ପାକିସ୍ତାନରେ ଗୃହଯୁଦ୍ଧ ସ୍ଥିତି ଘନେଇଲା…
ଇସଲାମାବାଦ, ୨୬।୫ : ପାକିସ୍ତାନର ଇସଲାମାବାଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲିକୁ ଅଟକାଇବା ବେଳେ ପୋଲିସ ଏବଂ ପିଟିଆଇ କର୍ମଚାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ଇସଲାମାବାଦର ମେଟ୍ରୋ ଷ୍ଟେଶନରେ ବିସ୍ଫୋରଣ ଘଟିଥିବାର ଖବର ଆସିଛି। ଅନେକ ସ୍ଥାନରେ ପିଟିଆଇ…
ଦେହ ବ୍ୟବସାୟ ଏକ ପେଶା: ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ, ୨୬।୫ : ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ଦେହ ବ୍ୟବସାୟକୁ ଏକ ପେଶା ଭାବରେ ସ୍ବୀକାର କରିଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି ଯେ ଏହି ବୃତ୍ତିରେ ଜଡିତ ଥିବା ବ୍ୟକ୍ତିମାନଙ୍କର ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି। ଆଇନ ଅନୁଯାୟୀ…
ପୁଣି ବଢ଼ିଲା ସକ୍ରିୟ ମାମଲା, ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୨୬।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…
କୁପଓ୍ବାରାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୩ ଆତଙ୍କବାଦୀ ନିହତ…
ଶ୍ରୀନଗର, ୨୬।୫ : ଜମ୍ମୁ-କଶ୍ମୀରର କୁପଓ୍ବାରାରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ସୁରକ୍ଷାର୍କମୀଙ୍କ ଏନ୍କାଉଣ୍ଟରରେ ଗୁରୁବାର ସକାଳେ ତିନି ଜଣ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆଇଜିପି କଶ୍ମୀର ବିଜୟ କୁମାର ଏହି ସୂଚନା ଦେଇଛନ୍ତି। ଆଇଜିପି କହିଛନ୍ତି, ନିହତ…
୮ ବର୍ଷରେ ୮ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ…
ନୂଆଦିଲ୍ଲୀ, ୨୬।୫ : ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ ୨୬ ମେ’ରେ ଆଠ ବର୍ଷ କ୍ଷମତା ପୂର୍ଣ୍ଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ଦେଶର ସନ୍ତୁଳିତ ବିକାଶ, ସାମାଜିକ…
ଗନ୍ ପଲିଟିକ୍ସ: ଅସ୍ପଷ୍ଟ ଆଭିମୁଖ୍ୟ
ଓ୍ବାଶିଂଟନ୍, ୨୬ା୫: ଆମେରିକାରେ ବନ୍ଧୁକ ହିଂସା ଏକ ମହାମାରୀ ରୂପ ନେଇସାରିଛି । ଏହା ଆମ ପାଇଁ ଏକ ଆନ୍ତର୍ଜାତିକ ଲଜ୍ଜା। ବହୁତ ହୋଇଗଲାଣି। ଏବେ କାର୍ଯ୍ୟାନୁଷ୍ଠାନର ବେଳ ବୋଲି ୨୦୨୧ ଏପ୍ରିଲ ୮ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିଜ…
ରୋମାଞ୍ଚକ ମୁକାବିଲାରେ ଲକ୍ଷ୍ନୌକୁ ପରାସ୍ତ କଲା ବେଙ୍ଗାଲୁରୁ
କୋଲକତା,୨୬।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଏଲିମିନେଟର ମ୍ୟାଚ୍ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି)କୁ ୧୪ ରନ୍ ରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । ଆରସିବିର ବିଶାଳ ୨୦୮ ରନ୍ ର ଟାର୍ଗେଟକୁ ପିଛା…
ଲକ୍ଷ୍ନୌକୁ ବିଶାଳ ଟାର୍ଗେଟ ଦେଲା ବେଙ୍ଗାଲୁରୁ
କୋଲକତା,୨୫।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଏଲିମିନେଟର ମ୍ୟାଚ୍ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି) ଆଗରେ ବିଶାଳ ଟାର୍ଗେଟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । କୋଲକାତାର ଇଡେନ ଗାର୍ଡେନ୍ସରେ ଖେଲାଯାଉଥିବା ଏହି ମ୍ୟାଚରେ ଟସ୍ ହାରି…
ଅଶାନ୍ତ ରାଜଧାନୀ: ପୋଲିସ ଆଗରେ ହଣାକଟା
ଭୁବନେଶ୍ୱର,୨୫ା୫(ବ୍ୟୁରୋ): ଦିନକୁ ଦିନ ଅଶାନ୍ତ ହୋଇପଡୁଛି ରାଜଧାନୀ ଭୁବନେଶ୍ୱର। ବୁଧବାର ଜମିଜମାକୁ କେନ୍ଦ୍ର କରି ଜନଗହଳି ପୂର୍ଣ୍ଣ ରାସ୍ତା ଏପରିକି ପୋଲିସ ସମ୍ମୁଖରେ ବଡ଼ ଭାଇଙ୍କୁ ହାଣିଛନ୍ତି ସାନ ଭାଇ। ଏପରି ଘଟଣା ଘଟିଛି ପୁରୁଣା ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଧୀନ…
ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ
ନୂଆଦିଲ୍ଲୀ,୨୫।୫: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜମ୍ମୁ କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ। ଏହାସହ ତାଙ୍କୁ ୧୦ ଲକ୍ଷ ଟଙ୍କା ଜୋରିମନା ମଧ୍ୟ କରାଯାଇଛି।…
‘ମୁଁ ଭିକ ମାଗିବି ନାହିଁ’, ଯାହା ଦଣ୍ଡ ଦେବାର ଅଛି ଦିଅ: ୟାସିନ ମଲିକ
ନୂଆଦିଲ୍ଲୀ,୨୫ ।୫: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କ ସଜା ଉପରେ ବୁଧବାର ଶୁଣାଣି ହେବ । ଏନଆଇଏର ବିଶେଷ କୋର୍ଟରେ ଏହାର ସଜା ସ୍ଥିର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାର ଶୁଣାଣି ସମୟରେ ୟାସିନ ମଲିକ…
ଇନ୍ଧନ, ବିଜୁଳି ପରେ ଏବେ ଗହମ ସଙ୍କଟ
ଇସଲାମାବାଦ,୨୫ା୫: ପାକିସ୍ତାନ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ପାକିସ୍ତାନ ପାଇଁ ଆଉ ଏକ ଖରାପ ଖବର ଆସୁଛି। ରାଜନୈତିକ ଏବଂ ଅର୍ଥନୈତିକ ଅସ୍ଥିରତା ମଧ୍ୟରେ ଗହମ ଅଭାବ ପରିଲକ୍ଷିତ ହେଲାଣି। ଚଳିତ ବର୍ଷ ଫସଲ ଦୁଇ…

