Home Middle

ରାଷ୍ଟ୍ରପତିଙ୍କ ପ୍ରେସ ସଚିବଙ୍କ କାର୍ଯ୍ୟକାଳ ବଢ଼ିଲା ୨ ବର୍ଷ…

ନୂଆଦିଲ୍ଲୀ, ୨୫।୯ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରେସ ସଚିବ ଅଜୟ କୁମାର ସିଂଙ୍କ କାର୍ଯ୍ୟକାଳ ଦୁଇ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଫଳରେ ଏବେ ଅଜୟ କୁମାରଙ୍କ କାର୍ଯ୍ୟକାଳ ୨୫ ସେପ୍ଟେମ୍ବର ୨୦୨୪…

ପାକିସ୍ତାନରୁ ଆସିଥିବା ପ୍ରଦୀପ ଜ୍ୟୋତି ପୂଜା ଉପରେ ରୋକ ଲଗାଇଲେ ଗେହଲୋଟ ସରକାର …

ଜୟପୁର, ୨୫।୯ : ରାଜସ୍ଥାନର ସୀମାନ୍ତ ବାଡମେର ଜିଲାରେ ଅବସ୍ଥିତ ହିଙ୍ଗଲାଜ ମାତା ମନ୍ଦିରରେ ନବରାତ୍ରୀ ସମୟରେ ପୂଜାପାଠ ଉପରେ ଲାଗିଥିବା ନିଷେଧାଦେଶକୁ ନେଇ ବିବାଦ ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ସରକାରଙ୍କୁ ଭାଜପା ନେତା…

ଭାରତ-ଚାଇନା ସହିତ ସମ୍ପର୍କ ନେଇ ଦ୍ୱନ୍ଦ୍ୱରେ ଶ୍ରୀଲଙ୍କା…

କଲମ୍ବୋ, ୨୫।୯ : ଶ୍ରୀଲଙ୍କାର ରାନିଲ ବିକ୍ରମସିଂଘେ ସରକାର ଖୁବ ଶୀଘ୍ର ଉଭୟ ଭାରତ ଏବଂ ଚାଇନା ସହିତ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଆରମ୍ଭ କରିବେ। ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା (ସିଇପିଏ) କୁ ଚୂଡ଼ାନ୍ତ କରିବା…

ଗଣତାନ୍ତ୍ରିକ ଦେଶ ଉପରେ ସଙ୍କଟ, ସତର୍କତା ଜରୁରୀ: ମାକ୍ରୋନଙ୍କ ଚେତାବନୀ…

ଓ୍ବାଶିଂଟନ, ୨୫।୯ : ଆମେରିକା ଗସ୍ତରେ ଆସିଥିବା ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଗଣତାନ୍ତ୍ରିକ ଦେଶର ସଙ୍କଟ ବିଷୟରେ ବିଶ୍ୱକୁ ଚେତାବନୀ ଦେଇଛନ୍ତି। ସେ କହିଥିବା ଗଣତାନ୍ତ୍ରିକ ଦେଶମାନଙ୍କ ମଧ୍ୟରେ ଆମେରିକା ମଧ୍ୟ ରହିଛି। ମାକ୍ରୋନ କହିଛନ୍ତି ଯେ ବର୍ଷ ବର୍ଷ…

ଚିତାଙ୍କ ନାମକରଣ ପାଇଁ ପରାମର୍ଶ ଲୋଡିଲେ ମୋଦି…

ଲକ୍ଷ୍ନୌ, ୨୫।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି। ଏହି କାର୍ଯ୍ୟକ୍ରମର ୯୩ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଚିତାବାଘ ଫେରିବାରେ ଦେଶ ବାସୀ ଖୁସି ଅଛନ୍ତି। ଏହି…

କ୍ରୁର କର୍ନେଲଙ୍କୁ ଉପ ପ୍ରତିରକ୍ଷାମନ୍ତ୍ରୀ ପଦ ଦେଲେ ପୁଟିନ୍‌, ମାରିଆପୁଲରେ ବୁହାଇଥିଲେ ରକ୍ତର ନଦୀ…

ମସ୍କୋ, ୨୫।୯ : ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଡେପୁଟି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହଟାଇ ଦେଇଛନ୍ତି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ବିଷୟରେ ସୂଚନା ଦେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି…

ପୁଣି ବିପଦ: ମିଳିଲା କରୋନାର ନୂଆ ଭୂତାଣୁ ଖୋସ୍ତା-୨, ଟିକା ବି କାମଦେବନି…

ଓ୍ବାଶିଂଟନ, ୨୫।୯ : କରୋନା ମହାମାରୀର ସଂକ୍ରମଣ ବର୍ତ୍ତମାନ ପୃଥିବୀର ଅଧିକାଂଶ ସ୍ଥାନରେ ମନ୍ଥର ହୋଇଯାଇଛି। ତେବେ ଏପରିସ୍ଥଳେ, ଆସୁଥିବା ଖବର ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଏହା ଯୋଗୁ ପୁଣି ବିପଦ ମାଡ଼ିଆସୁଛି ନେଇ ଆତଙ୍କ ସୃଷ୍ଟି ହୋଇଚି।…

ତିରୁମାଲା ତିରୁପତି ଦେବସ୍ଥାନମ ମନ୍ଦିରର ସମ୍ପତ୍ତି ରିପୋର୍ଟ: ବ୍ୟାଙ୍କରେ ୧୪୦୦୦ କୋଟି-୧୪ ଟନ୍‌ ସୁନା-୭,୧୨୩ ଏକର ଜମି…

ତିରୁପତି, ୨୫।୯ : ବିଶ୍ୱର ସବୁଠାରୁ ଧନୀ ହିନ୍ଦୁ ପୂଜା ସ୍ଥଳ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଘୋଷଣା କରିଛି ଯେ ଏହାର ସମଗ୍ର ଦେଶରେ ୯୬୦ଟି ସମ୍ପତ୍ତି ରହିଛି। ଯାହାର ମୂଲ୍ୟ ୮୫,୭୦୫ କୋଟି ଟଙ୍କା। ଗଣମାଧ୍ୟମ ରିପୋର୍ଟ ଅନୁସାରେ…

୨୭ ସେପ୍ଟେମ୍ବରରେ ଉଲ୍‌କା ପିଣ୍ଡକୁ ଧକ୍କାଦେଇ ଗତିପଥ ପରିବର୍ତ୍ତନ କରିବ ଡାର୍ଟ, ପ୍ରସାରିତ ହେବ ଲାଇଭ୍‌ ଷ୍ଟ୍ରିମିଂ…

ଓ୍ବାଶିଂଟନ, ୨୫।୯ : ବୈଜ୍ଞାନିକମାନେ ସର୍ବଦା ଚିନ୍ତିତ ଥିଲେ ଯେ ଉଲ୍‌କା ପିଣ୍ଡ ପୃଥିବୀକୁ ଧକ୍କାଦେଇ ସଙ୍କଟ କରିପାରେ। ଏହି ବିପଦର ମୁକାବିଲା ପାଇଁ ନାସାର ମହାକାଶଯାନ ଡାର୍ଟ ପୃଥିବୀଠାରୁ ୬୮ ଲକ୍ଷ କିଲୋମିଟର ଦୂରରେ ଥିବା ଉଲ୍‌କା ପିଣ୍ଡ ଡିମୋଫୋସକୁ…

ଫାଇଜର ସିଇଓ କରୋନାରେ ଆକ୍ରାନ୍ତ,ନେଇ ନ ଥିଲେ ବୁଷ୍ଟର ଡୋଜ୍‌…

ଓ୍ବାଶିଂଟନ, ୨୫।୯ : ଆମେରିକାର ଫାର୍ମାସ୍ୟୁଟିକାଲ କମ୍ପାନୀ ଫାଇଜରର ସିଇଓ ଆଲବର୍ଟ ବୋର୍ଲା ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଛଅ ସପ୍ତାହ ପୂର୍ବରୁ ଅଗଷ୍ଟ ମାସରେ ମଧ୍ୟ ସେ କରୋନାଙ୍କ ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ଆଲବର୍ଟ ଟୁଇଟ…

କ୍ରୁରତାର ସୀମା ପାର କରିଛନ୍ତି ରୁଷିଆ ସୈନ୍ୟ, ଛୋଟ ପିଲାଙ୍କୁ ଯୌନ ନିର୍ଯାତନା…

କ୍ୱିଭ୍‌/ମସ୍କୋ, ୨୫।୯ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନା ଧରୁନି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଲକ୍ଷ ଲକ୍ଷ ଲୋକ ଦେଶ ଛାଡି ଅନ୍ୟ ଦେଶରେ ଶରଣାର୍ଥୀ ହୋଇଛନ୍ତି। କିନ୍ତୁ ଏସବୁ ମଧ୍ୟରେ…

ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା : ବାଇଡେନଙ୍କ ପରେ ଏବେ ରୁଷିଆ ଭାରତକୁ କଲା ସମର୍ଥନ…

ମସ୍କୋ,୨୫।୯ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ରୁଷିଆ ପୁଣି ଥରେ ଖୋଲାଖୋଲି ଭାବେ ଭାରତକୁ ସମର୍ଥନ କରିଛି। ମିଳିତ ଜାତିସଂଘର ସାଧାରଣ ସଭାରେ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ କହିଛନ୍ତି ଯେ ସୁରକ୍ଷା ପରିଷଦକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?