Home Middle

୬୦ ପ୍ରତିଶତ ଛୋଟ ପିଲା କରୋନା ଆକ୍ରାନ୍ତ, ଆଇସିଏମ୍‌ଆର୍‌ ସେରୋ ସର୍ଭେ ରିପୋର୍ଟ…

ନୂଆଦିଲ୍ଲୀ,୧୨।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣରେ ବ୍ରେକ୍‌ ଲାଗିଛି। ବିଶେଷଜ୍ଞ ଅକ୍ଟୋବରରେ କରୋନାର ତୃତୀୟ ଲହର ଆସିବାର ଆଶଙ୍କାର ପୂର୍ବାନୁମାନ କରିଥିଲେ। ତେବେ ଏବେ ଏହାର ଆଶଙ୍କା ଧୀରେଧୀରେ କମିବାରେ ଲାଗିଛି। ଏପରିସ୍ଥଳେ ଭାରତୀୟ ମେଡ଼ିକାଲ ରିସର୍ଚ୍ଚ ପରିଷଦ(ଆଇସିଏମ୍‌ଆର୍‌) ପକ୍ଷରୁ ପ୍ରକାଶିିିତ…

କଶ୍ମୀର-ବାବରି-ଜେହାଦକୁ ନେଇ ଅଲ୍‌କାଇଦାର ଆତଙ୍କବାଦ ଜହର,ନୂଆ ଭିଡିଓ ଜାରି…

ନୂଆଦିଲ୍ଲୀ,୧୨।୧୦: ଆତଙ୍କବାଦୀ ସଂଗଠନ ଅଲ୍‌ କାଇଦା ପକ୍ଷରୁ ଏବେ ଏକ ନୂଆ ଭିଡ଼ିଓ ଜାରି ହୋଇଛି। ଏଥିରେ କଶ୍ମୀର-ବାବରୀ-ଜେହାଦକୁ ନେଇ ଆତଙ୍କବାଦ ଜହର ଓଗାଳିଛି ଏହି ସଂଗଠନ। ଅଲ୍‌ କାଏଦାର ମିଡ଼ିଆ ଶାଖା ଆଜ୍‌ ଶାହାବ ପକ୍ଷରୁ ଏହି ବିଦ୍ୱେଷ ସୃଷ୍ଟିକାରୀ…

ବାଲ୍ୟ ବିବାହ ବିଲ୍‌, ଗେହଲଟ୍‌ ସରକାରଙ୍କ ୟୁଟର୍ନ…

ଜୟପୁର,୧୨।୧୦: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କ ସରକାର ବାଲ୍ୟ ବିବାହ ରେଜିଷ୍ଟ୍ରେଶନ ବିଲ୍‌ ନେଇ ୟୁଟର୍ନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୌଣସି ସ୍ଥଳେ ବାଲ୍ୟ ବିବାହକୁ ପ୍ରଶୟ ଦିଆଯିବ ନାହିଁ। ରାଜ୍ୟ ସରକାର ଏନେଇ ସଂକଳ୍ପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର…

ରାଜଧାନୀରୁ ପାକିସ୍ତାନ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ,୧୨ ।୧୦: ରାଜଧାନୀ ଦିଲ୍ଲୀର ଲକ୍ଷ୍ମୀନଗର ଅଞ୍ଚଳରୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ମଙ୍ଗଳବାର ଗିରଫ କରିଛି । ଭାରତୀୟ ନାଗରିକର ଏକ ଭୁଲ୍ ପରିଚୟ ପତ୍ରରେ ସେ ଦିଲ୍ଲୀରେ ରହୁଥିବା ପୋଲିସ କହିଛି । ତାଙ୍କ…

୧୫ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୨।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ପାର୍ବଣ ଯୋଗୁ ବୃଦ୍ଧି ପାଉଥିବା ଭିଡ଼କୁ ନେଇ ସଂକ୍ରମଣ ବଢ଼ିବାର ଆଶଙ୍କା ଏବେ ସରକାରଙ୍କୁ ଘାରିଛି। ଦୈନିକ ସଂକ୍ରମଣ ୧୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…

ମିଶନ ଉତ୍ତରପ୍ରଦେଶ,ମମତା-କେଜ୍ରିଓ୍ବାଲଙ୍କ ଫର୍ମୂଲା ଅନୁସରଣ କରୁଛନ୍ତି ପ୍ରିୟଙ୍କା-ମାୟା-ଅଖିଳେଶ…

ଲକ୍ଷ୍ନୌ,୧୨।୧୦: ଆସନ୍ତା ୨୦୨୨ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଭୋଟରଙ୍କୁ ହାତେଇବା ପାଇଁ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ବହୁଜନ ସମାଜବାଦୀ ପାର୍ଟିର ମାୟାବତୀ ଏବଂ ସମାଜ ବାଦୀ ପାର୍ଟିର ଅଖିଳେଶ ଯାଦବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ…

ସୋପିଆନରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ୩ ଆତଙ୍କବାଦୀ ମୃତ

ଶ୍ରୀନଗର,୧୨ ।୧୦: ଜମ୍‌ୁ-କଶ୍ମୀରର ସୋପିଆନରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଇଜିପି କଶ୍ମୀର ବିଜୟ କୁମାର କହିଛନ୍ତି ମୃତ୍ୟୁ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରାଯାଇଛି…

କୁମାରପୂର୍ଣ୍ଣିମାରେ ଶ୍ରୀମନ୍ଦିର ଯାଇପାରିବେ ଶ୍ରଦ୍ଧାଳୁ

ପୁରୀ ଅଫିସ,୧୧।୧୦: ଦଶହରା, ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏଥିସହ ପୂର୍ବଭଳି ସବୁ ରବିବାର ମଧ୍ୟ ଦର୍ଶନ ବନ୍ଦ ରହିବ। ତେବେ ୨୦ ତାରିଖ କୁମାରପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ହେବ। ସେହିପରି…

ଫେରିଯାଉଛି ମୌସୁମୀ

ଭୁବନେଶ୍ବର,୧୧।୧୦(ବ୍ୟୁରୋ): ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର ଏବଂ ନୂଆପଡ଼ା ଜିଲାରୁ ମୌସୁମୀ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ କରି ସାରିଥିବା ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ସୂଚନା…

ଦୀପାବଳି ପୂର୍ବରୁ ଅନ୍ଧାର ଆଶଙ୍କା…

ନୂଆଦିଲ୍ଲୀ,୧୧।୧୦: ଆଲୋକର ପର୍ବ ଦୀପାବଳିର ପୂର୍ବରୁ ଦେଶରେ ଅନ୍ଧାର ଘୋଟିବାକୁ ଯାଉଛି। ଦେଶରେ ବିଦ୍ୟୁତ ସଙ୍କଟ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଭାରତର ୧୩୫ ତାପଜ ବିଦ୍ୟୁତ କେନ୍ଦ୍ର ରହିଛି। ଏଠାରେ କୋଇଲାରୁ ବିଦ୍ୟୁତ ଉତ୍ପାଦନ ହୁଏ,…

୭ ବିଚାରପତିଙ୍କ ବଦଳି…

ନୂଆଦିଲ୍ଲୀ,୧୧।୧୦: ହାଇକୋର୍ଟର ୭ ବିଚାରପତିଙ୍କୁ ବଦଳି କରାଯିବା ପାଇଁ ସୁପ୍ରିମକୋର୍ଟ କଲେଜିୟମଙ୍କ ପକ୍ଷରୁ ହୋଇଥିବା ସୁପାରିଶକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ବିଚାରପତି ରଞ୍ଜନ ଗୁପ୍ତାଙ୍କଚୁ ପାଟନା ହାଇକୋର୍ଟକୁ ବଦଳି କରାଯାଇଛି। ସେହିପରି ମାଡ୍ରାସ୍‌ ହାଇକୋର୍ଟର…

ସର୍ଚ୍ଚ ଅପରେଶନ୍‌ ସମୟରେ ୫ ଯବାନ ଶହୀଦ୍‌…

ଶ୍ରୀନଗର,୧୧।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସର୍ଚ୍ଚ ଅପରେଶନ୍‌ ସମୟରେ ୫ ଯବାନ ଶହୀଦ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଜେସିଓ ରହିଛନ୍ତି। ପୁଞ୍ଚ୍‌ ଜିଲାର ସୁରନ୍‌କୋଟ ଅର୍ନ୍ତଗତ ରାଜୌରୀ ସେକ୍ଟରର ଚମରେର୍‌ ସ୍ଥିତ ଜଙ୍ଗଲରେ ଆତଙ୍କବାଦୀଙ୍କ ସହିତ ମୁହାଁମୁହିଁ ସମୟରେ ଯବାନମାନେ ଶହୀଦ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?