ଐତିହାସିକ ପଦକ୍ଷେପ: ପ୍ରଧାନମନ୍ତ୍ରୀ କଲେ ’ଇଣ୍ଡିଆନ ସ୍ପେସ ଆସୋସିଏଶନ’ର ଶୁଭାରମ୍ଭ…
ନୂଆଦିଲ୍ଲୀ,୧୧।୧୦: ଭାରତ ପୁଣି ଏକ ଐତିହାସିକ ପଦକ୍ଷେପୟ ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ‘ଇଣ୍ଡିଆନ ସ୍ପେସ ଆସୋସିଏଶନ’ର ଶୁଭାରମ୍ଭ କରିଛନ୍ତି। ଏହି ଏବସରରେ ପ୍ରଧାନମନ୍ତ୍ରୀ ସ୍ପେସ ଇଣ୍ଡଷ୍ଟ୍ରି ସହିତ ଜଡିତ ଥିବା ଭେଟେରାନମାନଙ୍କ ସହ ମଧ୍ୟ ଭର୍ଚୁଆଲ ମାଧ୍ୟମରେ…
ଦେଶଦ୍ରୋହ ଆଇନ ରଦ୍ଦ ହେଉ-ଶାନ୍ତିରେ ଲୋକେ ନିଶ୍ୱାସ ନିଅନ୍ତୁ,କହିଲେ ପୂର୍ବତନ ବିଚାରପତି…
ନୂଆଦିଲ୍ଲୀ,୧୧।୧୦: ଦେଶରେ ବିଭିନ୍ନ ରାଜନୈତିକ ଦଳର ସରକାର ଆସିବା ଯିବା ଲାଗି ରହିଛି। କିନ୍ତୁ ଦେଶରୁ ଦେଶଦ୍ରୋହ ଆଇନକୁ ରଦ୍ଦ କରାଯାଉ। ଏହାଦ୍ୱାରା ସାଧାରଣ ଲୋକ ଶାନ୍ତିରେ ନିଶ୍ୱାସ ନେଇପାରିବେ ବୋଲି ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ରୋହିନଣ୍ଟନ ଫଲି ନରିମାନ କହିଛନ୍ତି।…
ରୁଷିଆ କୋଭିଶିଲ୍ଡ ବ୍ଲୁ ପ୍ରିଣ୍ଟ୍ ଚୋରି କରି ପ୍ରସ୍ତୁତ କରିଛି ସ୍ପୁଟନିକ୍ !…
ଲଣ୍ଡନ,୧୧।୧୦: ବ୍ରିଟେନ୍ ପକ୍ଷରୁ ରୁଷିଆ ବିରୋଧରେ ଗୁୁରୁତର ଅଭିଯୋଗ ଅଣାଯାଇଛି। ବ୍ରିଟେନ କହିଛି ଯେ, ରୁଷିଆ କୋଭିଶିଲ୍ଡ ବ୍ଲୁ ପ୍ରିଣ୍ଟ୍ ଚୋରି କରି ପ୍ରସ୍ତୁତ କରିଛି ସ୍ପୁଟନିକ କରୋନା ଟିକା ପ୍ରସ୍ତୁତ କରିଛି। ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା କରୋନା ଟିକା ଏବଂ କୋଭିଶିଲ୍ଡ ବିଷୟରେ…
ଆଜି ରାଜ୍ୟ କ୍ୟାବିନେଟ୍
ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ସୋମବାର ପୂର୍ବାହ୍ନ ୧୧ଟା ୩୦ରେ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିପାରେ ବୋଲି ଜଣାପଡ଼ିଛି। ଭିଡିଓ କନ୍ଫରେନ୍ସିଂ ଜରିଆରେ ମନ୍ତ୍ରୀମାନେ…
ଦୈନିକ ସଂକ୍ରମଣରେ ବ୍ରେକ୍…
ନୂଆଦିଲ୍ଲୀ,୧୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ପାର୍ବଣ ଯୋଗୁ ବୃଦ୍ଧି ପାଉଥିବା ଭିଡ଼କୁ ନେଇ ସଂକ୍ରମଣ ବଢ଼ିବାର ଆଶଙ୍କା ଏବେ ସରକାରଙ୍କୁ ଘାରିଛି। ଲଗାତାର ୨ ଦିନ ଧରି ଦୈନିକ ସଂକ୍ରମଣ ୧୯ ହଜାର ତଳେ ରହିଛି। ଗତ…
ଆମେ ଜଳବାୟୁ ନ୍ୟାୟ ଚାହୁଁ
ବ୍ରସେଲ୍ସ, ୧୧।୧୦: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ଉତ୍ତପ୍ତ ହେବାରେ ଲାଗିଛି, ଯାହାର ପ୍ରଭାବରେ ଅତ୍ୟଧିକ ଗ୍ରୀଷ୍ମ, ପ୍ରବଳ ବର୍ଷା ଓ ବାରମ୍ବାର ବାତ୍ୟା ବନ୍ୟା ଆଦି ପ୍ରାକୃତିକ ଦୁର୍ବିପାକ ଅନୁଭୂତ ହେଉଛି। ସବୁଜ ଗୃହ ବାଷ୍ପ ବଢ଼ିବା ସହ ସ୍ଥଳଭାଗ…
ବ୍ଲାକ୍ ଆଉଟ୍ ଆଶଙ୍କା
ନୂଆଦିଲ୍ଲୀ/ ଭୁବନେଶ୍ୱର,୧୧।୧୦ (ବ୍ୟୁରୋ): ଦେଶର ପ୍ରାୟ ୭୦% ବିଦ୍ୟୁତ୍ ଚାହିଦା କୋଇଲାରୁ ପୂରଣ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ପାଓ୍ବାର ପ୍ଲାଣ୍ଟଗୁଡ଼ିକ ସାଧାରଣତଃ ୧୫ରୁ ୩୦ ଦିନ ପାଇଁ କୋଇଲା ଗଚ୍ଛିତ ରଖିଥାଆନ୍ତି। କିନ୍ତୁ ବର୍ତ୍ତମାନ ସ୍ଥିତିରେ କୋଇଲା ଖଣିଗୁଡ଼ିକରେ ପାଣି…
ବିଷ ଓଗାଳିଲା ଚାଇନା
ନୂଆଦିଲ୍ଲୀ,୧୧ ।୧୦: ପୂର୍ବ ଲଦ୍ଦାଖ ସୀମା ଏଲ୍ଏସିରେ ଲାଗିରହିଥିବା ବିବାଦକୁ ନେଇ ରବିବାର ଭାରତ-ଚାଇନା କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାଥିଲା ୧୩ତମ ବୈଠକ, ଯାହା ୮ ଘଣ୍ଟା ଧରି ଚାଲିଥିଲା । ବୈଠକର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ…
ମହାରାଷ୍ଟ୍ର ବନ୍ଦ
ମୁମ୍ବାଇ,୧୧ ।୧୦: ଲଖିମପୁର ଖେରି ହିଂସା ଘଟଣାର ପ୍ରତିବାଦରେ ସୋମବାର ମହାରାଷ୍ଟ୍ର ବନ୍ଦ ଡାକରା ଦିଆଯାଇଛି । ଶାସକ ମହା ବିକାଶ ଅଘାଡି(ଏମ୍ବିଏ)ର ସହଯୋଗୀ ଦଳ ଶିବସେନା, ଏନ୍ସିପି ଓ କଂଗ୍ରେସ ପକ୍ଷରୁ ଏହି ଡାକରା ଦିଆଯାଇଥିବା ବେଳେ ସକାଳୁ ସକାଳୁ…
ଟିକାକରଣରେ ଇତିହାସ ରଚିବ ଭାରତ: ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୧ ।୧୦: ଦେଶରେ କରୋନା ମହାମାରୀକୁ ଦୂରେଇବା ପାଇଁ ଦ୍ରୁତ ଗତିରେ ଚାଲିଛି ଟିକାକରଣ କାର୍ଯ୍ୟକ୍ରମ । ଏବେସୁଦ୍ଧା ଦେଶରେ ଏହି ଟିକାକରଣ ୯୫ କୋଟି ଅତିକ୍ରମ କରିଥିବା ଜଣାପଡିଛି । କୋ-ୱିନ ପୋର୍ଟଲର ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟା ୭ଟା…
ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ ସଫଳତା, ଜଣେ ଆତଙ୍କବାଦୀ ମୃତ
ଜମ୍ମୁ,୧୧ ।୧୦: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୋମବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ଆତଙ୍କବାଦୀ ନିହତ ହେଇଥିବା ସୂଚନା ମିଳିଛି । ବନ୍ଦିପୋରା ହାଜିନର ଗୁଣ୍ଡଜାହାଙ୍ଗିରରେ ଆରମ୍ଭ ହୋଇଥିଲା ଏହି ଏନକାଉଣ୍ଟର । ଜମ୍ମୁ-କଶ୍ମୀର ପୋଲିସ ଓ…
ଫାଇନାଲରେ ଚେନ୍ନାଇ
ଦୁବାଇ,୧୦।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍ର ରବିବାର ଅନୁଷ୍ଠିତ କ୍ୱାଲିଫାୟର-୧ ମ୍ୟାଚରେ ଚେନ୍ନାଇ ୪ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ଦିଲ୍ଲୀ ୨୦ ଓଭରରେ ୫ ଉଇକେଟ ହରାଇ ୧୭୨ ରନ୍ କରିଥିବା ବେଳେ ଚେନ୍ନାଇ ୧୯.୪ ଓଭରରେ…

