Home Middle

ନେତାଙ୍କ ସୁରକ୍ଷାରେ ନିର୍ଭୟା ପାଣ୍ଠିର ଗାଡ଼ି

ମୁମ୍ବାଇ,୧୨।୧୨: ମହିଳାଙ୍କ ବିରୋଧରେ ଅପରାଧ ବଢ଼ୁଥିବାରୁ ଏହାକୁ ରୋକିବା ଲାଗି ନିର୍ଭୟା ପାଣ୍ଠି ଗଠନ କରାଯାଇଥିଲା। ଏହି ପାଣ୍ଠି ଅର୍ଥରେ ମୁମ୍ବାଇ ପୋଲିସ ଚଳିତ ବର୍ଷ କେତେକ ଗାଡ଼ି କିଣିଥିଲା। ଉକ୍ତ ଗାଡ଼ି ମହିଳାଙ୍କ ସୁରକ୍ଷାରେ ନ ଲାଗି ଏବେ ମୁଖ୍ୟମନ୍ତ୍ରୀ…

ମ୍ୟାଲେରିଆ ଚିହ୍ନିବାକୁ ନୂଆ ଉପାୟ

କାନବେରା, ୧୨।୧୨ : ବିଶ୍ୱବ୍ୟାପୀ ପ୍ରତିବର୍ଷ ମ୍ୟାଲେରିଆରେ ଅନେକ ହଜାର ଲୋକ ପ୍ରାଣ ହରାଉଛନ୍ତି। ବହୁ ସମୟରେ ଉପଯୁକ୍ତ ନିଦାନ ଅଭାବ ଯୋଗୁ ସଂକ୍ରମିତ ବ୍ୟକ୍ତି ପ୍ରକୃତ ଚିକିତ୍ସାରୁ ବଞ୍ଚତ୍ତ ହୋଇଥାନ୍ତି। ଏହି ଅସୁବିଧା ଦୂର କରିବା ପାଇଁ ଅଷ୍ଟ୍ରେଲୀୟ ବୈଜ୍ଞାନିକମାନେ…

ଭାରତୀୟ ବଂଶୋଦ୍ଭବ ପ୍ରଫେସର କଳାତାଲିକାଭୁକ୍ତ

ନ୍ୟୁୟର୍କ,୧୨।୧୨: ଆମେରିକାର ଷ୍ଟାଣ୍ଡଫୋର୍ଡ ୟୁନିଭର୍ସିଟିରେ ପ୍ରଧ୍ୟାପନା କରୁଥିବା ଭାରତୀୟ ବଂଶୋଦ୍ଭବ ଜୟ ଭଟ୍ଟାଚାର୍ଯ୍ୟଙ୍କୁ ଟୁଇଟର କଳାତାଲିକାଭୁକ୍ତ କରିଛି। କୋଭିଡ୍‌ ଲକ୍‌ଡାଉନ୍‌ ପିଲାଙ୍କ କ୍ଷତି କରିବ ବୋଲି ଜୟ ଟୁଇଟ୍‌ କରିଥିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସାମ୍ବାଦିକା ବରି ଓ୍ବେଇସ୍‌…

ତଥ୍ୟ ପ୍ରଘଟ କଲେ ଫଳ ଭୋଗିବ

ସାନ୍‌ ଫ୍ରାନ୍‌ସିସ୍କୋ,୧୨ା୧୨: ବହୁଳ ବ୍ୟବହୃତ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମଗୁଡ଼ିକରେ ୟୁଜର୍ସଙ୍କ ପ୍ରିଭେସି (ଅନ୍ତରଙ୍ଗ ତଥ୍ୟ)କୁ ନେଇ ବିଶ୍ୱବ୍ୟାପୀ ବିତର୍କ ଲାଗିରହିଥିବାବେଳେ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟରର ନୂଆ ମାଲିକ ଏଲନ୍‌ ମସ୍କ ଏହି ପ୍ରସଙ୍ଗରେ ରବିବାର କଠୋର ଆଭିମୁଖ୍ୟ ଦେଖାଇଛନ୍ତି। ଟୁଇଟରର କେହି…

ଗୁଜରାଟର ୪୦ ବିଧାୟକଙ୍କ ନାଁରେ ଆପରାଧିକ ମାମଲା

ଅହମଦାବାଦ,୧୨।୧୨ : ୧୮୨ ସଦସ୍ୟ ବିଶିଷ୍ଟ ଗୁଜରାଟ ବିଧାନସଭାର ୪୦ ଜଣ ନବନିର୍ବାଚିତ ବିଧାୟକଙ୍କ ନାମରେ ଆପରାଧିକ ମାମଲା ରହିଛି। ସେମାନେ ନାମାଙ୍କନପତ୍ର ଦାଖଲ ବେଳେ ଦେଇଥିବା ସତ୍ୟପାଠରୁ ଏହା ଜଣାପଡ଼ିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ଏବଂ ଗୁଜରାଟ…

ପ୍ରିଭେସି ସୁରକ୍ଷା ନେଇ ପ୍ରଶ୍ନ

ଜମ୍ମୁ/ନୂଆଦିଲ୍ଲୀ,୧୨ା୧୨ : ଜମ୍ମୁ-କଶ୍ମୀର ପ୍ରଶାସନ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ବସବାସ କରୁଥିବା ପ୍ରତ୍ୟେକ ପରିବାରକୁ ନେଇ ଏକ ଯଥାର୍ଥ ଡେଟାବେସ୍‌ ପ୍ରସ୍ତୁତି ପାଇଁ ଯୋଜନା କରୁଛି। ତଦନୁଯାୟୀ ସବୁ ପରିବାରକୁ ଏକ ସ୍ବତନ୍ତ୍ର ଆଲ୍‌ଫା-ନ୍ୟୁମେରିକ୍‌ କୋଡ୍‌ ଥିବା ପରିଚୟପତ୍ର ପ୍ରଦାନ କରାଯିବ।…

ପଦମ୍‌ପୁର ସୃଷ୍ଟି କଲା ଆଗୁଆ ନିର୍ବାଚନ ଉକ୍ତି

ଭୁବନେଶ୍ବର,୧୨ା୧୨(ବ୍ୟୁରୋ): ୨୦୦୪ ନିର୍ବାଚନ କଥା ଓଡ଼ିଶା ଲୋକମାନେ ଏପର୍ଯ୍ୟନ୍ତ ଭୁଲି ନାହାନ୍ତି। ଯେତେବେଳେ ୨୦୦୫ ମାର୍ଚ୍ଚରେ ଓଡ଼ିଶା ବିଧାନସଭା ନିର୍ବାଚନ ହେବାର ଥିଲା ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ବର୍ଷର ମୁଖ୍ୟମନ୍ତ୍ରିତ୍ୱ ଛାଡିଦେଇ ୨୦୦୪ ମାର୍ଚ୍ଚରେ ଆଗୁଆ ନିର୍ବାଚନ କରିଦେଲେ।…

‘ଶତ୍ରୁଙ୍କ ସହ ମୁକାବିଲା ପାଇଁ ଶକ୍ତିଶାଳୀ ଅସ୍ତ୍ର ପ୍ରସ୍ତୁତ କରୁଛୁ’

ମସ୍କୋ,୧୧ା୧୨: ରୁଷିଆର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଡିଭେଡଭ ରବିବାର କହିଛନ୍ତି, ୟୁରୋପ, ଆମେରିକା ଏବଂ ଅଷ୍ଟ୍ରେଲିଆ ପରି ଶତ୍ରୁମାନଙ୍କଠାରୁ ନିଜକୁ ରକ୍ଷା କରିବା ପାଇଁ ଦେଶ ଦ୍ରୁତ ଗତିରେ ନୂତନ ପିଢ଼ିର ଅସ୍ତ୍ର ଉତ୍ପାଦନ କରୁଛି। ସେ କହିଛନ୍ତି, ଆମେ ନୂତନ…

ସ୍ବଦେଶ ଫେରିଲେ ଶେହବାଜଙ୍କ ପୁଅ, ଦୁର୍ନୀତି ଅଭିଯୋଗରେ କରିବେ ଆତ୍ମସମର୍ପଣ…

ଇସଲାମାବାଦ,୧୧।୧୨ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପଳାତକ ପୁତ୍ର ସୁଲେମାନ ଶେହବାଜ ଲଣ୍ଡନରେ ଚାରି ବର୍ଷ ଆତ୍ମ-ର୍ନିବାସନ ପରେ ରବିବାର ସକାଳେ ସ୍ବଦେଶ ଫେରିଛନ୍ତି। ଦୁର୍ନୀତିର ଅନେକ ଅଭିଯୋଗତାଙ୍କ ବିରୋଧରେ ରହିଛି। ଡିସେମ୍ବର ୧୩ ପର୍ଯ୍ୟନ୍ତ ଆତ୍ମସମର୍ପଣ କରିବାକୁ କୋର୍ଟ…

ଭାଜପାର ଚା’ ବାଲାର ଜବାବ କଂଗ୍ରେସ କ୍ଷୀର ବାଲାରେ ଦେଲା…

ଶିମଲା,୧୧।୧୨ : ସୁଖବିନ୍ଦର ସିଂ ସୁଖୁ ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏପରି କରି କଂଗ୍ରେସ ଭାଜପାର ଚା’ ବାଲାର ଜବାବ କ୍ଷୀର ବାଲାରେ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚା’ ବିକ୍ରି କରୁଥିଲେ। ସେହିପରି…

୮୦ ପ୍ରତିଶତ ଶ୍ରୀଲଙ୍କା ନାଗରିକ ଭୋକ ବିକଳରେ ବାଧ୍ୟ ହୋଇ ବିକ୍ରି କରୁଛନ୍ତି ନିଜ ସମ୍ପତ୍ତି…

କଲମ୍ବୋ,୧୧।୧୨ : ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁଁ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ ଲୋକମାନେ ଭୋକ ବିକଳରେ ଖାଦ୍ୟ ଯୋଗାଡ଼ କରିବା ପାଇଁ ଭଲ ସମୟରେ କିଣିଥିବା ସମ୍ପତ୍ତି ବିକ୍ରୟ କରୁଛନ୍ତି। ତଥାପି ସେମାନଙ୍କୁ ଖାଇବାକୁ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂ ସୁଖୁ, ମୁକେଶ ଅଗ୍ନିହୋତ୍ରୀ ହେଲେ ଉପମୁଖ୍ୟମନ୍ତ୍ରୀ

ଶିମଲା,୧୧ ।୧୨: ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ସୁଖବିନ୍ଦର ସିଂ ସୁଖୁ ରବିବାର ଶପଥ ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରବିବାର ଶିମଲାର ରିଜ ମଇଦାନରେ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?