Home Middle

ତିନି ଦିନିଆ କର୍ନାଟକ ଗସ୍ତରେ ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬ ।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁୁ ସୋମବାରଠାରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ୩ ଦିନିଆ କର୍ନାଟକ ଗସ୍ତରେ ଯାଉଛନ୍ତି । ରାଷ୍ଟ୍ରପତି ଭାବେ କୌଣସି ରାଜ୍ୟକୁ ଏହା ତାଙ୍କର ପ୍ରଥମ ଗସ୍ତ ହେବ । ଏହି ଯାତ୍ରା ସମୟରେ ସୋମବାର ସେ…

୨-୧ରେ ସିରିଜ ଜିତିଲା ଭାରତ

ହାଇଦ୍ରାବାଦ,୨୫।୯: ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଟି୨୦ ସିରିଜର ତୃତୀୟ ତଥା ଅନ୍ତିମ ମୁକାବିଲାରେ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ ଶତକୀୟ ଭାଗୀଦାରି ବଳରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ପରାସ୍ତ କରିଛି ଭାରତ। ଫଳରେ ଭାରତ…

ଅବତରଣ ସମୟରେ ରନ୍‌ଓ୍ବେରୁ ପାଣିକୁ ଖସିଲା ବିମାନ

ପ୍ୟାରିସ୍‌,୨୫ା୯: ଫ୍ରାନ୍ସର ମଣ୍ଟପେଲିୟର ସିଟି ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଅବତରଣ ସମୟରେ ଏକ ମାଲବାହୀ ବିମାନ ରନ୍‌ଓ୍ବେରୁ ଖସିଯାଇଥିଲା। କେବଳ ଏତିକି ନୁହେଁ, ରନଓ୍ବେ ନିକଟ ଏକ ହ୍ରଦ ପାଣିରେ ବୁଡ଼ି ଯାଇଥିଲା। ତେବେ ଏହି ଦୁର୍ଘଟଣାରେ କେହି…

ନିର୍ଣ୍ଣାୟକ ମ୍ୟାଚ୍‌ରେ ଟସ୍‌ ଜିତିଲା ଭାରତ

ହାଇଦ୍ରାବାଦ,୨୫।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆଜି ହାଇଦ୍ରାବାଦରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଭାରତୀୟ ଏକାଦଶରେ ଗୋଟିଏ ପରିବର୍ତ୍ତନ…

ବହୁବର୍ଷ ପରେ ୧୦ ଜନପଥ ପହଞ୍ଚିଲେ ଲାଲୁ ଯାଦବ, ନୀତୀଶଙ୍କ ସହ ମିଶି ସୋନିଆଙ୍କୁ ଭେଟିଲେ

ନୂଆଦିଲ୍ଲୀ,୨୫ ।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ରବିବାର କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୧୦ ଜନପଥରେ ଭେଟିଛନ୍ତି । ହରିୟାଣାର ଫତେହାବାଦରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଚୌଧୁରୀ ଦେବିଲାଲଙ୍କ ଜୟନ୍ତିରେ…

ଫେରିଘାଟରେ ବୁଡ଼ିଲା ଡଙ୍ଗା: ୨୩ ମୃତ, ଅନେକ ନିଖୋଜ

ଢାକା,୨୫ା୯: ରବିବାର ବାଂଲାଦେଶର ଏକ ନଦୀରେ ଡଙ୍ଗା ବୁଡ଼ିଯାଇଛି। ଏହି ଦୁର୍ଘଟଣାରେ ଅତି କମ୍‌ରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ରବିବାର ଏହି ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ମହିଳା…

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ: ସେପ୍ଟେମ୍ବର ୩୦ରେ ପ୍ରାର୍ଥିପତ୍ର ଦାଖଲ କରିବେ ଥରୁର

ନୂଆଦିଲ୍ଲୀ,୨୫ ।୯: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । କଂଗ୍ରେସର ବରିଷ୍ଠ ନେତା ତଥା ଏମ୍‌ପି ଶଶି ଥରୁର ନିଜ ଦଳର ଅଧ୍ୟକ୍ଷ ପଦ ଲାଗି ସେପ୍ଟେମ୍ବର ୩୦ରେ ପ୍ରାର୍ଥିପତ୍ର ଦାଖଲ କରିବେ ।…

ରୁଷିଆରୁ ଗହମ କିଣିବା ପାଇଁ ପାକିସ୍ତାନ ଆଗ୍ରହୀ

ଇସଲାମାବାଦ,୨୫ା୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ରୁଷିଆରୁ ଗହମ କିଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପାକିସ୍ତାନ ରୁଷିଆରୁ ଗହମ କିଣି ପାରିବ। ଦେଶରେ ବନ୍ୟା ଯୋଗୁ କୃଷିରେ ବ୍ୟାପକ କ୍ଷୟକ୍ଷତି ହୋଇଛି, ଏହି କାରଣରୁ ପାକିସ୍ତାନ ରୁଷିଆରୁ ଗହମ…

ଭାରତ-ପାକିସ୍ତାନ ବିବାଦ ସମାଧାନର କୌଣସି ସମ୍ଭାବନା ନାହିଁ

ଇସଲାମା ବାଦ,୨୫ା୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ବିବାଦର ସମାଧାନ ନେଇ କୌଣସି ସମ୍ଭାବନା ନାହିଁ। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସେନାରେ ଆଗାମୀ କମାଣ୍ଡ ପରିବର୍ତ୍ତନ ଏବଂ ଦୁଇ ପଡ଼ୋଶୀ ଦେଶରେ ସାଧାରଣ ନିର୍ବାଚନ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ବାଭାବିକ…

ଆଇଏନଏସ ସତପୁରାର ଶକ୍ତି ପ୍ରଦର୍ଶନ…

ନୂଆଦିଲ୍ଲୀ, ୨୫।୯ : ରୟାଲ ଅଷ୍ଟ୍ରେଲିଆନ ନେଭି ଦ୍ୱାରା ପରିଚାଳିତ କାକାଡୁ ମିଳିତ ସମରାଭ୍ୟାସ ଅଷ୍ଟ୍ରେଲିଆର ଡାର୍ବିନରେ ଚାଲିଛି। ଏଥିରେ ଭାରତୀୟ ଯୁଦ୍ଧପୋତ ଆଇଏନଏସ ସତପୁରା ଶକ୍ତି ପ୍ରଦର୍ଶନ କରିଛି। ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ ଅଭ୍ୟାସ, ଜାହାଜ ବିରୋଧୀ ଯୁଦ୍ଧ ଅଭ୍ୟାସରେ…

ଚାଇନାର ବାଣିଜି୍ୟକ ପ୍ରତିବନ୍ଧକ ତାଇଓ୍ବାନ ପାଇଁ କ୍ଷତି ପହଞ୍ଚାଇଛି

ତାଇପେଇ,୨୫ା୯: ତାଇଓ୍ବାନ ପ୍ରସଙ୍ଗରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଥିବା ଚାଇନାର ଆଚରଣରେ କୌଣସି ପରିବର୍ତ୍ତନ ଦେଖାଯାଉନାହିଁ। ଆମେରିକା ଲୋକ ସଭାର ବାଚସ୍ପତି ନାନ୍ସି ପେଲୋସୀଙ୍କ ତାଇଓ୍ବାନ ଗସ୍ତ ପରେ ତାଇଓ୍ବାନ ଉପରେ ବାଣିଜ୍ୟକୁ ନେଇ ଚାଇନା ଦ୍ୱାରା ପ୍ରତିବନ୍ଧକ ଜାରି ରହିଛି। ତାଇଓ୍ବାନର…

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କବାଦୀ ନିହତ…

ଶ୍ରୀନଗର, ୨୫।୯ : ଭାରତୀୟ ଯବାନମାନେ କଶ୍ମୀର ଡିଭିଜନର କୁପୱାରା ଜିଲାର ମାଛିଲ ସେକ୍ଟରରେ ଥିବା ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି। କୁହାଯାଉଛି ଯେ ସୁରକ୍ଷା ବାହିନୀ ଲାଇନ ଅଫ କଣ୍ଟ୍ରୋଲ ନିକଟରେ ଦୁଇଜଣ ଆତଙ୍କବାଦୀଙ୍କୁ ଗୁଳି କରିଛନ୍ତି। ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?