Home

ପଞ୍ଜୁରୀରେ ରହି ଅଶ୍ଳୀଳ ଡ୍ୟାନ୍ସ କଲେ ବାର୍‌ ଯୁବତୀ, ଫଟୋ ଭାଇରାଲ

ଲକ୍ଷ୍ନୌ,୧୦ା୧୨: ପଞ୍ଜୁରୀରେ ରହି ବାର୍‌ ଯୁବତୀମାନେ ଆଞ୍ଚଳିକ ଗୀତରେ ଅଶ୍ଳୀଳ ଡ୍ୟାନ୍ସ କରିଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଜମଗଡ଼ରେ। କରୋନା ମହାମାରୀ ସମୟରେ ବିନା ମାସ୍କରେ ସାମାଜିକ ଦୂରତା ରକ୍ଷା ନ କରି ନାଚଗୀତରେ ଯୁବତୀମାନେ ମସ୍‌ଗୁଲ ଥିଲେ।…

ବିଶାଳ ମନ୍ଦିର ନିର୍ମାଣ କରିବେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଆଜିକାଲି ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ଅଚନ୍ତି। ବିଭିନ୍ନ ମୁଦ୍ଦାକୁ ନେଇ ନିଜ ମତ ଦେଇ ସେ ବିବାଦ ଘେରକୁ ଆସୁଛନ୍ତି। ଗୁରୁବାର ଟୁଇଟର୍‌ରେ ସେ ବଡ ଘୋଷଣା କରିଛନ୍ତି। ଏକ ବିଶାଳ ମା’ ଦୁର୍ଗାଙ୍କ…

କ୍ରିକେଟ୍‌ ପଡିଆରେ ଅଳସୁଆ ଏହିସବୁ କ୍ରିକେଟର୍‌, ରନ୍‌ ନେବାକୁ କରନ୍ତି କୁଣ୍ଠାବୋଧ

ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି, ଯେଉଁମାନେ ପଡିଆରେ ଅଳସୁଆ ସ୍ବଭାବର ଥାନ୍ତି। ବ୍ୟାଟିଂ ହେଉ କି ବୋଲିଂ ଏହି କ୍ରିକେଟରମାନେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ସେମାନେ ଫିଲ୍ଡିଂରେ ଦୁର୍ବଳ ଥାନ୍ତି। ଆସନ୍ତୁ ଜାଣିବା ସେମିତି କିଛି କ୍ରିକେଟରଙ୍କ ସମ୍ପର୍କରେ……

ଖୋଲିବ ସ୍କୁଲ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ସ୍କୁଲ ଖୋଲିପାରେ। ଏ ନେଇ ଗୁରୁବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଡିସେମ୍ବର ସ୍କୁଲ ଖୋଲିହେବ ବୋଲି ଏସ୍‌ଆର୍‌ସି କହିଥିଲେ। ବର୍ତ୍ତମାନ ପରିସ୍ଥିତି ଯାହା ଡିସେମ୍ବରରେ ସ୍କୁଲ…

ରତ୍ନପଥର ଚୋରା ଚାଲାଣ ଘଟଣା: ୨ ଗିରଫ

ରାୟଗଡ଼ା ଅଫିସ,୧୦ା୧୨: ରତ୍ନପଥର ଚୋରାଚାଲାଣ ଘଟଣାରେ ରାୟଗଡ଼ା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବୌଦ୍ଧ ଜିଲା ସୁଧାସାହିର ସରକାରୀ ଶିକ୍ଷକ ରାଧାମୋହନ ମାହାନା (୫୩) ଓ ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକର ସୁବାସ ରତ୍ନାଲୁ (୪୫) ବୋଲି…

ସଂସଦ ଭବନର ଶିଳାନ୍ୟାସ କଲେ ମୋଦି: ୨୦୨୨ ଅଗଷ୍ଟ ସୁଦ୍ଧା ଶେଷ ହେବ ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ,୧୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନୂଆ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି। ଏହାର ନିର୍ମାଣ କାର୍ଯ୍ୟ ୨୦୨୨ ଅଗଷ୍ଟ ସୁଦ୍ଧା ଶେଷ ହେବ ବୋଲି କୁହାଯାଉଛି। ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟ…

ପଶ୍ଚିମବଙ୍ଗରେ ନଡ୍ଡାଙ୍କୁ ଆକ୍ରମଣ

କୋଲକାତା,୧୦।୧୨: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି। ଗୁରୁବାର ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁୁତୁରା ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ସଂସଦୀୟ କ୍ଷେତ୍ର ଡ଼ାଏମଣ୍ଡ ହାର୍ବର ଗସ୍ତ ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଛି। କେତେକ ତୃଣମୂଳକର୍ମୀ…

ଘର ସଫା କରିବା ସମୟରେ ମିଳିଲା ଜେଜେବାପାଙ୍କ ଡାଏରୀ, ଏଥିରେ ଯାହା ଲେଖାଥିଲା ନାତି ହେଲେ ଆଶ୍ଚର୍ଯ୍ୟ

ଜଣେ ଯୁବକ ତାଙ୍କ ମା’ଙ୍କ ସହିତ ଘର ସଫା କରୁଥିବା ସମୟରେ ଏକ ଡାଏରୀ ପାଇଥିଲେ। ଏଥିରୁ ଯାହା ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଏହି ଡାଏରୀରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ବି.ଆର୍‌ ଆମ୍ବେଦକର ଏବଂ ସିଭି ରମଣଙ୍କ…

ଗ୍ଲୋବାଲ ଏସୀୟ ସେଲିବ୍ରିଟି ତାଲିକାରେ ସୋନୁ ସୁଦ୍‌ ନଂ୧

ବଲିଉଡ ଅଭିନେତା ସୋନୁ ସୁଦଙ୍କ ନାମ ଏବେ ସବୁଠି ଚର୍ଚ୍ଚା। ଲକଡାଉନ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଯେଉଁଭଳି ଭାବରେ ହାତ ବଢ଼ାଉଛନ୍ତି, ତେଣୁ ଲୋକମାନେ ତାଙ୍କୁ ରିଲ ହିରୋ ପରିବର୍ତ୍ତେ ରିୟଲ୍‌ ହିରୋ ଆଖ୍ୟା ଦେଇଛନ୍ତି। ନିକଟରେ…

କାର୍‌- ଦୁଇ ବାଇକ୍‌ ମୁହାଁମୁହିଁ, କାର୍‌ ଛାଡ଼ି ଚାଲିଗଲେ ଚାଳକ

ଓଡ଼ଗାଁ,୧୦ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କଦଳୀବନ୍ଧ ସ୍କୁଲ ନିକଟରେ ଗୁରୁବାର ସକାଳେ ଏକ କାର୍‌ ସହିତ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ମୃତକ…

ଆସନ୍ତାବର୍ଷ ଆଇପିଏଲ୍‌ ଖେଳିବେ କି ସୁରେଶ ରାଇନା, କଲେ ବଡ ଖୁଲାସା

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ସୁରେଶ ରାଇନା ପୁଣିଥରେ ପଡ଼ିଆକୁ ଫେରିବାକୁ ଯାଉଛନ୍ତି। ଖୁବଶୀଘ୍ର ତାଙ୍କୁ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିବ। ରାଇନା ନିଜେ ଏହି ସୂଚନା ଦେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ପାରିବାରିକ କାରଣ ଦର୍ଶାଇ ରାଇନା…

ନୂଆବର୍ଷରୁ ଖୋଲିପାରେ କଲେଜ

ଭୁବନେଶ୍ୱର,୧୦ା୧୨(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଦୀର୍ଘ ୮ରୁ ୯ ମାସ ଧରି ସ୍କୁଲ, କଲେଜ ବନ୍ଦ ରହିଛି। ତେବେ ନୂଆ ବର୍ଷରେ କଲେଜ ଖୋଲିପାରେ ବୋଲି ଆଶା ପ୍ରକଟ କରିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର। କଲେଜରେ କ୍ଲାସ ହେବ କି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri