କାଜଲଙ୍କ ସହ ରୋମାଣ୍ଟିକ୍‌ ଦୃଶ୍ୟରେ ଶାହାରୁଖ୍‌ କରିଥିଲେ ଏମିତି କିଛି….

ବଲିଉଡ୍‌ର ସବୁଠାରୁ ରୋମାଣ୍ଟିକ୍‌ ଏବଂ ସୁପରହିଟ୍‌ ଯୋଡିଙ୍କ ମଧ୍ୟରେ ଅନ୍ୟତମ ଶାହାରୁଖ୍‌ ଖାନ୍‌ ଏବଂ କାଜଲ। ଏହି ଯୋଡି ବଲିଉଡ୍‌ର ଅନେକ ବ୍ଲକବାଷ୍ଟର ଫିଲ୍ମରେ ଏକତ୍ର କାମ କରିସାରିଛନ୍ତି। ପରଦା ଉପରେ ଉଭୟଙ୍କ କେମେଷ୍ଟ୍ରି ଭଲ ଜମିଥାଏ ମଧ୍ୟ। ଦର୍ଶକ ଏହି ଯୋଡିକୁ ଏକାଠି ଦେଖିବାକୁ ପସନ୍ଦ କରନ୍ତି। ବଲିଉଡ୍‌ର ଏହି ସୁପରହିଟ୍‌ ଯୋଡିକୁ ପ୍ରଥମ ଥର ଫିଲ୍ମ ‘ବାଜିଗର’ରେ ଏକାଠି ଦେଖିବାକୁ ମିଳିଥିଲା। ଫିଲ୍ମର ଏକ ରୋମାଣ୍ଟିକ୍‌ ଦୃଶ୍ୟରେ ଶାହାରୁଖ୍‌ ଏମିତି କିଛି କରିଥିଲେ, ଯାହାକୁ ନେଇ କାଜଲ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
କରଣ ଜୋହରଙ୍କ ଚାଟ୍‌ ଶୋ’ ‘କଫି ଓ୍ବିଥ୍‌ କରଣ’ରେ ଉଭୟ କାଜଲ-ଶାହାରୁଖ୍‌ ଏହି କଥା କହିଥିଲେ। ଶାହାରୁଖ୍‌ କହିଥିଲେ ଯେ, ଫିଲ୍ମର ଗୀତ ‘ମେରା ଦିଲ୍‌ ଥା ଅକେଲା…’ରେ କାଜଲଙ୍କୁ ଥରିବାର ଥିଲା। ମାତ୍ର ସେ ଏପରି ଦୃଶ୍ୟକୁ ସଠିକ୍‌ ଭାବେ କରିପାରୁ ନ ଥିଲେ। ତେଣୁ ସରୋଜ ଖାନ୍‌ କହିବାରୁ ଶାହାରୁଖ୍‌ ହଠାତ୍‌ କାଜଲଙ୍କୁ ଚିମୁଡି ଦେଇଥିଲେ। ଏହାପରେ କାଜଲ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଉକ୍ତ ଦୃଶ୍ୟର ଶୁଟଂ ଠିକ୍‌ ଭାବେ ହୋଇପାରିଥିଲା ବୋଲି ଉଭୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

୨୦୨୦ ବଲିଉଡ୍‌ ପାଇଁ କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜଣେ ପରେ ଜଣେ ଅଭିନେତ୍ରୀଅଭିନେତା ଏହି ଦୁନିଆରୁ ବିଦାୟ ନେଉଛନ୍ତି। ଜଣାଶୁଣା ଅଭିନେତ୍ରୀ...

ପଞ୍ଚଭୂତରେ ବିଲୀନ ହେଲେ ସିଦ୍ଧାର୍ଥ; ଲୁହ ଭରା ଆଖିରେ ବିଦାୟ ଦେଲେ ମା’-ଶେହନାଜ

ବମ୍ବେ: ପଞ୍ଚଭୂତରେ ବିଲୀନ ହେଲେ ବିଗ୍‌ବସ୍‌ ବିଜେତା ତଥା ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଳା। ବ୍ରହ୍ମକୁମାରୀ ରୀତିନୀତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସିଦ୍ଧାର୍ଥଙ୍କ...

ଆହତ ହେବା ସତ୍ତ୍ୱେ ଶଟ୍‌ ଦେଇଥିଲେ ଗୋବିନ୍ଦା

ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ଗୋବିନ୍ଦା। ଥରେ ସେ ‘ଖୁଦ୍ଦାର’ ଫିଲ୍ମର ଶୁଟିଂ ପାଇଁ ଯାଉଥାଆନ୍ତି। ବାଟରେ ତାଙ୍କର କାର୍‌ ଆକ୍ସିଡେଣ୍ଟର ସମ୍ମୁଖୀନ ହେଲା।...

ବଦଳିବ ‘କଭି ଇଦ କଭି ଦିୱାଲି’ ମୁଭିର ନାମ!

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାଁଙ୍କ ମୁଭି ‘କଭି ଇଦ କଭି ଦିୱାଲି’କୁ ନେଇ ସବୁବେଳେ କିଛି ନା କିଛି ଚର୍ଚ୍ଚା ଲାଗି ରହିଛି ।...

ପ୍ରେମିକାଙ୍କ ସହ ବୁଲୁଥିଲେ ଟାଇଗର୍‌: ଗାଡି ରୋକିଲା ପୋଲିସ

ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ ନିକଟରେ ନିଜ ଗର୍ଲଫ୍ରେଣ୍ଡ ଦିଶା ପଟାନୀଙ୍କ ସହ ମୁମ୍ବାଇ ରାସ୍ତାରେ କାର୍‌ରେ ବୁଲୁଥିବାର ନଜର ଆସିଥିଲେ। ଏହି ସମୟରେ ପୋଲିସ...

ପ୍ରତିଯୋଗିତା ବିହୀନ ଇଣ୍ଡଷ୍ଟ୍ରୀ ନାହିଁ

ନୂଆଦିଲ୍ଲୀ: ଏମିତି କୌଣସି ଇଣ୍ଡଷ୍ଟ୍ରୀ ନାହିଁ ଯେଉଁଠି ପ୍ରତିଯୋଗିତା ନାହିଁ। ଏଥିଯୋଗୁ ବହୁତ ଚାପଗ୍ରସ୍ତ ଅଛି ବୋଲି କହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ। ବଲିଉଡ୍‌ରେ...

ଅଶ୍ୱ ଚାଳନା ଶିଖୁଛନ୍ତି ଏହି ଅଭିନେତା

ବିଗ ବଜେଟ ସିନେମା ‘ତଖ୍ତ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି ଭିକ୍କି କୌଶଲ। ସେ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର...

ଶ୍ରୀୟାଙ୍କ ଦେଶୀ ଲୁକ୍‌

ମୁମ୍ବାଇ: ଫିଲ୍ମ ଆରଆର୍‌ଆର୍‌ରେ ଅଜୟ ଦେବଗନଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିଥିବା ଶ୍ରୀୟା ଶରଣ ଏବେ କାମକୁ ଫେରିଛନ୍ତି। ଏବେ ସେ ଅପ୍‌କମିଂ ଫିଲ୍ମର ଶୁଟିଂ...

Advertisement
Archives

Model This Week