Home

ବିବାହର ୫ ଦିନପରେ ସ୍ତ୍ରୀଙ୍କୁ ବାପ ଘରକୁ ପଠାଇଦେବାକୁ ଧମକ ହେଲେ ଆଦିତ୍ୟ ନାରାୟଣ: ଜାଣନ୍ତୁ କାହିଁକି…

ବଲିଉଡ୍‌ର ଜଣାଶୁଣା ଅଭିନେତା ତଥା ଗାୟକ ଆଦିତ୍ୟ ନାରାୟଣ ନିକଟରେ ଅଭିନେତ୍ରୀ ଶ୍ୱେତା ଅଗ୍ରଓ୍ବାଲଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ଉଭୟ ପରସ୍ପରକୁ ଦୀର୍ଘ ସମୟ ଧରି ଡେଟ୍‌ କରୁଥିଲେ। ଏହି ବିବାହରେ ବଲିଉଡ୍‌ର ଅନେକ କଳାକାର ଉପସ୍ଥିତ ହୋଇ ବହୁତ…

ଟ୍ରମ୍ପ୍‌ଙ୍କ ଝିଆରୀଙ୍କ ବିବାଦୀୟ ମନ୍ତବ୍ୟ: ସେ ଜଣେ କ୍ରୁର-ବିଶ୍ୱାସଘାତୀ ଶାସକ, ତାଙ୍କୁ ଜେଲ ପଠାଯିବା ଆବଶ୍ୟକ

ଓ୍ବାଶିଂଟନ୍‌, ୫।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ତାଙ୍କ ଝିଆରୀ ମେରି ଟ୍ରମ୍ପ୍‌ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମେରି କହିଛନ୍ତି ଯେ, ତାଙ୍କ ଦାଦା ଜଣେ କ୍ରୁର ଏବଂ ବିଶ୍ୱାସଘାତୀ ଶାସକ। ସେ କେତେକ ଆପରାଧୀକ ମାମଲା ସହିତ ଜଡ଼ିତ।…

କୃଷକଙ୍କୁ ମାଗଣାରେ ଗାଈ ଦେବେ ଏହି କ୍ରିକେଟର

ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଜଣେ ସଫଳ ଚାଷୀ ହେବାକୁ ଯାଉଛନ୍ତି। ଧୋନୀ ରାଞ୍ଚିର ସେମ୍ବୋ ଗାଁରେ ୪୩ ଏକର ଜମିରେ ନିଜର ନୂତନ ଫାର୍ମ ହାଉସରେ ପରିବା ଓ…

ଜୀବିତ ଥାଇ ବି ନିଜକୁ ମୃତ ସାବ୍ୟସ୍ତ କଲେ ମହିଳା: ବୀମା କମ୍ପାନୀଠାରୁ ଲୁଟି ନେଲେ ୧୧ କୋଟି

ଇସଲାମାବାଦ୍‌,୫।୧୨: ପାକିସ୍ତାନରେ ଜଣେ ମହିଳା ନିଜକୁ ମୃତ ସାବ୍ୟସ୍ତ କରି ବୀମା କମ୍ପାନୀଠାରୁ ୧୧ କୋଟି ଟଙ୍କା ଲୁଟି ନେଇଛନ୍ତି। ୯ ବର୍ଷ ପରେ ଏହି ଘଟଣା ଜଣାପଡ଼ିଛି। ସଙ୍ଘୀୟ ଯାଞ୍ଚ୍‌ ଏଜେନ୍ସି(ଏଫ୍‌ଆଇଏ) ଅନୁସାରେ ସୀମା ଖର୍ବେ ନାମକ ମହିଳା ୨୦୦୮…

ଧାନ କିଣାବିକାରେ ଅବ୍ୟବସ୍ଥା, ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସରଣ୍ଡା,୫।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାରେ ଅବ୍ୟବସ୍ଥା ଜାରିରହିଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିି ଚାଲିଛି। ଏହି କ୍ରମରେ ଶନିବାର ଜୟ କିସାନ ଆନ୍ଦୋଳନ ଏବଂ ପଶ୍ଚିମ ଓ କୃଷକ ସଂଗଠନ ସମନ୍ବୟ ସମିତିର ନେତୃତ୍ୱରେ…

ଛୁଟି ପାଇଁ ଲାଞ୍ଚ: ଶିକ୍ଷା ବିଭାଗ କଲା ପର୍ଦ୍ଦାଫାଶ୍‌

ଲକ୍ଷ୍ନୌ,୫।୧୨: ଉତ୍ତରପ୍ରଦେଶରେ ଛୁଟି ପାଇଁ ପ୍ରାଥମିକ ଶିକ୍ଷୟତ୍ରୀ ଏବଂ ଶିକ୍ଷକଙ୍କୁ ଲାଞ୍ଚ ଦେବାକୁ ପଡୁଥିବା ଦୁର୍ନୀତିର ପର୍ଦ୍ଦାଫାଶ୍‌ ହୋଇଛି। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା। ପରେ ସତକଥା ପଦାକୁ ଆସିଥିଲା। ଶିକ୍ଷା ବିଭାଗ ପକ୍ଷରୁ ଆଇଭିଆର୍‌ଏସ୍‌ (ଇଣ୍ଟ୍ରାକ୍ଟିଭ୍‌…

କାର୍ଯ୍ୟରେ ଅବହେଳା: ନିଲମ୍ବିତ ହେଲେ କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ

ପଦ୍ମପୁର,୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ମ୍ୟୁନିସପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରି ତାପସ ରଞ୍ଜନ ଜେନା ଓ କନିଷ୍ଠ ଯନ୍ତ୍ରୀ ଦେବକାନ୍ତ ନାୟକଙ୍କୁ ଶନିବାର କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଓ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ନ କରିବାରୁ ସେମାନଙ୍କୁ ନିଲମ୍ବନ କରାଯାଇଥିବା…

ଏହି କ୍ରିକେଟରଙ୍କୁ ହଁ କହିବାକୁ ୩ ବର୍ଷ ସମୟ ନେଇଥିଲେ ପ୍ରେମିକା: ଏବେ…

ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ଅଛନ୍ତି ଯେଉଁମାନେ ବଲିଉଡ୍‌ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ଏମିତି ଏକ ଯୋଡି ହେଲେ ଯୁବରାଜ ସିଂହ ଏବଂ ହେଜଲ କିଚ୍‌। ଏହି ଯୋଡିଙ୍କ ବିବାହକୁ ଇତିମଧ୍ୟରେ ୪ ବର୍ଷ ହୋଇଯାଇଛି। ଯୁବରାଜ-ହେଜଲଙ୍କ ବିବାହ ବିର୍ଷିକୀ…

କ୍ଷୀର, ପରିବା ବିକ୍ରି କରୁଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର

ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଯଦିଓ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି, କିନ୍ତୁ ଏବେ ବି ତାଙ୍କ ନାମ ଚର୍ଚ୍ଚାରେ ରହିଛି। ଏବେ ଧୋନୀ ପରିବାର ଓ ନିଜ ବ୍ୟବସାୟ ଉପରେ ପୁରା ଧ୍ୟାନ ଦେଉଛନ୍ତି।…

ସ୍ବାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ୍‌: ୧୫ ଦିନ ତଳେ ନେଇଥିଲେ ଟିକା

ଚଣ୍ଡିଗଡ଼,୫।୧୨: ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ୍‌ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ଟୁଇଟ୍‌ କରି ଶନିବାର ସୂଚନା ଦେଇଛନ୍ତି। ସେ ଅମ୍ବାଲା କ୍ୟାଣ୍ଟନମେଣ୍ଟ୍‌ର ସିଭିଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ତାଙ୍କ ସହିତ ମିଳାମିଶା…

ରାଜ୍ୟରେ ପୁଣି ୪୦୯ କରୋନା ପଜିଟିଭ୍‌ ଚିହ୍ନଟ, ୫ ମୃତ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ରାଜ୍ୟରେ ଶନିବାର ୪୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୩୪ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୭୫ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌…

ବାହାରିନ୍‌ରେ ଫାଇଜର-ବାୟୋଏନ୍‌ଟେକ୍‌ ଟିକାକୁ ମଞ୍ଜୁରୀ

ମାନାମା,୫।୧୨: ବ୍ରିଟେନ ପରେ ଏବେ ପୃଥିବୀର ଦ୍ୱିତୀୟ ରାଷ୍ଟ୍ର ଭାବେ ବାହାରିନ୍‌ରେ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକାକୁ ମଞ୍ଜୁରୀ ଦିଆଯାଇଛି। ଏନେଇ ବାହାରିନ୍‌ର ନ୍ୟାଶନାଲ ହେଲ୍‌ଥ ରେଗୁଲେଟାରୀ ଅଥରିଟୀର ସିଇଓ ମାରିଆମ୍‌ ଅଲ୍‌-ଝାଲହାମାଙ୍କ ପକ୍ଷରୁ ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri