Home Middle

ଆନ୍ନା ହଜାରେଙ୍କ କାନ୍ଧରେ ବନ୍ଧୁକ ରଖି ଭାଜପା ଫୁଟାଉଛି ଗୁଳି, କେଜରିଓ୍ବାଲଙ୍କ ଉତ୍ତର…

ନୂଆଦିଲ୍ଲୀ, ୩୦।୮ : ଦିଲ୍ଲୀରେ ଚାଲିଥିବା ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପାକୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଭାଜପା କହୁଛି ମଦ ନୀତିରେ ଦୁର୍ନୀତି ହୋଇଛି। କିନ୍ତୁ ସିବିଆଇ କହିଛି କୌଣସି ଦୁର୍ନୀତି ନାହିଁ। ଲୋକମାନେ…

ଉଦଗାହ ପଡ଼ିଆରେ ଗଣେଶ ଉତ୍ସବକୁ ମନା, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୩୦।୮ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ଇଦଗାହ ପଡ଼ିଆରେ ଗଣେଶ ପୂଜା ଅନୁମତିକୁ ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ପଡ଼ିଆରେ ଗଣେଶ ପୂଜା କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି। ସେଠାରେ ଯଥାସ୍ଥିତି ବଜାୟ ରଖାଯିବ। ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଖାରଜ…

ହାଇକୋର୍ଟରେ ସୋନିଆ-ରାହୁଲଙ୍କ ସତ୍ୟପାଠ, ଆମକୁ କରାଯାଉଛି ଟାର୍ଗେଟ…

ନୂଆଦିଲ୍ଲୀ, ୩୦।୮ : ଦିଲ୍ଲୀ ଦଙ୍ଗା ସମୟରେ ଉତ୍ତେଜନା ସୃଷ୍ଟିକାରୀ ବିବୃତ୍ତି ସମ୍ପର୍କରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦିଲ୍ଲୀ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ସୋନିଆ ଗାନ୍ଧୀ ଏବଂ ରାହୁଲ…

ଭାଜପା ପିଲା ଚୋର ପାର୍ଟି, ସିସୋଡିଆଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ, ୩୦।୮ : ମଦ ନୀତିକୁ ନେଇ ଭାଜପା ଏବଂ ଏଏପି ମଧ୍ୟରେ ବିବାଦ ଜାରି ରହିଛି। ମଙ୍ଗଳବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବ୍ୟାଙ୍କ ଲକର ସିବିଆଇ ଦ୍ୱାରା ଯାଞ୍ଚ କରାଯାଇଥିଲା। ଏଥି ସହିତ, ଏହି ଅନୁସନ୍ଧାନରେ ଏଏପି ନେତା…

ବିରୋଧି ଦଳ ୨୦୨୪ ନୁହେଁ ୨୦୨୯ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ, ଜାଭଡେକରଙ୍କ ପରାମର୍ଶ …

ମୁମ୍ବାଇ, ୩୦।୮ : ବରିଷ୍ଠ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ବିରୋଧୀଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ୱ ଏବଂ ଦେଶର ଲୋକଙ୍କ ପାଇଁ ସେ କରୁଥିବା କାର୍ଯ୍ୟକୁ ବୁଝିବା ଉଚିତ। ତେଣୁ ବିରୋଧୀଙ୍କୁ…

କଂଗ୍ରେସର କଟାକ୍ଷ, ରାଜ୍ୟ ସଭା ଆସନ ଉପରେ ସଙ୍କଟ ପରେ ଆଜାଦଙ୍କୁ ପ୍ରାପ୍ତ ହୋଇଛି ଦିବ୍ୟଜ୍ଞାନ…

ନୂଆଦିଲ୍ଲୀ, ୩୦।୮ : କଂଗ୍ରେସ ଦଳ ତଥା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବା ପରେ ଗୁଲାମ ନବୀ ଆଜାଦଙ୍କୁ ମଙ୍ଗଳବାର କଂଗ୍ରେସ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। ଦଳ ପକ୍ଷରୁ କୁହାଯାଇଛି ରାଜ୍ୟ ସଭା ଆସନ ଉପରେ ସଙ୍କଟ ପରେ ହିଁ…

ମୋଦିଙ୍କ ମନ୍ତବ୍ୟର ଉତ୍ତର ଦେଲେ ପାଓ୍ବାର, ଏତେ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି ମୋର ଅନୁମାନ ନ ଥିଲା…

ମୁମ୍ବାଇ, ୩୦।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ନେଇ ବରିଷ୍ଠ ନେତା ଶରଦ ପାୱାର ଏକ କଟାକ୍ଷ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଶରଦ ପାୱାରଙ୍କ ଆଙ୍ଗୁଠି ଧରି ସେ ରାଜନୀତିରେ ପହଞ୍ଚିଛନ୍ତି। ଏହାର ଉତ୍ତରରେ ଶରଦ ପାୱାର…

ଇଦଗାହ ପଡ଼ିଆରେ ଗଣେଶ ପୂଜା ନେଇ ଉତ୍ତେଜନା, ସୁରକ୍ଷା ଦାୟିତ୍ୱରେ ୧୬୦୦ ପୋଲିସ, ସୁପ୍ରିମ୍‌କୋର୍ଟରେ ମାମଲା …

ବେଙ୍ଗାଲୁରୁ, ୩୦।୮ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ଇଦଗାହ ପଡ଼ିଆରେ ଗଣେଶ ପୂଜା ଅନୁମତି ନେଇ ଏକ ବଡ଼ ବିବାଦ ଉପୁଜିଛି। ସର୍ବଶେଷ ସୂଚନା ଅନୁଯାୟୀ, ସୁରକ୍ଷା ଦୃଷ୍ଟିରୁ ବହୁ ସଂଖ୍ୟକ ପୋଲିସ ମୁତୟନ କରାଯାଇଛି। ଏହି ସମୟରେ ରାଜ୍ୟର ୱାକଫ…

ଗୁଜରାଟ ଦଙ୍ଗାର ସମସ୍ତ ମାମଲା ବନ୍ଦ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୩୦।୮ : ଗୁଜରାଟରେ ୨୦୦୨ ହୋଇଥିବା ଦଙ୍ଗା ସହ ଜଡିତ ସମସ୍ତ ମାମଲା ସୁପ୍ରିମକୋର୍ଟ ବନ୍ଦ କରି ଦେଇଛନ୍ତି। ସୁପ୍ରିମକୋର୍ଟରେ ଗୋଟିଏ ମାମଲା ବିଚାରାଧୀନ ଥିଲା। ସୁପ୍ରିମକୋର୍ଟ କହିଛନ୍ତି ଯେ ସମୟ ବିତିବା ସହିତ ମାମଲା ବର୍ତ୍ତମାନ ନିଷ୍ଫଳ ହୋଇଯାଇଛି।…

ବାବ୍ରି ବିଧ୍ୱଂସ ସମ୍ପର୍କିତ ସମସ୍ତ ମାମଲା ବନ୍ଦ, ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ନୂଆଦିଲ୍ଲୀ, ୩୦।୮ : ୬ ଡିସେମ୍ବର ୧୯୯୨ରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ବାବ୍ରି ବିଧ୍ୱଂସ ସମ୍ପର୍କିତ ସମସ୍ତ ମାମଲାକୁ । ସୁପ୍ରିମକୋର୍ଟ ବନ୍ଦ କରି ଦେଇଛନ୍ତି। ଏହା ବ୍ୟତୀତ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏହି ମାମଲାରେ ଦାଖଲ ହୋଇଥିବା ଅବମାନନା ଆବେଦନକୁ ବନ୍ଦ…

ମହିଳା ନିର୍ଯାତନା ୧୫.୩ ପ୍ରତିଶତ ବୃଦ୍ଧି, ବଳାତ୍କାରରେ ପୁଣି ଶୀର୍ଷରେ ରାଜସ୍ଥାନ…

ନୂଆଦିଲ୍ଲୀ, ୩୦।୮ : ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ପୂର୍ବ ବର୍ଷ ତୁଳନାରେ ୨୦୨୧ ମସିହାରେ ମହିଳା ନିର୍ଯାତନା ୧୫.୩ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦ ବର୍ଷରେ ୩ ଲକ୍ଷ ୭୧ ହଜାର…

ସୋରେନଙ୍କୁ ଘାରିଛି ବିଧାୟକଙ୍କ ବାଡ଼ ଡେଇଁବା ଭୟ…

ରାଞ୍ଚି,୩୦।୮ : ଝାଡଖଣ୍ଡରେ ରାଜନୈତିକ ସଙ୍କଟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ବିଧାୟକ କାଳେ ଦଳ ବାଡ଼ ଡେଇଁ ଅନ୍ୟ ଦଳରେ ମିଶିବେ ଭୟରେ ରହିଛନ୍ତି। ତେଣୁ ସେ ବିଧାୟକଙ୍କ ପଛ ଛାଡୁ ନାହାଁନ୍ତି। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri