Home Middle

ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ, ୨୦୦ ବର୍ଷ ପରେ ୪ ଗ୍ରହ ବକ୍ରି…

ନୂଆଦିଲ୍ଲୀ,୩୧।୧୦ : ସୂର୍ଯ୍ୟ ପରାଗ ପରେ ଏବେ ନଭେମ୍ବର ୮(ମଙ୍ଗଳବାର)ରେ ଦେବ ଦୀପାବଳିରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ସୂର୍ଯ୍ୟପରାଗର ୧୫ ଦିନ ପରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାକୁ ଯାଉଛି। ଚନ୍ଦ୍ରଗ୍ରହଣ ଯୋଗୁ ଦେବ ଦୀପାବଳି ଏକ ଦିନ ପୂର୍ବରୁ ଅର୍ଥାତ୍‌…

ସାମୁଦ୍ରିକ ଝଡ଼ରେ ମୃତ୍ୟୁ ସଂଖ୍ୟା ୯୮ ଛୁଇଁଲା, ୫ ଲକ୍ଷରୁ ଅଧିକ ପରିବାର ପ୍ରଭାବିତ…

ମାନିଲା,୩୧।୧୦ : ଫିଲିପାଇନ୍ସର ପ୍ରବଳ ଟ୍ରପିକାଲ ଝଡ ପାଙ୍ଗ (ନାଲ୍ଗେ) ରେ ମୃତ୍ୟୁ ସଂଖ୍ୟା ୯୮କୁ ବୃଦ୍ଧି ପାଇଛି। ଫିଲିପାଇନ୍ସ ମିଡିଆ ରିପୋର୍ଟ ଅନୁଯାୟୀ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ଏବଂ ପରିଚାଳନା ପରିଷଦ କହିଛି ଯେ ପାଙ୍ଗ ଝଡ଼ରେ ମୃତ୍ୟୁ ଘଟିଥିବା…

ଦୈନିକ ସଂକ୍ରମଣ ୧୪ ଶହରୁ କମ୍‌ , ସକ୍ରିୟ ମାମଲା ୧୮ ହଜାର ତଳେ…

ନୂଆଦିଲ୍ଲୀ, ୩୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୮ ହଜାର ତଳେ ରହିଛି। ଗତ ୨୪…

ୟୁରୋପରୁ ପରିଚାଳିତ ହେଉଥିବା ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ୍‌…

ଶ୍ରୀନଗର,୩୧।୧୦ : ଜମ୍ମୁ-କଶ୍ମୀର ପୋଲିସ ୟୁରୋପରୁ ପରିଚାଳିତ ଏକ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିଥିବା ଦାବି କରିଛି। ଜମ୍ମୁରେ ଡ୍ରୋନ ସାହାଯ୍ୟରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ପଠାଇବାରେ ସମ୍ପୃକ୍ତ ଥିବା ଏହାର ଦୁଇ ସଦସ୍ୟଙ୍କୁ ପୋଲିସ ଗିରଫ କରିଥିଲା।…

ତୁର୍କୀ ଆବଶ୍ୟକ କରୁଛି ନୂଆ ସମ୍ବିଧାନ: ରାଷ୍ଟ୍ରପତି…

ଆଙ୍କରା,୩୧।୧୦ : ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ ଏକ ନୂତନ ସମ୍ବିଧାନର ପ୍ରତିଶ୍ରୁତି ଦେଇଛନ୍ତି। ଆଙ୍କରାରେ ନିଜ ଭାଷଣରେ ନାଗରିକଙ୍କ ଅଧିକାର ଏବଂ ସ୍ବାଧୀନତାକୁ ନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ୧୯୮୦ ରେ ସାମରିକ ଶାସକଙ୍କ ଦ୍ୱାରା କ୍ଷମତା…

ସର୍ଦ୍ଦାର ପଟେଲଙ୍କ ଜୟନ୍ତିରେ କେବଡିୟାରେ ଏକତାର ଶପଥ ଦେଲେ ମୋଦି

ଗାନ୍ଧିନଗର,୩୧ ।୧୦: ସର୍ଦ୍ଦାର ପଟେଲଙ୍କ ୧୪୭ ତମ ଜୟନ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦି ୩୧ ଅକ୍ଟୋବର ୨୦୨୨ ସୋମବାର ଗୁଜରାଟର…

ଖାଦ୍ୟଶସ୍ୟ ଯୋଗାଣ ଚୁକ୍ତି ସ୍ଥଗିତ ରଖିଲା ରୁଷିଆ…

ମସ୍କୋ,୩୧।୧୦ : ଖାଦ୍ୟଶସ୍ୟ ଯୋଗାଣ ଚୁକ୍ତିରେ ଅଂଶଗ୍ରହଣକୁ ସ୍ଥଗିତ ରଖିବାକୁ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି। ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ସେବାଷ୍ଟୋପୋଲ ନିକଟ କୃଷ୍ଣ ସାଗରରେ ଅବସ୍ଥିତ ରୁଷିଆର ନୌବାହିନୀ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ…

ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଯୋଗ କହିବ ଆମେରିକା…

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୧।୧୦ : ରଣନୈତିକ ଦୃଷ୍ଟିକୋଣରୁ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସ୍ଥିରତା ପାଇଁ ଭାରତର ଭୂମିକାକୁ ବୃଦ୍ଧି କରାଇବାକୁ ଆମେରିକା ସହଯୋଗ କରିବ। ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ଅନୁଯାୟୀ, ଭାରତ ଏହି ମହାସାଗରରେ ସୁରକ୍ଷା ଯୋଗାଉଥିବା ଏକ ପ୍ରମୁଖ ଦେଶ ହୋଇସାରିଛି।…

ବୋଲସୋନାରୋ କ୍ଷମତାରୁ ହଟିଲେ,ବାମପନ୍ଥୀ ଲୁଲାଙ୍କ ବିଜୟ…

ବ୍ରାସିଲିଆ,୩୧।୧୦: ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନରେ ବାମପନ୍ଥୀ ୱାର୍କର୍ସ ପାର୍ଟିର ଲୁଇଜ ଇନାସିଓ ଲୁଲା ଡା ସିଲଭା ବିଜୟ ହାସଲ କରିଛନ୍ତି। ସେ ବର୍ତ୍ତମାନର ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କୁ ପରାସ୍ତ କରିଛନ୍ତି। ବ୍ରାଜିଲର ନିର୍ବାଚନ ଅଧିକାରୀଙ୍କ ଫଳାଫଳ ଘୋଷଣା ଆଧାରରେ ଆସୋସିଏଟେଡ ପ୍ରେସ…

ଆଜି ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର/କୋରାପୁଟ,୩୧ା୧୦(ବ୍ୟୁରୋ/ନି.ପ୍ର.):କୋରାପୁଟ ଜିଲାବାସୀଙ୍କ ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ସୋମବାର ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ଜୟପୁର ବିମାନବନ୍ଦରକୁ ନିୟମିତ ବିମାନ ଉଡ଼ାଣ ଆରମ୍ଭ ହେବ। ଅହମ୍ମଦାବାଦସ୍ଥିତ ଇଣ୍ଡିଆନ ଏୟାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ)ରୁ ଓଡ଼ିଶାର…

ସ୍ପେନ୍‌କୁ ସ୍ବର୍ଣ୍ଣ, କଲମ୍ବିଆ ରୌପ୍ୟ

ଭୁବନେଶ୍ୱର, ୩୧।୧୦ ,(କ୍ରୀଡ଼ା ପ୍ରତିନିଧି): ଗତଥରର ଚାମ୍ପିୟନ ସ୍ପେନ୍‌ ଏଥର ମଧ୍ୟ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଚାମ୍ପିୟନ ହୋଇଛି। ନଭି ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଫାଇନାଲରେ କଡ଼ା ଟକ୍କର ଦେଇଥିଲା କଲମ୍ବିଆ। ପୂରା…

ଧାମନଗର ଉପନିର୍ବାଚନ:ଆଜି ଭର୍ଚୁଆଲ ମୋଡ୍‌ରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ଭଦ୍ରକ ଜିଲାର ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଭର୍ଚୁଆଲ ମୋଡ୍‌ରେ ପ୍ରଚାର କରିବେ। ଏଥିଲାଗି ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଏଲଇଡି ଲଗାଯାଇଛି। ଧୂଷୁରୀ, ଅସୁରାଳି, ଧାମନଗର, ତିହିଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?