Home Middle

ମୋରବି ପୋଲ ଭୁଷୁଡିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୦୦ ଟପିଲା, ୭୦ ଆହତ, ୫୦ରୁ ଅଧିକ ନିଖୋଜ

ମୋରବି,୩୧ ।୧୦: ଗୁଜରାଟ ମୋରବିରେ ମଚ୍ଛୁ ନଦୀ ଉପରେ ନିର୍ମାଣ କରାଯାଇଥିବା କେବଳ ବ୍ରିଜ ରବିବାର ହଠାତ୍ ଭୁଷୁଡି ପଡିବା ଫଳରେ ଏବେ ପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୧୦୦ ଟପିଲାଣି । ହସ୍ପିଟାଲ ପକ୍ଷରୁ ମଳିଥିବା ଏହି ସୂଚନା ଅନୁଯାୟୀ, ଏବେ…

ଘରୁ ମିଳିଲା ଗୋଟିଏ ପରିବାରର ୪ ମୃତଦେହ

ବରଗଡ଼ ଅଫିସ୍‌,୩୦।୧୦: ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଜାଣ୍ଡୋଲ(କନ୍ଧପଡ଼ା)ରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ଏକ ବୁଣାକାର ପରିବାରର ୪ ସଦସ୍ୟଙ୍କ ମୃତଦେହ ଘର ଭିତରେ ପଡିଥିବା ରବିବାର ସନ୍ଧ୍ୟାରେ ଦେଖିବାକୁ ମିଳିଛି। ମୃତକମାନେ ହେଲେ ଶେଷଦେବ…

ଟି-୨୦ ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକାଠାରୁ ହାରିଲା ଭାରତ

ପର୍ଥ,୩୦।୧୦: ଟି-୨୦ ବିଶ୍ୱକପ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ଫଳରେ ଭାରତକୁ ଏହି ଟୁର୍ନାମେଣ୍ଟରେ ପ୍ରଥମ ପରାଜୟ ଚାଖିବାକୁ ପଡିଛି। ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ ଜିତି…

ଭାଙ୍ଗିଲା ଝୁଲା ପୋଲ: ଅନେକ ଲୋକ ନଦୀରେ ଫଶିଥିବା ଆଶଙ୍କା

ଅହମ୍ମଦାବାଦ,୩୦।୧୦: ଗୁଜରାଟର ମୋର୍ବିରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ମଚ୍ଛୁ ନଦୀରେ ନିର୍ମିତ ଝୁଲା ପୋଲ ହଠାତ୍‌ ଭାଙ୍ଗି ଯାଇଛି। ଦୁର୍ଘଟଣା ସମୟରେ ପୋଲ ଉପରେ ଅନେକ ଲୋକ ଉପସ୍ଥିତ ଥିଲେ। ସମସ୍ତେ ସେଠାରେ ଛଠ୍‌ ପର୍ବ ପାଳନ…

ଫିଲିପାଇନ୍ସରେ ପ୍ରବଳ ଝଡ଼: ୬୧ ମୃତ, ଅନେକ ନିଖୋଜ

ମନିଲା,୩୦ା୧୦: ଫିଲିପାଇନ୍ସର ଉପକୂଳବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଝଡ଼ରେ ଅନେକ ସ୍ଥାନ ପ୍ରଭାବିତ ହୋଇଛି। ଏହି ଝଡ଼ ଦ୍ୱାରା ଦକ୍ଷିଣ ମାଗୁଇଣ୍ଡାନାଓ ପ୍ରଦେଶର କୁସିଆଙ୍ଗ ଗାଁ ଅଧିକ ପ୍ରଭାବିତ ହୋଇଛି। ଯେଉଁଥିରେ ଉଦ୍ଧାରକାରୀ ଦଳ ଦ୍ୱାରା ପିଲାଙ୍କ ସମେତ ଅତି କମ୍‌ରେ…

ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ: ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ପର୍ଥ,୩୦।୧୦: ଟି-୨୦ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ। ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ୍‌ ହରାଇ ୧୩୩ ରନ୍‌ କରିଥିଲା। ଟସ୍‌ ଜିତି ପ୍ରଥମେ…

ଭୁଶୁଡ଼ିଲା ପୋଲ, ଖସିପଡ଼ିଲା ୨ ଚଳନ୍ତା କାର୍‌: ୫ ଆହତ

ଭବାନୀପାଟଣା,୩୦।୧୦(ସ୍ବ.ପ୍ର.): ପୋଲ ଭୁଶୁଡି ପଡିବାରୁ ୨ ଚଳନ୍ତା କାର୍‌ ବ୍ରିଜ୍‌ ତଳକୁ ଖସିପଡିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ଭବାନୀପାଟଣା ସହର ନିକଟ ଭାଗୀରଥି ପାର୍କ ନିକଟରେ। କାର୍‌ରେ ଥିବା ୫ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ…

‘ଭାରତ ପରିବହନ ବିମାନର ଏକ ପ୍ରମୁଖ ଉତ୍ପାଦକ ହେବ’

ନୂଆଦିଲ୍ଲୀ,୩୦ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜରାଟର ବଡ଼ଦୋରାଠାରେ ସି-୨୯୫ ପରିବହନ ବିମାନ ଉତ୍ପାଦନ ସୁବିଧାର ମୂଳଦୁଆ ପକାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି, ଭାରତୀୟ ବାୟୁସେନା ପାଇଁ ସି-୨୯୫ ପରିବହନ ବିମାନ ଟାଟା-ଏୟାରବସ୍‌ ଦ୍ୱାରା ନିର୍ମିତ ହେବ। ପ୍ରତିରକ୍ଷା ସଚିବ…

ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି

ସିଓଲ,୩୦ା୧୦: ଦକ୍ଷିଣ କୋରିଆରେ ଶନିବାର ବିଳମ୍ବିତ ରାତିରେ ଘଟିଥିବା ଅଘଟଣରେ ରାଷ୍ଟ୍ରପତି ୟୋନ୍‌ ସୁକ୍‌ ହୋଲ ରବିବାର ଜାତୀୟ ଶୋକ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ସିଓଲରେ ଏକ ଜନଗହଳିପୂର୍ଣ୍ଣ ହଲୋଇନ ଇଭେଣ୍ଟରେ ୧୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ…

ଟି-୨୦ ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟସ୍‌ ଜିତିଲା ଭାରତ

ପର୍ଥ,୩୦।୧୦: ଟି-୨୦ ବିଶ୍ୱକପ୍‌ରେ ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍‌ ଖେଳାଯାଉଛି। ପର୍ଥ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ରେ ଭାରତ ଗୋଟିଏ ପରିବର୍ତ୍ତନ କରିଛି।…

୨୦୨୭ ସୁଦ୍ଧା ବିଶ୍ୱର ଶ୍ରେଷ୍ଠ ସୈନ୍ୟବାହିନୀ ଗଠନ ପାଇଁ ଚାଇନାର ଯୋଜନା…

ବେଜିଂ,୩୦।୧୦ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ସୈନ୍ୟବାହିନୀକୁ ଏହାର ସାମରିକ ଶକ୍ତି ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ, ସେ ୨୦୨୭ ସୁଦ୍ଧା ସୈନ୍ୟବାହିନୀ ପୃଥିବୀରେ ଶୀର୍ଷ ସୈନ୍ୟ ବାହିନୀ ଲକ୍ଷ୍ୟ ହାସଲ କରିବା ବିଷୟରେ ମଧ୍ୟ…

ଦେଶ ଛାଡ଼ି ବିଦେଶରେ ଆବାସ ଖୋଜୁଛନ୍ତି ଶ୍ରୀଲଙ୍କା ଲୋକେ, ଏବେ ୩ କୁସ୍ତିଯୋଦ୍ଧା ନିଖୋଜ…

କଲମ୍ବୋ,୩୦।୧୦ : ଆର୍ଥିକ ସଙ୍କଟ ଯୋଗୁଁ ଦେଶରେ ବଢୁଥିବା ସମସ୍ୟା ଯୋଗୁ ଶ୍ରୀଲଙ୍କାବାସୀ ବିଦେଶରେ ବସବାସ କରିବାକୁ ଏବେ ପସନ୍ଦ କରୁଛନ୍ତgି। ତେଣୁ ଲଗାତାର ଲୋକେ ଦେଶ ଛାଡ଼ି ବିଦେଶ ମୁହାଁ ହୋଇ ଆବାସ ଖୋଜୁଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?