Home Middle

ତେଲେଙ୍ଗାନାରେ ସିବିଆଇକୁ ପ୍ରବେଶ ମନା…

ନୂଆଦିଲ୍ଲୀ,୩୦।୧୦ : କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ସିବିଆଇ ପାଇଁ ତେଲେଙ୍ଗାନା ସରକାର ସହମତି ପ୍ରତ୍ୟାହାର କରି ନେଇଛନ୍ତି। ଏବେ ସିବିଆଇ ରାଜ୍ୟର କୌଣସି ଘଟଣାର ତଦନ୍ତ କରିପାରିବ ନାହିଁ। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ବିଧାୟକଙ୍କୁ କିଣିବା ପାଇଁ ଭାଜପା ବିପୁଳ…

ମାର୍ଶଲ ଲ’ ମୁହାଁ ପାକିସ୍ତାନ…

ଇସଲାମାବାଦ,୩୦।୧୦ : ଗତ କିଛି ମାସ ଧରି ପାକିସ୍ତାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହି ସମୟରେ ଦେଶରେ ରାଜନୈତିକ ବିଶୃଙ୍ଖଳା ଦେଶର ସମସ୍ୟାକୁ ବଢ଼ାଇ ଦେଇଛି। ଏକ ରିପୋର୍ଟରେ ଆଗାମୀ ଦିନରେ ପାକିସ୍ତାନରେ ମାର୍ଶଲ ଲ’(ସାମରିକ…

ସହରୀ ଭାରତୀୟଙ୍କୁ ଘାରିଛି ବେକାରୀ-ଦୁର୍ନୀତି-ଦରଦାମ୍‌ ବୃଦ୍ଧି-ମୁଦ୍ରାସ୍ଫୀତି ଚିନ୍ତା: ସର୍ଭେ ରିପୋର୍ଟ…

ପ୍ୟାରିସ୍‌/ନୂଆଦିଲ୍ଲୀ,୩୦।୧୦ : ସହରରେ ବାସ କରୁଥିବା ଭାରତୀୟମାନେ ବେକାରୀ, ଦୁର୍ନୀତି, ଦରଦାମ୍‌ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ପାଇଁ ଚିନ୍ତିତ। ଫ୍ରାନ୍ସର ପ୍ୟାରିସରେ ଥିବା ଆଇପିଏସଓଏସ(ଇସସ୍ପୋସ୍‌)ର ମୁଖ୍ୟାଳୟ ପକ୍ଷରୁ ହୋଇଥିବା ସର୍ବଶେଷ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି…

ମୁଁ ଥିଲେ ଇସ୍ତଫା ଦେଇଥାନ୍ତି : ଶିନ୍ଦେ ସରକାରଙ୍କୁ ଆଦିତ୍ୟ ଠାକରେଙ୍କ ସମାଲୋଚନା…

ମୁମ୍ବାଇ,୩୦।୧୦ : ଟାଟା-ଏୟାରବସ ପ୍ରକଳ୍ପ ହରାଇବା ମହାରାଷ୍ଟ୍ର ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ବିରୋଧୀ ଦଳ ଏଥିପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ଉଦ୍ଧବ ଠାକରେଙ୍କ ଦଳର ନେତା ଆଦିତ୍ୟ ଠାକରେ ମହାରାଷ୍ଟ୍ର ସରକାରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ…

ସୌର ଶକ୍ତି-ମହାକାଶ କ୍ଷେତ୍ରର ସଫଳତା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ,୩୦।୧୦ : ମନ କି ବାତ୍‌ର ୯୪ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି। ସର୍ବପ୍ରଥମେ ସେ ଛଠ୍‌ ମହୋତ୍ସବରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଏହି ପର୍ବ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦେଇଥାଏ। କିଷାନ…

ପୁଟିନ୍‌ କ୍ଷମତାଚ୍ୟୁତ ହେବା ଆଶଙ୍କା…

ନୂଆଦିଲ୍ଲୀ,୩୦।୧୦ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କ୍ଷମତାଚ୍ୟୁତ ପାଇଁ ଦେଶରେ ଆଲୋଚନା ଆରମ୍ଭ ହୋଇଛି। ୟୁକ୍ରେନର ପ୍ରତିରକ୍ଷା ଗୁପ୍ତଚର ମୁଖ୍ୟ ଜେନେରାଲ କାୟରଲୋ ବୁଡାନୋଭ ଏହି ଦାବି କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମେଜର ଜେନେରାଲ ବୁଡାନୋଭ କହିଛନ୍ତି ଯେ…

ରୁଷିଆ ନୌସେନା ବେସରେ ୟୁକ୍ରେନ୍‌ର ଆକ୍ରମଣ…

ମସ୍କୋ/କ୍ୱିଭ୍‌,୩୦।୧୦ : ରୁଷିଆ ଦ୍ୱାରା ୟୁକ୍ରେନ ଉପରେ ଚାଲିଥିବା ଇରାନ ଡ୍ରୋନ ଆକ୍ରମଣର ପାଲଟା ଜବାବ ମିଳିଛି। ଘାତକ ୟୁକ୍ରେନ ଡ୍ରୋନ ବିମାନ କ୍ରମିୟାର ସେଭାଷ୍ଟୋପୋଲ ଉପକୂଳରେ ଥିବା ଏକ ରୁଷିଆ ନୌସେନା ବେସକୁ ଟାର୍ଗେଟ କରିଛି। ତେବେ ରୁଷିଆ ୟୁକ୍ରେନର…

ମେଟାକୁ ଦେବାକୁ ପଡ଼ିବ ୮୬ କୋଟିର ଆଇନଗତ ଶୁଳ୍କ…

ଓ୍ବାଶିଂଟନ,୩୦।୧୦ : ଆମେରିକାର ୱାଶିଂଟନ ରାଜ୍ୟରେ ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟାକୁ ୨୫ ମିଲିୟନ ଡଲାର୍‌ ଅର୍ଥାତ୍‌ ୨ ବିଲିୟନ ଟଙ୍କାରୁ ଅଧିକ ଜରିମାନା କରାଯାଇଛି। ବର୍ତ୍ତମାନ କୋର୍ଟ ୱାଶିଂଟନ ରାଜ୍ୟକୁ ଆଇନଗତ ଶୁଳ୍କ ପାଇଁ ୧୦.୫ ମିଲିୟନ ଡଲାର୍‌ ଅର୍ଥାତ…

ଜମ୍ମୁ-କଶ୍ମୀରର ବିକାଶ ପାଇଁ ଯୁବବର୍ଗଙ୍କୁ ସ୍ବଚ୍ଛତାକୁ ପ୍ରାଥମିକତା ଦେବାକୁ ପଡିବ : ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩୦।୧୦ : ଭିଡିଓ କନଫରେନ୍ସ ମାଧ୍ୟମରେ ରବିବାର ଜମ୍ମୁ-କଶ୍ମୀର ରୋଜଗାର ମେଳାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରି କହିଛନ୍ତି ଯେ ଆଗାମୀ ଦିନରେ ଅନ୍ୟ ବିଭାଗରେ ୭୦୦ ରୁ ଅଧିକ ନିଯୁକ୍ତି ପତ୍ର ଦେବା ପାଇଁ ପ୍ରସ୍ତୁତି ଚାଲିଛି। ଜମ୍ମୁ-କଶ୍ମୀରରେ…

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ଖଳନାୟକ ସାଜିବ କି ବର୍ଷା ?…

ମେଲବୋର୍ନ,୩୦।୧୦ : ରବିବାର ଟି -୨୦ ବିଶ୍ୱକପର ୩୦ ତମ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ପର୍ଥରେ ଅନୁଷ୍ଠିତ ହେବ । ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡକୁ ପରାସ୍ତ କରିବା ପରେ ଭାରତୀୟ ଦଳ ଶକ୍ତିଶାଳୀ…

ମହିଳାଙ୍କ ପ୍ରଜନନ ଅଧିକାରରେ ବୟସ ପ୍ରତିବନ୍ଧକ ମାମଲା : କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ…

ନୂଆଦିଲ୍ଲୀ,୩୦।୧୦ : ଗର୍ଭଧାରଣ ପୂର୍ବରୁ ଏବଂ ପ୍ରସବ ପୂର୍ବରୁ ଡାଇଗ୍ନୋଷ୍ଟିକ ଜ୍ଞାନକୌଶଳ ଆଧାରରେ ପରୀକ୍ଷା କରିବା ପାଇଁ ମହିଳାଙ୍କ ପ୍ରଜନନ ଅଧିକାର ଉପରେ ୩୫ ବର୍ଷ ବୟସର ପ୍ରତିବନ୍ଧକ ବିରୋଧରେ ସୁପ୍ରିମକୋର୍ଟ କେନ୍ଦ୍ରର ପ୍ରତିକ୍ରିୟା ଲୋଡିଛନ୍ତି। ଆଇନଜୀବୀ ମୀରା କୌର ପଟେଲଙ୍କ…

ମହାରାଷ୍ଟ୍ର-ଗୁଜରାଟ ପୁଞ୍ଜିନିବେଶ ବିବାଦ ମଧ୍ୟରେ ଗଡ଼କରୀ ଟାଟା ଗ୍ରୁପ୍‌କୁ ଲେଖିଲେ ଚିଠି : ନାଗପୁରରେ କମ୍ପାନୀକୁ ସ୍ବାଗତ…

ନୂଆଦିଲ୍ଲୀ,୩୦।୧୦ : ବର୍ତ୍ତମାନ ଟାଟା କମ୍ପାନୀର ପୁଞ୍ଜି ବିନିଯୋଗକୁ ନେଇ ଗୁଜୁରାଟ ଏବଂ ମହାରାଷ୍ଟ୍ର ମୁହାଁମୁହିଁ ହୋଇଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ଏକ ଚିଠି ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଚିଠି ସେ ଟାଟା ଗ୍ରୁପକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?