ ଫେସବୁକ ଏବଂ ୟୁଟ୍ୟୁବ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। କିଛି ଦିନ…
ଏହି ବିଳାସପୂର୍ଣ୍ଣ ଫ୍ଲାଟ୍ରେ ରହିବେ ବିରାଟ-ଅନୁଷ୍କାଙ୍କ ଲାଡ୍ଲି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ୧୧ ଜାନୁୟାରୀ, ୨୦୨୧ରେ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ଦମ୍ପତି ତାଙ୍କ ଝିଅର ଗୃହ ପ୍ରବେଶରେ କୌଣସି ଅଭାବ ରଖିବାକୁ ଚାହୁଁ ନାହାନ୍ତି। ଏମିତିରେ ସେ…
ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ସ୍ଥଗିତ
ନୂଆଦିଲ୍ଲୀ,୧୩।୧: ଜାନୁୟାରୀ ୧୬ରୁ ଦେଶରେ କରୋନା ପ୍ରତିଷେଧକ ଟିକାଦାନ ପ୍ରକ୍ରିୟା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ଜାନୁୟାରୀ ୧୭ଠାରୁ ଆରମ୍ଭ ହେବାକୁ ଥିବା ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଉପରେ ସରକାରଙ୍କ ପକ୍ଷରୁ ରୋକ ଲଗାଯାଇଛି। ଏହି ଦିନଟିକୁ ଜାତୀୟସ୍ତରରେ ପୋଲିଓ…
ଟଏଲେଟ୍ ସଫା କରୁଛନ୍ତି ଭାରତୀୟ ଖେଳାଳି
ବ୍ରିସବେନ୍,୧୩।୧: ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ବ୍ରିସବେନ୍ରେ ପହଞ୍ଚିଛି। ଏଠାରେ ଦଳ ଉପରେ ଅନେକ ‘ପ୍ରତିବନ୍ଧକ’ ଅଛି। ଖେଳାଳିମାନେ ହୋଟେଲରେ ବିଭିନ୍ନ ସୁବିଧା ପାଉନାହାଁନ୍ତି। ଯେଉଁ ହୋଟେଲରେ ଭାରତୀୟ ଦଳ ରହିଛନ୍ତି, ସେଠାରେ ଖେଳାଳିମାନେ ହାଉସକିପିଂ ସେବା…
ଆତଙ୍କବାଦ ବିରୋଧରେ ଭାରତର ୮ ସୂତ୍ରୀ ଯୋଜନା
ଜାତିସଂଘ,୧୩।୧: ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ୮ ସୂତ୍ରୀ ଯୋଜନା ଉପସ୍ଥାପନ କରିଛି। ଆତଙ୍କବାଦକୁ କେବେ ସହ୍ୟ କରାଯିବ ନାହିଁ। ଏଥିପାଇଁ ଭାରତ ପକ୍ଷରୁ ଜିରୋ ଟୋଲରେନ୍ସ୍ ନୀତି ଉପରେ ଗୁରତ୍ୱାରୋପ କରାଯାଉଛି। ଅନ୍ତର୍ଜାତୀୟ ଶାନ୍ତି ଏବଂ…

