Home Middle

କେନ୍ଦ୍ର ସରକାରଙ୍କୁ ବିଚାରପତି ନିଯୁକ୍ତି ଦାୟିତ୍ୱ ଦେବା ବିପଜ୍ଜନକ: କପିଲ ସିବଲ…

ନୂଆଦିଲ୍ଲୀ,୨୦।୧୨ : ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲ କେନ୍ଦ୍ର ସରକାରଙ୍କୁ ସ୍ବାଧୀନତାର ଶେଷ ଭିତ୍ତିଭୂମି ନ୍ୟାୟପାଳିକାକୁ ନିଜ ହାତକୁ ନେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ଏହା ବିରୋଧରେ କୋର୍ଟ ଦୃଢ଼ ଭାବରେ…

ବନ୍ଧକ ଉଦ୍ଧାର,ସମସ୍ତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର, ୨ କମାଣ୍ଡୋ ମୃତ…

ଇସଲାମାବାଦ,୨୦।୧୨ : ପାକିସ୍ତାନ ସେନାର ସ୍ବତନ୍ତ୍ର ବାହିନୀ ମଙ୍ଗଳବାର ଖାଇବର-ପାସ୍ତୁନଖ୍ବା ପ୍ରଦେଶର ଏକ କେନ୍ଦ୍ରରେ କିଛି ଲୋକଙ୍କୁ ବନ୍ଧକ ରଖିଥିବା ସମସ୍ତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି। ଏହା ସହିତ ବନ୍ଧକ ଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏହାପୂର୍ବରୁ ତାଲିବାନ ଆତଙ୍କବାଦୀମାନେ…

ପାକିସ୍ତାନରେ ବିଦ୍ୟୁତ୍‌ ସଙ୍କଟ: ରାତି ୮ରୁ ବଜାର ବନ୍ଦ…

ଇସଲାମାବାଦ,୨୦।୧୨ : ନଗଦ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନ ମଙ୍ଗଳବାର ଶକ୍ତି ସଂରକ୍ଷଣ ପାଇଁ ଏକ ଯୋଜନା ଉପସ୍ଥାପନ କରିଛି। ଏହା ଅନ୍ତର୍ଗତ ରାତି ଆଠଟା ପରେ ଦେଶର ସମସ୍ତ ବଜାର ଏବଂ ରେଷ୍ଟୁରାଣ୍ଟ ବନ୍ଦ ରହିବ। ଏଥି ସହିତ, ବିବାହ…

ଷ୍ଟକ ଏକ୍ସଚେଞ୍ଜ ମାଧ୍ୟମରେ ଭବିଷ୍ୟତରେ ହୋଇପାରିବନି ଶେୟାର କିଣା: ସେବି…

ମୁମ୍ବାଇ,୨୦।୧୨ : ସେବି ମୁଖ୍ୟ ମାଧବୀ ପୁରୀ ବୁଚ କହିଛନ୍ତି ଯେ ଶେୟାର କିଣା ପାଇଁ ଷ୍ଟକ ଏକ୍ସଚେଞ୍ଜ ମାର୍ଗ ଅସୁରକ୍ଷିତ ଏବଂ ପକ୍ଷପାତପୂର୍ଣ୍ଣ ଅଟେ। ଏଥିପାଇଁ ଟେଣ୍ଡର ଅଫରର ମାର୍ଗ ବ୍ୟବହାର କରାଯିବା ଉଚିତ। ସେବି ବୋର୍ଡ ଷ୍ଟକ ଏକ୍ସଚେଞ୍ଜ…

ସୁସ୍ଥତା ହାର ବଢ଼ିଲା…

ନୂଆଦିଲ୍ଲୀ, ୨୦।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି…

ପ୍ରଧାନମନ୍ତ୍ରୀ-ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ ଶୁଭେନ୍ଦୁ, କହିଲେ ଟିଏମ୍‌ସି ସବୁଠାରୁ ଦୁର୍ନୀତିଗ୍ରସ୍ତ ପାର୍ଟି…

ନୂଆଦିଲ୍ଲୀ,୨୦।୧୨ : ପଶ୍ଚିମବଙ୍ଗରେ ବିରୋଧୀ ଦଳର ନେତା ତଥା ଭାଜପା ବିଧାୟକ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) କୁ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ପାର୍ଟି ବୋଲି କହିଛନ୍ତି। ସେ ମଙ୍ଗଳବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ସାମାଜିକ ପ୍ରଗତି ସୂଚକାଙ୍କରେ ପୁଡୁଚେରୀ-ଲାକ୍ଷାଦୀପ-ଗୋଆ ଆଗୁଆ…

ନୂଆଦିଲ୍ଲୀ,୨୦।୧୨ : କେନ୍ଦ୍ର ସରକାର ସାମାଜିକ ପ୍ରଗତି ସୂଚକାଙ୍କ ପ୍ରକାଶ କରିଛନ୍ତି। ଏଥିରେ ପୁଡୁଚେରୀ, ଲାକ୍ଷାଦୀପ ଏବଂ ଗୋଆ ଆଗୁଆ ରହିଛନ୍ତି। ଜିତିଛନ୍ତି। ଅନ୍ୟପକ୍ଷରେ, ଜିଲାସ୍ତରରେ ମିଜୋରାମ ରାଜ୍ୟର ଆଇଜ୍ୱାଲ, ହିମାଚଳ ପ୍ରଦେଶର ସୋଲାନ ଏବଂ ଶିମଲାକୁ ସର୍ବୋତ୍ତମ ଜିଲାରେ ଅନ୍ତର୍ଭୁକ୍ତ…

ମଲ୍ଲିକାର୍ଜୁନଙ୍କ ସହିତ ମଧ୍ୟାହ୍ନ ଭୋଜନ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୦।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସଂସଦରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଛନ୍ତି। ଏହି ସମୟରେ ସେମାନଙ୍କୁ ବାଜରାରେ ପ୍ରସ୍ତୁତ ଡିସ ପରସା ଯାଇଥିଲା । ପ୍ରଧାନମନ୍ତ୍ରୀ…

ପ୍ରଳୟ କ୍ଷେପଣାସ୍ତ୍ର କିଣିବା ପାଇଁ ସେନାର ଯୋଜନା…

ନୂଆଦିଲ୍ଲୀ,୨୦।୧୨ : ଚାଇନ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ଭାରତୀୟ ସେନା ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରଳୟ କିଣିବାକୁ ଚିନ୍ତା କରୁଛି। ଏହା ୧୫୦ ରୁ ୫୦୦ କିଲୋମିଟର ଦୂରରେ ଅବସ୍ଥିତ ଶତ୍ରୁ ସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବାକୁ ସକ୍ଷମ ହେବ।…

ୟାର୍ଡ-୧୧୮୭୯ ନୌସେନାକୁ ହସ୍ତାନ୍ତର…

ନୂଆଦିଲ୍ଲୀ,୨୦।୧୨ : ପ୍ରୋଜେକ୍ଟ ୭୫ର, ୟାର୍ଡ-୧୧୮୭୯ ର ପଞ୍ଚମ କାଲଭାରୀ ଶ୍ରେଣୀ ବୁଡ଼ାଜାହାଜ ନୌସେନାକୁ ହସ୍ତାନ୍ତର କରାଯାଇଛି ବୋଲି ଭାରତୀୟ ନୌସେନା ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଅଧିକାରୀ କହିଛନ୍ତି ଯେ ପ୍ରୋଜେକ୍ଟ ୭୫ ଅନୁଯାୟୀ ସ୍କର୍ପିନ ଡିଜାଇନର ୬ଟି ବୁଡ଼ାଜାହାଜ ସ୍ବଦେଶୀ…

୬୦ ବର୍ଷ ତଳେ ଚାଇନା ନେଇଥିବା ଜମି ଫେରାଇ ଆଣିବେ ଭାରତ ସରକାର: ଭାଜପା ଏମ୍‌ପି…

ନୂଆଦିଲ୍ଲୀ,୨୦।୧୨ : ଚାଇନା ୬୦ ବର୍ଷ ତଳେ ନେଇଥିବା ଜମି ଭାରତ ସରକାର ଫେରାଇ ଆଣିବେ। ଭାଜପା ଏମ୍‌ପି ପ୍ରତାପ ପାଟିଲ ମଙ୍ଗଳବାର ଲୋକ ସଭାରେ ଏହା କହିଛନ୍ତି। ୧୯୬୨ ଯୁଦ୍ଧରେ ଭାରତ ହରାଇଥିବା ଜମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର…

୨୦୨୧ରେ ପ୍ରତିଦିନ ୧୧୫ ଦିନ ମଜୁରିଆ-୬୩ ଗୃହିଣୀ କରିଛନ୍ତି ଆତ୍ମହତ୍ୟା…

ନୂଆଦିଲ୍ଲୀ,୨୦।୧୨ : ଭାରତରେ, ୨୦୨୧ ମସିହାରେ ପ୍ରତିଦିନ ୧୧୫ ଦିନ ମଜୁରିଆ ଏବଂ ୬୩ ଗୃହିଣୀ ଆତ୍ମହତ୍ୟା କରିଥିଲେ। ଏହି ସମୟ ମଧ୍ୟରେ ଦେଶରେ ସମୁଦାୟ ୧,୬୪,୦୩୩ ଆତ୍ମହତ୍ୟା ଘଟଣା ଘଟିଥିଲା । ମଙ୍ଗଳବାର ଲୋକ ସଭାରେ ସରକାର ଏହି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?