Posted inଜାତୀୟ

ବଜେଟ ଅଧିବେଶନ: କଂଗ୍ରେସ ସମେତ ୧୬ ରାଜନୈତିକ ଦଳ କରିବେ ରାଷ୍ଟ୍ରପତିଙ୍କ ଅଭିଭାଷଣର ବହିଷ୍କାର

ନୂଆଦିଲ୍ଲୀ,୨୮ ।୧: ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମୋଦି ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ଗୁଡିକ ଏକାଠି ହେଲେଣି । କଂଗ୍ରେସ ସମେତ ୧୬ ରାଜନୈତିକ ଦଳ ମିଶି ୨୯ ଫେବୃୟାରୀକୁ ବଜେଟ ଅଧିବେଶନର ପ୍ରଥମ ଦିନ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗୁରୁବାର କଂଗ୍ରେସର ବରିଷ୍ଟ ତୋ ଗୁଲାମ ନବି ଆଜାଦ ସବୁରାଜନ୍ରେତିକ ଦଳ ପକ୍ଷରୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କେନ୍ଦ ସରକାରଙ୍କ ନୂଆ କୃଷି ଆଇନକୁ ବିରୋଦ କରି ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଏହାକୁ ସମର୍ଥନ ଜଣାଇ ଆମ ଆଦମୀ ପାଟି(ଏଏପି) ନେତା ସଞ୍ଜୟ ସିଂ ମଧ୍ୟ କହିଛନ୍ତି, ଆମେ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରୁଛୁ ଓ କରିବୁ । ତେଣୁ ଏଏପି ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡ କଂଗ୍ରେସକୁ ଲାଗିଲା ବଡ ଝଟ୍‌କା

ରାଞ୍ଚି,୨୬।୨: ସୋମବାର ଝାଡ଼ଖଣ୍ଡରେ କଂଗ୍ରେସ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳର ଏକମାତ୍ର ଏମପି ଗୀତା କୋଡା ଭାଜପାରେ ଯୋଗ ଦେଇଛନ୍ତି। ଗୀତା...

‘ଜଜ୍‌ ସାହେବ ଭୁଲ୍‌ କରିଦେଲି’

ନୂଆଦିଲ୍ଲୀ,୨୬ା୨: ଭାରତୀୟ ଜନତା ପାର୍ଟି (ଭାଜପା)ର ଆଇଟି ସେଲ୍‌ ସହ ଜଡ଼ିତ ଅପମାନଜନକ ଭିଡିଓ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନିଜର ଭୁଲ ସ୍ବୀକାର...

ISC Paper Postponed: ଦ୍ୱାଦଶ ରସାୟନ ବିଜ୍ଞାନ ପରୀକ୍ଷା ବାତିଲ୍‌

ନୂଆଦିଲ୍ଲୀ,୨୬।୨: କାଉନସିଲ ଫର୍‌ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (CISCE) ପକ୍ଷରୁ ସୋମବାର ଫେବୃଆରୀ ୨୬ରେ ଧାର୍ଯ୍ୟ ହୋଇଥିବା ରସାୟନ ବିଜ୍ଞାନ ପେପରକୁ ବାତିଲ୍‌ କରାଯାଇଛି।...

ଶାସନ କ୍ଷମତା ହାତକୁ ଆସିଲେ ଶେଷ କରିବୁ ଅଗ୍ନିପଥ ଯୋଜନା, ଲାଗୁ ହେବ ପୁରୁଣା ବ୍ୟବସ୍ଥା, ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୬।୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ ସେନାରେ ନିୟମିତ ସେବା ପାଇଁ...

ପଶ୍ଚିମବଙ୍ଗରେ କଂଗ୍ରେସ ପୂର୍ବରୁ ଅଖିଳେଶ ଜିତିଲେ ମେଣ୍ଟର ଗେମ!

କୋଲକାତା,୨୬।୨: ଲୋକ ସଭା ନିର୍ବାଚନକୁ ନେଇ ଅନେକ ଉତ୍ସାହ ରହିଛି। ସମସ୍ତ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ତ୍ରୁଣମୂଳ କଂଗ୍ରେସ...

ଆରମ୍ଭ ହେଲା ଦେଶର ସର୍ବବୃହତ ଗ୍ଲୋବାଲ ଟେକ୍ସଟାଇଲ ଇଭେଣ୍ଟ, ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ,୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଦେଶରେ ଆୟୋଜିତ ସର୍ବ ବୃହତ ବିଶ୍ୱ ବୟନ କାର୍ଯ୍ୟକ୍ରମ ମଧ୍ୟରୁ ‘ଭାରତ ଟେକ୍ସ -୨୦୨୪’ ଉଦଘାଟନ କରିଛନ୍ତି। ଭାରତ...

୧୬ ଘଣ୍ଟା ପରେ ବି ନଫେ ସିଂଙ୍କ ହତ୍ୟାକାରୀ ପଡ଼ିନାହାନ୍ତି ଧରା, ସିସିଟିଭିର ଫୁଟେଜ୍‌ କହୁଛି…

ଚଣ୍ଡିଗଡ଼,୨୬ା୨: ହରିୟାଣାର ବାହାଦୂରଗଡ଼ରେ ଆଇଏନ୍‌ଏଲ୍‌ଡି ନେତା ନଫେ ସିଂ ରାଠୀଙ୍କ ହତ୍ୟା ମାମଲାର ୧୬ ଘଣ୍ଟା ପରେ ମଧ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ପ୍ରକାଶ...

କେଜରିଓ୍ବାଲଙ୍କୁ ନୋବେଲ ପୁରସ୍କାର ମିଳିବା ଜରୁରୀ: ଶେହଜାଦ ପୁନାଓ୍ବାଲା

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସପ୍ତମ ସମନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri