୪୭ ଜଣିଆ ଷ୍ଟିୟରିଂ କମିଟି ଗଢ଼ିଲେ ଖାର୍ଗେ
ନୂଆଦିଲ୍ଲୀ,୨୭ା୧୦: ନୂଆ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବୁଧବାର ଦାୟିତ୍ୱ ନେବା ପରେ ଏକ ୪୭ ଜଣିଆ ଷ୍ଟିୟରିଂ କମିଟି ଗଠନ କରିଛନ୍ତି। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ ଦୁଇ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଲ…
ଘନ କୁହୁଡ଼ି ନେଲା ୩ ଛାତ୍ରଙ୍କ ଜୀବନ
ହାଇଦ୍ରାବାଦ/ଓ୍ବାଶିଂଟନ,୨୬ା୧୦: ଆମେରିକାରେ ଘନ କୁହୁଡ଼ି ଯୋଗୁ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ୩ ଛାତ୍ର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏନେଇ ସେମାନଙ୍କ ପରିବାର ପକ୍ଷରୁ ଆମେରିକାର କନେକ୍ଟିକଟ୍ ରାଜ୍ୟରେ ଏକ ଟ୍ରକ୍ ଏବଂ ଭ୍ୟାନ୍ ମଧ୍ୟରେ ଧକ୍କା ହୋଇଥିଲା। ମୃତକଙ୍କ ସମ୍ପର୍କୀୟଙ୍କ…
ଏବେ ମାଓବାଦୀଙ୍କ ରାଜ୍ ଚଳିବ ନାହିଁ, ସ୍ବାଭିମାନ ଅଞ୍ଚଳରେ ପୋଲିସ-ଗୁଇନ୍ଦା ବିଭାଗ ମାରିଲା ପୋଷ୍ଟର
ଚିତ୍ରକୋଣ୍ଡା,୨୬ା୧୦(ଡି.ଏନ୍.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ଆଦିବାସୀ ବହୁଳ ତଥା ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସୀମାନ୍ତ ଅଞ୍ଚଳରୁ ମାଓବାଦୀ ମୂଳପୋଛ ପାଇଁ ପ୍ରୟାସ ଜାରି ରହିଛି। ଦିନ ଥିଲା ଉକ୍ତ ଅଞ୍ଚଳରେ ମାଓବାଦୀ ରାଜ୍ କରୁଥିଲେ ତାଙ୍କ ବିନା ଇସାରାରେ ପତ୍ରଟିଏ…
ସମୟ ଆସିଲେ ସବୁ ସତ କହିବି: ଅର୍ଚ୍ଚନା ନାଗ
ଭୁବନେଶ୍ୱର,୨୬ା୧୦(ବ୍ୟୁରୋ): ମାସକ ପରେ ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗଙ୍କୁ କ୍ୟାମେରା ସାମ୍ନାରେ ଦେଖିବାକୁ ମିଳିଛି। ବୁଧବାର କଡ଼ା ସୁରକ୍ଷା ବଳୟ ଭିତରେ ଝାରପଡ଼ା ଜେଲ୍ରୁ ଭୁବନେଶ୍ୱର ଏସ୍ଡିଜିଏମ୍ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ସେଠାରେ ଅର୍ଚ୍ଚନା ହାଜିରା ପକାଇବା ପରେ ଜାମିନ…
ରଶ୍ମୀ ଶୁକ୍ଲା ହେବେ ଡିଜିପି, ଶିନ୍ଦେଙ୍କ ନୂଆ ପଦକ୍ଷେପ, କେନ୍ଦ୍ର ସରକାରଙ୍କ ପାଖକୁ ଯିବ ଭିଜିଲାନ୍ସ କ୍ଲିୟରାନ୍ସ ରିପୋର୍ଟ…
ମୁମ୍ବାଇ,୨୬।୧୦ : ଉଦ୍ଧବ ଠାକରେଙ୍କ ଶାସନ କାଳରେ ଫୋନ ଟ୍ୟାପିଂ ମାମଲାରେ ମହାରାଷ୍ଟ୍ର ଆଇପିଏସ ଅଧିକାରୀ ରଶ୍ମି ଶୁକ୍ଲାଙ୍କ ବିରୋଧରେ ଏଫଆଇଆର୍ ପଞ୍ଜିକୃତ ହୋଇଥିଲା। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଭାଜପା ନେତୃତ୍ୱାଧୀନ ସରକାର ତାଙ୍କୁ ରାଜ୍ୟର ଡିଜିପି କିମ୍ବା…
ଆସନ୍ତା ସପ୍ତାହରେ ଚାଇନା ଯିବେ ଶେହବାଜ
ଇସଲାମାବାଦ,୨୬ା୧୦: ଆସନ୍ତା ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଦୁଇ ଦିନିଆ ଚାଇନା ଗସ୍ତରେ ଯାଇ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କୁ ଭେଟିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବୁଧବାର କହିଛି ଯେ, ଏହି ସମୟ ମଧ୍ୟରେ ସେ ରଣନୈତିକ ସହଯୋଗ ଏବଂ ସହଭାଗିତା…
କେବଳ ରାହୁଲ ହିଁ ମୋଦିଙ୍କୁ କରି ପାରିବେ ଚ୍ୟାଲେଞ୍ଜ, କହିଲେ ଆଶୋକ ଗେହଲଟ…
ନୂଆଦିଲ୍ଲୀ,୨୬।୧୦ : କଂଗ୍ରେସ ନେତା ଅଶୋକ ଗେହଲଟ ବୁଧବାର କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ସର୍ବ ପୁରାତନ ଦଳର ଅଧ୍ୟକ୍ଷ କରିବା ପାଇଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସମସ୍ତ ଉଦ୍ୟମ କରାଯାଥିଲା। କାରଣ ସେ ହିଁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…
ନୂଆ ମହାମାରୀ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ଭାରତ…
ନୂଆଦିଲ୍ଲୀ,୨୬।୧୦ : ସମଗ୍ର ବିଶ୍ୱରେ କରୋନାର ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଭାରତ ସରକାର ପରବର୍ତ୍ତୀ ସମ୍ଭାବ୍ୟ ମହାମାରୀ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏସମ୍ପର୍କରେ ଜାତୀୟ ଟିକାକରଣ ବୈଷୟିକ ପରାମର୍ଶଦାତା ଗୋଷ୍ଠୀର ମୁଖ୍ୟ ଡାକ୍ତର ଏନ.କେ ଆରୋରା ସୂଚନା…
ଏଲଓସିରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଆତଙ୍କବାଦୀଙ୍କ ପାଖରୁ ପାକିସ୍ତାନୀ ମୁଦ୍ରା ଜବତ…
ଶ୍ରୀନଗର,୨୬।୧୦ : ସୁରକ୍ଷା ବାହିନୀ ଉତ୍ତର କଶ୍ମୀରର କୁପୱାରା ଜିଲାର ଏଲଓସି ନିକଟରେ ବୁଧବାର ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି। ଜିଲାର ତଙ୍ଗଧାର ସେକ୍ଟରରେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ବିଦେଶୀ ଆତଙ୍କବାଦୀଙ୍କୁ ସତର୍କ ସୂଚନା…
ଅଦରକାରୀ ସାମଗ୍ରୀ ବିକ୍ରିରୁ କେନ୍ଦ୍ରର ଆୟ ୨୫୪ କୋଟି, ୩୭ ଲକ୍ଷ ବର୍ଗଫୁଟ ଜମି ଖାଲି…
ନୂଆଦିଲ୍ଲୀ,୨୬।୧୦ : ଦୀପାବଳି ସଫେଇ ଅଭିଯାନରେ ସଂଗୃହିତ ଅଳିଆ ଏବଂ ଅଦରକାରୀ ସାମଗ୍ରୀରୁ କେନ୍ଦ୍ର ସରକାର ୨୫୪ କୋଟି ଟଙ୍କା ରାଜସ୍ବ ପାଇଛନ୍ତି। କେନ୍ଦ୍ର ସରକାରଙ୍କ ବିଭାଗ ସହିତ ସଂଲଗ୍ନ କାର୍ଯ୍ୟାଳୟରୁ ବାହାରିଥିବା ଅଦରକାରୀ ବିକ୍ରୟରୁ ଏହା ମିଳିଛି। କେନ୍ଦ୍ର ମନ୍ତ୍ରୀ…
ଦାୟିତ୍ୱ ଗ୍ରହଣ ପରେ ଖାର୍ଗେଙ୍କ ଘୋଷଣା, ୫୦ ବର୍ଷରୁ କମ୍ ବୟସ୍କ ନେତାଙ୍କୁ ସଂଗଠନର ୫୦ ପ୍ରତିଶତ ପଦବୀ…
ନୂଆଦିଲ୍ଲୀ,୨୬।୧୦ : କଂଗ୍ରେସ ଦଳର ନବନିର୍ବାଚିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ଦଳର ସମସ୍ତ ବହୁ ବଡ ନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କଂଗ୍ରେସ…
ମୋ ମୁଣ୍ଡରୁ ବଡ଼ ବୋଝ ଗଲା, ଖାର୍ଗେଙ୍କୁ ଦାୟିତ୍ୱ ହସ୍ତାନ୍ତର କରି କହିଲେ ସୋନିଆ…
ନୂଆଦିଲ୍ଲୀ,୨୬।୧୦ : ସୋନିଆ ଗାନ୍ଧୀ ବୁଧବାର ଆନୁଷ୍ଠାନିକ ଭାବେ ନୂଆ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ସେ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚିବା ପରେ ରାଷ୍ଟ୍ରପତି ପଦ ମଧ୍ୟ ଗ୍ରହଣ କରିଥିଲେ। ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…

