Home Middle

କରୋନା ଚିକିତ୍ସାର ଭିତିରି କଥା: ଅଗ୍ନିକାଣ୍ଡ ପରେ ସତ୍ୟ ପାଇଲା ପ୍ରକାଶ

ହାଇଦ୍ରାବାଦ୍‌, ୧୧।୮: ତିନି ଦିନ ତଳେ ବିଜୟଓ୍ବାଡ଼ାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏହି ହୋଟେଲକୁ କୋଭିଡ୍‌ କେୟାର ସେଣ୍ଟର କରାଯାଇଥିଲା। ଏଠାରେ ୩୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିଲେ।…

ବର୍ଷକୁ ୧୦୦ ହାତୀଙ୍କ ଜୀବନ ଯାଉଛି

ନୂଆଦିଲ୍ଲୀ, ୧୧।୮(ପି.ଟି.): ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ ଲାଗି ରହିଛି। ଏହି ଲଢ଼େଇରେ ବର୍ଷକୁ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଏବଂ ୧୦୦ ହାତୀ ପ୍ରାଣ ହରାଉଥିବା ପରିବେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୧୨ ତାରିଖ ବିଶ୍ୱ ହସ୍ତୀ ଦିବସ ପୂର୍ବରୁ…

ମନ୍‌ଦୀପ ସିଂଙ୍କୁ କରୋନା

ନୂଆଦିଲ୍ଲୀ,୧୧ା୮(ପି.ଟି.)-ଭାରତୀୟ ହକି ଟିମ୍‌ ଫରଓ୍ବାର୍ଡ ମନ୍‌ଦୀପ ସିଂଙ୍କର କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ୍‌ ଆସିଛି। କରୋନରେ ସଂକ୍ରମିତ ହେବାରେ ସେ ୬ଷ୍ଠ ଜାତୀୟ ଖେଳାଳି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ତରଫରୁ ସୋମବାର ଏହା ଘୋଷଣା କରାଯାଇଛି। ଜଳନ୍ଧରର ଏହି ୨୫ ବର୍ଷୀୟ…

ରାଜ୍ୟରେ ଆଉ ୧୨୩୬ କରୋନା ଆକ୍ରାନ୍ତ ସୁସ୍ଥ: ଜାଣନ୍ତୁ କେଉଁ ଜିଲାରୁ କେତେ…

ଭୁବନେଶ୍ୱର,୧୦।୮(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୧୨୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୬୧ ଜଣ ଅଛନ୍ତି। ସେହିପରି ଗଞ୍ଜାମରୁ ୧୮୨, ରାୟଗଡାରୁ ୮୩, କନ୍ଧମାଳରୁ ୭୪, ମାଲକାନଗିରିରୁ ୫୧, ଅନୁଗୋଳରୁ…

ଅଗଷ୍ଟ ଶେଷ ସୁଦ୍ଧା ପଦୋନ୍ନତି ପାଇବେ ୫୬ ହଜାର ଶିକ୍ଷକ

ଭୁବନେଶ୍ୱର,୧୦।୮(ବ୍ୟୁରୋ)-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ବ୍ୟବସ୍ଥାକୁ ଚଳଚଞ୍ଚଳ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବାକୁ ପଦକ୍ଷେପ ନିଆଯାଇଥିବା ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି। ଏହାସହ ଚଳିତମାସ ଶେଷସୁଦ୍ଧା…

ରାଜଧାନୀରେ ଆଉ ୧୩୩ କରୋନା ପଜିଟିଭ: ଜାଣନ୍ତୁ କେଉଁଠି କେତେ…

ଭୁବନେଶ୍ୱର,୧୦।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୧୩୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୩୩ମଧ୍ୟରୁ ୯୬ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩୭ ଲୋକାଲ କଣ୍ଟାକ୍ଟ କେସ ରହିଛି। ଆଇଆରସି କଲୋନୀରୁ ୫ ଜଣ, ନୟାପଲ୍ଲୀ କ୍ରିଷ୍ଣା ଟାଓ୍ବାରରୁ ୭ ଜଣ, ପଳାଶୁଣିରୁ…

CORONAVIRUS UPDATE: ରାଜ୍ୟରେ ୪୭,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧୫୨୮ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୦ା୮(ବ୍ୟୁରୋ) : ସୋମବାର ୨୯ ଜିଲାରୁ ୧୫୨୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତମାନଙ୍କ ମଧ୍ୟରୁ ୯୪୮…

ଆଉ ୨ ଦିନ ପରେ ଏଠାରେ ମିଳିବ କରୋନା ଟୀକା…

ନୂଆଦିଲ୍ଲୀ/ମସ୍କୋ, ୧୦।୮: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ତେବେ ଆଉ ଦିନ ପରେ ଅଗଷ୍ଟ ୧୨ରେ କରୋନା ଟୀକା ଆସିବାକୁ ଯାଉଛି। ମଞ୍ଜୁରୀ ମିଳିବା ପରେ ଏହାକୁ ସାଧାରଣ ଲୋକଙ୍କୁ ଦିଆଯିବ। ପ୍ରଥମେ ରୁଷ୍‌ରେ ଏହାର ବ୍ୟାପକ…

୨୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ସୋମବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୧୫ ହଜାର ୭୪ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୪୪ ହଜାର ୩୮୬ ଛୁଇଁଛି। ଗତ ୨୪…

ଦିନକରେ ସର୍ବାଧିକ ୭ ଲକ୍ଷ ପରୀକ୍ଷା

ନୂଆଦିଲ୍ଲୀ, ୧୦।୮(ପି.ଟି.): ଭାରତରେ ଗୋଟିଏ ଦିନରେ ରେକର୍ଡ ୭ ଲକ୍ଷରୁ ଅଧିକ କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଦେଶରେ ମୋଟ ନମୁନା ପରୀକ୍ଷା ସଂଖ୍ୟା ୨,୪୧,୦୬,୫୩୫ରେ ପହଞ୍ଚତ୍ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ…

ଉଚ୍ଛେଦରେ ସୀମିତ ସମ୍ପ୍ରସାରଣ

ବଇଣ୍ଡା, ୧୦ା୮(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥକୁ ୪ ଲେନ୍‌ କରାଯାଉଛି। ହେଲେ କିଶୋରନଗର ବ୍ଲକ ଜାମ୍ବୁନାଳୀଠାରୁ ଭାଙ୍ଗମୁଣ୍ଡା ଯାଏ ଦୀର୍ଘ ୪୦ କିଲୋମିଟର ସମ୍ପ୍ରସାରଣରେ ଅହେତୁକ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି।…

ଜୁଲାଇ ତୃତୀୟ ସପ୍ତାହରୁ ଗଞ୍ଜାମ ଜିଲାରେ କମୁଛନ୍ତି ଆକ୍ରାନ୍ତ

ଛତ୍ରପୁର,୧୦ା୮(ଡି.ଏନ.ଏ.)- ଗଞ୍ଜାମ ଜିଲାରେ ଦିନକୁ ଦିନ ପଜିଟିଭ୍‌ଙ୍କ ସଂଖ୍ୟା କମୁଥିବା ନେଇ ଜିଲା କୋଭିଡ୍‌ ସେଲ୍‌ ପକ୍ଷରୁ ଗ୍ରାଫ୍‌ ଓ ତଥ୍ୟ ମାଧ୍ୟମରେ ରବିବାର ସୂଚନା ଦିଆଯାଇଛି। ଗତ ସପ୍ତାହକ ମଧ୍ୟରେ ଟେଷ୍ଟ ଅଧିକ ହୋଇଥିବା ବେଳେ ସେହି ତୁଳନାରେ ପଜିଟିଭ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?