Home Middle

ଭାରତ-ପାକିସ୍ତାନ ଯୁଦ୍ଧର ହିରୋ ଭୈରୋନ ସିଂଙ୍କ ପରଲୋକ

ନୁଆଦିଲ୍ଲୀ,୧୯ ।୧୨: ବଲିଉଡ ମୁଭି ‘ବର୍ଡର’ରେ ସୁନିଲ ସେଟ୍ଟି ଯେଉଁ ସୀମା ସୁରକ୍ଷା ବଳ(ବିଏସଏଫ୍‌) ଯବାନଙ୍କ ଭୂମିକାରେ ଅଭିନୟ କରିଥିଲେ ତାଙ୍କର ପରଲୋକ ହୋଇଛି । ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧର ଅସଲ ହିରୋ ଥିଲେ ଭୈରୋନ ସିଂହ । ତାଙ୍କ ଉପରେ…

ଏହି ୪ ରାଜ୍ୟରେ ବୃଦ୍ଧି ପାଇବ ଶୀତ, ୟେଲୋ ଓ୍ବାର୍ନିଂ ଜାରି

ନୂଆଦିଲ୍ଲୀ,୧୯ା୧୨: ଧିରେ ଧିରେ ଥଣ୍ଡା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଥଣ୍ଡା ଏବଂ ଘନ କୁହୁଡ଼ିର ମାତ୍ରା ଏବେ ଦେଖାଯାଉଛି। ଘନ କୁହୁଡ଼ି ସମଗ୍ର ଉତ୍ତର ଭାରତକୁ ଘୋଡ଼ାଇ ଦେଉଛି। ରବିବାର ରାତିରୁ ଉତ୍ତରପ୍ରଦେଶ, ପଞ୍ଜାବ, ବିହାର…

ନେପାଳରେ ଗଠନ ହେବ ନୂଆ ସରକାର

କାଠମାଣ୍ଡୁ,୧୯ା୧୨: ଡିସେମ୍ବର ୨୨ରେ ନେପାଳରେ ଲୋକ ସଭାର ନୂତନ ସଦସ୍ୟମାନେ ଶପଥ ଗ୍ରହଣ କରିବେ। ସଂସଦ ସଚିବାଳୟ ସୋମବାର ଏହି ସୂଚନା ଦେଇଛନ୍ତି। ନେପାଳରେ ନିକଟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ କୌଣସି ରାଜନୈତିକ ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା…

ରୁଷିଆ ସୈନ୍ୟଙ୍କ ମନୋବଳ ବଢ଼ାଇବେ ବ୍ୟାଣ୍ଡ୍‌-ସର୍କସ କଳାକାର…

ମସ୍କୋ,୧୯।୧୨ : ଗତ ୧୦ ମାସ ଧରି ୟୁକ୍ରେନରେ ଯୁଦ୍ଧ କରୁଥିବା ସୈନ୍ୟଙ୍କର ମନୋବଳ ବଢ଼ାଇବା ପାଇଁ ରୁଷିଆ ବର୍ତ୍ତମାନ ଗାୟକ, ସଙ୍ଗୀତଜ୍ଞ ଏବଂ ସର୍କସ କଳାକାରଙ୍କୁ ନିୟୋଜିତ କରିବ। ଏହା ଯୁଦ୍ଧକ୍ଷେତ୍ରରେ ପୁରୁଣା ଦିନଗୁଡ଼ିକର ଅନୁଭବ ଦେବ। ରୁଷିଆ କହିଛି…

ମିଡ଼ିଆ ସଂସ୍ଥା ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି ଜିନପିଙ୍ଗ…

ବେଜିଂ,୧୯।୧୨ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଆଉ ଏକ କୌଶଳ ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଚାଇନା ବିଶ୍ୱରେ ନିଜର ଭାବମୂର୍ତ୍ତିକୁ ସୁଦୃଢ଼ କରିବା ପାଇଁ ମିଡିଆ ସଂସ୍ଥାରେ ବହୁ ଅର୍ଥ ଖର୍ଚ୍ଚ କରୁଛି। ଏତେ ପରିମାଣର…

୧୯୮୪ ଶିଖ ବିରୋଧୀ ଦଙ୍ଗାରେ ମୋ ବିରୋଧରେ କୌଣସି ମାମଲା ନାହିଁ: ଜଗଦୀଶ୍‌ ଟାଇଟଲର…

ନୂଆଦିଲ୍ଲୀ,୧୯।୧୨ : ଦିଲ୍ଲୀର କଂଗ୍ରେସ କାର୍ଯ୍ୟାଳୟରେ ସୋମବାର ’ଭାରତ ଯୋଡା ଯାତ୍ରା’ର ପ୍ରସ୍ତୁତି ସମ୍ପର୍କରେ ଦଳର ଏକ ବୈଠକ ଡକାଯାଇଥିଲା। ଏଥିରେ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜଗଦୀଶ ଟାଇଟଲର ମଧ୍ୟ ଯୋଗ ଦେଇଥିଲେ। ଭାରତ ଯୋଡୋ ଯାତ୍ରା ବିଷୟରେ…

୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାଙ୍ଗିଲା ଗୁଗଲର ରେକର୍ଡ, ପୃଥିବୀ ସାରା ଲୋକେ ସର୍ଚ୍ଚ କଲେ ଫିଫା ବିଶ୍ୱକପ…

ନୂଆଦିଲ୍ଲୀ,୧୯।୧୨ : ଛୋଟ ଏବଂ ବଡ ସୂଚନା ପାଇବା ପାଇଁ ପୃଥିବୀର ଲକ୍ଷ ଲକ୍ଷ ଲୋକ ଗୁଗଲ ସର୍ଚ୍ଚ କରନ୍ତି। ଅବଶ୍ୟ, ପ୍ରତିବର୍ଷ କମ୍ପାନୀ ଏହାର ପ୍ଲାଟଫର୍ମରେ ବହୁ ଖୋଜା ଯାଇଥିବା ବିଷୟ, ଅଭିନେତା, ଚଳଚ୍ଚିତ୍ର ଇତ୍ୟାଦିର ଏକ ତାଲିକା ଆଣିଥାଏ।…

ଚାଇନାର ପ୍ରସଙ୍ଗରେ ରାଜ୍ୟ ସଭାରେ ହଟ୍ଟଗୋଳ, ବିରୋଧୀ ଦଳଙ୍କ ଗୃହତ୍ୟାଗ…

ନୂଆଦିଲ୍ଲୀ,୧୯।୧୨ : ଚାଇନା ପ୍ରସଙ୍ଗରେ ବିରୋଧୀ ଦଳର ନେତାମାନେ ରାଜ୍ୟ ସଭାରେ ସୋମବାର ପ୍ରବଳ ହଟ୍ଟଗୋଳ କରିଛନ୍ତି। ସୋମବାର ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ପାଟି ତୁଣ୍ଡ କରିଥିଲେ। ଏଥି ସହିତ, କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ…

ଚାଇନା ପ୍ରସଙ୍ଗରେ ରାହୁଲଙ୍କୁ ଜବାବ ଦେଲେ ଜୟଶଙ୍କର…

ନୂଆଦିଲ୍ଲୀ,୧୯।୧୨ :ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଚାଇନା ସୈନିକ ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ସଂଘର୍ଷ ପରେ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏନେଇ କେନ୍ଦ୍ର ବହିର୍ବ୍ୟାପାର ମନ୍ତ୍ରୀ…

ଟରଣ୍ଟୋରେ ଗୁଳିମାଡ଼: ୫ ମୃତ

ଟରଣ୍ଟୋ,୧୯ା୧୨: କାନାଡାର ଟରଣ୍ଟୋରେ ରବିବାର ବିଳମ୍ବିତ ରାତିରେ ଆଖିବୁଜା ଗୁଳିମାଡ଼ ହେତୁ ଉତ୍ତେଜନା ଦେଖାଦେଇଥିଲା। ଏହି ଗୁଳି ବିନିମୟରେ ୫ ଜଣଙ୍କ ଜୀବନ ଯାଇଛି। ଅନ୍ୟପକ୍ଷରେ ଜଣେ ବନ୍ଧୁକଧାରୀଙ୍କୁ ପୋଲିସ ମଧ୍ୟ ହତ୍ୟା କରିବାରେ ସଫଳ ହୋଇଛି। ୟର୍କ ଅଞ୍ଚଳର ପୋଲିସ…

ଚାଇନାରେ କରୋନା ସଂକ୍ରମଣ ନେଇ ହାହାକାର, ଅଧାରୁ ଅଧିକ ଜନସଂଖ୍ୟା ସଂକ୍ରମିତ ହେବା ଆଶଙ୍କା…

ବେଜିଂ,୧୯।୧୨ : କରୋନା ସଂକ୍ରମଣ ହେତୁ ଚାଇନାରେ ହାହାକାର ସୃଷ୍ଟି ହୋଇଛି। ଚାଇନାର ଜଣେ ଉଚ୍ଚ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ କରୋନା ସଂକ୍ରମଣର ତିନୋଟି ସମ୍ଭାବ୍ୟ ଲହର ମଧ୍ୟରୁ ଦେଶ ପ୍ରଥମ ଲହରର ସମ୍ମୁଖୀନ ହୋଇଛି। ଏହି ମାସ ଆରମ୍ଭରେ,…

କର୍ନାଟକ ବିଧାନସଭାରେ ସାବରକରଙ୍କ ଫଟୋକୁ ନେଇ ବିବାଦ: ଧାରଣାରେ ବସିଲା କଂଗ୍ରେସ…

ବେଙ୍ଗାଲୁରୁ,୧୯।୧୨ : କର୍ନାଟକ ବିଧାନସଭାରେ ବୀର ସାବରକରଙ୍କ ଫଟୋ ସ୍ଥାପନକୁ ନେଇ ଏକ ଅଡୁଆ ସୃଷ୍ଟି ହୋଇଛି। ଏହା ବିରୋଧରେ ବିରୋଧୀ ଦଳର ନେତା ସିଦ୍ଧରମୈୟା ଏବଂ ଅନ୍ୟ ନେତାମାନେ ବିଧାନସଭା ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି। କଂଗ୍ରେସ ନେତାମାନେ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?