ମୋରବି ମାମଲାରେ ଗୁଜରାଟ ସରକାରଙ୍କୁ ହାଇକୋର୍ଟଙ୍କ ଛାଟ, ଚାଲାକି ନ କରି ପ୍ରଶ୍ନର ଜବାବ ଦିଅ…
ଅହମଦାବାଦ,୧୫।୧୧ : ଗୁଜରାଟରେ ମୋରବି ଝୁଲାପୋଲ ଦୁର୍ଘଟଣାକୁ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହାର ମରାମତି ପାଇଁ ଚୁକ୍ତିନାମା ପ୍ରଦାନ କରିବାର ପଦ୍ଧତି ଉପରେ ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି। ଅଦାଲତ ମୁଖ୍ୟ ଶାସନ ସଚିବଙ୍କୁ ଡକାଇ…
ଭାରତ ଯୋଡୋ ଯାତ୍ରା ଭୋଟ ବ୍ୟାଙ୍କ ରାଜନୀତି ନୁହେଁ…
ମୁମ୍ବାଇ,୧୫।୧୧ : କଂଗ୍ରେସର ମହାସଚିବ ଜୟରାମ ରମେଶ ମଙ୍ଗଳବାର ମହାରାଷ୍ଟ୍ରର ୱାଶିମରେ କହିଛନ୍ତି ଯେ ଭାରତ ଯୋଡୋ ଯାତ୍ରାର ଉଦ୍ଦେଶ୍ୟ ଭୋଟ ବ୍ୟାଙ୍କ ସହିତ ଜଡିତ ନୁହେଁ। ଆମର ଲକ୍ଷ୍ୟ ରାଜନୀତିଠାରୁ ଅଧିକ ବୋଲି ସେ କହିଛନ୍ତି। ଅବଶ୍ୟ, ଏହା ଏକ…
ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଲେ ମୋଦି
ବାଲି,୧୫।୧୧: ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆର ବାଲିରେ ପହଞ୍ଚିଛନ୍ତି। ଏଠାରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ ହେବା ପରେ ସୁନକଙ୍କ ସହ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ…
ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ: ଯୁଦ୍ଧ ସଙ୍କଟ ଉପରେ ଆଲୋକପାତ କଲେ ମୋଦି
ବାଲି,୧୫।୧୧: ଇଣ୍ଡୋନେସିଆର ବାଲିରେ ଆଜିଠାରୁ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ବିଶେଷ ମତ ଦେଇଛନ୍ତି। ସେ…
ଶରଥ କମଲ ପାଇବେ ଖେଳରତ୍ନ
ନୂଆଦିଲ୍ଲୀ,୧୫ା୧୧: ଭାରତର ଟେବଲ ଟେନିସ କିମ୍ବଦନ୍ତୀ ଅଚନ୍ତା ଶରଥ କମଲଙ୍କୁ ମିଳିବ ସମ୍ମାନଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର। ନଭେମ୍ବର ୩୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ତାଙ୍କୁ ପୁରସ୍କାର ପ୍ରଦାନ କରିବେ। ଶରଥ କମଲ ଏକମାତ୍ର ଆଥଲେଟ…
ଆଜି ବିଶ୍ୱର ଜନସଂଖ୍ୟା ହେବ ୮ ଅରବ: ରିପୋର୍ଟ
ଲଣ୍ଡନ,୧୫ ।୧୧: ବିଶ୍ୱର ଜନସଂଖ୍ୟା ଆଜି ଅର୍ଥାତ୍ ୧୫ ନଭେମ୍ବରରେ ୮ ଅରବ ହୋଇଯିବ । ମିଳିତ ଜାତିସଂଘର ରିପୋର୍ଟରେ ଦାବି କରାଯାଇଛି କି ପୃଥିବୀରେ ଲୋକ ସଂଖ୍ୟା ୨୦୩୦ ବେଳକୁ ୮୫୦ କୋଟି, ୨୦୫୦ ବେଳକୁ ୯୭୦ କୋଟି ଓ…
୧୫ ଡିଗ୍ରୀ ତଳେ ୮ ସହର
ଭୁବନେଶ୍ୱର,୧୫ା୧୧(ବ୍ୟୁରେ):ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ବୃଦ୍ଧି ପାଇଛି। ଗତ ଦୁଇଦିନ ହେବ ପାରଦ ତଳମୁହାଁ ହୋଇଛି। ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳକୁ ଖସିଛି। ରାଜ୍ୟର ୮ଟି ସହର ୧୫ ଡିଗ୍ରୀ ସେଲସିୟସ ତଳେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ…
ପଦ୍ମପୁର ଉପନିର୍ବାଚନ: ଦରଦ ନା ରାଜନୈତିକ ଚାଲ୍
ବରଗଡ଼ ଅଫିସ୍,୧୫।୧୧:ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ତାରିଖରେ ମତଦାନ ହେବ। ଉପନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଚାଲିଛି। ଏହି ସମୟରେ ଅଞ୍ଚଳବାସୀ ମଧ୍ୟ ସେମାନଙ୍କ ପ୍ରମୁଖ ଦାବିଗୁଡ଼ିକୁ ଉପସ୍ଥାପନ କରୁଛନ୍ତି। ପ୍ରଧାନମନ୍ତ୍ରୀ ଫସଲବୀମା ସହାୟତା…
ଆମାଜନରୁ ୧୦୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଚାଲିଛି ପ୍ର୍ସ୍ତୁତି
ନୂଆଦିଲ୍ଲୀ,୧୫ ।୧୧: ବିଶ୍ୱର ପ୍ରାୟ ସମସ୍ତ ବଡ ବଡ କମ୍ପାନୀରୁ ଛଟେଇ କରିବା ପ୍ରକ୍ରିୟା ଜାରି ରହିଛି । ଆମେରିକାର ଟେକ୍ନୋଲୋଜି ଓ ଇ-କମର୍ସର ବଡ କମ୍ପାନୀ ଆମାଜନ ତା’ର କର୍ମଚାରୀଙ୍କୁ ଛଟେଇ କରିବା ପ୍ରକ୍ରିୟା ଆରମ୍ଭ କରି ଦେଇଛି ।…
ରାଷ୍ଟ୍ରପତି ମୁର୍ମୁଙ୍କୁ ନେଇ ଟିଏମ୍ସି ନେତା ଦେଇଥିବା ବିବାଦୀୟ ବୟାନ ଉପରେ କ୍ଷମା ମାଗିଲେ ମମତା
କୋଲକାତା,୧୪।୧୧: ଟିଏମ୍ସି ନେତା ତଥା ମନ୍ତ୍ରୀ ଅଖିଲ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷମା ମାଗିଛନ୍ତି। ଆମ ନେତାଙ୍କ ବୟାନ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ବୋଲି…
ଅବିବାହିତା ଝିଅଙ୍କୁ ଉଚ୍ଚଶିକ୍ଷା ଦେବା ପିତାଙ୍କ ଦାୟିତ୍ୱ…
ନୂଆଦିଲ୍ଲୀ,୧୪।୧୧ : ଦିଲ୍ଲୀର କଡ଼କଡ଼ଡୁମା ଫ୍ୟାମିଲି କୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ଅବିବାହିତ ଝିଅଙ୍କର ଉଚ୍ଚଶିକ୍ଷାର ଖର୍ଚ୍ଚ ବହନ କରିବା ପିତାଙ୍କ ଦାୟିତ୍ୱ। ଏ ସମ୍ପର୍କରେ ଜଣେ ଝିଅ କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ତାଙ୍କ…
ପଦ୍ମପୁର ଉପନିର୍ବାଚନ: ବର୍ଷା ବରିହା ବିଜେଡି ପ୍ରାର୍ଥୀ
ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ସ୍ବର୍ଗତ ବିଧାୟକ ବିଜୟ ସିଂ ବରିହାଙ୍କ ବଡ ଝିଅ ବର୍ଷା ସିଂ ବରିହା ହେଲେ ବିଜେଡି ପ୍ରାର୍ଥୀ। ସୋମବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।…

