ଘରେ ପିଲାଙ୍କୁ କୁକୁର ମାଂସ ରାନ୍ଧି ଖାଇବାକୁ ଦେଉଥିଲେ ଏହି ମହିଳା, ଜଣାପଡ଼ିବା ପରେ…

କ୍ୱିଭ୍‌,୨୮।୧: ୟୁକ୍ରେନରୁ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ଏଠାକାର ଜଣେ ମହିଳା ନିଜ ପିଲାଙ୍କୁ ଘରେ କୁକୁର ମାଂସ ରାନ୍ଧି ଖାଇବାକୁ ଦେଉଥିବାରୁ ପୋଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି।
ୟୁକ୍ରେନ୍‌ ଉତ୍ତର-ପୂର୍ବ ଅଞ୍ଚଳସ୍ଥିତ ଖାରକ୍ୱିଓ ସହରରେ ୩୦ ବର୍ଷୀୟା ଲିଲିୟା ଗ୍ରେନେକ୍କୋ ନିଜର ଦୁଇ ପିଲା ଏବଂ ମା’ଙ୍କ ସହ ରହୁଥିଲେ। ରିପୋର୍ଟ ଅନୁଯାୟୀ, ମହିଳା ଜଣଙ୍କ କୁକୁରକୁ ମାରି ଘରେ ରଖିଥିଲେ। ଫଳରେ ଗନ୍ଧରେ ନାକ ଫାଟି ପଡୁଛି। ଖାଲି କୁକୁର ନୁହେଁ, ଅସରପା ଏବଂ ମୂଷାଙ୍କୁ ମାରି ମଧ୍ୟ ରାନ୍ଧୁଥିଲେ।
ସୂଚନାନୁଯାୟୀ, ଏହି ମହିଳାଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିଲା। ଭୋକ ଦାଉରୁ ନିଜ ପିଲାଙ୍କୁ ରକ୍ଷା କରିବା ପାଇଁ ଅନ୍ୟ ଉପାୟ ନ ପାଇ ସେ ଏପରି କରୁଥିଲେ। ପୋଲିସ ସୂଚନା ପାଇଁ ତାଙ୍କ ଘରେ ପହଞ୍ଚି ତାଙ୍କର ଦୁଇ ପିଲା ଏବଂ ମାଙ୍କୁ ହସ୍ପିଟାଲ ପଠାଇ ଲିଲିୟାଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ନ୍ୟୁଜ ଚ୍ୟାନେଲ ଉପରେ ରୋକ ଲଗାଇଲା ନେପାଳ

କାଠମାଣ୍ଡୁ,୧୦।୭: ନେପାଳର କେପି ଓଲି ସରକାର ଭାରତର ଏକ ସ୍ଥାନକୁ ନିଜ ନୂଆ ନକ୍ସାରେ ସାମିଲ କରିବା ପରେ ଉଭୟ ଦେଶ ମଧ୍ୟ ବିବାଦ ଆରମ୍ଭ...

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ବିଦାହେବେ

କଲମ୍ବୋ,୩୦।୪: ଗମ୍ଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କାରେ ସୃଷ୍ଟ ରାଜନୈତିକ ଅଚଳାବସ୍ଥାର ସମାଧାନ ଲାଗି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ ପ୍ରଧାନମନ୍ତ୍ରୀ ପଦରୁ ତାଙ୍କ ବଡ଼ଭାଇ...

ଏଣିକି କରୋନାର ସ୍ଥାୟୀ ଚିକିତ୍ସା, ବୈଜ୍ଞାନିକମାନେ ଦେଲେ ପ୍ରତିଶ୍ରୁତି

ଓ୍ବାଶିଂଟନ,୧୩ା୧୧: କରୋନା ମହାମାରୀ ସମଗ୍ର ବିଶ୍ୱରେ ଦୀର୍ଘ ୨ ବର୍ଷ ଧରି ତା’ର କାୟା ବିସ୍ତାର କରିଚାଲିଛି। ଟିକାକରଣ ଯୋଗୁ ଏହା କିଛିମାତ୍ରାରେ କମିଛି। ମାତ୍ର...

ସ୍ମାର୍ଟଫୋନ୍‌କୁ ସାବଧାନ..

ଦିନରେ ଅଧଘଣ୍ଟା ଧରି ଫୋନ୍‌ରେ ଗପିଲେ ବ୍ରେନ୍‌ ଟ୍ୟୁମର ହେବ ବୋଲି ଆମେରିକାରେ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଏହା ଦ୍ୱାରା ଆଖି...

ଦୁବାଇରେ ୨ ଭାରତୀୟ ଛାତ୍ର ମୃତ

ଦୁବାଇ,୨୬।୧୨: ଦୁବାଇରେ ଛୁଟି କାଟିବାକୁ ଯାଇଥିବା ୨ ଭାରତୀୟ ମୂଳ ବାସିନ୍ଦା ଛାତ୍ରଙ୍କର କାର୍‌ ଦୁର୍ଘଟଣାରେ ଖ୍ରୀଷ୍ଟମାସ ଅର୍ଥାତ୍‌ ବୁଧବାର ମୃତ୍ୟୁ ହୋଇଛି। କେରଳର ମୂଳ...

ବଡବିଲ୍‌ରୁ ଚୋରି ହାଇଓ୍ବା ଝାଡଖଣ୍ଡରୁ ଜବତ, ମାଷ୍ଟରମାଇଣ୍ଡ ସହ ୩ ଗିରଫ

ବଡ଼ବିଲ, ୨୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ହାଇଓ୍ବାକୁ ପୋଲିସ ବୁଧବାର ରାତିରେ ଝାଡଖଣ୍ଡରୁ...

କ୍ୟାମେରା ସାମ୍ନାରେ ଉଦାରତା, ଅସଲରେ ବର୍ବରତା

କାବୁଲ,୨୧ ।୯: ଆଫଗାନ ମହିଳାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ ନ କରିବା କଥା କହିଥିବା ତାଲିବାନ କିନ୍ତୁ ଏବେ ତା’ର ଅସଲ ଚେହେରା ଦେଖାଇଛି ।...

ଇସ୍ତଫା ଦେବେ ଗୀତା ଗୋପୀନାଥ

ୱାଶିଂଟନ୍‌,୨୦।୧୦: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ତାଙ୍କ ପଦରୁ ଇସ୍ତଫା ଦେବେ। ଏ ନେଇ ଆଇଏମ୍‌ଏଫ୍‌ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି।...

Advertisement
Archives

Model This Week