ଲକ୍ଡାଉନ୍ରେ ଚର୍ଚ୍ଚ ଖୋଲିବା ଉପରେ ଲାଗିଥିଲା ପ୍ରତିବନ୍ଧକ: ଏପରି କଲେ ପାଦ୍ରୀ
ମହାମାରୀ କରୋନା ଯୋଗୁ ଆମେରିକାର କାଲିଫର୍ନିଆ ସହରରେ ପୁଣିଥରେ ଲକ୍ଡାଉନ୍ ଲାଗୁ କରାଯାଇଛି। ତେବେ ଏହି ଳକ୍ଡାଉନ୍ରେ ପେଟ୍ରୋଲ ଷ୍ଟେଶନ ଏବଂ ସୁପର ମାର୍କେଲ ଖୋଲିବାକୁ ଅନୁମତି ମିଳିଛି। ଏଥିସହ ଷ୍ଟିପ୍ କ୍ଲବ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି। ଏହାକୁ ନେଇ…
୧୮ମାସରେ ଶେଷ ହେବ ବରମୁଣ୍ଡା ବସ୍ଷ୍ଟାଣ୍ଡ ନବକଳେବର କାର୍ଯ୍ୟ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୦।୧୨-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ବରମୁଣ୍ଡା ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପର ଦୁଇଟି ଭାଗ ରହିଛି। ଗୋଟିଏ ଖଣ୍ଡଗିରିସ୍ଥିତ ବସ୍ ଡିପୋ ଏବଂ…
ଦୁନିଆର ସବୁଠାରୁ ବଡ଼ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ମ୍ୟାଚ୍: ଜୟ ଶାହ
ନୂଆଦିଲ୍ଲୀ,୧୦।୧୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫେବୃୟାରୀ ୨୪ରୁ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବ। ୪ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ ଫେବୃୟାରୀରୁ ଆରମ୍ଭ ହେବ। ଦୁନିଆର ସବୁଠାରୁ ବଡ଼ କ୍ରିକେଟ ପଡ଼ିଆ କୁହାଯାଉଥିବା ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଏହି ମ୍ୟାଚ୍…
ଡିସେମ୍ବର ୧୪ରୁ ଦଶମ, ଦ୍ୱାଦଶ ଶିକ୍ଷାର୍ଥିଙ୍କ ପାଇଁ ଖୋଲିବ ସ୍କୁଲ: କରୋନା ଯାଞ୍ଚ ପରେ କ୍ଲାସକୁ ଯିବାକୁ ମିଳିବ ଅନୁମତି
ଚଣ୍ଡିଗଡ଼,୧୦।୧୨: କରୋନା ମହାମାରୀ ମଧ୍ୟରେ ହରିଆଣାରେ ପୁଣିଥରେ ଡିସେମ୍ବର ୧୪ରୁ ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ପ୍ରତିଦିନ ସକାଳ ୧୦ଟାରୁ…
ନାତି ସହ ସେଲ୍ଫି ନେଲେ ମୁକେଶ ଅମ୍ବାନୀ
ଘରେ ଶିଶୁଟିଏ ଜନ୍ମ ନେଲେ ପରିବାରଲୋକଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଏ। ଠିକ୍ ସେପରି ହୋଇଛି ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ କ୍ଷେତ୍ରରେ। ଗୁରୁବାର ବଡ଼ ବୋହୁ ଶ୍ଳୋକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ମୁକେଶ ନବଜାତ ନାତିକୁ ଧରି ଫଟୋ…
ଅଶୁକୀ ଜଙ୍ଗଲରେ ୨୨ ହାତୀ
ଝୁମ୍ପୁରା, ୧୦।୧୨(ଡି.ଏନ.ଏ.)-କେନ୍ଦୁଝର ଜିଲା ବାଲିବନ୍ଧ ଫରେଷ୍ଟ, ଲକ୍ଷ୍ମୀପଶି ବିଟ ଅନ୍ତର୍ଗତ ଅଶୁକୀ ଜଙ୍ଗଲରେ ଦୁଇ ଦିନ ହେବ ମୟୂରଭଞ୍ଜ ଅଞ୍ଚଳରୁ ଚାଲି ଆସିଥିବା ୨୨ଟିକିଆ ହାତୀପଲ ରହୁଛନ୍ତି। ଅଶୁକୀ ଜଙ୍ଗଲ ପାର୍ଶ୍ୱରେ ଅରଡେଇ ନଦୀ ବୋହି ଯାଉଥିବା ବେଳେ, ଖାଦ୍ୟ ଓ…
କରିନାଙ୍କ ସହ ଫିଲ୍ମ କରୁ କରୁ ପ୍ରେମରେ ପଡ଼ିଥିଲେ ହ୍ରିତିକ: ବିବାହିତ ଥିବା ଯୋଗୁ…
ବମ୍ବେ: ବଲିଉଡ୍ର ଲୋକପ୍ରିୟ ଯୋଡ଼ି ମାନଙ୍କ ମଧ୍ୟରୁ କରିନା-ସୈଫ୍ ଅନ୍ୟତମ। ହେଲେ ଏଭଳି ଏକ ସମୟ ଥିଲା, ଯେତେବେଳେ ଅନେକ ଅଭିନେତାଙ୍କ ସହ କରିନାଙ୍କ ନାମକୁ ଯୋଡ଼ାଯାଇଛି। ସେମାନେ ପ୍ରେମ ସମ୍ପର୍କରେ ଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ଧିରେ…
ଅଡ଼ୁଆରେ ପିସିବି: ମୁଖ୍ୟ ଚୟନକର୍ତ୍ତା ଦୌଡ଼ରୁ ହଟିଲେ ଅକ୍ରମ
କରାଚି,୧୦।୧୨: ଅଡ଼ୁଆରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ପୂର୍ବ ଦ୍ରୁତ ବୋଲର ମହମ୍ମଦ ଅକ୍ରମ ବର୍ତ୍ତମାନର ଚୟନ ବ୍ୟବସ୍ଥାରେ କାମ କରିବାକୁ ମନା କରି ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। ଫଳରେ ପିସିବିକୁ ନୂଆ ମୁଖ୍ୟ ଚୟନକର୍ତ୍ତା ମିଳିପାରୁନାହିଁ। ଅକ୍ରମ ଏହି…
ବଲିଉଡର ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ୍ ସୂରଜ ଗୋଦାମ୍ବେ ଗିରଫ
ମୁମ୍ବାଇ,୧୦।୧୨-ଡ୍ରଗ୍ସ କାରବାର ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ବଲିଉଡର ନାମିଦାମୀ ହେୟାର ଷ୍ଟାଇଲିଷ୍ଟଙ୍କୁ ଗିରଫ କରିଛି। ସେ ହେଲେ ସୂରଜ ଗୋଦାମ୍ବେ। ଏଥିସହିତ ଆଉ ଜଣେ ବ୍ୟକ୍ତିଙ୍କୁ ଏହି ମାମଲାରେ ଅଟକ ରଖାଯାଇଛି। ଏନସିବି ପକ୍ଷରୁ କୁହାଯାଇଛି, ୨ ଜଣଙ୍କୁ…
୭ ବର୍ଷର ଏହି ବାଳିକାଙ୍କ ଅଦ୍ଭୁତ ପ୍ରତିଭା: କୁନି ହାତରେ ୭୦ କିଗ୍ରା ଭାରୋତ୍ତୋଳନ କରି ଏବେ ଚର୍ଚ୍ଚାରେ
ନୂଆଦିଲ୍ଲୀ: ବୟସ ମାତ୍ର ୭ ବର୍ଷ। ହେଲେ କାରନାମା କୌଣସି ବଡ଼ ତାରକାଠାରୁ କମ୍ ନୁହେଁ। ଆମେ କଥା ହେଉଛୁ କାନାଡ଼ାର ରୋରି ଭାନ ଉଲଫତଙ୍କ କଥା। ଏତେ କମ୍ ବୟସରେ ସେ ୭୦ କେଜି ଭାରୋତ୍ତୋଳନ କରୁଛନ୍ତି। କଥାଟି ବିଶ୍ୱାସ…
ଭଗବାନ ଆମ ଜୀବନ ବଞ୍ଚାଇ ଦେଲେ: ସମ୍ବିତ ପାତ୍ର
କୋଲକାତା,୧୦।୧୨-ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ କାର ଉପରକୁ ଗୁରୁବାର ଆକ୍ରମଣ ହୋଇଛି। ଫଳରେ କାରର କାଚ ଭାଙ୍ଗି ଚୁରମାର୍ ହୋଇଯାଇଛି। ଦୁର୍ବୃତ୍ତମାନେ ଅତର୍କିତ ତାଙ୍କ କାର ଉପରକୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏ ନେଇ ନିଜେ…
ବିହାର କଲେଜରେ ପଢ଼ୁଛନ୍ତି ଇମ୍ରାନ ହାଶମୀ-ସନି ଲିଓନିଙ୍କ ୨୦ ବର୍ଷର ପୁଅ!
ବଲିଉଡ୍ର ଚର୍ଚ୍ଚିତ ଅଭିନେତା ଇମରାନ ହାଶମୀ ଏବଂ ସନି ଲିୟୋନିଙ୍କ ପୁଅ ବିହାର କଲେଜରେ ପାଠ ପଢ଼ୁଛନ୍ତି। ସ୍ନାତମ ପରୀକ୍ଷା ଦେଉଛନ୍ତି ତାଙ୍କର ୨୦ ବର୍ଷର ପୁଅ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି କିଛି ଘଟଣା ଶୁଣିବାକୁ ମିଳିଛି। ମୁଜାଫରପୁର…
Archives


