ପୋଲିସ ମାଡ଼ ଭୟରେ ପୋଖରୀରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ଭଦ୍ରକ ଅଫିସ,୧୩।୧: ତିହିଡ଼ି ଥାନା ଅଧିନସ୍ଥ ନୂଆନନ୍ଦ ପଞ୍ଚାୟତ ହାଟୁଆରୀ ଗ୍ରାମର ୧୮ ବର୍ଷର ଯୁବକ ଜଡ଼ା ମହାଳିକ ପୋଲିସ ମାଡ଼ ଭୟରେ ଦୌଡ଼ି ପଳାଉଥିବା ବେଳେ ପୋଖରୀରେ ପଡ଼ି ମୃତ୍ୟୁ ହୋଇଛି l ଦମକଳ ବାହିନୀ ଆସି ତାଙ୍କୁ ମୃତ ଅବସ୍ଥାରେ ଜିଝାରାପୁର ଗ୍ରାମର ଏକ ପୋଖରୀରୁ ଉଦ୍ଧାର କରିଛି l ଏହାର ପ୍ରତିବାଦ କରି ସ୍ଥାନୀୟ ଲୋକମାନେ ଶବକୁ ଅଲ୍ଲିନଗର ଠାରେ ଭଦ୍ରକ ଚାନ୍ଦବାଲି ରାସ୍ତା ଉପରେ ରଖି ପ୍ରତିବାଦ କରିଥିଲେ l ଏହି ସମୟରେ ପୋଲିସ ଗାଡ଼ିରେ ନିଆଁ ଲାଗିବା ସହିତ ଗାଡ଼ିଟି ସମ୍ପୂର୍ଣ ଜଳିଯାଇଛି l ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି l


Enter your email to get our daily news in your inbox.

All Right Reserved By Dharitri.Com

ହାତଗୋଡ଼ ବାନ୍ଧି ଗର୍ଭବତୀଙ୍କୁ ମାରି ପୋଲ ତଳେ ଫିଙ୍ଗିଦେଲେ, ଅଧା ସନ୍ତାନ ପ୍ରସବ ଅବସ୍ଥାରେ ମିଳିଲା ମୃତଦେହ

ପରଜଙ୍ଗ,୧୧ା୯(ଡି.ଏନ୍‌.ଏ.): ଭଗବାନ ମଣିଷକୁ ବୁଦ୍ଧି, ବିବେକ, ଜ୍ଞାନ ସବୁକିଛି ଦେଇଛନ୍ତି। ମାତ୍ର ସଭ୍ୟ ମଣିଷ ଯେ ଏତେ ଅମଣିଷ ପାଲଟିଯାଏ ତାହା ଢେଙ୍କାନାଳ ଜିଲା ପରଜଙ୍ଗ...

ଦେୱାନ ମହମ୍ମଦଙ୍କ ନାମାନୁଯାୟୀ ମହମ୍ମଦିଆ ବଜାର

କଟକ ଅଫିସ,୧୦ା୧: ପ୍ରାଚୀନ ସହର କଟକ। ଏହି ସହରର ପ୍ରତ୍ୟେକ ଗଳିକନ୍ଦିରେ ଲୁଚି ରହିଛି ସାହିତ୍ୟ, ସଂସ୍କୃତି, ଐତିହ୍ୟର ଅଲିଭା ଛିଟା। ବାଉନ ବଜାର ତେପନ...

ଜଣକୁ ହେଲେ ୧୦ ଜଣଙ୍କୁ ସଂକ୍ରମିତ ଆଶଙ୍କା

ଫୁଲବାଣୀ ଅଫିସ,୨୭ା୪- କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସମୀର...

ଲକ୍‌ଡାଉନକୁ ବେଖାତିର, କଣାସ ହାଟରେ ଭିଡ଼

କଣାସ,୩୦ା୩(ସ୍ବ.ପ୍ର.)- କରୋନା ଭୂତାଣୁକୁ ରୋକିବା ପାଇଁ ସରକାର ସାରା ଦେଶରେ ୨୧ଦିନିଆ ଲକ୍‌ଡାଉନ ଘୋଷଣା କରି ଲୋକଙ୍କୁ ଘରେ ରହିବାକୁ କୁହାଯାଇଥିଲା। କିନ୍ତୁ ପୁରୀ ଜିଲା...

ସ୍ବାସ୍ଥ୍ୟକର୍ମୀଙ୍କୁ ତାଲା ପକାଇଲେ ଲୋକେ

ବାଲେଶ୍ୱର ଅଫିସ,୧୬।୭: ବାଲେଶ୍ୱର ଜିଲା ସୁନହଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାଦାନକୁ ନେଇ ଉତ୍ତେଜନା ଦେଖା ଦେଇଛି। ମଡ଼ିକାଲର ସ୍ବାସ୍ଥ୍ୟକର୍ମୀଙ୍କୁ ଲୋକେ ଘରେ ପୁରାଇ ତାଲା...

ହାଟଡିହୀରେ ଅସ୍ଥାୟୀ କୋଭିଡ-୧୯ କ୍ୟାମ୍ପ ଖୋଲିବ

ହାଟଡିହୀ, ୨୮।୪(ଡି.ଏନ.ଏ.)-ବାହାର ରାଜ୍ୟ ଫେରନ୍ତାଙ୍କୁ ନେଇ ଜିଲା ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି। ତେଣୁ ସେମାନଙ୍କୁ ଥଇଥାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। କେନ୍ଦୁଝର ଜିଲା...

ଗଣବଳାତ୍କାର ଅଭିଯୋଗରେ ୨ ଗିରଫ

ଖଲ୍ଲିକୋଟ,୧୪ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଞ୍ଚଳର ୨ଜଣ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଗତ ଶୁକ୍ରବାର ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଏତଲାକୁ ଭିତ୍ତି କରି ଖଲ୍ଲିକୋଟ...

୪ ମାସ ହେଲା ଏଟିଏମ୍‌ରେ ତାଲା

ଢେଙ୍କିକୋଟ,୬।୧୨(ଡି.ଏନ.ଏ.)  କେନ୍ଦୁଝର ଜିଲା ଢେଙ୍କିକୋଟ ଏକ ବ୍ୟସ୍ତ ବହୁଳ ବଜାର ଭାବେ ପରିଚିତ। ଏଠାରେ ଛୋଟ ବଡ଼ ୫୦ରୁ ଉର୍ଦ୍ଧ୍ୱ ବ୍ୟବସାୟିକ ଦୋକାନ ଥିବାବେଳେ ଏହି ବଜାର...

Advertisement
Archives

Model This Week