Home Middle

ଆମେରିକାର ୧୦୦ ନାଗରିକଙ୍କ ପାଖରେ ୧୨୦ ଅସ୍ତ୍ରଶସ୍ତ୍ର, ଭାରତରେ ଶହେରୁ ୫ ଜଣଙ୍କ ପାଖରେ ବନ୍ଧୁକ…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୫।୫ : ଆମେରିକାର ଟେକ୍ସାସରେ ଘଟିଥିବା ଗୁଳିକାଣ୍ଡ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଏକ ରିପୋର୍ଟ ଅନୁସାରେ ଆମେରିକାର ୩୩ କୋଟି ଜନସଂଖ୍ୟାଙ୍କ ପାଖରେ ୩୯ କୋଟି କୋଟି ଅସ୍ତ୍ରଶସ୍ତ୍ର ରହିଛି। ଦେଶର ପ୍ରତ୍ୟେକ ୧୦୦ନାଗରିକଙ୍କ ପାଖରେ ୧୨୦.୫ ଅସ୍ତ୍ର…

ଅଖିଳେଶଙ୍କ ରାଜ୍ୟ ସଭା ଗେମ୍‌ ପ୍ଲାନ୍‌…

ଲକ୍ଷ୍ନୌ, ୨୫।୫ : ଉତ୍ତରପ୍ରଦେଶରେ ରାଜ୍ୟସଭା ନିର୍ବାଚନ ନେଇ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବାରେ ଲାଗିଛି। ରାଜ୍ୟର ୧୧ ରାଜ୍ୟ ସଭା ଆସନ ମଧ୍ୟରୁ ଭାଜପା ୭ ଏବଂ ସମାଜବାଦୀ ପାର୍ଟିରୁ ଏଥର ତିନିଜଣ ନେତାଙ୍କୁ ରାଜ୍ୟ ସଭାକୁ…

କଂଗ୍ରେସ ହାତ ଛାଡ଼ି ଅଖିଳେଶଙ୍କ ସାଇକେଲରେ ବସିଲେ କପିଲ ସିବଲ…

ଲକ୍ଷ୍ନୌ, ୨୫।୫ : କଂଗ୍ରେସର ବରିଷ୍ଠ ନେତା ତଥା ଜି-୨୩ର ଅସନ୍ତୁଷ୍ଟ ସଦସ୍ୟ କପିଲ ସିବଲ କଂଗ୍ରେସ ହାତ ଛାଡ଼ି ଅଖିଳେଶଙ୍କ ସାଇକେଲରେ ବସିଛନ୍ତି। ଲକ୍ଷ୍ନୌରେ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରି ସେ ଏସମ୍ପର୍କରେ ସୂଚନା ଦେଇଛନ୍ତି। ମେ’…

ଅପରେଶନ୍‌ ଅଲ୍‌ ଆଉଟ୍‌, ୩ ଆତଙ୍କବାଦୀ ନିହତ, ଜଣେ ଯବାନ ଶହୀଦ୍‌…

ଶ୍ରୀନଗର, ୨୫।୫ : ଜମ୍ମୁ-କଶ୍ମୀରର ବାରମୁଳାର କରେରି ଅଞ୍ଚଳର ନଜିଭାତ ଛକ ଠାରେ ଆତଙ୍କବାଦୀଙ୍କ ସହିତ ପୋଲିସ ଏବଂ ସେନା ଯବାନ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୩ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ଏହି ଘଟଣାରେ ଜମ୍ମୁ-କଶ୍ମୀର ପୋଲିସର ଜଣେ…

ଘୋଷ୍ଟ ଗନ୍‌ ସଂସ୍କୃତି ଆମେରିକାରେ ବୃଦ୍ଧି ପାଉଛି, ଅନ୍‌ଲାଇନ୍‌ରୁ କିଣୁଛନ୍ତି ଛୋଟ ପିଲା…

ଓ୍ବାଶିଂଟନ, ୨୫।୫ : ମଙ୍ଗଳବାର ଦିନ ଆମେରିକାର ଟେକ୍ସାସର ଏକ ପ୍ରାଥମିକ ବିଦ୍ୟାଳୟରେ ଜଣେ ୧୮ ବର୍ଷ ବୟସ୍କ ଯୁବକ ଏକେ-୪୭ ରାଇଫଲରୁ ଗୁଳି ଚଳାଇ ୧୮ ଜଣ ପିଲାଙ୍କୁ ହତ୍ୟା କରିଛନ୍ତି। ଏଥିରେ ୩ ଜଣ ଶିକ୍ଷକଙ୍କର ମଧ୍ୟ ମୃତ୍ୟୁ…

ପୂଜାସ୍ଥଳ ଅଧିନିୟମ-୧୯୯୧କୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟରେ ପିଟିଶନ…

ନୂଆଦିଲ୍ଲୀ, ୨୫।୫ : କାଶୀର ପ୍ରସିଦ୍ଧ ଜ୍ଞାନବାପି ମାମଲାର ଶୁଣାଣି ବାରାଣସୀ ଜିଲା କୋର୍ଟରେ ଜାରି ରହିଛି। ଏପରିସ୍ଥଳେ କାଶୀର ଜଣେ ସାଧୁ ସୁପ୍ରିମକୋର୍ଟରେ ପୂଜାସ୍ଥଳ ଅଧିନିୟମ-୧୯୯୧କୁ ଚ୍ୟାଲେଞ୍ଜ କରିଛନ୍ତି। ଅଲ ଇଣ୍ଡିଆର ସନ୍ଥ ସମିତିର ସାଧାରଣ ସମ୍ପାଦକ ଜିତେନ୍ଦ୍ରାନନ୍ଦ ସରସ୍ବତୀ…

ଆଇନକୁ ମାନୁଥିବା ବ୍ୟକ୍ତି ହିଁ ଅଧିକାରର ଦାବି କରିପାରିବେ, ସୁପ୍ରିମ୍‌କୋର୍ଟଙ୍କ କଡ଼ା ଟିପ୍ପଣୀ…

ନୂଆଦିଲ୍ଲୀ, ୨୫।୫ : ମୌଳିକ ଅଧିକାର ନାମରେ, ଯେକୌଣସି ସୁରକ୍ଷା କବଚ କେବଳ ସେହି ଲୋକମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ ଯେଉଁମାନେ ଆଇନକୁ ଅନୁସରଣ କରନ୍ତି ଏବଂ ଆଇନଗତ ପ୍ରକ୍ରିୟାକୁ ସମ୍ମାନ ପ୍ରଦାନ କରନ୍ତି। ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ…

ଆମେରିକା ସ୍କୁଲର କଳା ଇତିହାସ, ୨୩ ବର୍ଷରେ ୯ ଗୁଳିକାଣ୍ଡରେ ୧୫୧ ଜଣଙ୍କ ମୃତ୍ୟୁ…

ଓ୍ବାଶିଂଟନ, ୨୫।୫ : ଆମେରିକାର ଟେକ୍ସାସର ରୋବ ଏଲିମେଣ୍ଟାରୀ ସ୍କୁଲରେ ଜଣେ ୧୮ ବର୍ଷ ବୟସ୍କ ଯୁବକ ଗୁଳି ଚଳାଇଛନ୍ତି। ଏହି ଘଟଣାରେ ଏପର୍ଯ୍ୟନ୍ତ ୨୧ ଜଣଙ୍କ ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ ଏହା…

ଭ୍ରମଣ-ପର୍ଯ୍ୟଟନ ସୂଚକାଙ୍କରେ ୮ ସ୍ଥାନ ତଳକୁ ଖସିଲା ଭାରତ…

ନୂଆଦିଲ୍ଲୀ/କ୍ଲୋଗନୀ, ୨୫।୫ : ଭ୍ରମଣ ଏବଂ ପର୍ଯ୍ୟଟନ ପାଇଁ ସବୁଠାରୁ ଅନୁକୂଳ ଦେଶ ଦୃଷ୍ଟିରୁ ଭାରତ ପର୍ଯ୍ୟଟନ ସୂଚକାଙ୍କରେ ୮ ସ୍ଥାନ ତଳକୁ ଖସିଛି। ଏହା ୫୪ ତମ ସ୍ଥାନକୁ ଖସି ଆସିଛି। ଏହାପୂର୍ବରୁ ୨୦୧୯ରେ ଭାରତ ୪୬ ତମ ସ୍ଥାନ…

କଟକଣାକୁ ବେଖାତିର, ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍‌…

ସିଓଲ/ପୋଙ୍ଗୟାଙ୍ଗ, ୨୫।୫ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କଟକଣାକୁ ବେଖାତିର କରିବାରେ ଲାଗିଛନ୍ତିି। ଏହି ମର୍ମରେ ସେ ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଏନେଇ ଦକ୍ଷିଣ କୋରିଆର ସୈନ୍ୟବାହିନୀ ପକ୍ଷରୁ ସୂଚନା…

ଦୈନିକ ସଂକ୍ରମଣ ପୁଣି ବଢ଼ିଲା, ମୃତ୍ୟୁ ସଂଖ୍ୟା ୨୦ ତଳେ…

ନୂଆଦିଲ୍ଲୀ, ୨୫।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…

ଶ୍ରୀମନ୍ଦିର ନିକଟରେ ସେବାୟତଙ୍କୁ ଗୁଳି

ପୁରୀ ଅଫିସ,୨୫।୫: ପ୍ରାୟ ୨ ମାସ ପରେ ପୁରୀରେ ମଙ୍ଗଳବାର ଗୁଳିମାଡ଼ରେ ପୁଣି ଜଣେ ସେବାୟତଙ୍କ ମୁଣ୍ଡ ଗଡ଼ିଛି। ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ୧୦ ମିଟର ଦୂର ଏମାର ମଠ ଚକଡ଼ାରେ ଘଟିଛି ଏହି ଘଟଣା। ୨ଜଣ ଦୁର୍ବୃତ୍ତ ପୁରୀ ତଳୁଚ୍ଛ ସାହିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?