Home Middle

୨୦୩୬ ଅଲିମ୍ପିକ୍ସ ଭାରତରେ !

ଅହମ୍ମଦାବାଦ,୯।୧୦: ୨୦୩୬ ସମର ଅଲିମ୍ପିକ୍ସ ଭାରତରେ ଆୟୋଜିତ ହୋଇପାରେ। ଏହି ଅଲିମ୍ପିକ୍ସ ଆୟୋଜନ ଅଧିକାର ହାସଲ କରିବା ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ସହ ଆଲୋଚନା ଚାଲିଛି। ଅଲିମ୍ପିକ୍ସ ଆୟୋଜନ ପାଇଁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ ଶ୍ରେଷ୍ଠ ଭେନ୍ୟୁ ବୋଲି…

ଶାହରୁଖଙ୍କ ଡ୍ରାଇଭରଙ୍କୁ ଡାକରା

ମୁମ୍ବାଇ,୯।୧୦: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ଡ୍ରାଇଭର ରାଜେଶ ମିଶ୍ରା ଶନିବାର ମୁମ୍ବାଇସ୍ଥିତ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଅଫିସରେ ପହଞ୍ଚିଛନ୍ତି। କ୍ରୁଜ ଡ୍ରଗ୍‌ ମାମଲାରେ ତାଙ୍କୁ ପଚରାଉଚୁରା ପାଇଁ ଏନ୍‌ସିବି ଡକାଇଛି। ମୁମ୍ବାଇର ଏକ କୋର୍ଟ ଶାହରୁଖଙ୍କ ପୁଅ ଆର୍ୟନଙ୍କ…

ଟିକାକରଣରେ ସିରିଞ୍ଜ୍‌ର ଅଭାବ: ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ନୂଆଦିଲ୍ଲୀ,୯ା୧୦: ଘରୋଇ ଉତ୍ପାଦନ ତଥା ଯୋଗାଣ ବୃଦ୍ଧି ପାଇଁ ସିରିଞ୍ଜ ରପ୍ତାନି ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଶନିବାର କୁହାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ୩ ମାସ…

୧୮ରେ ରେଳ ରୋକୋ, ୨୬ରେ ମହାପଞ୍ଚାୟତ…

ନୂଆଦିଲ୍ଲୀ,୯।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ଘଟଣା ବିରୋଧରେ ମିଳିତ ଚାଷୀ ସଂଗଠନ ପକ୍ଷରୁ ଅକ୍ଟୋବର ୧୮ରେ ଦେଶରେ ରେଳ ରୋକୋ କରାଯିବା। ସେହିପରି ଅକ୍ଟୋବର ୨୬ରେ ମହାପଞ୍ଚାୟତ ଅନୁଷ୍ଠିତ ହେବ। ଏନେଇ ସଂଗଠନର ନେତା ଯୋଗେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି।…

ରାଷ୍ଟ୍ର ନିର୍ମାଣର ବୋଝ ଥିବା କାନ୍ଧ ଉପରେ ଡ୍ରଗ୍ସ୍‌ ଆତଙ୍କ…

ନୂଆଦିଲ୍ଲୀ,୯।୧୦: ଦେଶର ଯୁବପିଢ଼ିଙ୍କୁ ଡ୍ରଗ୍ସ୍‌ ପ୍ରଭାବିତ କରୁଛି। ଏହା ଦେଶର ଭବିଷ୍ୟତ ପାଇଁ ବିପଦ। ଯୁବପିଢ଼ିଙ୍କ କାନ୍ଧରେ ରାଷ୍ଟ୍ର ନିର୍ମାଣ ବୋଝ ରହିଛି। ମାତ୍ର ସେମାନେ ଡ୍ରଗ୍ସ୍‌ କବଳରେ ପଡ଼ିବାରେ ଲାଗିଛନ୍ତି। ଫଳରେ ଡ୍ରଗ୍ସ୍‌ ଆତଙ୍କ ଯୋଗୁ ଦେଶରେ ସଙ୍କଟ ସୃଷ୍ଟି…

ଚର୍ଚ୍ଚ ଗଲେ ଅବା କ୍ରସ୍‌ ପିନ୍ଧଲେ ଏସ୍‌ସି ପ୍ରମାଣପତ୍ର ହେବନି ରଦ୍ଦ, ହାଇକୋର୍ଟଙ୍କ ରାୟ…

ଚେନ୍ନାଇ,୯।୧୦: ଚର୍ଚ୍ଚ ଗଲେ. କ୍ରସ୍‌ ପିନ୍ଧଲେ ଅନ୍ୟ କୌଣସି ଧାର୍ମିକ ପରମ୍ପରା ପାଳନ କଲେ ଏସ୍‌ସି ପ୍ରମାଣପତ୍ରକୁ ରଦ୍ଦ କରାଯାଇ ପାରିବ ନାହିଁ। ହାଇାକୋର୍ଟ ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ବିଚାରପତି ଏମ୍‌ ଦୁରାଇସ୍ବାମୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି…

ତାଇଓ୍ବାନ ନିଶ୍ଚିତ ଚାଇନାରେ ମିଶିବ, ଜିନ୍‌ପିଙ୍ଗ୍‌ଙ୍କ ଦୃଢ଼ୋକ୍ତି..

ବେଜିଂ,୯।୧୦: ତାଇଓ୍ବାନ ପ୍ରସଙ୍ଗରେ ଚାଇନା ପୁଣି ଦାଦାଗିରି ଦେଖାଇବା ଆରମ୍ଭ କରିଛି। ତାଇଓ୍ବାନକୁ ଚାଇନାରେ ନିଶ୍ଚିତ ମିଶାଯିବ। ଏଥିରେ କୌଣସି ତୃତୀୟ ପକ୍ଷ ଅବା ବାହାରର କାହାର ହସ୍ତକ୍ଷେପ ସହ୍ୟ କରାଯିବ ନାହିଁ ବୋଲି ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଶନିବାର…

ଟିକାକରଣ ପ୍ରମାଣପତ୍ରରେ ମୋଦିଙ୍କ ଫଟୋ କାହିଁକି, କେନ୍ଦ୍ରକୁ ହାଇକୋର୍ଟଙ୍କ ଜବାବ୍‌ ତଲବ…

ଥିରୁଭାନନ୍ତପୁରମ୍‌,୯।୧୦: କରୋନା ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଥିବା ସମ୍ପର୍କରେ କେରଳ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। କୋଟ୍ଟାୟାମର ବାସିନ୍ଦା ଏମ୍‌. ପିଟର ଅଭିଯୋଗ କରିଛନ୍ତି ଯେ, ଟିକାକରଣ ପ୍ରମାଣପତ୍ର ନାଗରିକଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ…

ଆଶିଷ କ୍ରାଇମ୍‌ ବ୍ରାଞ୍ଚ୍‌ କାର୍ଯ୍ୟାଳୟରେ, ପଚରାଉଚରା ଜାରି…

ନୂଆଦିଲ୍ଲୀ,୯।୧୦: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା କ୍ରାଇମ ବ୍ରାଞ୍ଚ୍‌ ଶାଖା କାର୍ଯ୍ୟାଳୟରେ ଶନିବାର ପହଞ୍ଚିଛନ୍ତି। କ୍ରାଇମ ବ୍ରାଞ୍ଚ ଦଳ ଆଶିଷଙ୍କୁ ପଚରାଉଚରା ଆରମ୍ଭ କରୁଛନ୍ତିି। ଆଶିଷଙ୍କ ଆଇନଜୀବୀ କହିଥିଲେ ଯେ ସେ ଠିକ ସମୟରେ…

ଜନମତ ସର୍ବେକ୍ଷଣ: ଭାଜପା କବ୍‌ଜାରେ ଉତ୍ତରପ୍ରଦେଶ-ଉତ୍ତରାଖଣ୍ଡ-ଗୋଆ, ପଞ୍ଜାବରେ ଝୁଲା ସ୍ଥିତି…

ନୂଆଦିଲ୍ଲୀ,୯।୧୦: ଆଗକୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କେତେକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ହୋଇଥିବା ଜନମତ ସର୍ବେକ୍ଷଣରୁ ଜଣାପଡିଛି ଯେ ଉତ୍ତରପଦେଶ, ଉତ୍ତରାଖଣ୍ଡ, ଗୋଆରେ ଭାଜପା କବ୍‌ଜା କରିବ। ଅପରପକ୍ଷରେ ପଞ୍ଜାବରେ ଝୁଲା ସ୍ଥିତିି ଦେଖାଯିବାର…

୨୦୬ ଦିନ ପରେ ସର୍ବନିମ୍ନ ସକ୍ରିୟ ମାମଲା…

ନୂଆଦିଲ୍ଲୀ,୯।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ପାର୍ବଣ ଯୋଗୁ ଭିଡ଼କୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୯ ହଜାର ୭୪୦ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ…

ଖାଲି କଥା, କାର୍ଯ୍ୟାନୁଷ୍ଠାନ ନାହିଁ

ନୂଆଦିଲ୍ଲୀ,୯।୧୦: କେବଳ କଥା କହୁଛ, କାର୍ଯ୍ୟାନୁଷ୍ଠାନର ଦେଖା ନାହିଁ। ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଯାଏ ଯାହା କିଛି ପଦକ୍ଷେପ ଗ୍ରହଣ କରାଯାଇଛି ତାକୁ ନେଇ ଆମେ ଆଦୌ ସନ୍ତୁଷ୍ଟ ନୋହୁଁ। ବିକ୍ଷୋଭକାରୀଙ୍କୁ ଗୁଳିମାଡ଼ ଅଭିଯୋଗ ଅତି ଗମ୍ଭୀର ଅଭିଯୋଗ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?