Home Middle

ଅସ୍ତ୍ରଶସ୍ତ୍ର ବିକ୍ରି ପାଇଁ ଯୁଦ୍ଧ, ୫ ବଡ଼ ବିକ୍ରେତା…

ଓ୍ବାଶିଂଟନ/ମସ୍କୋ,୯।୩: ୟୁକ୍ରେନ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଅସ୍ତ୍ରଶସ୍ତ୍ର ବିକ୍ରି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରୁଷିଆର ଆଣବିକ ଅସ୍ତ୍ର ପ୍ରୟୋଗ ଭୟରେ ଆମେରିକା ଏବଂ ନାଟୋ ଦେଶକୁ ୟୁକ୍ରେନଠାରୁ ଦୂରରେ ରହିଛନ୍ତି। ତୃତୀୟ ବିଶ୍ୱଯୁଦ୍ଧର ଭୟ ସଭିଙ୍କୁ…

ପୁଟିନ୍‌ଙ୍କ ଭୟରେ ଯୁଦ୍ଧ ବିମାନ ଦେବାକୁ ମନାକଲେ ବାଇଡେନ୍‌…

ଓ୍ବାଶିଂଟନ/ମସ୍କୋ,୯।୩ : ୟୁକ୍ରେନକୁ ପୁଣି ଏକ ବଡ ଝଟକା ମିଳିଛି। ପୋଲାଣ୍ଡର ୨୮ ମିଗ -୨୯ ଯୁଦ୍ଧ ବିମାନ ଯୋଗାଇବା ପ୍ରସ୍ତାବକୁ ଆମେରିକା ପ୍ରତ୍ୟାଖ୍ୟାନ କରିଛି। ପୋଲାଣ୍ଡର ମିଗ-୨୯ ଯୁଦ୍ଧ ବିମାନକୁ ଜର୍ମାନୀର ଆମେରିକାର ବାୟୁସେନା ବେସକୁ ସ୍ଥାନାନ୍ତର କରିବାକୁ ଆମେରିକାର…

ଗ୍ୟାସ୍‌ ଟ୍ରାଜେଡି ମୁକାବିଲା ଯୋଜନାକୁ ଅଣଦେଖା

ଯାଜପୁର ଅଫିସ,୯ା୩: ୧୯୮୪ର ଭୋପାଳ ଗ୍ୟାସ୍‌ ଟ୍ରାଜେଡି କଥା ମନେପଡ଼ିଲେ ଏବେ ବି ଦେହ ଶିହରି ଉଠେ। ଏଥିରେ ପ୍ରାୟ ୩,୭୮୭ଜଣଙ୍କ ମୃତ୍ୟୁ ଘଟିଥିଲା। ଆହତଙ୍କ ସଂଖ୍ୟା ବି କମ୍‌ ନ ଥିଲା। ୨୦୦୮ରେ ସମ୍ବଲପୁର ଜିଲା ଠେଲକୋଲୋଏସ୍ଥିତ ଭୂଷଣ ଷ୍ଟିଲର…

ସାମାଜିକ କ୍ରାନ୍ତି ରାତିକ ମଧ୍ୟରେ ସମ୍ଭବ ନୁହେଁ, ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୮।୩ : ଦେଶରେ ସାମାଜିକ କ୍ରାନ୍ତି ଗୋଟିଏ ରାତି ମଧ୍ୟରେ ସମ୍ଭବ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଏଥି ପାଇଁ ସମୟ ଲାଗିଥାଏ। ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ(ଏନଡ଼ିଏ)ରେ ଏସ୍‌ସି-ଏସ୍‌ଟି-ଓବିସିଙ୍କ ପାଇଁ ସଂରକ୍ଷଣ ମାମଲାର ବିଚାର କରି ଶୀର୍ଷକୋର୍ଟ ଏଭଳି କହିଛନ୍ତି। ଏକ୍ଷେତ୍ରରେ…

ଛୁଟି ନ ଥିବାରୁ ମାନସିକ ସନ୍ତୁଳନ ହରାଉଛନ୍ତି ଯବାନ…

କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ (ସିଏପିଏଫ୍‌) ରେ ଥିବା ଯବାନମାନେ ଧୀରେଧୀରେ ନିଜର ମାନସିକ ସନ୍ତୁଳନ ହରାଇ ବସୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ କାରଣରୁ କ୍ରୋଧ ବଶତଃ ସେମାନେ ନିଜ ସାଥୀଙ୍କୁ ହତ୍ୟା କରିବା ସହ ନିଜକୁ ମଧ୍ୟ ଗୁଳି କରୁଛନ୍ତି। ୬…

ଯୁଦ୍ଧ ଯେକୌଣସି ସମୟରେ ହୋଇପାରେ, ସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ…

ନୂଆଦିଲ୍ଲୀ,୮।୩ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧକୁ ନେଇ ସେନା ପ୍ରମୁଖ ମନୋଜ ମୁକୁନ୍ଦ ନରାଓ୍ବଣେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରିଛନ୍ତି। ନରାଓ୍ବଣେ କହିଛନ୍ତି ଯେ, ଯୁଦ୍ଧ ଯେକୌଣସି ସମୟରେ ହୋଇପାରେ। ତେଣୁ ଆମକୁ ସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ। ଏହି ଯୁଦ୍ଧରୁ…

ପୁଟିନ୍‌ଙ୍କ ବିରୋଧରେ ବାଇଡେନ୍‌ଙ୍କ କଡ଼ା ପଦକ୍ଷେପ, ରୁଷିଆରୁ ତୈଳ ଆମଦାନୀ ବନ୍ଦ ନିଷ୍ପତ୍ତି…

ଓ୍ବାଶିଂଟନ,୮।୩ : ରୁଷିଆ ସୈନ୍ୟ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷିଆ ପ୍ରତିପକ୍ଷ ବ୍ଲାଡିମୀର ପୁଟିନ୍‌ଙ୍କୁ ବଡ଼ ଝଟକା ଦେଇଛନ୍ତି। ବାଇଡେନ୍‌ ପୁଟିନ୍‌ଙ୍କ ଚିନ୍ତାକୁ ବୃଦ୍ଧି କରିଛନ୍ତି। ରୁଷିଆରୁ ତୈଳ ଆମଦାନୀ ବନ୍ଦ କରିବାକୁ…

ଜାତିସଂଘର ସୁରକ୍ଷା ପ୍ରତିଶ୍ରୁତି ଉପରେ ପ୍ରଶ୍ନଚିହ୍ନ !…

ଜେନେଭା,୮।୩ : ଜାତିସଂଘର ନିରାପତ୍ତା ପରିଷଦ ପୃଥିବୀର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥାଏ। ସୁରକ୍ଷାର ଦାୟିତ୍ୱବୋଧ(ଆର୍‌ଟୁପି) ଅନ୍ତର୍ଗତ କୌଣସି ରାଷ୍ଟ୍ର ଉପରେ ଅନ୍ୟ ରାଷ୍ଟ୍ର ଆକ୍ରମଣ କଲେ ଏଥିରେ ସୁରକ୍ଷା ପରିଷଦ ହସ୍ତକ୍ଷେପ କରିଥାଏ। ମାତ୍ର ୟୁକ୍ରେନ୍‌…

ଆମେରିକା-ବ୍ରିଟେନ୍‌ ଉପରେ ବର୍ଷିଲେ ଜେଲେନସ୍କି, ୧୩ ଦିନ ଧରି ପାଶ୍ଚାତ୍ୟ ଦେଶ ଦେଉଛନ୍ତି ମିଥ୍ୟା ପ୍ରତିଶ୍ରୁତି…

କ୍ୱିଭ୍‌,୮।୩ : ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଙ୍ଗଳବାର ଆମେରିକା, ବ୍ରିଟେନ୍‌ ସମେତ ସମସ୍ତ ପାଶ୍ଚାତ୍ୟ ଦେଶଙ୍କ ଉପରେ ବର୍ଷିଛନ୍ତି। ଗତ ୧୩ ଦିନ ଧରି ପାଶ୍ଚାତ୍ୟ ଦେଶଗୁଡ଼ିକ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।…

୩ ଲକ୍ଷ ନାଗରିକଙ୍କୁ ବନ୍ଧକ ରଖିଛି ରୁଷିଆ, ୟୁକ୍ରେନ୍‌ର ଅଭିଯୋଗ…

କ୍ୱିଭ୍‌,୮।୩ : ରୁଷିଆ ବିରୋଧରେ ୟୁକ୍ରେନ୍‌ ଗୁରୁତର ଅଭିଯୋଗ ଆଣିଛି। ରୁଷିଆ ୩ ଲକ୍ଷ ନାଗରିକଙ୍କୁ ମାରିୟୁପୋଲ୍‌ଠାରେ ବନ୍ଧକ ରଖିଥିବା ୟୁକ୍ରେନ୍‌ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୟୁକ୍ରେନ୍‌ ବୈଦେଶିକମନ୍ତ୍ରୀ ଦିମିତ୍ରୋ କୁଲେବା କହିଛନ୍ତି ଯେ, ଆଇସିଆର୍‌ସି ମଧ୍ୟସ୍ଥତା ପରେ ମଧ୍ୟ…

ବଜେଟ୍‌ ଅଧିବେଶନର ଦ୍ୱିତୀୟ ପାଳି ମାର୍ଚ୍ଚ ୧୪ରୁ ଆରମ୍ଭ ସମ୍ଭାବନା…

ନୂଆଦିଲ୍ଲୀ,୮।୩ : ବଜେଟ୍‌ ଅଧିବେଶନର ଦ୍ୱିତୀୟ ପାଳି ମାର୍ଚ୍ଚ ୧୪ରୁ ଆରମ୍ଭ ସମ୍ଭାବନା ରହିଛି। ଏନେଇ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌.ଭେଙ୍କିୟା ନାଇଡୁ ଏବଂ ଲୋକ ସଭା ଅଧ୍ୟକ୍ଷ ଓମ୍‌. ବିରଳାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହା ସହିତ ଦେଶରେ କରୋନା…

୨ ବର୍ଷ ପରେ ଅନ୍ତର୍ଜାତୀୟ ଉଡ଼ାଣ ଉପରୁ କଟକଣା ହଟିଲା, ମାର୍ଚ୍ଚ ୨୭ରୁ ପୁଣି ଆରମ୍ଭ…

ନୂଆଦିଲ୍ଲୀ,୮।୩ : କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ଧରି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଜାରି ହୋଇଥିଲା। ତେବେ ୨୦୨୨ ମାର୍ଚ୍ଚ ୨୭ରେ ପୁଣି ଏହି ସେବା ଆରମ୍ଭ ହେବ। ଏନେଇ ମଙ୍ଗଳବାର କେନ୍ଦ୍ରୀୟ ବେସାମରିକ ବିମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?