ଆମେରିକାରେ ତୁଷାର ଝଡ଼: ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି
ଓ୍ବାଶିଂଟନ,୨୬ା୧୨: ଆମେରିକାର ବିଭିନ୍ନ ଅଞ୍ଚଳରେ ତୁଷାର ଝଡ଼ ହେବାରୁ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ପ୍ରବଳ ଥଣ୍ଡାରେ ମୃତ୍ୟୁ ହେବା ସହ ତୁଷାରପାତ ଯୋଗୁ ସଡ଼କ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଇଛି। ଏପରିକି ବୁଫାଲୋ ବିମାନବନ୍ଦରରେ ୪୩ ଇଞ୍ଚର…
ତାଇଓ୍ବାନ ସୀମାରେ ଚାଇନାର ୭୧ ଯୁଦ୍ଧ ବିମାନ
ତାଇପେ,୨୬ା୧୨: ଚାଇନା ତା’ର ବିରୋଧୀ ମନୋଭାବରୁ ଓହରିବାର ନାଁ ନେଉନି। ଭାରତ ପରେ ଏବେ ସେ ତାଇଓ୍ବାନ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ୭୧ଟି ଚାଇନାର ଯୁଦ୍ଧ ବିମାନ…
ଚାଇନାରେ ବୁଷ୍ଟର ଡୋଜ ନେଇଥିବା ବ୍ୟକ୍ତି ବି ନୁହେଁ ସୁରକ୍ଷିତ, ଶୀଘ୍ର ନିଅନ୍ତୁ ଦ୍ୱିତୀୟ ବୁଷ୍ଟର ଡୋଜ
ବେଜିଂ,୨୬ ।୧୨: ଚାଇନାରେ ବେଳକୁ ବେଳ ବେକାବୁ ହେଲାଣି କରୋନା ସଂକ୍ରମଣ । ଏହି ସଂକ୍ରମଣରୁ କିପରି ମୁକ୍ତି ମିଳିବ ତାହାକୁ ନେଇ ସାଧାରଣ ଜନତାଙ୍କଠାରୁ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଚିନ୍ତା ବଢି ଗଲାଣି । ଏଥିରୁ କିପରି ମୁକ୍ତି ମିଳିବ…
ଶାସକ ମେଣ୍ଟରେ ସଙ୍କଟ ଆଶଙ୍କା, ସୀମା ବିବାଦ ନେଇ ଶିନ୍ଦେ-ଫଡନାଭିସଙ୍କ ମଧ୍ୟରେ ବଢ଼ିଲା ଦୂରତା…
ମୁମ୍ବାଇ,୨୬।୧୨ : ସୀମା ବିବାଦକୁ ନେଇ ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ ଶେଷ ହୋଇ ନଥିଲା ବେଳେ ବର୍ତ୍ତମାନ ଏହି ପ୍ରସଙ୍ଗରେ ସରକାରରେ ବିଭାଜନ ହେବାର ଖବର ଆସିବା ଆରମ୍ଭ କରିଛି। ସର୍ବଶେଷ ମାମଲା କର୍ନାଟକରେ ପଡୁଥିବା ଅଞ୍ଚଳ…
ଜୋତା ଶୋ’ରୁମ୍ରେ ବୋମାମାଡ
ଭୁବନେଶ୍ୱର,୨୬।୧୨(ବ୍ୟୁରୋ): ଭୁବନେଶ୍ୱରରେ ଏକ ଜୋତା ଶୋ’ରୁମ୍ରେ ବୋମା ମାଡ ହୋଇଛି। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ସୂଚନାଯୋଗ୍ୟ, ସହିଦନଗର ରୁପାଲି ଛକ ନିକଟରେ ଥିବା ଡଲଫିନ ଜୋତା ଶୋ’ରୁମରେ…
କରୋନା ଆକ୍ରାନ୍ତଙ୍କଠାରେ ମିଶ୍ରିତ ସ୍ବରୂପରେ ବୃଦ୍ଧି, ୩ ମାସରେ ୭.୫ରୁ ୫୮ ପ୍ରତିଶତ ଛୁଇଁଛି…
ନୂଆଦିଲ୍ଲୀ,୨୬।୧୨ : ବିଭିନ୍ନ କରୋନା ଭାରିଆଣ୍ଟ ଏବଂ ଏହାର ଚିକିତ୍ସା ପ୍ରଭାବ ବିଷୟରେ ଇନସାକଗ୍ର ରିପୋର୍ଟ ପ୍ରକାଶ ପାଇଛି। ଏହା ଅନୁଯାୟୀ ଭାରତୀୟ କରୋନା ଆକ୍ରାନ୍ତଙ୍କଠାରେ ବିଭିନ୍ନ ପ୍ରକାରର ମିଶ୍ରିତ ସ୍ବରୂପ ପ୍ରକାଶିତ ହୋଇଛି। ସମ୍ପ୍ରତି, ଜେନୋମ କ୍ରମର ରିପୋର୍ଟ ରାଜ୍ୟମାନଙ୍କ…
କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଜୋରଦାର ପ୍ରସ୍ତୁତି…
ନୂଆଦିଲ୍ଲୀ,୨୬।୧୨ : ପୃଥିବୀର ବିଭିନ୍ନ ଦେଶରେ ବଢୁୁଥିବା କୋଭିଡ ମାମଲାକୁ ଦୃଷ୍ଟିରେ ରଖି ଦେଶରେ କୋଭିଡର ନୂତନ ବିପଦ ସମ୍ପର୍କରେ କେନ୍ଦ୍ର ସରକାର ପୁଣି ଚେତାବନୀ ଦେଇଛନ୍ତି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ଉପରେ ନଜର ରଖିବାକୁ କେନ୍ଦ୍ର ସରକାର ସମସ୍ତ…
ଚାଇନାରେ କରୋନା ତାଣ୍ଡବ: ଦିନକୁ କୋଟିଏରୁ ଅଧିକ ଆକ୍ରାନ୍ତ ଚିହ୍ନଟ-ଦୈନିକ ମୃତ୍ୟୁ ସଂଖ୍ୟା ୩୦ ହଜାର ପାର…
ବେଜିଂ,୨୬।୧୨ : ଚାଇନାରେ ପ୍ରତିଦିନ ଏକ କୋଟିରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେଉଥିବାବେଳେ ୩୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଆସନ୍ତା ୯୦ ଦିନ ମଧ୍ୟରେ ଚାଇନାରେ ପ୍ରାୟ ୯୦୦ ନିୟୁତ ଲୋକ ସଂକ୍ରମଣର ଶିକାର…
୨୦୨୩ ନିର୍ବାଚନରେ ଇମ୍ରାନଙ୍କ ବିରୋଧରେ ଲଢ଼ିବେ ନଓ୍ବାଜ ଶରିଫ…
ଇସଲାମାବାଦ,୨୬।୧୨ : ଆସନ୍ତା ୨୦୨୩ ବର୍ଷରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଶେହବାଜ ଶରିଫ ସରକାରରେ ଗୃହମନ୍ତ୍ରୀ ରାଣା ସନାଉଲ୍ଲା ନୱାଜ ଶରିଫଙ୍କ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି ଯାହା ଉପରେ ପାକିସ୍ତାନର ରାଜନୈତିକ ବାତାବରଣ ଉଷ୍ଣତା ସୃଷ୍ଟି…
ରାଉରକେଲାରେ ଟିକେଟ୍ ଶେଷ
ଭୁବନେଶ୍ୱର,୨୬ା୧୨(ସ୍ପୋଟର୍ସ ବ୍ୟୁରୋ): ଭୁବନେଶ୍ୱର ଓ ରାଉରକେଲାରେ ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଆୟୋଜିତ ହେବାକୁଥିବା ହକି ବିଶ୍ୱକପ୍କୁ ନେଇ ଫ୍ୟାନ୍ଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ। ସମଗ୍ର ବିଶ୍ୱର ନଜର ଏହି ଟୁର୍ନାମେଣ୍ଟ ଉପରେ ରହିଛି। ବିଶ୍ୱର ୧୬ଟି ଶକ୍ତିଶାଳୀ…
‘ଚାପରେ ରହିପାରେ ସ୍ମାର୍ଟଫୋନ୍ ବଜାର’
ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ହେବ ସ୍ମାର୍ଟଫୋନ ବଜାରରେ ମାନ୍ଦାବସ୍ଥା ଜାରି ରହିଛି, ଏପରିକି କୋଭିଡ ସଂକ୍ରମଣଠାରୁ ସ୍ମାର୍ଟଫୋନ ନିର୍ମାଣ ଓ ଉତ୍ପାନରେ ମଧ୍ୟ ବ୍ୟାପକ ପରିମାଣରେ ହ୍ରାସ ଘଟିଛି। ଫଳରେ ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ଏହାର ପ୍ରଭାବ ଦେଖାଦେଇଛି। ଏପରିକି…
୨୧୦୦ ବେଳକୁ ଲୋପ ପାଇଯିବେ ପେଙ୍ଗୁଇନ୍
ମେଲ୍ବୋର୍ନ,୨୬।୧୨: ଜଳବାୟୁ ପରିବର୍ତ୍ତନ ଯୋଗୁ ଆଣ୍ଟାର୍କଟିକା ମହାଦେଶର ପ୍ରାଣୀ ଜଗତ ବିପଦରେ ପଡ଼ିଛନ୍ତି। ଯଦି ଏହାର ପ୍ରତିକାର ଦିଗରେ କାର୍ଯ୍ୟ କରା ନ ଯାଏ ତେବେ ୨୧୦୦ ମସିହା ବେଳକୁ ଏଠାକାର ୯୭% ସ୍ଥଳଚର ପ୍ରାଣୀ ବିଲୁପ୍ତ ହୋଇଯିବେ। ଅନ୍ୟପକ୍ଷେ ଆଣ୍ଟାର୍କଟିକାର…

