Home

ଶହୀଦ୍‌ଙ୍କ ପରିବାରର କଲ୍ୟାଣ ପାଇଁ ଦାନ କରିବା ପ୍ରତି ଭାରତୀୟଙ୍କ କର୍ତ୍ତବ୍ୟ: ମୋଦି

ନୂଆଦିଲ୍ଲୀ,୭।୧୨: ଦେଶ ସୁରକ୍ଷା କ୍ଷେତ୍ରରେ ଶହୀଦ୍‌ଙ୍କର ଅବଦାନ ଅତୁଳନୀୟ। ସେମାନଙ୍କ ପରିବାରର କଲ୍ୟାଣ ପାଇଁ ପ୍ରତି ଭାରତୀୟ ସାଧ୍ୟ ମୁତାବକ ଦାନ କରିବା ଆବଶ୍ୟକ ବୋଲି ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଆର୍ମଡ ଫୋର୍ସ ଫ୍ଲାଗ୍‌ ଡେ…

ପକ୍ଷାଘାତ

ଆମ ଶରୀର ସମସ୍ତ କାର୍ଯ୍ୟ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଜଣେ ବୟସ୍କ ବ୍ୟକ୍ତିର ମସ୍ତିଷ୍କର ଓଜନ ପ୍ରାୟ ଦେଢ଼ କିଗ୍ରା ଅଟେ ଏବଂ ଏଥିରେ ପ୍ରତି ମିନିଟ୍‌ରେ ୭୦୦-୮୦୦ ମିଲିଲିଟର ରକ୍ତ ପ୍ରବାହିତ ହୋଇଥାଏ। ମସ୍ତିଷ୍କର ଏହି ରକ୍ତ ପ୍ରବାହରେ…

ମୁକେଶ ଅମ୍ବାନୀଙ୍କ କାର୍‌ ଠାରୁ ମହଙ୍ଗା ଏହି ଖେଳାଳିଙ୍କ ଗାଡି: ଦାମ୍‌ ଶୁଣିଲେ ଉଡିଯିବ ହୋସ୍‌

ଯେତେବେଳେ ବି ଫୁଟବଲରଙ୍କ କଥା ଉଠେ ସର୍ବପ୍ରଥମେ ୨ଟି ନାମ ସମ୍ମୁଖକୁ ଆସିଥାଏ। ସେମାନେ ହେଲେ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ଲିଓନେଲ ମେସି। ଏହି ୨ ଖେଳାଳି କେବଳ ଭଲ ଖେଳନ୍ତି ତାହା ନୁହେଁ ଏମାନେ ବିଶ୍ୱର ସବୁଠାରୁ ଦାମୀ ଖେଳାଳି…

ବଦଳିଲେ ବାସେଳିସାହି ଥାନା ଅଧିକାରୀ

ପୁରୀ ଅଫିସ,୭ା୧୨: ବାସେଳିସାହି ଥାନା ଆଇଆଇସି ଜୀବନାନନ୍ଦ ଜେନାଙ୍କୁ ଶେଷରେ ରବିବାର ବଦଳି କରାଯାଇଛି। ଜେନାଙ୍କୁ ପୁରୀ ଜିଲା ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି। ବହୁ ଚର୍ଚ୍ଚିତ ପୁରୀ ହାଜତ ମୃତ୍ୟୁ ଘଟଣା ନେଇ ବାସେଳିସାହି ଥାନା ଅଧିକାରୀଙ୍କୁ ବଦଳି କରିବା…

ଉଗ୍ରବାଦୀ ସଂଗଠନକୁ ସହାୟତା ଯୋଗାଉଛି ଚାଇନା: କୁନ୍‌ମିଙ୍ଗ ସହରରୁ ଟ୍ରେନ୍‌ରେ ଆସୁଛି ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ, ୭।୧୨: ଭାରତ ମ୍ୟାନ୍‌ମାର ସୀମାରେ ଚାଇନା ଜାଣିଶୁଣି ଉଗ୍ରବାଦୀ କାର୍ଯ୍ୟ କଳାକଳାପକୁ ପ୍ରୋତ୍ସାହିତ କରୁଛି। ଏଠାରେ ସକ୍ରିୟ ଥିବା ଉଗ୍ରବାଦୀ ସଂଗଠନକୁ ଚାଇନା ଆବଶ୍ୟକ ସହାୟତା ଯୋଗାଇଦେବା ସହିତ ସୀମାପାର ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରୁଥିବା ଭାରତୀୟ ଗୋଇନ୍ଦା ବିଭାଗ…

ପୁଣିଥରେ ସ୍ମିଥ୍‌ଙ୍କୁ ମିଳିପାରେ ଅଷ୍ଟ୍ରେଲିଆ ଦାୟିତ୍ୱ: କୋଚ୍‌ ଲାଙ୍ଗର ଦେଲେ ଏଭଳି ସଙ୍କେତ

ନୂଆଦିଲ୍ଲୀ,୭।୧୨: ଅଷ୍ଟ୍ରେଲିଆ କୋଚ୍‌ ଜଷ୍ଟିନ ଲାଙ୍ଗର ଦଳର ଅଧିନାୟକ ପଦ ଷ୍ଟିଭ ସ୍ମିଥ୍‌କୁ ଦେବାକୁ ସଙ୍କେତ ଦେଇଛନ୍ତି। ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଆରୋନ ଫିଞ୍ଚଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ମ୍ୟାନେଜମେଣ୍ଟ ସ୍ମିଥ୍‌ଙ୍କ ନୁହେଁ ବରଂ ମାଥ୍ୟୁ ଓ୍ବେଡ୍‌ଙ୍କୁ ଦାୟିତ୍ୱ ଦେଇଥିଲା।…

ସରକାରୀ ଯୋଜନା ପାଲଟିଛି ସାତସପନ: ଜରିପାଲ ତଳେ ବିତୁଛି ବୃଦ୍ଧାଙ୍କ ଜୀବନ

କାକଟପୁର,୭।୧୨(ଡି.ଏନ୍‌.ଏ.): ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ପକ୍କା ଘର ଯୋଗାଇ ଦେଉଛନ୍ତି। କିନ୍ତୁ ସେହି ଯୋଜନା ପ୍ରାୟ ସମୟରେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁ ନାହିଁ। ଯାହାର ଉଦାହରଣ ଦେଖିବାକୁ ମିଳିଛି କାକଟପୁର…

ଜମି ଆଳରେ ୭୧ ଲକ୍ଷ ଠକେଇ ମାମଲା: ଜଣେ ଗିରଫ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ରାଜଧାନୀରେ ଜମି ଯୋଗାଇ ଦେବାକୁ କହି ୭୧ ଲକ୍ଷ ଟଙ୍କା ଠକେଇ କରିଥିବା ଜଣେ ଅଭିଯୁକ୍ତଙ୍କୁ ଶହୀଦନଗର ଥାନା ପୋଲିସ ଗିରଫ କରିଛି। ସେ ହେଲେ ପୁରୀ ଜିଲା ବଳିଆପଣ୍ଡା ଅଞ୍ଚଳର ଜୟକୃଷ୍ଣ ପଟ୍ଟନାୟକ। ପୋଲିସ ସୂଚନାମୁତାବକ, ପୁରୀର ହୋଟେଲ…

ଅଭିଯୋଗ ସମାଧାନ ପାଇଁ ଖୋଲିବ ୨୪ ଘଣ୍ଟିଆ କଲ୍‌ ସେଣ୍ଟର

ପୁରୀ ଅଫିସ,୭।୧୨: ପୁରୀ ଜିଲା ପୋଲିସ ମୁଖ୍ୟାଳୟରେ ଖୁବ୍‌ଶୀଘ୍ର ୨୪ଘଣ୍ଟିଆ କଲ୍‌ ସେଣ୍ଟର ଖୋଲାଯିବ। ଲୋକଙ୍କ ଅଭିଯୋଗ ସିଧାସଳଖ ଯେଭଳି ତୁରନ୍ତ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଇହେବ ସେଥିଲାଗି ଏଭଳି ଯୋଜନା କରାଯାଇଛି। କଲ ସେଣ୍ଟର ନମ୍ବର ୭୬୫୩୮୯୧୦୩୦ରେ ଲୋକେ ନିଜର…

ସୁସ୍ଥ ଗଣତନ୍ତ୍ର ପାଇଁ ବାକ୍‌ ସ୍ବାଧୀନତା-ସୋସିଆଲ ମିଡ଼ିଆ ଉପରେ ରୋକ ଲଗାଇବା ଅନୁଚିତ: ଆଟର୍ନି ଜେନେରାଲ

ନୂଆଦିଲ୍ଲୀ, ୭।୧୨: ଦେଶରେ ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥା ବଜାୟ ରଖିବା ପାଇଁ ବାକ୍‌ ସ୍ବାଧୀନତା ଏବଂ ସୋସିଆଲ ମିଡ଼ିଆ ଉପରେ ରୋକ ଲଗାଇବା ଅନୁଚିତ ବୋଲି ଆଟର୍ନି ଜେନେରାଲ କେ.କେ. ଭେନୁଗୋପାଳ କହିଛନ୍ତି। ଏକ ସାକ୍ଷାତ୍‌କାରରେ ସେ ଏଭଳି ମତପୋଷଣ କରିଛନ୍ତି।…

ସେଲ୍ସ ଏକ୍‌ଜିକ୍ୟୁଟିଭ ଭାବେ କାମ କରୁଥିଲେ ରାଧିକା: ଏବେ ହେବେ ଅମ୍ବାନୀ ପରିବାରର ସାନ ବୋହୂ

ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀଙ୍କ ଭାବି ସାନ ବୋହୂ ରାଧିକା ମର୍ଚେଣ୍ଟ ଏକଦା ଇସପ୍ରାଭ୍‌ରେ ସେଲ୍ସ ଏକ୍‌ଜିକ୍ୟୁଟିଭ ଭାବେ କାମ କରୁଥିଲେ। ଏହା ଗୋଆର ହୋଲିଡେ ହୋମ୍‌ସ ସେଲ୍‌ କରୁଥିବା ଏକ କମ୍ପାନୀ।…

ପାଇଖାନା ନିର୍ମାଣରେ ଦୁର୍ନୀତି: କାମ ନ କରି ହୋଇଛି ବିଲ୍‌

କୋରୁକୋଣ୍ଡା,୭ା୧୨(ଡି.ଏନ. ଏ.): ସରକାର ସ୍ବଚ୍ଛ ଭାରତ ଅଭିଯାନ ନାମରେ ବହୁ ଅର୍ଥ ଖର୍ଚ୍ଚ କରୁଥିବା କହୁଥିବା ବେଳେ ଏଥିରୁ ହିତାଧିକାରୀମାନେ ସୁଫଳ ପାଉନାହାନ୍ତି। ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ମାରିବେଡା ପଞ୍ଚାୟତର ରାଖେଲଗୁଡା ଗ୍ରାମରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri