Home Middle

ଭାରତ ପହଞ୍ଚିଲେ ଡେନମାର୍କ ପ୍ରଧାନମନ୍ତ୍ରୀ: ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା, ରାଷ୍ଟ୍ରପତିଙ୍କ ସହ ସାକ୍ଷାତ୍‌କାର

ନୂଆଦିଲ୍ଲୀ,୯ ।୧୦: ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକ୍ସନ ଶୁକ୍ରବାର ରାତିରେ ତାଙ୍କ ୩ ଦିନିଆ ଭାରତ ଗସ୍ତରେ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି । ରାତି ପ୍ରାୟ ସାଢେ ୨ଟାରେ ତାଙ୍କ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲା । ବୈଦେଶିକ ରାଜ୍ୟ…

ଅଟକାଇବାରୁ ଦଳିଦେଲା ଟ୍ରକ

ଚଣ୍ଡିଖୋଲ,୮ା୧୦(ଡି.ଏନ.ଏ.): ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ଛକଠାରେ ଶୁକ୍ରବାର ରାତିରେ ଟ୍ରକ୍‌ ମାଡ଼ିଯିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବାରିପଦା ଅଞ୍ଚଳର ସଞ୍ଜୟ କୁମାର ଖିଲାର। ସୂଚନାନୁସାରେ, ସଞ୍ଜୟ ଓ ତାଙ୍କ ସ୍ତ୍ରୀ ଏକ କାର୍‌ ଯୋଗେ କଟକରୁ ବାରିପଦା…

ମୁମ୍ବାଇ ପାଇଁ କିଛି ଅସମ୍ଭବ ନୁହେଁ

ଆବୁଧାବି,୮।୧୦: ପ୍ଲେ-ଅପ୍‌ରେ ସ୍ଥାନ ନିଶ୍ଚିତ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠୁ ଜରୁରୀ ଥିଲା ହାଇଦ୍ରାବାଦ୍‌ ଆଗରେ ଏକ ବିଶାଳ ଟାର୍ଗେଟ ଛିଡ଼ା କରିବା। ପ୍ରଥମେ ଇଶାନ କିଷନ ଓ ପରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ବଳରେ ତାହା…

ଛକା, ଚୌକା ବର୍ଷା ଭାଙ୍ଗିଲା ରେକର୍ଡ

ଆବୁଧାବି,୮।୧୦: ପ୍ଲେ-ଅପ୍‌ରେ ସ୍ଥାନ ପାଇବା ପାଇଁ ସନରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷ ମ୍ୟାଚ୍‌ରେ ବିଶାଳ ସ୍କୋର ଛିଡ଼ା କରିବା ପାଇଁ ଦୃଢ଼ ମୂଳଦୁଆ ପକାଇଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ପାଓ୍ବରପ୍ଲେର ୬ ଓଭରରେ ୧ ଉଇକେଟ ହରାଇ ୮୩ ରନ୍‌ କରିଛି। ଅଧିନାୟକ…

ଡିଏଫ୍‌ଓ, ରୋଷେୟାଙ୍କ ବିରୋଧରେ କିଛି ମିଳିଲା ନାହିଁ

ଭୁବନେଶ୍ୱର,୮ା୧୦: ବହୁ ଚର୍ଚ୍ଚିତ ପାରଳାଖମୁଣ୍ଡି ଏସିଏଫ୍‌ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଡିଏଫ୍‌ଓ ଏବଂ ରୋଷେୟାଙ୍କୁ କ୍ଲିନ ଚିଟ୍‌ ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ତଦନ୍ତରୁ ଡିଏଫ୍‌ଓ ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ କୌଣସି…

ସୌମ୍ୟ ଜଳୁଥିଲେ, ଲିଭାଇ ନ ଥିଲେ ବିଦ୍ୟାଭାରତୀ

ଭୁବନେଶ୍ୱର,୮ା୧୦: ବହୁ ଚର୍ଚ୍ଚିତ ପାରଳାଖମୁଣ୍ଡି ଏସିଏଫ୍‌ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ଏକ ଦୁର୍ଘଟଣା ଜନିତ। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଏବଂ ତଦନ୍ତରୁ ଏହା ଏକ…

ଦୁଇ ଖବରଦାତାଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ,୮।୧୦: ଚଳିତବର୍ଷ ଦୁଇ ଖବରଦାତାଙ୍କୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି। ସେମାନେ ହେଲେ ମାରିଆ ରେସା ଓ ଦିମିତ୍ରି ମୁରାତୋଭ। ବାକ ସ୍ବାଧୀନତା ପାଇଁ ଉଭୟ ଖବରଦାତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ଦିଆଯିବ। ମାରିଆ…

ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର,୮ା୧୦(ବ୍ୟୁରୋ): ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ପୂଜା ଭେଟି ଘୋଷଣା କରିଛନ୍ତି। ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସରକାରୀ କର୍ମଚାରୀ ଓ ପେନ୍‌ସନ ଭୋଗୀଙ୍କ ପାଇଁ ଏହି ବର୍ଦ୍ଧିତ ଭତ୍ତା ଘୋଷଣା କରିଛନ୍ତି। ୧୧ ପ୍ରତିଶତ ମହଙ୍ଗା…

ଶପଥ ନେଲେ ହାଇକୋର୍ଟର ଦୁଇ ନୂଆ ବିଚାରପତି

କଟକ ଅଫିସ,୮ା୧୦: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶୁକ୍ରବାର ଜଷ୍ଟିସ ଯଶୋବନ୍ତ ସିଂହ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟର ନୂଆ ସମ୍ମିଳନୀ କକ୍ଷରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଦୁଇ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି।…

ହାତେ ଦୂରରେ ରହିଗଲେ ଅଂଶୁ

ନୂଆଦିଲ୍ଲୀ, ୮।୧୦: ମହିଳା ରେସଲିଂରେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ଚାମ୍ପିୟନ ହେବାର ସଫଳତାଠାରୁ ହାତେ ଦୂରରେ ରହିଯାଇଛନ୍ତି ଅଂଶୁ ମଲିକ। ଗୁରୁବାର ନରଓ୍ବେର ଓସଲୋଠାରେ ଖେଳାଯାଇଥିବା ଫାଇନାଲରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ୫୭ କେଜି ବର୍ଗର ଫାଇନାଲରେ…

ଡିଫେଣ୍ଡିଂ ଚାମ୍ପିୟନର ବାଟ ବନ୍ଦ କରିଦେଲା କେକେଆର୍‌

ଶାରଜା, ୭।୧୦: ରାଜସ୍ଥାନ ରୟାଲ୍ସ ଦଳର ବୃହତ୍‌ ପରାଜୟ ସହ ବନ୍ଦ ହୋଇଯାଇଛି ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ-ଅପ୍‌ରେ ପ୍ରବେଶ କରିବାର ବାଟ। କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ୮୬ ରନ୍‌ରେ ରାଜସ୍ଥାନକୁ ହରାଇ ଦେଇଛି। ଏହି ବିଜୟ ସହ…

ସକାଳ ୮ରୁ ୪ଟା ଯାଏ ଆସିବନି ପାଣି

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଶୁକ୍ରବାର ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିବ। ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜଳ ଯୋଗାଣ ବନ୍ଦ ହେବା ନେଇ ଓ୍ବାଟ୍‌କୋ (ଓ୍ବାଟର କର୍ପୋରେସନ୍‌ ଅଫ୍‌ ଓଡ଼ିଶା ଲିମିଟେଡ୍‌) ପକ୍ଷରୁ ସୂଚନା ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?