Home Middle

ଏହି ରାଜ୍ୟରେ ମୁସଲମାନ ବିବାହରେ ଆଧାର କାର୍ଡ ଜରୁରୀ…

ହାଇଦ୍ରାବାଦ,୨୫।୧୨ : ନାବାଳିକା ମୁସଲମାନ ଝିଅମାନଙ୍କ ବିବାହ କରୁଥିବା କାଜୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ତରଫରୁ ୱାକଫ ବୋର୍ଡକୁ ମଧ୍ୟ ସମସ୍ତ ବିବାହର ବିବରଣୀ ଅନଲାଇନରେ ରେକର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।…

ଏୟାର ଇଣ୍ଡିଆର ଫଗ୍‌ କେୟାର ସର୍ଭିସ୍‌ ଆରମ୍ଭ…

ନୂଆଦିଲ୍ଲୀ,୨୫।୧୨ : କୁହୁଡ଼ି ପ୍ରଭାବିତ ବିମାନର ଯାତ୍ରୀମାନଙ୍କ ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ଫଗ କେୟାର ସର୍ଭିସ୍‌ ଆରମ୍ଭ କରାଯାଇଛି। ଏୟାର ଇଣ୍ଡିଆ କହିଛି ଯେ ଏହା ସକ୍ରିୟ ଭାବେ ଯାତ୍ରୀମାନଙ୍କ ସହିତ ଯୋଗାଯୋଗ କରିବ ଏବଂ ସେମାନଙ୍କୁ କୌଣସି ଦେୟ…

ନେପାଳରେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା

କାଠମାଣ୍ଡୁ,୨୫ା୧୨: ଦକ୍ଷିଣ ନେପାଳରେ ୫ ଜଣ ଅଜ୍ଞାତ ବନ୍ଧୁକଧାରୀ ଜଣେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। ମୃତକଙ୍କ ନାମ ଶିବପୂଜନ ଯାଦବ(୪୫)।ସେ ମୋତିହାରୀ ଛଉଦାଦାନୋ ନିବାସୀ ଅଟନ୍ତି। ତାଙ୍କୁ ମହାଗଡ଼ିମାଇ ପୌରସଂସ୍ଥାରେ ଗୁଳି ଚଳାଇଥିବା…

କିମ୍‌ଙ୍କଠାରୁ ଅସ୍ତ୍ରଶସ୍ତ୍ର କିଣୁଛନ୍ତି ପୁଟିନ…

ମସ୍କୋ,୨୫।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କଠାରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଅସ୍ତ୍ରଶସ୍ତ୍ର କିଣୁଥିବା ନେଇ ଚର୍ଚ୍ଚା ହେଉଛି। ଆମେରିକା ଏବଂ ଜାପାନ ଏଭଳି ଅଭିଯୋଗ କରିଛନ୍ତି। ୟୁକ୍ରେନ ଯୁଦ୍ଧରେ ରୁଷିଆ ଦ୍ୱାରା ଉତ୍ତର କୋରିଆ…

ଲାପ୍‌ଟପ୍‌ରୁ ବାହାରିଲା ଧୂଆଁ: ବିମାନବନ୍ଦରରେ ଯାତ୍ରୀଙ୍କୁ କରାଗଲା ଖାଲି

ନ୍ୟୁୟର୍କ,୨୫ା୧୨: ନ୍ୟୁୟର୍କ ସହରର ଜେଏଫ୍‌କେ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଜେଟ୍‌ ବ୍ଲ୍ୟୁ ବିମାନରେ ଲାପଟପରୁ ଧୂଆଁ ବାହାରିବା ନ୍ୟୁୟର୍କ ବିମାନ ବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ବିମାନବନ୍ଦର ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି। ଜେଟ୍‌ ବ୍ଲ୍ୟୁ ଫ୍ଲାଇଟ୍‌-୬୬୨ର କର୍ମଚାରୀମାନେ ଶନିବାର…

କରୋନା ସଙ୍କଟ ମଧ୍ୟରେ ଆମେରିକା ଟିକା ସହାୟତାକୁ ମନା କଲା ଚାଇନା…

ବେଜିଂ,୨୫।୧୨ : ଚାଇନା ଆମେରିକାର ନିର୍ମିତ ଏମଆରଏନଏ ଟିକା ବଦଳରେ ନିଜ ସ୍ବଦେଶୀ ଟିକା ବ୍ୟବହାର ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ଏହି ପରିପ୍ରେକ୍ଷୀରେ ଚାଇନା ସରକାରଙ୍କ ମଡର୍ଣ୍ଣା ଏବଂ ଫାଇଜର-ବାୟୋଟେକ କମ୍ପାନୀର ଟିକା ଆମଦାନୀ କରିବାକୁ ଚିନ୍ତା କରୁଥିବା ଅସ୍ପଷ୍ଟ…

ନେପାଳରେ ରାଜନୈତିକ ସଙ୍କଟ, ଶାସକ ମେଣ୍ଟ ବୈଠକ ବିଫଳ…

କାଠମାଣ୍ଡୁ,୨୫।୧୨ : ନେପାଳରେ ଶାସକ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଶେଷ ହୋଇଛି। ଏଥିରେ ନୂତନ ସରକାର ଗଠନ ସମ୍ପର୍କରେ ଏକମତ ହେବାକୁ ଥିବା ମିଳିତ ଦଳ ସରକାରଙ୍କ ଚାରିଟି ଦଳ ଏକ ଚୁକ୍ତି କରିବାକୁ ଯାଉଥିଲେ, କିନ୍ତୁ ବୈଠକ ବିଫଳ…

ସତର୍କ-ସୁରକ୍ଷିତ-ସାବଧାନ ରୁହନ୍ତୁ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୫।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ନେଇ ରବିବାର ଦେଶବାସୀଙ୍କୁ ସତର୍କ-ସୁରକ୍ଷିତ-ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି। ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସମୟରେ ଅନେକ ଲୋକ ଛୁଟିରେ ଅଛନ୍ତି।…

ମୋଦିଙ୍କୁ ଜାତିର ପିତା କହିବା ତାଙ୍କ ପ୍ରତି ଅପମାନ ଜନକ: ସଞ୍ଜୟ ରାଉତ…

ମୁମ୍ବାଇ,୨୫।୧୨ : ମହାରାଷ୍ଟ୍ରର ଉପମୁଖ୍ୟ ଦେବେନ୍ଦ୍ର ଫଡନାଭିସଙ୍କ ସ୍ତ୍ରୀ ଅମୃତା ଫଡନାଭିସସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆ ଭାରତର ଜାତିର ପିତା ବୋଲି କହିବା ପ୍ରସଙ୍ଗ ନେଇ ବିବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଶିବସେନା ନେତା ତଥା ରାଜ୍ୟ…

ଆଫଗାନିସ୍ତାନଠାରୁ ସୁରକ୍ଷା ପାଇଁ ପାକିସ୍ତାନକୁ ପାଣ୍ଠି ଯୋଗାଇବାକୁ ଚାହୁଁଛି ଆମେରିକା…

ଇସଲାମାବାଦ,୨୫।୧୨ : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ଦାବି କରିଛନ୍ତି ଯେ ଆମେରିକା ତାଙ୍କୁ ପୁଣି ଥରେ ଅର୍ଥ ଯୋଗାଇ ଦେଇପାରେ। ଆଫଗାନିସ୍ତାନ ସୀମାରେ ସୁରକ୍ଷା ବୃଦ୍ଧି ତଥା ସୀମା ଆତଙ୍କବାଦକୁ ରୋକିବା ପାଇଁ ପାଣ୍ଠି ପଠାଇବାକୁ ଆମେରିକା…

ଧସିଲା ସୁନା ଖଣି : ମାଟି ତଳେ ୧୮ କର୍ମଚାରୀ, ଉଦ୍ଧାର କାର୍ଯ୍ୟ ଜାରି…

ବେଜିଂ,୨୫।୧୨ : ଚାଇନାର ଜିନଜିଆଙ୍ଗ ପ୍ରଦେଶରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ସୁନା ଖଣି ଧସି ପଡିଛି। ଫଳରେ କାମ କରୁଥିବା ୧୮ଜଣ କର୍ମଚାରୀ ମାଟି ତଳେ ଫସି ରହିଛନ୍ତି। ଅଧିକାରୀ କହିଛନ୍ତି ଯେ ଘଟଣା ସମୟରେ…

କାର୍ଯ୍ୟ ଚାପ ଯୋଗୁ କମୁଛି ମହିଳାଙ୍କ ଶାରୀରିକ ସମ୍ପର୍କ ପ୍ରତି ଆଗ୍ରହ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୫।୧୨ : ପୃଥିବୀରେ ବିଭିନ୍ନ ଦେଶରେ କାର୍ଯ୍ୟ ଚାପ ଯୋଗୁ ମହିଳାଙ୍କ ଯୌନ ଜୀବନ ଅଧିକ ପ୍ରଭାବିତ ହେବାରେ ଲାଗିଛି। ଗୃହିଣୀମାନେ ଘର କାମ ସହିତ ରନ୍ଧାବଢ଼ା, ଘର ପୋଛା , ପିଲାଙ୍କ ଯତ୍ନ ନେଇ ନେଇ ହାଲିଆ ହୋଇ ପଡୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?