ଭାରତ-ଚାଇନା ପ୍ରସଙ୍ଗ: ବିରୋଧୀଙ୍କ ପ୍ରଦର୍ଶନ, ସଂସଦରେ ଚର୍ଚ୍ଚା ପାଇଁ ଦାବି…
ନୂଆଦିଲ୍ଲୀ,୨୧।୧୨ : କଂଗ୍ରେସ ନେତା ସୋନିଆ ଗାନ୍ଧୀ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ହେବା ନେଇ ଉଦବେଗ ପ୍ରକାଶ କରିଛନ୍ତି। ଦଳର ସଂସଦୀୟ ଦଳ ବୈଠକ ପରେ କଂଗ୍ରେସ ନେତା ତଥା ଅନ୍ୟ…
ଦିନେ କମିଲେ ପୁଣି ବଢୁଛି, ଆଜି ସମୀକ୍ଷା ବୈଠକ…
ନୂଆଦିଲ୍ଲୀ, ୨୧।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି…
ଚାଇନାରେ କରୋନା ତାଣ୍ଡବ ଆରମ୍ଭ…
ବେଜିଂ,୨୧।୧୨ : ଯେତେବେଳେ ସମଗ୍ର ବିଶ୍ୱ କରୋନା ସଂକ୍ରମଣରୁ ବାହାରକୁ ଆସୁଛି, ସେତେବେଳେ ଚାଇନାରେ ଏକ ନୂତନ ସଂକ୍ରମଣର ଲହର ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓରେ ଦର୍ଶାଯାଇଛି ଯେ ଚାଇନାର ଡାକ୍ତରଖାନାଗୁଡ଼ିକ ଆକ୍ରାନ୍ତ ଏବଂ ମୃତଦେହ ସଂଖ୍ୟା ବଢ଼ିବାରେ…
ଜେଲେନସ୍କିଙ୍କ ଆମେରିକା ଗସ୍ତ ପୂର୍ବରୁ ରୁଷିଆ-ଚାଇନା ଏକଜୁଟ…
ଓ୍ବାଶିଂଟନ,୨୧।୧୨ : ଫେବୃଆରୀରେ ରୁଷିଆର ଆକ୍ରମଣ ଆରମ୍ଭ ହେବା ଦିନଠାରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଯାଉଛନ୍ତି। ସେ ଆମେରିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହା ପୂର୍ବରୁ ଚାଇନା ଏବଂ ରୁଷିଆ ଏକଜୁଟ…
ଦେଶର ହିତ ପାଇଁ ଭାରତ ଯୋଡୋ ଯାତ୍ରା ବନ୍ଦ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ରାହୁଲଙ୍କୁ ଲେଖିଲେ ଚିଠି…
ନୂଆଦିଲ୍ଲୀ,୨୧।୧୨ : ସମଗ୍ର ବିଶ୍ୱରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର ସର୍ତକ ସୂଚନା ଜାରି କରିଛନ୍ତି। ନୂତନ ମାମଲା ଉପରେ ନଜର ରଖିବାକୁ ଏବଂ ଜିନୋମ ସିକ୍ୱେନ୍ସିଂକୁ ବୃଦ୍ଧି କରିବାକୁ କେନ୍ଦ୍ର ସମସ୍ତ ରାଜ୍ୟକୁ କହିଛନ୍ତି।…
ମହିଳା ଶିକ୍ଷା ଉପରେ ତାଲିବାନର ପ୍ରତିବନ୍ଧକ,ଜାତିସଂଘ-ଆମେରିକା ଜାରି କଲେ ନିନ୍ଦା ପ୍ରସ୍ତାବ…
କାବୁଲ,୨୧।୧୨ : ଆଫଗାନିସ୍ତାନରେ ମହିଳା ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ତାଲିବାନର ନିଷ୍ପତ୍ତିକୁ ଆମେରିକା ନିନ୍ଦା କରିଛି। ହ୍ବାଇଟ ହାଉସର ଏନଏସସି ମୁଖପାତ୍ର ଆଡ୍ରିଏନ ୱାଟସନ କହିଛନ୍ତି ଯେ ଆଫଗାନିସ୍ତାନ ମହିଳାମାନଙ୍କୁ ବିଶ୍ୱବିଦ୍ୟାଳୟସ୍ତରୀୟ ଶିକ୍ଷା ଗ୍ରହଣ ନକରିବା ପାଇଁ ତାଲିବାନର…
ମହାଶିବରାତ୍ରୀ ପାଳନ ପାଇଁ ପାକିସ୍ତାନ ପହଞ୍ଚିଲେ ୮୯ ଭାରତୀୟ…
ଇସଲାମାବାଦ/ନୂଆଦିଲ୍ଲୀ,୨୧।୧୨ : ଭାରତର ୮୯ ହିନ୍ଦୁ ତୀର୍ଥଯାତ୍ରୀ ମଙ୍ଗଳବାର ପାକିସ୍ତାନର ପଞ୍ଜାବ ପ୍ରଦେଶର କଟାସ ରାଜ ମନ୍ଦିରରେ ମହା ଶିବରାତ୍ରୀଙ୍କୁ ପାଳନ କରିବା ପାଇଁ ଏଠାରେ ପହଞ୍ଚିଛନ୍ତି। ୱାଘା ସୀମା ଦେଇ ତୀର୍ଥଯାତ୍ରୀ ଭାରତରୁ ଆସିଥିବା ନେଇ ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟର…
ଇନସାଇଟ୍ ଲ୍ୟାଣ୍ଡରର ଭାବପ୍ରବଣ ବାର୍ତ୍ତା, ମୋ ଶକ୍ତି ସରି ଆସୁଛି…
ଓ୍ବାଶିଂଟନ,୨୧।୧୨ : ଆମେରିକୀୟ ସ୍ପେସ ଏଜେନ୍ସି ନାସାର ମାର୍ସ ଇନସାଇଟ ଲ୍ୟାଣ୍ଡର ଏହାର ଶେଷ ନିଶ୍ୱାସଃ ନେଉଛି। ମୋର ଶକ୍ତି ସରି ଆସୁଛି ବୋଲି ଲ୍ୟାଣ୍ଡର୍ ପୃଥିବୀକୁ ଏକ ଭାବପ୍ରବଣ ବାର୍ତ୍ତା ପଠାଇଛି। ନାସା ଇନସାଇଟ ଲ୍ୟାଣ୍ଡର ଟୁଇଟର ହ୍ୟାଣ୍ଡେଲରୁ ଏକ…
ଚାଇନା-ଆମେରିକାରେ ବଢ଼ିଲା କରୋନା ସଂକ୍ରମଣ: ସରକାର ସତର୍କ, ଜିନୋମ ସିକ୍ୱେନ୍ସିଂ ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୨୦।୧୨ : ଚାଇନା ଏବଂ ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ହଠାତ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ କେନ୍ଦ୍ର ସରକାର ସତର୍କ ହୋଇପଡିଛନ୍ତି। କରୋନାର ନୂଆ ଜିନୋମ ସିକ୍ୱେନ୍ସିଂ କରିବାକୁ ସରକାର ସମସ୍ତ ରାଜ୍ୟକୁ ଏକ ଚିଠି ଲେଖିଛନ୍ତି। ସ୍ବାସ୍ଥ୍ୟ…
ୟୁନେସ୍କୋର ସମ୍ଭାବିତ ବିଶ୍ୱ ଐତିହ୍ୟ ତାଲିକାରେ ଭାରତର ୩ ସ୍ଥଳ: ଏଏସଆଇ ସୂଚନା…
ନୂଆଦିଲ୍ଲୀ,୨୦।୧୨ : ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳଗୁଡିକର ସମ୍ଭାବିତ ତାଲିକାରେ ଭାରତର ତିନୋଟି ନୂତନ ସାଂସ୍କୃତିକ ସ୍ଥାନ ଅନ୍ତର୍ଭୁକ୍ତ କରାଯାଇଛି। ଏଥିମଧ୍ୟରେ ମୋଡେରାର ଐ ତିହାସିକ ସୂର୍ଯ୍ୟ ମନ୍ଦିର, ଗୁଜରାଟର ବଡନଗରର…
ବିଚାରପତିଙ୍କୁ ବ୍ଲାକମେଲ କରିବାକୁ ଯାଞ୍ଚ୍ ଏଜେନ୍ସିର ଅପବ୍ୟବହାର କରୁଛନ୍ତି ସରକାର: ପ୍ରଶାନ୍ତ ଭୂଷଣଙ୍କ ଅଭିଯୋଗ…
ନୂଆଦିଲ୍ଲୀ,୨୦।୧୨ : ସୁପ୍ରିମ୍କୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କେନ୍ଦ୍ର ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ସରକାର ବିଚାରପତିଙ୍କ ତ୍ରୁଟି ଖୋଜି ସେମାନଙ୍କୁ ବ୍ଲାକ୍ମେଲ କରିବା ଲାଗି ଯାଞ୍ଚ୍ ଏଜେନ୍ସିର ଅପବ୍ୟବହାର କରୁଛନ୍ତି। ଏଭଳି କରି ସରକାର…
ପୃଥିବୀର ୫୦ ଶ୍ରେଷ୍ଠ ଅଭିନେତାଙ୍କ ତାଲିକାରେ କିଙ୍ଗ ଖାନ…
ମୁମ୍ବାଇ,୨୦।୧୨ : ପଠାନ ବିବାଦ ମଧ୍ୟରେ ବଲିଉଡ ଅଭିନେତା ତଥା କିଙ୍ଗ ଖାନ ଶାହରୁଖ ଖାନଙ୍କ ନାମରେ ଆଉ ଏକ ଟାଇଟଲ ପଞ୍ଜିକୃତ ହୋଇଛି। ଇମ୍ପାୟର ମାଗାଜିନ ଦ୍ୱାରା ଶାହାରୁଖ ଖାନ ପୃଥିବୀର ୫୦ ଜଣ ଶ୍ରେଷ୍ଠ ଅଭିନେତା ତାଲିକାରେ ସ୍ଥାନ…

