Home Middle

ସମୁଦ୍ର ତଳେ ବିସ୍ତୀର୍ଣ୍ଣ ଜଙ୍ଗଲ

ନୂଆଦିଲ୍ଲୀ, ୧୯।୯: ବିଶ୍ୱରେ ଆମାଜନ, ବୋରନେଓ, କଙ୍ଗୋ ଓ ଡାଇନ୍‌ଟ୍ରି ଭଳି ଅନେକ ବିଶାଳ ଜଙ୍ଗଲ ରହିଛି। ଏହାଛଡ଼ା ଆଖି ନ ପାଇଲା ଭଳି ଆର୍ଦ୍ର ଅରଣ୍ୟମାନ ମଧ୍ୟ ପୃଥିବୀରେ ମହଜୁଦ ଅଛି। ଭୂତଳ ଗଭୀର ସମୁଦ୍ର ଭିତରେ କ୍ଷୁଦ୍ର ଗୁଳ୍ମ…

୨୦ରେ ଲଘୁଚାପ, ଆଜିଠୁ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୯।୯(ବ୍ୟୁରୋ):ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଆସନ୍ତା ୨୦ ତାରିଖରେ ଲଘୁଚାପରେ ପରିଣତ ହେବ। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ରବିବାର ଢେଙ୍କାନାଳରେ ୨୨ମିମି…

ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ୧୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ

ଲଣ୍ଡନ,୧୯ ।୯: ପାଖାପାଖି ୭୦ ବର୍ଷ ବ୍ରିଟେନର ମହାରାଣୀ ରହିଥିବା ଏଲିଜାବେଥ ଦ୍ୱିତୀୟଙ୍କର ସୋମବାର ରାଜକୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯିବ । ଏହି ସମୟରେ ପ୍ରାୟ ୧୦ ଲକ୍ଷ ସାଧାରଣ ଜନତା ଲଣ୍ଡନରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମର ଅଂଶ…

ହକି ଇଣ୍ଡିଆ ସଭାପତି ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କଲେ ଦିଲୀପ ତିର୍କୀ

ଭୁବନେଶ୍ୱର, ୧୯।୯(କ୍ରୀଡ଼ା ପ୍ରତିନିଧି):ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଅଲିମ୍ପିଆନ ଦିଲୀପ ତିର୍କୀ ନିଜ କ୍ୟାରିୟରରେ ନୂଆ ଫର୍ଦ୍ଦ ଯୋଡ଼ିବା ଦିଗରେ ଏକପାଦ ଅଗ୍ରସର ହୋଇଛନ୍ତି। ଖେଳାଳି ଭାବେ ବେଶ୍‌ ସୁନାମ ଅର୍ଜନ କରିଥିବା ଦିଲୀପ ରବିବାର ହକି ଇଣ୍ଡିଆର…

ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଲଣ୍ଡନ/ନୂଆଦିଲ୍ଲୀ,୧୮ା୯: ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଓ୍ବେଷ୍ଟମିନଷ୍ଟର ହଲ୍‌ ଲଣ୍ଡନରେ ପହଞ୍ଚିଛନ୍ତି। ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ମରଶରୀର ଏଠାରେ ରଖାଯାଇଛି। ରାଷ୍ଟ୍ରପତି ନିଜ ତଥା ଭାରତବାସୀଙ୍କ ପକ୍ଷରୁ ରାଣୀ ଏଲିଜାବେଥ୍‌…

ପାକିସ୍ତାନ ବନ୍ୟାରେ ପ୍ରଭାବିତଙ୍କୁ ସହାୟତା କରି ଭାରତ ବିରୋଧରେ ଜହର ଓଗାଳୁଛନ୍ତି ଜୈଶ୍‌-ଲଶ୍କର…

ନୂଆଦିଲ୍ଲୀ, ୧୮।୯ : ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ବିରୋଧରେ ଇସଲାମାବାଦ କଠୋର ଆଭିମୁଖ୍ୟ ନେଇ ସୂଚନା ଦେଇଛି। ତେବେ ଖାଇବର ପାସ୍ତୁନଖ୍ବା ଏବଂ ବାଲୁଚିସ୍ତାନରେ ଆତଙ୍କବାଦ ବିରୋଧୀ କାର୍ଯ୍ୟ ଜାରି ରଖିବାକୁ ଜୋର ଦେଇଥିବା ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ…

କେରଳ-କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ବୈଠକ: ଟାଇଗର ରିଜର୍ଭ ଜାତୀୟ ରାଜପଥ ନେଇ ଆଲୋଚନା ବିଫଳ…

ବେଙ୍ଗାଲୁରୁ/ଥିରୁଭାନନ୍ତପୁରମ୍‌, ୧୮।୯ : ବେଙ୍ଗାଲୁରୁରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏବଂ କର୍ନାଟକ ପ୍ରତିପକ୍ଷ ବାସଭାରାଜ ବୋମ୍ମାଇଙ୍କ ମଧ୍ୟରେ ଏକ ବୈଠକ ରବିବାର ଅନୁଷ୍ଠିତ ହୋଇଛି। ସୀମା ଅଞ୍ଚଳ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ହୋଇଥିଲା। ସମ୍ବେଦନଶୀଳ…

ଏଲନ ମସ୍କଙ୍କ ଫଟୋ ବିକିଲେ ଏକ୍ସ-ଗର୍ଲଫ୍ରେଣ୍ଡ, ରାତାରାତି ହୋଇଗଲେ କୋଟିପତି

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସ୍‌ଲା ସିଇଓ ଏଲନ ମସ୍କ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ତାଙ୍କର ଏକ୍ସ-ଗର୍ଲଫ୍ରେଣ୍ଡ ଜେନିଫର ଗ୍ବେନେ ଏଲନଙ୍କ ପୁରୁଣା ଫଟୋ ବିକ୍ରି କରିଛନ୍ତି। ସେ ଏଲନଙ୍କ କଲେଜ ସମୟର ଫଟୋ ଏବଂ ନିଜ ସ୍ମରଣୀୟ…

ଜାପାନ ମୁହାଁ ସାମୁଦ୍ରିକ ଝଡ ନାନମାଡୋଲ, ୨ ଲକ୍ଷ ଲୋକ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର…

ଟୋକିଓ, ୧୮।୯ : ଜାପାନରେ ଆଉ ଏକ ପ୍ରାକୃତିକ ବିପର୍ଯ୍ୟୟର ସତର୍କ ସୂଚନା ଜାରି କରାଯାଇଛି। ବିନାଶକାରୀ ସାମୁଦ୍ରିକ ଝଡ ନାନମାଡୋଲ ଭୟଙ୍କର ରୂପ ନେଇ ଜାପାନ ଆଡକୁ ଗତି କରୁଛି। ଏହାର ବିପଦକୁ ଆକଳନ କରାଯାଇ ପ୍ରାୟ ଦୁଇ ଲକ୍ଷ…

୧୭ ବାଂଲାଦେଶୀ ଗିରଫ, ପର୍ଯ୍ୟଟନ ଭିଜାରେ ଆସି କରୁଥିଲେ ଧର୍ମ ପ୍ରଚାର…

ଗୁଆହାଟୀ, ୧୮।୯ : ଆସାମର ବିଶ୍ୱନାଥ ଜିଲାର ବାଘମରି ଅଞ୍ଚଳରୁ ୧୭ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। ସେମାନେ ସମସ୍ତେ ଭାରତୀୟ ଭିଜା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ପୋଲିସ ମହାନିର୍ଦ୍ଦେଶକ ଭାସ୍କର ଜ୍ୟୋତି ମହନ୍ତ କହିଛନ୍ତି ଯେ…

ଅଡୁଆରେ ୟେଦୁରପ୍ପା, ଦୁର୍ନୀତି ଅଭିଯୋଗରେ ମାମଲା ରୁଜୁ କଲେ ଲୋକାୟୁକ୍ତ…

ବେଙ୍ଗାଲୁରୁ, ୧୮।୯ : କର୍ନାଟକର ଲୋକାୟୁକ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା ଏବଂ ତାଙ୍କ ପରିବାରର ଅନେକ ସଦସ୍ୟଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିଛି। ଏକ ସ୍ବତନ୍ତ୍ର ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ଲୋକାୟୁକ୍ତ ସ୍‌ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୁଅ…

ତାଇୱାନରେ ୭.୨ ତୀବ୍ରତାର ଭୂକମ୍ପ, ୨୪ ଘଣ୍ଟାରେ ୧୦୦ ଭୂକମ୍ପ ଝଟ୍‌କା, ସୁନାମି ଆଲର୍ଟ

ତାଇପେଇ ସିଟି,୧୮ ।୯: ତାଇୱାନରେ ଗତ ୨୪ ଘଣ୍ଟା ମଧ୍ୟରେ ଥରେ ନୁହେଁ ୨ ଥର ନୁହେଁ, ୧୦ ଥର ନୁହେଁ କି ୫୦ ଥର ନୁହେଁ ପ୍ରାୟ ୧୦୦ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ଏଠାରେ ଆସିଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?