Home Middle

ଚିଲିକା ମଝିରେ ପୁଣି ଅଟକିଲା ଡଙ୍ଗା

ପୁରୀ ଅଫିସ,୨୭ା୫: ଯାନ୍ତ୍ରିକ ତ୍ରୁଟି ଯୋଗୁ ଶୁକ୍ରବାର ସକାଳେ ଏକ ଦେଶୀ ଡଙ୍ଗା ଚିଲିକା ମଝିରେ ଅଟକିଛି। ଡଙ୍ଗାଟି ୪୦ ଜଣ ଯାତ୍ରୀଙ୍କୁ ନେଇ ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିଲା। କିଛି ବାଟ ଯିବା ପରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଫଳରେ…

ପାକିସ୍ତାନରେ ପେଟ୍ରୋଲ-ଡିଜେଲ ୩୦ ଟଙ୍କା ବୃଦ୍ଧି, ଶହବାଜ ସରକାରଙ୍କୁ ଟାର୍ଗେଟ କରି ପୁଣିଥରେ ଭାରତକୁ ପ୍ରଶଂସା କଲେ ଇମ୍ରାନ

ଇସଲାମାବାଦ,୨୭ ।୫: ପାକିସ୍ତାନରେ ରାଜନୈତିକ ଓ ଆର୍ଥିକ ସଙ୍କଟ ମଧ୍ୟରେ ପେଟ୍ରୋଲ-ଡିଜେଲରେ ୩୦ ଟଙ୍କା ବୃଦ୍ଧି ହୋଇଛି । ପାକିସ୍ତାନରେ ଏବେ ଲୋକେ ପେଟ୍ରୋଲ ୧୭୯.୮୬ ଟଙ୍କା ଓ ଡିଜେଲ ୧୭୪.୧୫ ଟଙ୍କାରେ କିଣିବେ । ପେଟ୍ରୋଲ ଓ ଡିଜେଲ ଦାମ…

ବଂଶବାଦକୁ ହଟାଇ ଗୋଟିଏ ପରିବାର ଗୋଟିଏ ଟିକେଟ ନୀତି ଆପଣେଇବ ଭାଜପା

ନୂଆଦିଲ୍ଲୀ,୨୭ ।୫: ଭାରତୀୟ ଜନତା ପାର୍ଟି(ଭାଜପା) ୨୦୨୪ ଲୋକ ସଭା ନିର୍ବାଚନରେ ବଂଶବାଦ-ପରିବାରବାଦକୁ ବଡ ନିର୍ବାଚନୀ ମୁଦ୍ଦା କରିବା ଯୋଜନାରେ ରହିଛି । ଦଳ ଆଗାମୀ ବିଧାନସଭା ନିର୍ବାଚନରେ ‘ଗୋଟିଏ ପରିବାର ଗୋଟିଏ ଟିକେଟ’ର ଫୁର୍ମଲା ଲାଗୁ କରିବ । ଆସନ୍ତା…

ଶିଶୁ ମୃତ୍ୟୁହାର ହ୍ରାସରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ସ୍ବାସ୍ଥ୍ୟକ୍ଷେତ୍ରରେ ଓଡ଼ିଶା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଦୃଷ୍ଟାନ୍ତମୂଳକ ଉଦାହରଣ ପାଲଟିଛି। ଏସ୍‌ଆର୍‌ଏସ୍‌ ବୁଲେଟିନ୍‌ ଅନୁଯାୟୀ, ୨୦୦୫ରୁ ୨୦୨୦ ମସିହା ମଧ୍ୟରେ ଓଡ଼ିଶାରେ ଶିଶୁ ମୃତ୍ୟୁହାର ୩୯ ପଏଣ୍ଟ…

କଶ୍ମୀର ଟେଲିଭିଜନ ଅଭିନେତ୍ରୀଙ୍କୁ ହତ୍ୟା କରିଥିବା ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର,୨୭ ।୫: ଜମ୍ମୁ-କଶ୍ମୀରର ଅବନ୍ତିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହାଇଥିବା ସଂଘର୍ଷରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ୨ ଆତଙ୍କବାଦୀ ଟେଲିଭିଜନ ଅଭିନେତ୍ରୀ ଅମରିନ ଭଟ୍ଟଙ୍କୁ ହତ୍ୟା କରିଥିଲେ ବୋଲି କୁହାଯାଏ । ଏବେବି ଅବନ୍ତିପୋରାରେ ତଲାସି…

୬ଦିନ ପରେ ମୁଁ ପୁଣି ଆସିବି…

ଇସଲାମାବାଦ,୨୬ ।୫: ଶେଷ ହୋଇଛି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଆଜାଦୀ ମାର୍ଚ୍ଚ । ସଂସଦ ବାହାରେ ପୋଲିସ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ପରେ ଏହା ଶେଷ ହୋଇଛି । ଏହାରି ଭିତରେ ଇମ୍ରାନ ବିଧାନସଭା ଭଙ୍ଗ…

୧୫ ଦିନରେ ୧୫ ଦେଶରେ ପହଞ୍ଚିଲା ମଙ୍କିପକ୍ଦ, ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ ଛୁଇଁଲା…

ଓ୍ବାଶିଂଟନ, ୨୬।୫ : କରୋନା ମହାମାରୀ ସଂକ୍ରମଣ ସଙ୍କଟ ମଧ୍ୟରେ ମଙ୍କିପକ୍ସ ଆତଙ୍କ ସୃଷ୍ଟି କରିଛି। ମାତ୍ର ୧୫ ଦିନରେ ଏହା ୧୫ଦେଶକୁ ବ୍ୟାପିଛି। ୟୁରୋପିଆନ୍‌ ୟୁନିଅନ୍‌ ଡିଜିଜ୍‌ ଏଜେନ୍ସି ତଥ୍ୟ ଅନୁସାରେ ସମ୍ପ୍ରତି ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ ଛୁଇଁଛି।…

୨୧୦୦ ଅଣ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳ ବିରୋଧରେ ପଦକ୍ଷେପ ନେବେ ନିର୍ବାଚନ କମିଶନ…

ନୂଆଦିଲ୍ଲୀ, ୨୬।୫ : ଦେଶରେ ୨୧୦୦ ଅଣ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳ ବିରୋଧରେ ନିର୍ବାଚନ କମିଶନ ପଦକ୍ଷେପ ଗ୍ରହଣ କରିବେ। ଏସବୁ ଦଳଗୁଡ଼ିକ ଅଡ଼ିଟ ରିପୋର୍ଟ ଏବଂ ନିର୍ବାଚନ ଖର୍ଚ୍ଚ ରିପୋର୍ଟ, ଠିକଣା ସୂଚନା ପରିବର୍ତ୍ତନ ସମ୍ବିଧାନିକ ଆବଶ୍ୟକତାକୁ ପାଳନ…

୧୦ ଛୋଟ ଦେଶ ସହିତ ଚାଇନାର ବୁଝାମଣା ଯୋଜନାକୁ ବିସ୍ତାରବାଦୀ ନୀତି କହିଲା ଆମେରିକା…

ଓ୍ବାଶିଂଟନ/ବେଜିଂ, ୨୬।୫ : ଚାଇନା ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ୧୦ଟି ଛୋଟ ଦେଶ ସହିତ ବୁଝାମଣା କରିବା ଯୋଜନା କରିଛି। ଏସବୁ ଦେଶର ସୁରକ୍ଷା ଠାରୁ ଆରମ୍ଭ କରି ମତ୍ସ୍ୟ ପାଳନ ପର୍ଯ୍ୟନ୍ତ ଏକ ବ୍ୟାପକ ଚୁକ୍ତିନାମାକୁ ଚାଇନା ସମର୍ଥନ କରିବାକୁ…

୨୦୨୦ରେ ପ୍ରକାଶିତ ସଂଖ୍ୟାଠାରୁ କରୋନା ମୃତ୍ୟୁ ଅଧିକ, ସରକାରୀ ରିପୋର୍ଟ…

ନୂଆଦିଲ୍ଲୀ, ୨୬।୫ : ଦେଶରେ କରୋନା ସଂକ୍ରମଣ ଯୋଗୁ ୨୦୨୦ରେ ଘଟିଥିବା ମୃତ୍ୟୁ ସଂଖ୍ୟା ପ୍ରକାଶିତ ସଂଖ୍ୟାଠାରୁ ଅଧିକ ରହିଛି। ଏନେଇ ସଦ୍ୟତମ ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭାରତର ରେଜିଷ୍ଟ୍ରାର୍‌ ଜେନେରାଲ ଅଫ ଇଣ୍ଡିଆଙ୍କ ଦ୍ୱାରା ପ୍ରକାଶିତ ସର୍ବଶେଷ ପରିସଂଖ୍ୟାନ…

ଅସୁରକ୍ଷିତ ପ୍ରାଣୀ ଚିକିତ୍ସାଳୟ

ଖଇରା, ୨୬।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ ସରିବାର ପାଖାପାଖି ସାଢେ ୩ବର୍ଷ ବିତିଗଲାଣି। ନୂଆ କାନ୍ଥରେ ଶିଉଳି ଲାଗି ପୁରୁଣା ଭଳି ଦେଖାଗଲାଣି। ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ସ୍ଥାଣୁ ହୋଇବସିଛି।…

ମିଶନ ୨୦୨୪, ଭାଜପା ପ୍ରସ୍ତୁତ କଲା ୧୪୪ ଫର୍ମୂଲା…

ନୂଆଦିଲ୍ଲୀ, ୨୬।୫ : ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାର୍ଇ ଭାଜପା ପକ୍ଷରୁ ୧୪୪ ଫର୍ମୂଲା ପ୍ରସ୍ତୁତ କରାଯାଇଛି। ଦେଶରେ ୧୪୪ ଲୋକ ସଭା ଆସନ ଯେଉଁଠାରେ ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ପରାଜିତ ହୋଇଥିଲା ସେଠାରେ ନିଜର ଉପସ୍ଥିତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?