Home Middle

ଏବେ ସିସୋଡିଆ-କୈଳାସ ଗେହଲୋଟ ହେବେ ଗିରଫ: ଭାଜପାକୁ ଘେରିଲେ କେଜରିଓ୍ବାଲ…

ନୂଆଦିଲ୍ଲୀ, ୧୮।୯ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଆମ ଆଦମୀ ପାର୍ଟିର ପ୍ରଥମ ଜାତୀୟ ଜନପ୍ରତିନିଧି ସମ୍ମିଳନୀ ରବିବାର ଆରମ୍ଭ ହୋଇଛି। ଏଏପିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏଥିରେ ଯୋଗଦେଇ କହିଛନ୍ତି ଯେ…

୬୪ ଆଇଟିବିପି ପ୍ରାଣୀ ପରିବହନ କନଷ୍ଟେବଳଙ୍କୁ ମିଳିଲା ପ୍ରଥମ ଥର ପାଇଁ ପଦୋନ୍ନତି…

ନୂଆଦିଲ୍ଲୀ, ୧୮।୯ : ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ପକ୍ଷରୁ ରବିବାର ଏହାର ୬୪ ଜଣ କନଷ୍ଟେବଳଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି। ଆଇଟିବିପି ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ ପ୍ରାଣୀ ପରିବହନ କ୍ୟାଡରର ଏହି କନଷ୍ଟେବଳଙ୍କୁ ବିଭାଗୀୟ ପଦୋନ୍ନତି କମିଟି (ଡିପିସି)…

ବାଳିକାଙ୍କୁ ସାଣ୍ଡାଲ ପିନ୍ଧାଇଲେ ରାହୁଲ, ଭିଡ଼ିଓ ଭାଇରାଲ …

ହରିପାଦ, ୧୮।୯ : ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ ଯାତ୍ରା ରବିବାର କେରଳର ହରିପାଦରୁ ଆରମ୍ଭ ହୋଇଛି। ଏଥିରେ ଶତାଧିକ ଦଳର କର୍ମୀ ଏବଂ ନେତା ଯୋଗ ଦେଇଛନ୍ତି। ଯାତ୍ରା ଏକାଦଶ ଦିନରେ ପ୍ରବେଶ କରିଛି। ଏହି ସମୟରେ…

ବାଳିକାଙ୍କ ଶିକ୍ଷାବନ୍ଦକୁ ବର୍ଷେ ପୂରିଲା, ନିନ୍ଦା କଲା ଜାତିସଂଘ…

ଜେନେଭା/କାବୁଲ, ୧୮।୯ : ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ବର୍ଷେ ବ୍ୟାପୀ ବାଳିକାଙ୍କ ଶିକ୍ଷାବନ୍ଦ କରାଯାଇଥିବା ଘଟଣାରେ ଜାତିସଂଘ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ତାଲିବାନ ଶାସନକୁ ଆସିବା ପରେ ୨୦୨୧ ସେପ୍ଟେମ୍ବର ୧୮ରେ ଦେଶରେ ବାଳିକାଙ୍କ ଶିକ୍ଷା ଉପରେ କଟକଣା ଜାରି…

ବନ୍ୟା ପରେ ଲିଙ୍ଗଗତ ହିଂସା ବଢ଼ିବ

ଇସଲାମାବାଦ,୧୮ା୯: ପାକିସ୍ତାନରେ ବନ୍ୟା ଯୋଗୁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ବର୍ତ୍ତମାନ ଲିଙ୍ଗଗତ ହିଂସା ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି। ମିଳିତ ଜାତିସଂଘ ଏବଂ ମାନବିକ ଅଧିକାର ପାଇଁ କାର୍ଯ୍ୟ କରୁଥିବା ସଂଗଠନଗୁଡ଼ିକ ପକ୍ଷରୁ ଏପରି ଆଶଙ୍କା କରାଯାଇଛି।…

ଚାଇନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ…

ବେଜିଂ, ୧୮।୯ : ଚାଇନାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏକ ବସ୍‌ ଦୁର୍ଘଟଣାରେ ରବିବାର ଏଭଳି ଘଟିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦକ୍ଷିଣ ପଶ୍ଚିିମ ଚାଇନାର ଗୁଇଝୋ…

ଆମେରିକା-ଇଟାଲୀ-ପାକିସ୍ତାନ-ଭାରତରେ ବାଦଲଫଟା ବର୍ଷା ଯୋଗୁ କୋଟିକୋଟି ଲୋକ ବେଘର…

ଓ୍ବାଶିଂଟନ/ରୋମ୍‌/ଇସଲାମାବାଦ/ନୂଆଦିଲ୍ଲୀ, ୧୮।୯ : ସମ୍ପ୍ରତି ବନ୍ୟା ପରିସ୍ଥିତିକୁ ନେଇ ପୃଥିବୀର କେତେକ ଦେଶରେ ସଙ୍କଟ ଜାରି ରହିଛି। ଆମେରିକା ଠାରୁ ଇଟାଲୀ, ପାକିସ୍ଥାନ ପର୍ଯ୍ୟନ୍ତ ତଥା ଭାରତରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବାଦଲ ଫଟା ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା…

ଚାଇନାର ଷଡ଼ଯନ୍ତ୍ର: ଏଲଏସିରୁ ଏବେ ହଟିବେନି ଭାରତୀୟ ସେନା…

ଲେହ, ୧୮।୯ : ପୂର୍ବ ଲଦାଖରେ ଥିବା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି)ରେ ଗତିରୋଧ ବନ୍ଦ କରିବାକୁ ଭାରତ ଏବଂ ଚାଇନା ରାଜି ହୋଇଛନ୍ତି। ତେବେ ଚାଇନାର ଷଡ଼ଯନ୍ତ୍ର ତଥା ଯେ କୌଣସି ଚତୁରତାକୁ ନେଇ ଭାରତ ଅତ୍ୟନ୍ତ ସତର୍କ…

ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ଗାଧୋଉଥିବା ଭିଡ଼ିଓ ଭାଇରାଲ, ଜଣେ ଛାତ୍ରୀଙ୍କୁ ହାର୍ଟ ଆଟାକ୍‌…

ମୋହାଲି, ୧୮।୯ : ପଞ୍ଜାବର ମୋହାଲିରେ ଜଣାଶୁଣା ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଛି। ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀ ଅନ୍ୟ ୬୦ ଛାତ୍ରୀଙ୍କ ଗାଧୋଉଥିବା ସମୟର ଭିଡ଼ିଓ ତିଆରି କରି ଏହାକୁ ଶିମଲାରେଥିବା ଜଣେ ବନ୍ଧୁଙ୍କ ମାଧ୍ୟମରେ ସୋସିଆଲ ମିଡିଆରେ ଭାଇରାଲ…

ଆରଏସ୍‌ଏସ୍‌ ପ୍ରମୁଖଙ୍କୁ ଭେଟିଲେ କେରଳ ରାଜ୍ୟପାଳ, କଂଗ୍ରେସ କହିଲା ମତଭେଦ ଦୂର କରୁ ଭାଜପା…

ଥିରୁଭାନନ୍ତପୁରମ୍‌, ୧୮।୯ : କେରଳ ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ ନିଯୁକ୍ତିକୁ ନେଇ ରାଜ୍ୟପାଳ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ସରକାରଙ୍କ ମଧ୍ୟରେ ଅସନ୍ତୋଷ ଜାରି ରହିଛି। ରାଜ୍ୟପାଳ ସ୍ପଷ୍ଟ ଭାବରେ କହିଥିଲେ ଯେ ରାଜ୍ୟ ସରକାରଙ୍କୁ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ…

ମହାରାଷ୍ଟ୍ର କ’ଣ ପାକିସ୍ତାନ, ଫଡନାଭିସଙ୍କୁ ଆଦିତ୍ୟଙ୍କ ପ୍ରଶ୍ନ…

ମୁମ୍ବାଇ, ୧୮।୯ : ମହାରାଷ୍ଟ୍ରରେ ବେଦାନ୍ତ-ଫକ୍ସକନ ଚୁକ୍ତିକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଗୁଜୁରାଟ ପାକିସ୍ତାନ ନୁହେଁ ବୋଲି ମନ୍ତବ୍ୟ ଦେଇଥିଲେ। ପ୍ରକଳ୍ପ ସ୍ଥାପନ ହେବାନେଇ ଆପଣମାନେ କାହିଁକି ହଙ୍ଗମା କରୁଛନ୍ତି? ଏହାର ଉତ୍ତରରେ…

ୟୁକ୍ରେନ୍‌ର ବହୁ ଅଞ୍ଚଳରେ ବୋମାମାଡ଼ କଲେ ରୁଷିଆ ସୈନ୍ୟ…

ମସ୍କୋ/କ୍ୱିଭ୍‌, ୧୮।୯ : ଚଳିତ ବର୍ଷ ୨୪ ଫେବୃଆରୀରେ ଆରମ୍ଭ ହୋଇଥିବା ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଯୁଦ୍ଧରେ ଉଭୟ ପକ୍ଷର ବହୁ କ୍ଷୟକ୍ଷତି ହେବାରେ ଲାଗିଛି। ନିକଟରେ ୟୁକ୍ରେନ ସୈନ୍ୟବାହିନୀ ଦାବି କରିଛି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?