Home Middle

କ୍ୱାଲିଫାୟର୍‌-୧: ଟସ୍‌ ଜିତିଲା ଚେନ୍ନାଇ

ଦୁବାଇ,୧୦।୧୦: ଆଇପିଏଲ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଆଜି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ପ୍ରଥମେ ଟସ୍‌ ଜିତି ଚେନ୍ନାଇ ବୋଲିଂ ନିଷ୍ପତ୍ତି ନେଇଛି।…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖରିଫ୍‌ ଧାନ ସଂଗ୍ରହ ନେଇ ମୁଖ୍ୟମନ୍ତ୍ରୀ ଏହି ଚିଠି ଲେଖିଛନ୍ତି। ପୂର୍ବରୁ କେନ୍ଦ୍ର ବଳକା ଚାଉଳ ଉଠାଇ ନ ଥିବା ବେଳେ ଏବେ ଖରିଫ ଋତୁ ଧାନକୁ କିପରି ସୂଚାରୁ ରୂପେ…

ଘରୋଇ କରଣ, ଏବେ ଏସବୁ କମ୍ପାନୀ ବିକ୍ରି ତାଲିକାରେ…

ନୂଆଦିଲ୍ଲୀ,୧୦।୧୦: ସରକାର ଏୟାର ଇଣ୍ଡିଆର ଘରୋଇ କରଣ କରିଛନ୍ତି। ସାର୍ବଜନୀନ କ୍ଷେତ୍ର କମ୍ପାନୀ(ପିଏସ୍‌ୟୁ)ଗୁଡ଼ିକୁ ଘରୋଇ ହାତକୁ ହସ୍ତାନ୍ତର କରିବାକୁ କେନ୍ଦ୍ରର ଅଭିଯାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ଏହି ତାଲିକାରେ ଅନ୍ୟ କମ୍ପାନୀ ମଧ୍ୟ ରହିଛନ୍ତି। ଡିସେମ୍ବର ସୁଦ୍ଧା…

ପାର୍ବଣରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

ନୂଆଦିଲ୍ଲୀ,୧୦।୧୦: ପାର୍ବଣରେ ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ଆକ୍ରମଣ କରିବା ଲାଗି ଆତଙ୍କବାଦେୀ ସଂଗଠନ ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଛି। ଗୋଇନ୍ଦା ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି। ଗୋଇନ୍ଦା ରିପୋର୍ଟ ଆଧାରରେ ଦିଲ୍ଲୀର ସୁରକ୍ଷା ପାଇଁ ହାଇ ଆଲର୍ଟ…

ଟାର୍ଗେଟ୍‌ କିଲିଂ, ମିଳିତ ସୁରକ୍ଷାକର୍ମୀଙ୍କ ଦ୍ୱାରା ୫୭୦ ଅଟକ…

ଶ୍ରୀନଗର,୧୦।୧୦: ଜମ୍ମୁ-କଶ୍ମୀରରେ ଅଳ୍ପସଂଖ୍ୟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛିି। କେତେକ ପଥର ଫିଙ୍ଗୁଥିବା ଏବଂ ଭାରତ ବିରୋଧୀ କାର୍ଯ୍ୟରେ ସାମିଲଥିବା ଲୋକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।…

ଦୈନିକ ସଂକ୍ରମଣ ୧୯ ହଜାର ତଳେ…

ନୂଆଦିଲ୍ଲୀ,୧୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ପାର୍ବଣ ଯୋଗୁ ଭିଡ଼କୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ ୧୯ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୮ ହଜାର ୧୬୬ ରେ…

ଗ୍ଲୋବାଲ ଟାକ୍ସ ଦେବେ ବହୁରାଷ୍ଟ୍ରୀୟ କମ୍ପାନୀ

ପ୍ୟାରିସ, ୧୦ା୧୦: ଅନ୍ତର୍ଜାତୀୟସ୍ତରରେ ଟିକସ ପ୍ରଦାନ ଉପରେ ଅର୍ଥନୈତିକ ସହଯୋଗ ଓ ବିକାଶ ସଙ୍ଗଠନ (ଓଇସିଡି)ର ଏକ ବୈଠକରେ କେତେକ ସଂସ୍କାରକୁ ଅନୁମୋଦନ ମିଳିଛି। ଭାରତ ସମେତ ଆଉ ୧୩୫ ଦେଶ ବହୁରାଷ୍ଟ୍ରୀୟ କମ୍ପାନୀ ଉପରେ ସର୍ବନିମ୍ନ ୧୫ ପ୍ରତିଶତ ଗ୍ଲୋବାଲ…

ସିବିଆଇ ମୁଖ୍ୟଙ୍କୁ ଥାନାକୁ ଡକାଇଲା ପୋଲିସ

ମୁମ୍ବାଇ,୯।୧୦: ରାଜନୈତିକ ଝଡ଼ ସୃଷ୍ଟି କରିଥିବା ଫୋନ ଟାପିଂ ଓ ଡାଟା ଲିକ୍‌ ସମ୍ପର୍କିତ ମାମଲାର ଶୁଣାଣି ବମ୍ବେ ହାଇକୋର୍ଟରେ ଚାଲିଛି। ଏ ସଂକ୍ରାନ୍ତରେ ପଚରାଉଚୁରା ପାଇଁ ସିବିଆଇ ମୁଖ୍ୟ ସୁବୋଧ କୁମାର ଜୈଶ୍ୱାଲଙ୍କୁ ସମନ୍‌ ପଠାଇଛି ମୁମ୍ବାଇ ପୋଲିସର ସାଇବର…

ଆଇପିଏଲରୁ ଡାଇରେକ୍ଟ ବିଶ୍ୱକପ୍‌

ନୂଆଦିଲ୍ଲୀ,୧୦।୧୦: ଚଳିତ ଆଇପିଏଲରେ ୧୫୦ରୁ ଅଧିକ ବେଗରେ ବୋଲିଂ କରି ଚର୍ଚ୍ଚକୁ ଆସିଥିଲେ ଉମରାନ ମଲିକ। ଆଗାମୀ ଟି୨୦ ବିଶ୍ୱକପ୍‌ ଲାଗି ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ତେବେ ନେଟ୍‌ ବୋଲର ଭାବେ ଭାରତୀୟ ଦଳ ସହ ସେ ୟୁଏଇରେ…

ଦେଶକୁ ଡରାଇଲାଣି ବିଦ୍ୟୁତ୍‌ ଅଭାବ

ନୂଆଦିଲ୍ଲୀ,୯।୧୦: ପୂରା ଦେଶରେ କୋଇଲା ସଙ୍କଟ ଘନେଇବାରେ ଲାଗିଛି। ଦିଲ୍ଲୀ ପରେ ଉତ୍ତରପ୍ରଦେଶ(ୟୁପି)ରେ ମଧ୍ୟ ବିଦ୍ୟୁତ୍‌ କାଟ ହେବା ନେଇ ଘୋଷଣା ହୋଇସାରିଲାଣି। ବିଦ୍ୟୁତ୍‌ ସଙ୍କଟରୁ ବର୍ତ୍ତିବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ମାଗିବା…

ଫେରିଯିବ ମୌସୁମୀ

ଭୁବନେଶ୍ବର,୯।୧୦(ବ୍ୟୁରୋ): ମୌସୁମୀ ଓଡ଼ିଶାରୁ ଫେରିଯିବ। ଏହି ପ୍ରକ୍ରିୟା ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ। ବର୍ତ୍ତମାନ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି। ଗୁଜରାଟ ଏବଂ ଛତିଶଗଡ଼ର ଅଧିକାଂଶ ଅଞ୍ଚଳରୁ ମୌସୁମୀ ଫେରିଗଲାଣି। ତେବେ ଆସନ୍ତା ୩ ଦିନ…

ଲମ୍ବା ଜେରା ପରେ ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ,୯।୧୦: ଲଖିମପୁର ଖେରି ହିଂସା ଘଟଣାରେ ଶନିବାର ସନ୍ଧ୍ୟାରେ ଜୁନିୟର ସ୍ବରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଛି। ଗିରଫ ପୂର୍ବରୁ ତାଙ୍କୁ ୮ ଘଣ୍ଟା ଧରି ପଚରାଉଚୁରା କରିଥିଲା ଡିଆଇଜି ଉପେନ୍ଦ୍ର ଅଗ୍ରଓ୍ବାଲଙ୍କ ନେତୃତ୍ୱାଧୀନ ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?