Home Middle

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଅଡିଓ ଲିକ୍‌

ଇସଲାମାବାଦ,୧୫ା୧୦: ଆମେରିକାର ସାଇଫର (ଗୁପ୍ତଚର ସଫ୍ଟଓ୍ବେୟାର)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଆଉ ଏକ ଅଡିଓ ଲିକ୍‌ ହୋଇଛି। ଶେହବାଜଙ୍କ ଦ୍ୱିତୀୟ ଅଡିଓ ଗୁରୁବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏପରିକି କିଛି ଦିନ ପୂର୍ବରୁ…

ପ୍ରକୃତ ସତ୍ୟଠାରୁ ଦୂରରେ ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ, କହିଲେ ଭାରତ ସରକାର…

ନୂଆଦିଲ୍ଲୀ,୧୫।୧୦ : ବିଶ୍ୱ କ୍ଷୁଧା ସୂଚକାଙ୍କ-୨୦୨୨ରେ ପ୍ରକାଶିତ ରିପୋର୍ଟକୁ ଭାରତ ସରକାର ଖଣ୍ଡନ କରିଛନ୍ତି। ସରକାର କହିଛନ୍ତି ଯେ ବିଶ୍ୱ କ୍ଷୁଧା ସୂଚକାଙ୍କ ଏକ ଭୁଲ ହିସାବ ଏବଂ ଏହାର ଅନେକ ଗମ୍ଭୀର ପଦ୍ଧତିଗତ ସମସ୍ୟା ରହିଛି। ଏହି ରିପୋର୍ଟ ତୃଣମୂଳସ୍ତରର…

ପ୍ରେସକ୍ରିପଶନ ଉପରେ ଶ୍ରୀହରି ଲେଖିବାକୁ ଡାକ୍ତରଙ୍କୁ ଶିବରାଜଙ୍କ ପରାମର୍ଶ…

ଭୋପାଳ,୧୫।୧୦ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଭାଜପାର ହିନ୍ଦୀକୁ ସରକାରୀ ଭାଷାରେ ସାମିଲ କରିବା ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ସେ ଶନିବାର ରାଜ୍ୟର ଡାକ୍ତରମାନଙ୍କୁ ରୋଗୀଙ୍କ ପ୍ରେସକ୍ରିପଶନ ଉପରେ ଆରଏକ୍ସ ଲେଖାଯାଉଥିବା ସ୍ଥାନରେ ଶ୍ରୀହରି ଲେଖିବାକୁ…

ଆଇନ ପେଶାରେ ନାରୀବାଦୀ ଚିନ୍ତା ସାମିଲ କରାଯିବା ଜରୁରୀ: ବିଚାରପତି ଚନ୍ଦ୍ରଚୂଡ…

ନୂଆଦିଲ୍ଲୀ,୧୫।୧୦ : ନ୍ୟାୟିକ ବୃତ୍ତିକୁ ଅଧିକ ସୁଗମ ତଥା ଅନ୍ତର୍ଭୁକ୍ତ କରିବାକୁ ଉଦ୍ୟମ କରିବା ଲାଗି ସୁପ୍ରିମକୋର୍ଟର ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ଆଇନ ଛାତ୍ରମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ ଶନିବାର ଆଇନ ଛାତ୍ରମାନଙ୍କୁ ନାରୀବାଦୀ ଚିନ୍ତାଧାରାକୁ ଆଇନ ପେଶାରେ ସାମିଲ କରିବାକୁ…

ଚୁକ୍ତିଭିତ୍ତିକ ନିଯୁକ୍ତି ଯୁଗ ଶେଷ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଶେଷ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି ଯୁଗ। ନିଯୁକ୍ତି ପାଇଥିବା ସମସ୍ତ କର୍ମଚାରୀ ନିୟମିତ ହେବେ। ଏହା ଉଚ୍ଛେଦ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଘୋଷଣା କରିଛନ୍ତି। ତେବେ ଏଥିନେଇ ରବିବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯିବ।…

ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ରାଜାଭିଷେକ ଉପରେ ରୋକ ଲଗାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୫।୧୦ : ସୁପ୍ରିମକୋର୍ଟ ଉତ୍ତରପ୍ରଦେଶର ଜ୍ୟୋର୍ତିପୀଠର ନୂତନ ଶଙ୍କରାଚାର୍ଯ୍ୟ ଭାବରେ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀଙ୍କ ରାଜାଭିଷେକ ଉପରେ ରୋକ ଲଗାଇଛନ୍ତି। ଜଷ୍ଟିସ ବି.ଆର ଗାଭାଇ ଏବଂ ବି.ଭି ନାଗରତ୍ନାଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କର ସୂଚନା…

୪୫ ବର୍ଷ ମଧ୍ୟରେ ଦେଶରେ ସବୁଠାରୁ ଅଧିକ ବେରୋଜଗାରୀ, ଚାକିରି କେଉଁଠି ଅଛି କୁହନ୍ତୁ : ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ପ୍ରଶ୍ନ…

ବେଲାରି,୧୫।୧୦ : କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରେ କର୍ନାଟକର ବେଲାରିରେ ପହଞ୍ଚିଛନ୍ତି। ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ୪୫ ବର୍ଷ ମଧ୍ୟରେ ସମ୍ପ୍ରତି ଭାରତରେ ସର୍ବାଧିକ…

ଆମେରିକା ରାଷ୍ଟ୍ରଦୂତଙ୍କୁ ସମନ ପାଇଁ ପାକିସ୍ତାନର ଯୋଜନା…

ଇସଲାମାବାଦ,୧୫।୧୦ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଦେଶ ବୋଲି କହିଛନ୍ତି। ଏହାକୁ ନେଇ ପାକିସ୍ତାନକୁ ବଡ଼ ଝଟ୍‌କା ଲାଗିଛି। ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ, ବିଶ୍ୱରେ ନିଜର ଭାବମୂର୍ତ୍ତିକୁ ଖରାପ କରିଦେଇଛି। ଆମେରିକା ରାଷ୍ଟ୍ରପତିଙ୍କ ମନ୍ତବ୍ୟ…

କାଏରୋ ପାର୍କରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଜୟଶଙ୍କର…

କାଏରୋ,୧୫।୧୦ : କାଏରୋର ପ୍ରସିଦ୍ଧ ପାର୍କରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶନିବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଇଜିପ୍ଟର ରାଜଧାନୀରେ ସେ କହିଛନ୍ତି ଯେ ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ବିଶ୍ୱର ସମସ୍ତଙ୍କ ପାଇଁ ନ୍ୟାୟ ଏବଂ…

ଏହା କ’ଣ ମୋଦି ସରକାରଙ୍କ ଆଛେ ଦିନ୍‌, ପାକିସ୍ତାନ ବି ଭାରତଠାରୁ ଆଗରେ, ଆରଜେଡ଼ିର କଟାକ୍ଷ…

ପାଟନା,୧୫।୧୦ : ବିଶ୍ୱ କ୍ଷୁଧା ସୂଚକାଙ୍କରେ (ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ)-୨୦୨୨ରେ ଭାରତ ୧୨୧ଟି ଦେଶର ମଧ୍ୟରେ ପୂର୍ବର ୧୦୧ ସ୍ଥାନରୁ ୧୦୭ ତମ ସ୍ଥାନକୁ ଖସି ଆସିଛି। ସୂଚକାଙ୍କ ପ୍ରକାଶ କରିଥିବା ସଂଗଠନ ଅନୁଯାୟୀ ଏହି ତାଲିକାରେ ଶ୍ରୀଲଙ୍କା ୬୪ ତମ…

ମୋଦି ସରକାରଙ୍କ ଶାସନ କାଳରେ ୨୦୧୪ଠାରୁ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ପଛୁଆ: ଚିଦାମ୍ବରମ…

ନୂଆଦିଲ୍ଲୀ,୧୫।୧୦ : ବିଶ୍ୱ କ୍ଷୁଧା ସୂଚକାଙ୍କରେ (ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ)-୨୦୨୨ରେ ଭାରତ ୧୨୧ଟି ଦେଶର ମଧ୍ୟରେ ପୂର୍ବର ୧୦୧ ସ୍ଥାନରୁ ୧୦୭ ତମ ସ୍ଥାନକୁ ଖସି ଆସିଛି। ଏହି ରିପୋର୍ଟକୁ ସୂଚାଇ କଂଗ୍ରେସ ଏମ୍‌ପି ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି…

ବିଶ୍ୱ କ୍ଷୁଧା ସୂଚକାଙ୍କରେ ପାକିସ୍ତାନ-ନେପାଳ-ଶ୍ରୀଲଙ୍କା-ବାଂଲାଦେଶଠାରୁ ପଛରେ ପଡ଼ିଲା ଭାରତ, ୧୦୭ ସ୍ଥାନରେ…

ନୂଆଦିଲ୍ଲୀ,୧୫।୧୦ : ବିଶ୍ୱ କ୍ଷୁଧା ସୂଚକାଙ୍କରେ (ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ)-୨୦୨୨ରେ ଭାରତ ୧୨୧ଟି ଦେଶର ମଧ୍ୟରେ ପୂର୍ବର ୧୦୧ ସ୍ଥାନରୁ ୧୦୭ ତମ ସ୍ଥାନକୁ ଖସି ଆସିଛି। ବର୍ତ୍ତମାନ ପଡୋଶୀ ଦେଶ ପାକିସ୍ଥାନ, ବାଂଲାଦେଶ, ନେପାଳ ଏବଂ ଶ୍ରୀଲଙ୍କା ମଧ୍ୟ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?