Advertisement

ରୁଷିଆ ନୌସେନା ବେସରେ ୟୁକ୍ରେନ୍‌ର ଆକ୍ରମଣ…

ମସ୍କୋ/କ୍ୱିଭ୍‌,୩୦।୧୦ : ରୁଷିଆ ଦ୍ୱାରା ୟୁକ୍ରେନ ଉପରେ ଚାଲିଥିବା ଇରାନ ଡ୍ରୋନ ଆକ୍ରମଣର ପାଲଟା ଜବାବ ମିଳିଛି। ଘାତକ ୟୁକ୍ରେନ ଡ୍ରୋନ ବିମାନ କ୍ରମିୟାର ସେଭାଷ୍ଟୋପୋଲ ଉପକୂଳରେ ଥିବା ଏକ ରୁଷିଆ ନୌସେନା ବେସକୁ ଟାର୍ଗେଟ କରିଛି। ତେବେ ରୁଷିଆ ୟୁକ୍ରେନର ଏହି ଆକ୍ରମଣ ଦାବିକୁ ଖଣ୍ଡନ କରିଛି। କିନ୍ତୁ ସୋସିଆଲ ମିଡିଆର ଭାଇରାଲ ଭିଡିଓରେ ରୁଷିଆର ନୌସେନା ବେସରେ ବିସ୍ଫୋରଣ ଘଟିଥିବାର ଦେଖିବାକୁ ମିଳୁଛି।

ଏହି ବିସ୍ଫୋରଣରେରୁଷିଆର ବହୁ କ୍ଷତି ହୋଇଥିବା ଜଣାପଡିଛି। ଅପରପକ୍ଷରେ, ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଉପରେ ଲଗାତାର ରୁଷିଆର ଆକ୍ରମଣ ଯୋଗୁ ୟୁକ୍ରେନର ୪୦ ଲକ୍ଷରୁ ଅଧିକ ଘର ଅନ୍ଧାର ହୋଇପଡ଼ିଛି। ୟୁକ୍ରେନ ଦାବି କରିଛି ଯେ ଏହାର ସୌନ୍ୟବାହିନୀରୁଷିଆର କୃଷ୍ଣ ସାଗରରେ ଥିବା ସେଭାଷ୍ଟୋପୋଲ ନୌସେନା ବେସରେ ଲୁଚାଇ ରଖାଯାଇଥିବା ଏକ ଯୁଦ୍ଧ ଜାହାଜକୁ ଧ୍ୱଂସ କରିଛି। ସକାଳେ ଘଟିଥିବା ଘଟଣା ପରେ ଉଦ୍ଧାରକାରୀମାନେ ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ କରୁଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ ଯିବ ଫୋରେନ୍‌ସିକ୍‌ ଟିମ୍‌

ହେଗ୍‌,୯ା୪: ୧୯୯୦ର ବଲ୍‌କାନ୍‌ ସଂଘର୍ଷରୁ ନେଇ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପର୍ଯ୍ୟନ୍ତ ନିଖୋଜ ଓ ନିହତଙ୍କ ପରିଚୟ ଚିହ୍ନଟ ପାଇଁ ଏକ ଅନ୍ତର୍ଜାତୀୟ ସଂସ୍ଥା ଗଠନ...

ପାକିସ୍ତାନ କମେଡିଆନ ଉମର ଶରିଫ ଗୁରୁତର: ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଲେ ପତ୍ନୀ

କରାଚି,୧୨ ।୯: ପାକିସ୍ତାନର ବରିଷ୍ଠ ହାସ୍ୟ ଅଭିନେତା ତଥା ଟେଲିଭିଜନ ଦୁନିଆର ଜଣାଶୁଣା ଚେହେରା ଉମର ଶରିଫ ଗୁରୁତର ହୋଇ ପଡିଛନ୍ତି । ତାଙ୍କର ଚିକିତ୍ସା...

ଭାରତକୁ କୃତଜ୍ଞତା ଜଣାଇଲା ତାଇଓ୍ବାନ

ତାଇପେ/ନୂଆଦିଲ୍ଲୀ,୧୪ା୮: ଚାଇନା ଏବଂ ତାଇଓ୍ବାନ ମଧ୍ୟରେ ଥିବା ତିକ୍ତତାକୁ ସମନ୍ବୟ କରିବାରେ ଭାରତ ଏବଂ ଅନ୍ୟାନ୍ୟ ଦେଶ ତାଇଓ୍ବାନକୁ ସାହାଯ୍ୟ କରିଥିଲେ। ତାଇଓ୍ବାନ ଏନେଇ ରବିବାର...

‘କଶ୍ମୀର ପ୍ରସଙ୍ଗକୁ ମିଳୁନି ସମର୍ଥନ’

ବନ୍‌,୧୮ା୧: ପାକିସ୍ତାନ ବିଶ୍ୱ ମଞ୍ଚଗୁଡ଼ିକରେ କଶ୍ମୀର ପ୍ରସଙ୍ଗକୁ ଯେତେ ଉଠାଇଲେ ବି ଏହାକୁ ଅନ୍ତର୍ଜାତୀୟ ସମୁଦାୟର ସମର୍ଥନ ମିଳୁନାହିଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଶୁକ୍ରବାର...

ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ

ଓ୍ବାଶିଂଟନ,୨୫।୯: ବିଦେଶରୁ ସହାୟତା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ନିର୍ବାଚନ ଜିତିଥିବା ଅଭିଯୋଗ ହୋଇଛି। ଏନେଇ କଂଗ୍ରେସ ପକ୍ଷରୁ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରାଯାଇଛି।...

ଆମେରିକା ସ୍କୁଲରେ ମୋବାଇଲ ମନା…

ମାସାଚୁସେଟ୍ସ,୪।୧୨ : ଆମେରିକାର ମାସାଚୁସେଟ୍ସର ବକ୍ସଟନ ହାଇସ୍କୁଲରେ ମୋବାଇଲ ଫୋନ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ବିଦ୍ୟାଳୟ ପରିଚାଳନା ଦ୍ୱାରା ଜାରି କରାଯାଇଥିବା ଆଦେଶରେ ଛାତ୍ର,...

ପୁଣି ବିପଦ, ପୃଥିବୀରେ ଆରମ୍ଭ ହେଲାଣି କରୋନାର ତୃତୀୟ ଲହର…

ଜେନେଭା,୧୫।୭: ପୃଥିବୀରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇ ସାରିଛି। ଏବେ ଏହା ପ୍ରାଥମିକ ପର୍ଯ୍ୟାୟରେ ରହିଛି। ଡେଲ୍ଟା ଭାରିଆଣ୍ଟ୍‌ ଯୋଗୁ ତୃତୀୟ ଲହର...

ଓମିକ୍ରନ ସଂକ୍ରମଣ: ବ୍ରିଟେନ ପ୍ରଧାନମନ୍ତ୍ରୀ ନେଲେ ବୁଷ୍ଟର ଡୋଜ, ଶେୟାର କଲେ ଭିଡିଓ

ଲଣ୍ଡନ,୩ ।୧୨: ସାରା ବିଶ୍ୱରେ ଏବେ କରୋନା ଭାଇରସର ନୂଆ ଭାରିଏଣ୍ଟକୁ ନେଇ ଚିନ୍ତା ପ୍ରକଟ କରାଯାଇଥିବା ବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ କରୋନା...

Advertisement
Archives

Model This Week