Home Middle

ଛତ୍ରବଜାର ପୋଲ ଭୁଶୁଡ଼ିଲା, ଚାପି ହୋଇଗଲେ କିଛି ଲୋକ

କଟକ ଅଫିସ,୯ା୩: ଛତ୍ରବଜାରରୁ ମାଲ୍‌ଗୋଦାମକୁ ସଂଯୋଗ କରୁଥିବା ପୋଲର ମରାମତି କାର୍ଯ୍ୟ ଚାଲିଥିବାବେଳେ ବୁଧବାର ସନ୍ଧ୍ୟାରେ ଘଟିଛି ଅଘଟଣ। ପୋଲ ମରାମତି ବେଳେ ସାଇଡ୍‌ ଓ୍ବାଲ୍‌ ଭୁଶୁଡ଼ି ଯିବାରୁ ସେଠାରେ କାମ କରୁଥିବା କିଛି ଲୋକ ମାଟି ତଳେ ଚାପି ହୋଇଯାଇଥିବା…

ଦେଶ ଛାଡ଼ିଲେ ପୂର୍ବତନ ମିସ୍‌ ୟୁକ୍ରେନ, ବଖାଣିଲେ ଯନ୍ତ୍ରଣା

କ୍ୱିଭ୍‌,୯ା୩: ରୁଷିଆ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ୟୁକ୍ରେନ ଛାଡ଼ି ଚାଲି ଆସୁଛନ୍ତି। ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ବାସହୀନ ହୋଇପଡ଼ିଛନ୍ତି। ଲକ୍ଷ ଲକ୍ଷ ଲୋକ ଅନ୍ୟ ଦେଶରେ ଶରଣାର୍ଥୀ ହୋଇଛନ୍ତି। ଏହି ସମୟରେ, ପୂର୍ବତନ ମିସ୍‌ ୟୁକ୍ରେନ…

ପୁଟିନ୍‌ଙ୍କ ଲଜ୍ଜାଜନକ ରେକର୍ଡ, କଟକଣା ଜାରି କରିଥିବା କମ୍ପାନୀ ସଂଖ୍ୟା ୫୫୩୦ ଟପିଲା…

ଓ୍ବାଶିଂଟନ/ମସ୍କୋ,୯।୩ : ୟୁକ୍ରେନ ଆକ୍ରମଣ ପରେ ରୁଷିଆ ଉପରେ ଆର୍ଥିକ କଟକଣା ଜାରି ହୋଇଛି। ଆର୍ଥିକ କଟକଣା ଜାରି କରିଥିବା କମ୍ପାନୀଗୁଡ଼ିକର ସଂଖ୍ୟା ଅନୁସାରେ ରାଷ୍ଟ୍ରପତି ବ୍‌ଲାଡିମୀର ପୁଟିନ ଏକ ବଡ଼ ଧରଣର ଲଜ୍ଜାଜନକ ରେକର୍ଡ କରିଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ…

ସରକାରୀ କମ୍ପାନୀର ଜମି ବିକିବେ ସରକାର…

ନୂଆଦିଲ୍ଲୀ,୯।୩ : ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ (ସିପିଏସଏସ) କିମ୍ବା ସରକାରୀ ଏଜେନ୍ସି ହେଉ, ସରକାର ସେମାନଙ୍କ ଖାଲି ଜମି, କୋଠା କିମ୍ବା ସମ୍ପତ୍ତି ବିକ୍ରୟ କରି ପାଣ୍ଠି ସଂଗ୍ରହ କରିବାର ଯୋଜନା କରିଛନ୍ତି। ଏହି କାର୍ଯ୍ୟ ପାଇଁ କେନ୍ଦ୍ର ସରକାର…

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ସରକାରଙ୍କ ନୂତନ ଯୋଜନା…

ନୂଆଦିଲ୍ଲୀ,୯।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ଅସ୍ତ୍ରଶସ୍ତ୍ର ଉତ୍ପାଦନ ଏବଂ ପରୀକ୍ଷଣ କ୍ଷେତ୍ରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ ପଦକ୍ଷେପ ନେଇଛି। ଅସ୍ତ୍ରଶସ୍ତ୍ରର ପରୀକ୍ଷଣ ଏବଂ…

୨୦ ଲକ୍ଷ ଛାଡ଼ିଲେ ଭିଟାମାଟି, ୮ ଲକ୍ଷ ଶିଶୁ ବି ସାମିଲ…

କ୍ୱିଭ୍‌/ମସ୍କୋ,୯।୩ : ୟୁକ୍ରେନଉପରେ ରୁଷିଆ ଆକ୍ରମଣ ଯୋଗୁ ଇତିମଧ୍ୟରେ ୨୦ ଲକ୍ଷ ଲୋକ ଭିଟାମାଟି ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୮ ଲକ୍ଷ ଶିଶୁ ମଧ୍ୟ ରହିଛନ୍ତି ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ରୁଷିଆ ବୋମାମାଡ଼ରେ ୟୁକ୍ରେନ୍‌ର ୮୧ ହସ୍ପିଟାଲ…

ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ପୁଟିନ୍‌ଙ୍କ ଲୋକପ୍ରିୟତା ନିଜ ଦେଶରେ ୭୧ ପ୍ରତିଶତ ବଢ଼ିଲା…

ମସ୍କୋ,୯।୩ : ୟୁକ୍ରେନ ଉପରେ ଆକ୍ରମଣ ପରେ ରୁଷିଆରେ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କ ଲୋକପ୍ରିୟତା ୭୧ ପ୍ରତିଶତ ବୃଦ୍ଧି ପାଇଛି। ଯୁଦ୍ଧକୁ ନେଇ ବିରୋଧ ପ୍ରଦର୍ଶନ ମଧ୍ୟରେ, ରୁଷିଆର ୬୫ ପ୍ରତିଶତ ଜନସାଧାରଣ ଏକ ସରକାରୀ ଏଜେନ୍ସି ଦ୍ୱାରା କରାଯାଇଥିବା ସର୍ଭେରେ…

ବୁଲ୍ଲି ବାଈ-ସୁଲ୍ଲି ଡିଲ୍‌ ମାମଲାର ଚାର୍ଜଶିଟ୍‌ ଦାଖଲ…

ନୂଆଦିଲ୍ଲୀ,୯।୩ : ବୁଲ୍ଲି ବାଈ ଏବଂ ସୁଲ୍ଲି ଡିଲ୍‌ ମାମଲାର ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଇଣ୍ଟେଲିଜେନ୍ସ ଫ୍ୟୁଜନ ଏବଂ ଷ୍ଟ୍ରାଟେଜିକ ଅପରେଶନ ୟୁନିଟ ପକ୍ଷରୁ ସମସ୍ତ ଚାର୍ଜଶିଟ୍‌ ପ୍ରଦାନ କରାଯାଇଛି। ଦିଲ୍ଲୀର ଏକ ସ୍ଥାନୀୟ କୋର୍ଟରେ…

ଲୁହ କୋହର ପରିବେଶ, ମୃତଦେହ-ଭୋକିଲା ଗୋଟିଏ ସ୍ଥାନରେ…

କ୍ୱିଭ୍‌,୯।୩ : ୟୁକ୍ରେନର ମାରିଅପୋଲରେ ରୁଷିଆର ଆକ୍ରମଣ ପରେ ରାସ୍ତାରେ ପଡ଼ିଥିବା ମୃତଦେହଗୁଡ଼ିକରୁ ସହରର ବିନାଶର ଦୃଶ୍ୟ ସ୍ପଷ୍ଟ ଦେଖାଯାଉଛି। ଅନେକ ଦିନ ଧରି ଭୋକିଲା ଲୋକମାନେ ଖାଦ୍ୟ ସନ୍ଧାନରେ ଦୋକାନଗୁଡ଼ିକର ତାଲା ଭାଙ୍ଗୁଛନ୍ତି। ମୃତଦେହ ଏବଂ ଭୋକିଲା ଗୋଟିଏ ସ୍ଥାନରେ…

ଶାନ୍ତି ମୁହାଁ ପୁଟିନ୍‌-ଜେଲେନସ୍କି, ବେନେଟଙ୍କ ମଧ୍ୟସ୍ଥତା…

କ୍ୱିଭ୍‌/ମସ୍କୋ,୯।୩ : ଗତ ୧୪ ଦିନ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଶାନ୍ତି ପ୍ରୟାସ ସମ୍ଭାବନା ଏବେ ବଢ଼ିବାରେ ଲାଗିଛି। ଇସ୍ରାଏଲ, ଭାରତ ଏବଂ ଫ୍ରାନ୍ସର ବରିଷ୍ଠ ନେତାଙ୍କ ଉଦ୍ୟମର ପ୍ରଭାବ ବର୍ତ୍ତମାନ ସ୍ପଷ୍ଟ ଦେଖାଯାଉଛି। ଉଭୟ…

ରାଜନୀତିରୁ ସନ୍ୟାସ ନେବେ ଆଣ୍ଟୋନି, ସୋନିଆଙ୍କୁ ଲେଖିଲେ ଚିଠି…

ନୂଆଦିଲ୍ଲୀ,୯।୩ : କଂଗ୍ରେସରୁ ଜଣେ ବରିଷ୍ଠ ନେତା ବିଦାୟ’ନେବାକୁ ଯାଉଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥିବା ଏ.କେ ଆଣ୍ଟୋନି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ଏସମ୍ପର୍କରେ କହିଛନ୍ତି। ସେ ବର୍ତ୍ତମାନ ସକ୍ରିୟ ରାଜନୀତିରୁ ସନ୍ୟାସ ନେବାକୁ ଚାହୁଁଛନ୍ତି…

ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ତଳମୁହାଁ…

ନୂଆଦିଲ୍ଲୀ, ୯।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୫ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୪ ହଜାର ୫୭୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?