Home Middle

ନିଜ କ୍ରିପ୍ଟୋକରେନ୍ସି ଯୋଗୁ ଭାରତରେ ସୃଷ୍ଟି ହୋଇପାରେ ଆର୍ଥିକ ସଙ୍କଟ: ଆରବିଆଇ ଗଭର୍ନରଙ୍କ ଚେତାବନୀ…

ନୂଆଦିଲ୍ଲୀ,୨୧।୧୨ : ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ନିଜର କ୍ରିପ୍ଟୋକରେନ୍ସି ଦ୍ୱାରା ଭାରତରେ ଆର୍ଥିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ସେ କ୍ରିପ୍ଟୋକୁ ବ୍ୟାଟିଂର ଏକ ମାଧ୍ୟମ ବୋଲି ମଧ୍ୟ କହିଛନ୍ତି। ଗତ କିଛି ମାସ ଧରି…

ଚାଇନାକୁ ଆଇନା ଦେଖାଇଲେ ଦଲାଇ ଲାମା, ପଡୋଶୀଙ୍କୁ ଧ୍ୱଂସ କରିବାରେ ଲାଗିଛି ଚାଇନା…

ଗୁରୁଗ୍ରାମ,୨୧।୧୨ : ଭାରତ ସହ ଚାଇନା ସୀମା ବିବାଦ ଦୀର୍ଘ ବର୍ଷ ଧରି ଚାଲିଆସୁଛି। ଏହି ସମୟରେ, ତିବ୍ଦତୀୟ ଧାର୍ମିକ ନେତା ଦଲାଇ ଲାମା ବର୍ତ୍ତମାନ ଚାଇନାକୁ ଆଇନା ଦେଖାଇଛନ୍ତି। ଏଭଳି କରି ସେ ଚାଇନା କରୁଥିବା କାର୍ଯ୍ୟ ସମ୍ପର୍କରେ ସୂଚାଇବାର…

ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେଲେ ଶେର ବାହାଦୂର ଦେଉବା

କାଠମାଣ୍ଡୁ,୨୧ା୧୨: ନେପାଳରେ ସଂସଦୀୟ ନେତା ନିର୍ବାଚନ ଘୋଷଣା କରାଯାଇଛି। ନିର୍ବାଚନ କମିଟି ନେପାଳର ପ୍ରଧାନମନ୍ତ୍ରୀ ତଥା ଶାସକ ନେପାଳ କଂଗ୍ରେସର ଅଧ୍ୟକ୍ଷ ଶେର ବାହାଦୂର ଦେଉବାଙ୍କୁ ସଂସଦୀୟ ଦଳର ନେତା ପଦ ପାଇଁ ବିଜେତା ଘୋଷଣା କରାଯାଇଛି। ଏହା ସହିତ ନେପାଳର…

ଟୁଇଟରର ସିଇଓ ପଦରୁ ଇସ୍ତଫା ଦେଇପାରନ୍ତି ଏଲନ୍‌ ମସ୍କ

ଓ୍ବାଶିଂଟନ୍‌,୨୧।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ହୋଇଥିବା ଏଲୋନ ମସ୍କ ଟୁଇଟରର ନୂତନ ମୁଖ୍ୟ ହେବା ଆରମ୍ଭରୁ ବିବାଦ ଘେରରେ ରହିଛନ୍ତି। ବର୍ତ୍ତମାନ ତାଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଯାହା ଏବେ ଚର୍ଚ୍ଚାର ବିଷୟ…

କରୋନା ସମୀକ୍ଷା ବୈଠକ: ସତର୍କ ରହିବାକୁ ପରାମର୍ଶ…

ନୂଆଦିଲ୍ଲୀ,୨୧।୧୨ : ଚାଇନା ସମେତ ବିଶ୍ୱର ସମସ୍ତ ଦେଶରେ ପୁଣିଥରେ କରୋନା ଆତଙ୍କ ଦେଖାଦେଇଛି। ଭାରତରେ କରୋନା ଭାଇରସ ସଂକ୍ରମଣକୁ ଏଡାଇବା ପାଇଁ ସତର୍କତା ଅବଲମ୍ବନ କରାଯାଇଛି। ଏହି କ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବୁଧବାର ଏକ ଉଚ୍ଚ ସ୍ତରୀୟ…

ଯେମିତି ଚାଇନା ଭାରତରେ ଅନୁପ୍ରବେଶ କରିଛି, ଆମେ ସେମିତି କର୍ନାକଟରେ ପ୍ରବେଶ କରିବୁ: ସଞ୍ଜୟ ରାଉତ…

ମୁମ୍ବାଇ,୨୧।୧୨ : କର୍ନାଟକ ଏବଂ ମହାରାଷ୍ଟ୍ର ସୀମା ପ୍ରସଙ୍ଗରେ ବିବାଦ ବଢ଼ିବାରେ ଲାଗିଛି। ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ସଞ୍ଜୟ ରାଉତ ବର୍ତ୍ତମାନ ଦୁଇ ରାଜ୍ୟ ମଧ୍ୟରେ ବଢୁଥିବା ତିକ୍ତତା ଉପରେ ଏଭଳି ବିବୃତ୍ତି ଦେଇଛନ୍ତି, ଯାହା ଏକ ରାଜନୈତିକ…

ତଓ୍ବାଙ୍ଗରେ ସ୍ଥାପନ ହେବ ୨୩ ନୂଆ ମୋବାଇଲ ଟାଓ୍ବାର…

ନୂଆଦିଲ୍ଲୀ,୨୧।୧୨ : ଅରୁଣାଚଳପ୍ରଦେଶର ତୱାଙ୍ଗ ସେକ୍ଟରରେ ଚାଇନା ସୈନିକଙ୍କ ସହ ସଂଘର୍ଷ ପରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏଲଏସିରେ ଉନ୍ନତ ସଂଯୋଗ ପାଇଁ ସରକାର ୨୩ ଟି ନୂଆ ମୋବାଇଲ ଟାୱାର ସ୍ଥାପନ କରିବାକୁ ଯାଉଛନ୍ତି। ତୱାଙ୍ଗ…

ବିରୋଧୀ ଏକତା ନେଇ ଚିନ୍ତାରେ ଭାଜପା, ୨୦୨୪ ପାଇଁ ପ୍ରସ୍ତୁତ କଲା ପ୍ଲାନ୍‌ ୧୬୦…

ନୂଆଦିଲ୍ଲୀ,୨୧।୧୨ : ବିହାରରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ବିରୋଧୀ ଏକତା ଦେଖି ୨୦୨୪ ସାଧାରଣ ନିର୍ବାଚନ ନେଇ ଭାଜପାର ଚିନ୍ତା ବଢ଼ିବାରେ ଲାଗିଛି। ଭାଜପା ଏନେଇ ସତର୍କ ହୋଇପଡିଛି। ଏହି କାରଣରୁ ଭାଜପା ସାଧାରଣ ନିର୍ବାଚନରେ ପୂର୍ବରୁ ୧୪୪ ଟି ଆସନକୁ କଷ୍ଟସାଧ୍ୟ…

ମିଥ୍ୟା ଖବର: ହଟାଯିବ ଆଜତକ ଲାଇଭ୍‌ ସହିତ ୩ ୟୁଟ୍ୟୁବ ଚ୍ୟାନେଲ…

ନୂଆଦିଲ୍ଲୀ,୨୧।୧୨ : ମିଥ୍ୟା ଖବର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେନ୍ଦ୍ର ସରକାର ୟୁଟ୍ୟୁବକୁ ତିନୋଟି ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବକୁ ଏହାର ଚ୍ୟାନେଲରୁ ତିନୋଟି ଚ୍ୟାନେଲ…

ଘନ କୁହୁଡ଼ି ସଙ୍କଟ, ୨୫୦ରୁ ଅଧିକ ଟ୍ରେନ୍‌ ବାତିଲ…

ନୂଆଦିଲ୍ଲୀ୨୧।୧୨ : ଉତ୍ତର ଏବଂ ପୂର୍ବ ଭାରତର ଅଧିକାଂଶ ରାଜ୍ୟରେ ଘନ କୁହୁଡ଼ି ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଘନ କୁହୁଡ଼ି ଯୋଗୁ ଟ୍ରାଫିକ ବ୍ୟବସ୍ଥା ଖରାପ ପ୍ରଭାବିତ ହେଉଛି। ଏହାର ସବୁଠାରୁ ଖରାପ ପ୍ରଭାବ ରେଳବାଇ ଉପରେ ପଡିଛି। ଭାରତୀୟ ରେଳବାଇ…

ମୁଖ୍ୟମନ୍ତ୍ରୀଙ୍କ କ୍ରିସମସ ପାର୍ଟି: ରାଜ୍ୟପାଳଙ୍କୁ କରାଗଲାନି ଆମନ୍ତ୍ରଣ…

ଥିରୁଭାନନ୍ତପୁରମ,୨୧।୧୨ : କେରଳରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏବଂ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ମଧ୍ୟରେ ବିବାଦ ଜାରି ରହିଛି। ବର୍ତ୍ତମାନ ସାଧାରଣ ସୌଜନ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉ ନାହିଁ। ବିଜୟନ ତାଙ୍କ କ୍ରିସମସ ପାର୍ଟିକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ କରି…

ମୋଦି କରୋନା ମାର୍ଗଦର୍ଶିକା ପାଳନ କରିଥିଲେ କି ? ମାଣ୍ଡବ୍ୟଙ୍କ ଚିଠି ନେଇ ପ୍ରଶ୍ନ କଲେ ଅଧୀର ରଞ୍ଜନ…

ନୂଆଦିଲ୍ଲୀ,୨୧।୧୨ : ଅନେକ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ମଧ୍ୟରେ ଭାରତ ଯୋଡା ଯାତ୍ରା ବନ୍ଦ କରିବା ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ଏବେ ଏହାର ଜବାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?