Home Middle

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଜାରି କଲା ୨୦୨୦-୨୧ ବାର୍ଷିକ ରିପୋର୍ଟ, ସିଏଏ-ମାଓବାଦୀ ହିଂସା- ପାରାମିଲିଟାରୀ ଫୋର୍ସରେ ମହିଳାଙ୍କ ସଂଖ୍ୟା ସମ୍ପର୍କରେ ସୂଚନା…

ନୂଆଦିଲ୍ଲୀ, ୨୭।୪ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟ ୨୦୨୦-୨୧ ଜାରି ହୋଇଛି। ଏଥିରେ ସିଏଏ, ମାଓବାଦୀ ହିଂସା ହ୍ରାସ, ପାରାମିଲିଟାରୀ ଫୋର୍ସରେ ମହିଳାଙ୍କ ସଂଖ୍ୟା ସମ୍ପର୍କରେ ସୂଚନା ସହିତ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି…

ନେପାଳର ବିଦେଶୀ ମୁଦ୍ରା ଭଣ୍ଡାର ଖାଲି, ୧୦ ସାମଗ୍ରୀର ଆମଦାନୀ ଉପରେ କଟକଣା…

କାଠମାଣ୍ଡୁ, ୨୭।୪ : ଦେଶର ଖରାପ ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ନେପାଳ ସରକାର ଦୁଇ ମାସ ପାଇଁ ୧୦ ଟି ବିଭିନ୍ନ ସାମଗ୍ରୀ ଆମଦାନୀ ଉପରେ କଟକଣା ଲଗାଇଛନ୍ତି। ଇତି ମଧ୍ୟରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହେବାରେ…

ଦିଲ୍ଲୀ-ୟୁପି-ହରିୟାଣାରେ ଆସିବ ଚତୁର୍ଥ ଲହର, ୪ ମାସ ଧରି ରଚିବ ତାଣ୍ଡବ…

ନୂଆଦିଲ୍ଲୀ, ୨୭।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏଭଳି ପରିସ୍ଥିତିରେ କରୋନାର ଚତୁର୍ଥ ଲହର ଆସିବା ଆତଙ୍କ ବଢ଼ିବାରେ ଲାଗିଛି। ବିଶେଷଜ୍ଞଙ୍କ ଅନୁଯାୟୀ,…

ସ୍ୟୁ ଚୀଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ…

ନାପିଦ୍ୱ, ୨୭।୪ : ମ୍ୟାନ୍‌ମାରର ଜୁଣ୍ଟା କୋର୍ଟ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛି। ତାଙ୍କ ବିରୋଧରେ ୬୦୦,୦୦୦ ଡଲାର ଏବଂ ଗୋଲ୍ଡ ବାର ଲାଞ୍ଚ ନେଇଥିବାର ଅଭିଯୋଗ ହୋଇଛି। ବୁଧବାର ତାଙ୍କ ବିରୋଧରେ…

ପାକିସ୍ତାନ ସୈନ୍ୟ ବିଭାଗ ହେବାରେ ଲାଗିଛି ମେଡ୍‌ ଇନ୍‌ ଚାଇନା…

ଇସଲାମାବାଦ, ୨୭।୪ : ପାକିସ୍ତାନ ସୈନ୍ୟ ବାହିନୀ ମେଡ୍‌ ଇନ୍‌ ଚାଇନା ହେବାରେ ଲାଗିଛି। ୨୦୧୭ରୁ ୨୦୨୧ ମଧ୍ୟରେ ଯୁଦ୍ଧ ବିମାନ, ଯୁଦ୍ଧ ଜାହାଜ, ବୁଡ଼ାଜାହାଜ ଏବଂ କ୍ଷେପଣାସ୍ତ୍ର ସମେତ ପାକିସ୍ତାନର ପ୍ରମୁଖ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ଦେଶ ଭାବରେ ଚାଇନା ନିଜର…

ମଣିଷଙ୍କଠାରେ ବାର୍ଡ ଫ୍ଲୁ ଭୂତାଣୁ, ଜଣେ ଶିଶୁ ଆକ୍ରାନ୍ତ…

ବେଜିଂ, ୨୭।୪ : ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ପକ୍ଷୀ, କୁକୁଡ଼ା ଏବଂ ପଶୁମାନଙ୍କଠାରେ ବାର୍ଡ ଫ୍ଲୁ ସଂକ୍ରମଣ ହେଉଥିଲା। ମାତ୍ର ଏବେ ପ୍ରଥମ ଥର ପାଇଁ ବାର୍ଡ ଫ୍ଲୁ ମଣିଷଙ୍କୁ ଆକ୍ରାନ୍ତ କରିବା ଆରମ୍ଭ କରିଛି। ଚାଇନାରେ ଏହି ସଂକ୍ରମଣର ପ୍ରଥମ…

ଦୈନିକ ସଂକ୍ରମଣ ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୨୭।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୯୨୭ ରେ ପହଞ୍ଚିଛି। ସେହିପରି…

ଆର୍‌ଆର୍‌ ବିଜୟୀ…

ମୁମ୍ବାଇ, ୨୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ମଙ୍ଗଳବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି) ବିପକ୍ଷରେ ବିଜୟ ହାସଲ କରିଛି । ଧାର୍ଯ୍ୟ ୧୪୫ ରନ୍ ଲକ୍ଷ୍ୟର ପିଛା କରି ଆର୍‌ସିବି ୧୯.୩ ଓଭରରେ ୧୦ ୱିକେଟ ହରାଇ…

ଦକ୍ଷିଣ ଏସିଆରେ ଆତଙ୍କବାଦ, ୨୨ ବର୍ଷରେ ଲକ୍ଷେ ୪୦ ହଜାରରୁ ଅଧିକ ଆକ୍ରମଣ…

ନୂଆଦିଲ୍ଲୀ/କାବୁଲ/ଇସଲାମାବାଦ, ୨୬।୪ : ଭାରତ ସମେତ ଦକ୍ଷିଣ ଏସିଆରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଗତ ୨୨ ବର୍ଷ ମଧ୍ୟରେ ଦକ୍ଷିଣ ଏସିଆର ଆଫଗାନିସ୍ତାନ, ପାକିସ୍ତାନ, ଭାରତ, ଶ୍ରୀଲଙ୍କା, ନେପାଳ, ବାଂଲାଦେଶ, ମାଳଦ୍ୱୀପ ଏବଂ ଭୁଟାନ ଆଦି ଦେଶରେ…

ପୃଥିବୀର ସାମରିକ ଖର୍ଚ୍ଚ ୨,୧୧୩ ଶହ କୋଟି ଡଲାର, ତୃତୀୟ ସ୍ଥାନରେ ଭାରତ…

ଷ୍ଟକହୋମ୍‌, ୨୬।୪ : ପୃଥିବୀର ବିଭିନ୍ନ ଦେଶର ସାମରିକ ଖର୍ଚ୍ଚରେ ବୃଦ୍ଧି ଘଟିଛି। ମଙ୍ଗଳବାର ସ୍ବିଡେନର ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ (ଏସଆଇପିଆର୍‌ଆଇ) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁସାରେ ୨୦୨୧ରେ ପୃଥିବୀର ବିଭିନ୍ନ…

ଆର୍‌ସିବି ପାଇଁ ବିଜୟ ଲକ୍ଷ୍ୟ ୧୪୫ …

ମୁମ୍ବାଇ, ୨୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ମଙ୍ଗଳବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମହାରାଷ୍ଟ୍ର ପୁୁଣେର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆରସିବି…

ଉପର ମୁହାଁ କରୋନା, ବୁଧବାର ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ…

ନୂଆଦିଲ୍ଲୀ, ୨୬।୪ : ଦେଶରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କାର୍ଯ୍ୟକ୍ରମ ରହିଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?